ମହିଳା ଜଜ୍ଙ୍କୁ କ୍ଷମା ମାଗିଲେ ଇମ୍ରାନ୍ ଖାନ
ଇସଲାମାବାଦ,୨୦।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ମହିଳା ଜଜ୍ଙ୍କୁ ଧମକ ଦେବା ମାମଲାରେ ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ଜେବା ଚୌଧୁରୀ ନାମକ ଜଣେ ମହିଳା ଜଜ୍ଙ୍କୁ ପିଟିଆଇ ମୁଖ୍ୟ କ୍ଷମା ମାଗିଛନ୍ତି।...
ଜନସନ ଆଣ୍ଡ ଜନସନ: କୋର୍ଟ କହିଲେ ପାଉଡର ଯୋଗୁ ହୋଇଛି କ୍ୟାନସର, ପୀଡ଼ିତ ପାଇବେ ୧୫୪ କୋଟି ଟଙ୍କାର କ୍ଷତିପୂରଣ
ଓ୍ବାଶିଂଟନ,୨୦।୭: ଜନସନ ଆଣ୍ଡ ଜନସନକୁ କାଲିଫର୍ନିଆର ଜଣେ କ୍ୟାନସର ପୀଡ଼ିତଙ୍କୁ ୧୫୪ କୋଟି ଟଙ୍କର କ୍ଷତି ପୂଣ ଦେବାକୁ ପଡିବ। ଆମେରିକାର ଓକଲ୍ୟାଣ୍ଡ ଡିଫଲ୍ଟ ଷ୍ଟେଟ କୋର୍ଟ କମ୍ପାନୀକୁ କାଲିଫର୍ନିଆର ଜଣେ ବ୍ୟକ୍ତିଙ୍କୁ ଜନସନ ଆଣ୍ଡ ଜନସନ ବେବି ଟାଲକମ...
ସ୍ଥିତି ଦୋହରାଇବ ୟୁରୋପ
ପ୍ୟାରିସ,୨୦ା୭: ୟୁରୋପର ଅନେକ ଦେଶ ସମେତ ଆମେରିକାର ରାଜ୍ୟଗୁଡିକରେ ପ୍ରବଳ ଉତ୍ତାପ ଜାରି ରହିଛି। ରେକର୍ଡ ଭାଙ୍ଗୁଥିବା ଉତ୍ତାପ ପୁଣି ଥରେ ଲୋକଙ୍କ, ବିଶେଷକରି ଶିଶୁ ଏବଂ ବୃଦ୍ଧଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ାଇଛି। ବିଶେଷଜ୍ଞମାନେ କୁହନ୍ତି, ଜଳବାୟୁ ପରିବର୍ତ୍ତନ...
ଭାରତର ଅର୍ଥବ୍ୟବସ୍ଥାକୁ ପ୍ରଶଂସା କଲା ଦକ୍ଷିଣ ଆଫ୍ରିକା
ଜୋହାନ୍ସବର୍ଗ,୨୦।୭: ଭାରତର ଅର୍ଥବ୍ୟବସ୍ଥାକୁୁ ପ୍ରଶଂସା କରିଛି ଦକ୍ଷିଣ ଆଫ୍ରିକା। ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ନକୋସାଜାନା ଡାଲାମିନି-ଜୁମା କହିଛନ୍ତି, ଭାରତୀୟ ସଭ୍ୟତା ହଜାରେ ବର୍ଷ ପୁରୁଣା। ବର୍ତ୍ତମାନ ଭାରତ ଉପନିବେଶବାଦରୁ ଟେକ୍ନୋଲୋଜିରେ ଶକ୍ତିଶାଳୀ ହେବାକୁ ଯାଉଛି।
ସାଇଫର ବିବାଦ: ପୁଣି ଅଡୁଆରେ ଇମ୍ରାନ
ଇସଲାମବାଦ,୨୦।୭: ସାଇଫର ବିବାଦକୁ ନେଇ ପୁଣି ବିବାଦରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏ ପ୍ରସଙ୍ଗକୁ ନେଇ ଅଡୁଆରେ ଫଶିଛନ୍ତି ଇମ୍ରାନ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଗୃହ ମନ୍ତ୍ରୀ ରାଣା ସନାଉଲ୍ଲା ଏନେଇ...
ୟୁକ୍ରେନକୁ ୧.୩କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କଲା ଆମେରିକା
ଓ୍ବାଶିଂଟନ୍,୨୦।୭: ଋଷର ମୁକାବିଲା ପାଇଁ ୟୁକ୍ରେନକୁ ୧.୩କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି ଆମେରିକା। ଆମେରିକାର ପ୍ରତିରକ୍ଷା ବିଭାଗର ସୂଚନାନୁସାରେ, ସାମରିକ ପ୍ୟାକେଜରେ ଚାରୋଟି ଉନ୍ନତମାନର ଆକାଶରେ ନୀକ୍ଷେପ କରାଯାଇପାରୁଥିବା ଅସ୍ତ୍ର, ମଧ୍ୟମ ଦୂରଗାମୀ ବାୟୁ ପ୍ରତିରକ୍ଷା...
