୪ ମାସ ମଧ୍ୟରେ ୨ ଥର ପାଇଁ ଆମେରିକା ଡ୍ରୋନକୁ ଟାର୍ଗେଟ କଲା ରୁଷିଆ ବାୟୁସେନା
ଓ୍ବାଶିଂଟନ,୨୬।୭: ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କ୍ରମରେ ରୁଷିଆର ଏକ ଯୁଦ୍ଧ ବିମାନ ସିରିଆ ଉପରେ ଆମେରିକାର ଡ୍ରୋନ ନିକଟରେ ବିପଜ୍ଜନକ ଭାବରେ ଉଡାଣ ଭରିଛି ଏବଂ ଏହାର ପ୍ରୋପୋଲରକୁ କ୍ଷତି ପହଞ୍ଚାଇଛି। ଆମେରିକା...
ଖେବର ପାଖ୍ଟନଖୱାରେ ଆତ୍ମଘାତୀ ବିସ୍ଫୋରଣ
ଇସଲାମାବାଦ,୨୬।୭: ପାକିସ୍ତାନର ଖେବର ପାଖ୍ଟନଖୱା ଜିଲାର ଅଲି ମସଜିଦ ଅଞ୍ଚଳରେ ଥିବା ଏକ ନିର୍ମାଣଧୀନ ମସଜିଦରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅତିରିକ୍ତ ଷ୍ଟେଶନ ହାଉସ ଅଫିସର (ଏସ୍ଏଚଓ)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରାଥମିକ...
କାର୍ ଦୁର୍ଘଟଣାର ଶିକାର ହେଲେ ରୋନ ଡେସାଣ୍ଟିସ
ଓ୍ବାଶିଂଟନ୍,୨୬।୭: ଫ୍ଲୋରିଡା ଗଭର୍ନର ଏବଂ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ରୋନ ଡେସାଣ୍ଟିସ ଏକ କାର୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ତେବେ ସେ ଏହି ଦୁର୍ଘଟଣାରେ କୌଣସି ଆଘାତ ପାଇନାହାଁନ୍ତି। ମଙ୍ଗଳବାର ଟେନେସିର ଚାଟାନୋଗାରେ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଦୁର୍ଘଟଣା...
ଆଲଜେରିଆ ଜଙ୍ଗଲରେ ନିଆଁ: ଗଲାଣି ୩୪ ଜଣଙ୍କର ଜୀବନ
ଅଲଜିୟର୍ସ,୨୬।୭: ଉତ୍ତର ଆଲଜେରିଆର ଜଙ୍ଗଲ, ଗ୍ରାମ ଏବଂ ସହରଗୁଡ଼ିକରେ ଲାଗିଥିବା ଅଗ୍ନିକାଣ୍ଡରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ବୈଦେଶିକ ଗଣମାଧ୍ୟମ ଅନୁଯାୟୀ, ଆଲଜେରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ରାତିରେ ସୂଚନା ଦେଇଛି ଯେ, ମୃତକଙ୍କ ମଧ୍ୟରେ ୧୦...
ଭାରତୀୟ ମୂଳ ମାଧବ ଚିନ୍ନାପ୍ପାଙ୍କୁ ଚାକିରିରୁ ହଟାଇଲା ଗୁଗୁଲ
କାଲିଫର୍ନିଆ,୨୬।୭: ବିଶ୍ୱର ସର୍ବବୃହତ ଟେକ କମ୍ପାନୀ ଗୁଗୁଲ ଏହାର ନ୍ୟୁଜ ଇକୋସିଷ୍ଟମ ଡେଭଲପମେଣ୍ଟର ନିର୍ଦ୍ଦେଶକ ମାଧବ ଚିନ୍ନାପ୍ପାଙ୍କୁ ହଟାଇ ଦେଇଛି। ଭାରତୀୟ ମୂଳ ମାଧବ ଚିନ୍ନାପ୍ପା ୧୩ ବର୍ଷ ଧରି ଗୁଗୁଲ ସହିତ ଜଡିତ ଥିଲେ। ସୋସିଆଲ ମିଡିଆରେ ସେ...
ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍ ଗାଙ୍ଗ୍ ବହିଷ୍କୃତ
ବେଜିଂ,୨୬ା୭: ମାସେ ହେଲା ସର୍ବସାଧାରଣରେ ଦେଖିବାକୁ ମିଳୁ ନ ଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍ ଗାଙ୍ଗ୍ଙ୍କୁ ମଙ୍ଗଳବାର ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ଓ୍ବାଙ୍ଗ୍ ୟିଙ୍କୁ ନୂଆ ବହିର୍ବ୍ୟାପାର ମନ୍ତ୍ରୀ ନିଯୁକ୍ତ କରିବା ଲାଗି ଚାଇନାର ଶୀର୍ଷ ବ୍ୟବସ୍ଥାପିକା ଭୋଟ୍...
ରୁଷିଆରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ନିଷିଦ୍ଧ
ମସ୍କୋ,୨୬।୭: ରୁଷିଆରେ ଏଣିକି ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ନିଷିଦ୍ଧ। ରାଷ୍ଟ୍ରପତି ଭ୍ଲାଡିମର ପୁଟିନ୍ ଏ ସଂକ୍ରାନ୍ତୀୟ ବିଲ୍ରେ ସୋମବାର ସ୍ବାକ୍ଷର କରିଛନ୍ତି। ଲିଙ୍ଗ ପରିବର୍ତ୍ତନ ନେଇ କରାଯାଉଥିବା ଡାକ୍ତରୀ ପ୍ରକ୍ରିୟାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ଆଇନ ଅଣାଯାଇଛି। ପୂର୍ବରୁ...
କିଡନୀ ବିକ୍ରି କରିବାକୁ ୧୨୨ ଇଣ୍ଡୋନେସିଆ ନାଗରିକ ଯାତ୍ରା କରୁଥିଲେ କାମ୍ବୋଡ଼ିଆ…
ଜାକର୍ତ୍ତା,୨୫।୭ : ମଙ୍ଗଳବାର ପୋଲିସ କହିଛି ୧୨୨ ଜଣ ଇଣ୍ଡୋନେସିଆବାସୀଙ୍କୁ ସେମାନଙ୍କ କିଡନୀ ବିକ୍ରୟ ପାଇଁ କାମ୍ବୋଡିଆର ଏକ ଡାକ୍ତରଖାନାକୁ ପଠାଇବାରେ ବେଆଇନ ମାନବ ଅଙ୍ଗ ଚୋରା ଚାଲାଣକାରୀ ସାହାଯ୍ୟ କରୁଥିବା ସମୟରେ ଧରା ପଡ଼ିଛନ୍ତି। ଏନେଇ ଇଣ୍ଡୋନେସିଆ କର୍ତ୍ତୃପକ୍ଷ...
ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ମନ୍ତ୍ରୀପଦରୁ ବହିଷ୍କାର
ବେଜିଂ,୨୫।୭: ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତାଙ୍କ ପଦରୁ ବିଦା କରାଯାଇଛି। ସେ ଚାଇନା ରାଷ୍ଟ୍ରପତି ଶିି ଜିନପିଙ୍ଗଙ୍କ ବିଶ୍ୱାସଯୋଗ୍ୟ ସହଯୋଗୀ ଥିଲେ।ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଚାଇନାର ଶୀର୍ଷ ବିଧାୟକମାନେ ମଙ୍ଗଳବାର ଅପରାଧିକ ଆଇନ ସଂଶୋଧନ ତଥା ସରକାରୀ...
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣ ଜାରି ରଖି ଅଭାବୀ ଦେଶମାନଙ୍କୁ ସାହାଯ୍ୟ କରିଛି: ଜାତିସଂଘରେ କହିଲା ଭାରତ…
ଜେନେଭା,୨୫।୭ : ୟୁକ୍ରେନ ବିବାଦ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣରେ ବାଧା ହ୍ରାସ କରି ଅଭାବୀ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରିଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ପାକିସ୍ତାନ, ଶ୍ରୀଲଙ୍କା ଭଳି ଦେଶକୁ ମଧ୍ୟ ପ୍ରଭାବିତ କରିଛି।...
ବ୍ରିଟିଶ ପାକିସ୍ତାନୀ କଟ୍ଟରପନ୍ଥୀ ପ୍ରଚାରକ ଅଞ୍ଜମଙ୍କ ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ଅଭିଯୋଗ
ଲଣ୍ଡନ,୨୫।୭: କଟ୍ଟରପନ୍ଥୀ ଇସଲାମ ପ୍ରଚାରକ ଅଞ୍ଜମ ଚୌଧୁରୀଙ୍କୁ ଆତଙ୍କବାଦ ସମ୍ବନ୍ଧୀୟ ଅପରାଧ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ଲଣ୍ଡନ କୋର୍ଟରେ ହାଜର କରାଯିବ। ଚୌଧୁରୀଙ୍କ ପାଖରେ ବ୍ରିଟେନ ଏବଂ ପାକିସ୍ଥାନର ନାଗରିକତ୍ୱ ଅଛିି। ମହାନଗର ନିଗମ ପୋଲିସ ତାଙ୍କୁ ଏକ...
ଚାଇନା ଅଧିକାରୀଙ୍କ ସହିତ ଉତ୍ତରକୋରିଆ ଗସ୍ତ କରିବେ ରୁଷିଆ ପ୍ରତିରକ୍ଷାମନ୍ତ୍ରୀ…
ମସ୍କୋ/ପ୍ୟୋଙ୍ଗୟାଙ୍ଗ/ବେଜିଂ,୨୫।୭ : ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଖୁବ ଶୀଘ୍ର ଉତ୍ତର କୋରିଆ ଗସ୍ତ କରିବେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଚାଇନାର ଏକ ପ୍ରତିନିଧୀ ଦଳ ମଧ୍ୟ ଉତ୍ତର କୋରିଆ ଗସ୍ତ କରିବେ। ଉତ୍ତର କୋରିଆ କୋରିଆ ଯୁଦ୍ଧର ୭୦...
Archives


