ନିଜ୍ଜର ହତ୍ୟା ପ୍ରମାଣ ଭାରତକୁ ଦିଆଯାଇଛି: ଟ୍ରୁଡୋ
ଟରଣ୍ଟୋ,୨୪ା୯ : ବିଚ୍ଛିନ୍ନତାବାଦୀ ନେତା ହରଦୀପ୍ ସିଂ ନିଜ୍ଜର ହତ୍ୟା ସହ ଭାରତୀୟ ଏଜେଣ୍ଟ ସମ୍ପୃକ୍ତ ଥିବା ନେଇ ନିର୍ଭରଯୋଗ୍ୟ ଅଭିଯୋଗର ପ୍ରମାଣ ବହୁ ସପ୍ତାହ ପୂର୍ବରୁ ଭାରତକୁ ଦିଆଯାଇଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି। ଏହି ସାଂଘାତିକ ଘଟଣାର ସତ୍ୟତା…
ଚାଇନାର ସମରାଭ୍ୟାସ ନେଇ ଆପତ୍ତି ଜଣାଇଲା ଫିଲିପାଇନ୍ସ…
ବେଜିଂ,୨୩।୯ : ବିବାଦୀୟ ଦକ୍ଷିଣ ଚାଇନା ସାଗର ଅଞ୍ଚଳରେ ଚାଇନା ଜାହାଜଗୁଡିକର ସମରାଭ୍ୟାସ ନେଇ ଫିଲିପାଇନ ଆପତ୍ତି ଜଣାଇଛି। ଏହା ଯୁଦ୍ଧକୁ ଉସୁକାଇବା କାର୍ଯ୍ୟ ବୋଲି ଫିଲିପାଇନ ଅଭିଯୋଗ ଆଣିଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଦୁଇ ପଡୋଶୀ…
ରୁଷିଆର ନୌସେନା ମୁଖ୍ୟାଳୟରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼, ୯ ଋଷିଆ ଅଧିକାରୀ ମୃତ
ମସ୍କୋ/କିଭ୍,୨୩।୯: କ୍ରିମିଆର ସେଭାଷ୍ଟୋପୋଲ ବନ୍ଦରରେ ଥିବା ରୁଷିଆର କୃଷ୍ଣସାଗର ନୌସେନା ଘାଟିରେ ଶୁକ୍ରବାର ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ଋଷିଆର ୯ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଛି ବୋଲି ଶନିବାର ୟୁକ୍ରେନ ପ୍ରତିରକ୍ଷା…
ଭାରତ-କାନାଡା ବିବାଦ: ମହିନ୍ଦ୍ରା ପରେ ଜିନ୍ଦଲ ଦେଲା କାନାଡାକୁ ବଡ ଝଟକା
ନୂଆଦିଲ୍ଲୀ,୨୩।୯: କାନାଡା ଓ ଭାରତ ବିବାଦ ଚରମରେ ପହଞ୍ଚିଛି। ଉଭୟ ଦେଶ ମଧ୍ୟରେ ତିକ୍ତତାର ପ୍ରଭାବ ବ୍ୟବସାୟରେ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କଲାଣି। ବିବାଦ ଭିତରେ ଭାରତୀୟ କମ୍ପାନୀଗୁଡିକ କାନାଡାରେ ସେମାନଙ୍କର ବ୍ୟବସାୟ ବନ୍ଦ କରୁଛନ୍ତି। ଯାହା କାନାଡା ଅର୍ଥନୀତିରେ…
ସାଟେଲାଇଟ ଚିତ୍ରରେ ଧରାପଡିଲା ଚାଇନା, ଆମେରିକା, ଋଷିଆର ମିଛ, ପରୀକ୍ଷଣ କରୁଛନ୍ତି ପରମାଣୁ ଅସ୍ତ୍ର
ନ୍ୟୁୟର୍କ,୨୩।୯: ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ଏବଂ ବ୍ୟବହାର ପାଇଁ ସବୁ ଦେଶ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷାରିତ ହୋଇଥିଲେ ମଧ୍ୟ ଲୁଚାଛପାରେ ଏହାକୁ ପରୀକ୍ଷଣ କରୁଛନ୍ତି ୩ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର। ଆମେରିକା, ଋଷିଆ ଓ ଚାଇନା ପରମାଣୁ ଅସ୍ତ୍ର ପରୀକ୍ଷଣ ଓ ବ୍ୟବହାର…
ଭାରତ-କାନାଡା ବିବାଦ: ବାଜିରେ କାନାଡାରେ ଶିକ୍ଷା ବ୍ୟବସ୍ଥା
ଅଟାଓ୍ବା,୨୩।୯: ଭାରତ କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଭାରତ ସରକାରଙ୍କ ଦ୍ୱାରା ଭିଜା ସେବା ବନ୍ଦ କରାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନରମିଛନ୍ତି। ହେଲେ ଏହି କିଛିଦିନ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଦେଶର ଅର୍ଥନୀତିରେ…