‘ଭାରତ-ଆମେରିକା ସହ ସମ୍ପର୍କ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ’
ଓ୍ବାଶିଂଟନ୍,୨୦।୭: ଭାରତ ଏବଂ ଆମେରିକା ସମ୍ପର୍କ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଏକ ମାସ ପରେ ହ୍ବାଇଟ ହାଉସର ପ୍ରେସ ସଚିବ କ୍ୟାରିନ୍ ଜିନ୍ ପିଆର କହିଛନ୍ତି, ଗତ...
ସ୍ବିଡେନ ଦୂତାବାସ ଉପରେ ଆକ୍ରମଣ
ବାଗଦାଦ,୨୦।୭: ଇରାକର ବାଗଦାଦରେ ଥିବା ସ୍ବିଡେନ ଦୂତାବାସ ଉପରେ ଆକ୍ରମଣ ହୋଇଛି। ଅକ୍ରମଣକାରୀମାନେ ଦୂତାବାସରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି ଆକ୍ରମଣରେ ଦୂତାବାସର କର୍ମଚାରୀଙ୍କର କୌଣସି କ୍ଷତି ହୋଇ ନ ଥିବା ପ୍ରାଥମିକ ରିପୋର୍ଟରେ କୁହାଯାଇଛି। ଦୂତାବାସ ଉପରେ...
କାନ୍ଥ ଭୁଶୁଡ଼ି ଚାଲିଗଲା ୧୧ ଜୀବନ
ଇସଲାମାବାଦ୍,୧୯।୭: ପ୍ରବଳ ବର୍ଷା ଯୋଗୁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର କାନ୍ଥ ଭୁଶୁଡ଼ି ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। କୋଠାଟି ପେଶୱାର ରୋଡ ଅଞ୍ଚଳରେ ଅବସ୍ଥିତ ଥିଲା। ଶ୍ରମିକମାନେ ଏଠାରେ ନିର୍ମାଣ...
ଆମେରିକାରେ ପ୍ରଦର୍ଶନ ହେବ ଭାରତୀୟ ସଂସ୍କୃତି, ନୀତା ଅମ୍ବାନୀ କରିବେ ସହାୟତା
ଓ୍ବାଶିଂଟନ,୧୯ା୭: ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କ ସହାୟତାରେ ଆମେରିକାର ପ୍ରତିଷ୍ଠିତ ମେଟ୍ ସଂଗ୍ରହାଳୟ ଭାରତୀୟ ଇତିହାସ ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରିବାକୁ ଯାଉଛି। ବୃକ୍ଷ ଏବଂ ସର୍ପେଣ୍ଟ ନାମକ ଏହି ପ୍ରଦର୍ଶନୀ ୨୧ ଜୁଲାଇରୁ...
ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି ପାକିସ୍ତାନ ଭିଜା, ମାତ୍ର ଏତିକି ଦେଶକୁ କରିପାରିବ ଯାତ୍ରା
ଇସଲାମାବାଦ,୧୯ା୭: ବିଶ୍ୱ ନାଗରିକତା ଏବଂ ଆବାସିକ ପରାମର୍ଶଦାତା କମ୍ପାନୀ ହେନ୍ଲି ଆଣ୍ଡ୍ ପାର୍ଟନର୍ସ ପାକିସ୍ତାନକୁ ବିଶ୍ୱର ଚତୁର୍ଥ ଖରାପ ପାସପୋର୍ଟ ସହ ଏକ ଦେଶ ଭାବରେ ସ୍ଥାନିତ କରିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀମାନେ ଚଳିତ ବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଭିଜା...
ବନ୍ଦ ହେବ କରୋନା ଭାଇରସର ଜନ୍ମଦାତା ଉହାନ ଇନଷ୍ଟିଚ୍ୟୁଟ୍!
ଓ୍ବାଶିଂଟନ୍,୧୯।୭: ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ କୋଭିଡ-୧୯ ପାଇଁ ଦାୟୀ କରିବା ସହ ସଂଘୀୟ ପାଣ୍ଠି ଉପରେ ରୋକ୍ ଲଗାଇଛନ୍ତି ବାଇଡେନ ପ୍ରଶାସନ। ବ୍ଲୁମବର୍ଗ ନ୍ୟୁଜ ଅନୁଯାୟୀ, ଲ୍ୟାବ ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଡକ୍ୟୁମେଣ୍ଟ ପ୍ରଦାନ କରିବାରେ ବିଫଳ...
Archives


