ଆମେରିକା ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ: ଏଫବିଆଇ ଅପରେସନରେ ଅଭିଯୁକ୍ତ ମୃତ
ଓ୍ବାଶିଂଟନ,୧୦।୮: ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଦିଆଯାଇଛି। ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଏଫବିଆଇ ଅପରେସନ ବେଳେ ନିହତ ହୋଇଛନ୍ତି। ଅଭିଯୁକ୍ତ ଜଣକ ଆମେରିକାର ୟୁଟାର ବାସିନ୍ଦା ଥିଲେ। ଆମେରିକାର ରାଷ୍ଟ୍ରପତି ୟୁଟା ଗସ୍ତ କରିବାର କିଛି ଘଣ୍ଟା…
ଶୁଖିଲା ଭାତ ଖାଇ ନିଜ ଜୀବନ ବିତାଉଛନ୍ତି ନାଇଜର ରାଷ୍ଟ୍ରପତି: ଚିନ୍ତା ବ୍ୟକ୍ତ କଲା ଜାତିସଂଘ…
ଜେନେଭା,୧୦।୮ : କ୍ଷମତାଚ୍ୟୁତ ହୋଇଥିବା ନାଇଜର ରାଷ୍ଟ୍ରପତିଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ସେ କେବଳ ଭାତ ଖାଇ ଜୀବନ ବିତାଉଛନ୍ତି। ଏହାକୁ ନେଇ ଜାତିସଂଘ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଉଦବେଗ ପ୍ରକାଶ…
ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୧୦।୮ : ଉତ୍ତର କୋରମ୍ର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ସେନାର ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କରିଛନ୍ତି। ଉତ୍ତର କୋରିଆରେ ଯୁଦ୍ଧ ସମ୍ଭବତଃ, ଏଥିପାଇଁ ଦେଶ ବ୍ୟାପକ ପ୍ରସ୍ତୁତି, ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ବୃଦ୍ଧି କରିବା ଏବଂ ସାମରିକ ଅଭ୍ୟାସ ବିସ୍ତାର…
୧୧ ୟୁକ୍ରେନ ଡ୍ରୋନ୍କୁ ଗୁଳି କରି ଖସାଇଲା ରୁଷିଆ…
ମସ୍କୋ,୧୦।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ବିରୁଦ୍ଧରେ ଡ୍ରୋନ ଯୁଦ୍ଧ ଜାରି ରଖିଛନ୍ତି। ଏହି ସମୟରେ ରୁଷିଆ ଦାବି କରିଛି ମସ୍କୋ ଅଭିମୁଖେ ଆସୁଥିବା ୧୧ଟି ଯୁଦ୍ଧ…
ଜଲିଲ ଅବ୍ବାସ ଜିଲାନି ହୋଇପାରନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ
ଇସଲାମାବାଦ୍,୯।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରୀୟ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିବେ ବୋଲି ଚର୍ଚ୍ଚା ହେଉଛି। ଜାତୀୟ ବିଧାନସଭାର ପାଞ୍ଚ ବର୍ଷର କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେବ। ଶେଲିବାଜ…
ଦିନରେ ମାଛି, ରାତିରେ ପୋକ, ମୋତେ ଏଠୁ ଶୀଘ୍ର ବାହାର କର
ଇସଲାମାବାଦ,୯ା୮: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଓକିଲଙ୍କୁ କହିଛନ୍ତି, ଦିନରେ ମାଛି ଏବଂ ରାତିରେ କୀଟପତଙ୍ଗରେ ପରିପୂର୍ଣ୍ଣ ଏହି କୋଠରୀରେ ରହିବାକୁ ଚାହୁଁନାହିଁ। ତୋସାଖାନା ମାମଲାରେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ…
ଜାହାଜ ବୁଡ଼ିବା ଘଟଣା: ୪୧ ମୃତ, ଆସିଲା ରିପୋର୍ଟ