ଟ୍ରୁଡୋଙ୍କ ଉପରେ ବର୍ଷିଲେ ପେଣ୍ଟାଗନର ପୂର୍ବତନ ଅଧିକାରୀ, କହିଲେ ଆମେ ଭାରତକୁ ସମର୍ଥନ…
ଅଟାଓ୍ବା,୨୩।୯:ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଚରମରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ଉପରେ ଆମେରିକା ମଧ୍ୟ ନଜର ରଖିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ଆମେରିକା କାନାଡାର ଅଭିଯୋଗ ଉପରେ ତୀକ୍ଷ୍ଣ…
ନାରୀ ବିଲ୍: ପାକିସ୍ତାନ ସଂସଦରେ ମହିଳାଙ୍କ ପାଇଁ କେତେ ରହିଛି ସଂରକ୍ଷଣ…
ଇସଲାମବାଦ,୨୩।୯: ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ ବିପୁଳ ସମର୍ଥନରେ ଉଭୟ ଗୃହରେ ପାରିତ ହୋଇଛି। ଏହି ବିଲ ଉପରେ ଦଳ ଏବଂ ବିରୋଧୀ ସର୍ବସମ୍ମତି କ୍ରମେ ଭୋଟ ଦେଇଛନ୍ତି। ତେବେ ଦୁଇ ସାଂସଦ ଏହି ବିଲ ବିରୋଧରେ ଭୋଟ ଦେଇଛନ୍ତି।…
ଇଂଲଣ୍ଡର ଏକ ଘରୋଇ ଜେଲ୍କୁ ସ୍ଥାନାନ୍ତରିତ ହେଲେ ନିରବ ମୋଦି
ଇଂଲଣ୍ଡ,୨୩।୯: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଇଂଲଣ୍ଡର ଏକ ଘରୋଇ ଜେଲକୁ ସ୍ଥାନାନ୍ତର କରାଯାଇଛି। ବ୍ରିଟେନର ଏହା ସବୁଠାରୁ ବଡ ଏବଂ ଜନଗହଳିପୂର୍ଣ୍ଣ କାରାଗାର। ଏହାପୂର୍ବରୁ ତାଙ୍କୁ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସ୍ବର୍ଥ ଜେଲରେ ରଖାଯାଇଥିଲା। ଯେଉଁଠାରୁ ଆତଙ୍କବାଦୀ ଡାନିଏଲ ଖଲିଫଙ୍କୁ…
ପାକିସ୍ତାନରେ ବଢ଼ିବ ବିଦ୍ୟୁତ ଶୁଳ୍କ, ଉପଭୋକ୍ତାଙ୍କ ଉପରେ ୧୬୦ ଶହ କୋଟିର ଅତିରିକ୍ତ ବୋଝ…
ଇସଲାମାବାଦ,୨୩।୯ : ତ୍ରୟମାସିକ ସମନ୍ବୟ ପାଇଁ ପାକିସ୍ତାନର ଜାତୀୟ ବିଦ୍ୟୁତ ଶକ୍ତି ନିୟାମକ ପ୍ରାଧିକରଣ (ଏନଇପିଆରଏ) ୟୁନିଟ ପିଛା ୩.୨୮ ପାକିସ୍ତାନୀ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି। ପାକିସ୍ତାନୀ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜ ଏହି ସୂଚନା ଦେଇଛି। ପ୍ରାପ୍ତ ସୂଚନା…
କାନାଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଷମ: ଚାରିଆଡୁ ଗୁଳିମାଡ, ହାତବାନ୍ଧି ବସିଛି ପୋଲିସ
ଅଟାଓ୍ବା,୨୩।୯: ଭାରତ କାନାଡା ବିବାଦ ଚରମରେ ପହଞ୍ଚିଛି। ଚାପା ଅସନ୍ତୋଷ ମଧ୍ୟରେ ଦୁଇଦେଶର ବିବାଦ ଘନେଇବାରେ ଲାଗିଛି। ତେବେ ଏହାରି ଭିତରେ ସୂଚନା ମିଳିଛି କି କାନାଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ବିଗିଡବାରେ ଲାଗିଛି। ଦେଶରେ ଅର୍ଥନୈତିକ ଅଚଳାବସ୍ଥା ଜାରି…
ଗଲ୍ଫ ବଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ୫ ମୃତ, ଶହେରୁ ଅଧିକ ଆହତ
ବେଜିଂ,୨୩।୯: ଦକ୍ଷିଣ ତାଇଓ୍ବାନରେ ଏକ ବଡ ଦୁର୍ଘଟରା ହୋଇଛି। ଏଥିରେ କେତେଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଗଲ୍ଫ ବଲ ଫ୍ୟାକ୍ଟ୍ରିରେ ହଠାତ ନିଆଁ ଲାଗି ଯାଇଛି, ଆଉ ଏହାପରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୫ ଜଣଙ୍କ ମୃତ୍ୟୁ…
Archives