ରୋମ୍,୯ା୮: ଇଟାଲୀର ଲାମ୍ପେଡୁସା ଦ୍ୱୀପରୁ ପ୍ରବାସୀ ଜାହାଜ ବୁଡ଼ିଯିବାରୁ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବୁଧବାର ଏକ ରିପୋର୍ଟ ଆସିଛି। ଗତ ସପ୍ତାହରେ କେନ୍ଦ୍ରୀୟ ଭୂମଧ୍ୟସାଗରରେ ଜାହାଜ ଦୁର୍ଘଟଣାରେ ୪୧ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିଲା ବୋଲି ବୁଧବାର ଇଟାଲୀର ଲାମ୍ପେଡୁସା…
କେବଳ ଆମେରିକା କି ବ୍ରିଟେନ ନୁହଁ, ଏଠାରେ ମଧ୍ୟ ୧୦୦ରୁ ୧୦୦ ଇଂରାଜୀ କୁହନ୍ତି ଲୋକେ, ଜାଣନ୍ତୁ ଭାରତରେ ରହିଛି କେତେ ପ୍ରତିଶତ…
ଯେତେବେଳେ ବି ଇଂରାଜୀ ବକ୍ତାମାନଙ୍କ କଥା ଆସେ, ସେତେବେଳେ ଅଧିକାଂଶ ଲୋକ ଭାବନ୍ତି ଆମେରିକା କିମ୍ବା ବ୍ରିଟେନର ଲୋକମାନେ ହିଁ ୧୦୦ ପ୍ରତିଶତ ଲୋକ ଇଂରାଜୀ ଜାଣିଥାନ୍ତି ଏବଂ କହିଥାନ୍ତି। ମାତ୍ର ସେମିତି ନୁହେଁ। ଆଉ ମଧ୍ୟ କିଛି ଦେଶ ରହିଛି,…
ଦିବ୍ୟାଙ୍ଗ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ଜଣଙ୍କ ପତ୍ତା ମିଳୁନି, ୧୭ ସ୍ଥାନାନ୍ତର
ପ୍ୟାରିସ୍,୯ା୮: ଫ୍ରାନ୍ସରେ ଦିବ୍ୟାଙ୍ଗ ପାଇଁ ଥିବା ଏକ କେୟାର ସେଣ୍ଟରରେ ନିଆଁ ଲାଗିବା ପରେ ୧୧ ଜଣ ନିଖୋଜ ହୋଇଥିବା ବେଳେ ୧୭ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପ୍ରଶାସନ କହିଛି, ବୁଧବାର ଓ୍ବିଣ୍ଟଜେନହିମ୍ର ଏକ ଘରୋଇ କେୟାର ସେଣ୍ଟରରେ…
ପାକିସ୍ତାନ ଟ୍ରେନ୍ ଦୁର୍ଘଟଣା: ୬ ଅଧିକାରୀ ନିଲମ୍ବିତ
ଇସଲାମାବାଦ,୯ା୮: ପାକିସ୍ତାନ ଟ୍ରେନ୍ ଦୁର୍ଘଟଣା ମାମଲାରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଟ୍ରେନ୍ ଦୁର୍ଘଟଣାର ଅବହେଳା ପାଇଁ ପାକିସ୍ତାନର ରେଳ ବିଭାଗ ପକ୍ଷରୁ ବିଭାଗୀୟ ଇଞ୍ଜିନିୟର ଏବଂ ଓ୍ବାର୍କ ମ୍ୟାନେଜରଙ୍କ ସମେତ ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ପ୍ରତ୍ୟେକ ପୀଡ଼ିତଙ୍କ…
ଚାଇନା ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ନେଟୱାର୍କକୁ ହ୍ୟାକ କରିଛି, ଆମେରିକୀୟ ଖବରକାଗଜ କଲା ପର୍ଦ୍ଦାଫାଶ…
ବେଜିଂ,୯।୮ : ଚାଇନା ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ନେଟୱାର୍କକୁ ହ୍ୟାକ କରିଛି। ଏନେଈ ଆମେରିକୀୟ ଖବରକାଗଜ ରେ ତଥ୍ୟ ପ୍ରକାଶ ପାଇଛି। ୨୦୨୦ ଶେଷରେ ଚାଇନା ସୈନ୍ୟ ଜାପାନର ଗୁପ୍ତ ପ୍ରତିରକ୍ଷା ନେଟୱାର୍କକୁ ଅଦଳବଦଳ କରିଥିଲେ। ଆମେରିକୀୟ ଗଣମାଧ୍ୟମ ବୁଧବାର ଏହି…
ଗଣ ବଳାତ୍କାର ମାମଲାରେ ଇରାନରେ ୫ ଜଣଙ୍କୁ ଫାଶୀ,ଚଳିତ ବର୍ଷ ୨୮୨ ଜଣଙ୍କୁ ମୃତ୍ୟୁ ଦଣ୍ଡ…
ତେହେରାନ,୯।୮ : ଗତ ବର୍ଷ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣ ବଳାତ୍କାର କରିଥିବା ଅଭିଯୋଗରେ ଇରାନରେ ବୁଧବାର ୫ ଜଣଙ୍କୁ ଫାଶୀ ଦିଆଯାଇଛି। ନ୍ୟାୟପାଳିକାର ମିଜାନ ଅନ୍ଲାଇନ ୱେବସାଇଟ ଘୋଷଣା କରିଛି ମେ ୨୦୨୨ ରେ ମାରାଣ୍ଡ ସହରରେ…
Archives


