ଜୁକରବର୍ଗ-ଏଲନ ମସ୍କଙ୍କ ଟୁଇଟ୍ ଝଡ଼
ନ୍ୟୁୟର୍କ,୭ା୮: ଫେସ୍ବୁକ୍ ଅର୍ଥାତ୍ ମେଟା ସିଇଓ ମାର୍କ୍ସ ଜୁକରବର୍ଗ ଏବଂ ‘X’ ସିଇଓ ଏଲନ ମସ୍କ ପ୍ରତ୍ୟେକ୍ଷ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଗତ କିଛି ମାସ ଧରି ଏହି ଦୁଇ କୋଟିପତିଙ୍କ ମଧ୍ୟରେ ନାନା କଥାକୁ ନେଇ ଝଡ଼...
ଦାମାସକସ ଉପରେ ଇସ୍ରାଏଲର ଆକ୍ରମଣ…
ଦାମାସକସ,୭।୮ : ସୋମବାର ଭୋର ସମୟରେ ସିରିଆର ରାଜଧାନୀ ଦାମାସକସ ସହର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ଚାରିଜଣ ସିରିଆ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। କୁହାଯାଉଛି ସହରରେ ସାଇରନ ବାଜିବା...
ହିଜାବ ନ ପିନ୍ଧିବାରୁ ମୁର୍ଦାଘରେ ମୃତଦେହ ସଫା କରିବା ଦଣ୍ଡାଦେଶ…
ତେହେରାନ,୭।୮ : ଇରାନ ସରକାର ହିଜାବ ପିନ୍ଧୁ ନ ଥିବା ମହିଳାଙ୍କ ପାଇଁ ନୂଆ ନୂଆ ଦଣ୍ଡାଦେଶ ଘୋଷଣା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାମାନେ ଯେତେ ଅଧିକ ନିୟମ ଉଲ୍ଲଂଘନ କରୁଛନ୍ତି, ସରକାର ସେତେ ଅଧିକ ଏହାକୁ କଡାକଡି...
ବ୍ରିଟେନରେ ବ୍ୟାପୁଛି କରୋନା ମହାମାରୀର ନୂଆ ଭାରିଆଣ୍ଟ ଇଜି.୫.୧…
ଲଣ୍ଡନ,୭।୮ : ପୁଣିଥରେ ବ୍ରିଟେନରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଛି। କରୋନାର ନୂଆ ଭାରିଆଣ୍ଟ ଇଜି.୫.୧ ଆରିସ ଦ୍ୱାରା ଲୋକେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏହାକୁ ଇଜି.୫.୧ ଏରିସ ସବ ଭାରିଆଣ୍ଟ ନାମିତ କରାଯାଇଛି। ସାତଟି ନୂତନ କୋଭିଡ...
ଖବର କାଗଜ ଦ୍ୱାରା ନିଜର ଭାବମୂର୍ତ୍ତି ଉଜ୍ଜ୍ୱଳ କରିବାକୁ ଚାହୁଁଛି ଚାଇନା, ଦେଇଛି ୧୩୩ ହଜାର ଡଲାର…
ବେଜିଂ,୭।୮ : ଦୁନିଆରେ ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ଚାଇନା ଖବରକାଗଜର ସାହାଯ୍ୟ ନେଉଛି। ନିଜ ବିଷୟରେ ସକାରାତ୍ମକ ଖବର ପ୍ରକାଶ କରିବାକୁ ଓସେନିଆରେ ଅବସ୍ଥିତ ସୋଲୋମନ ଦ୍ୱୀପପୁଞ୍ଜ ଖବରକାଗଜକୁ ୧୩୦ ହଜାର ଡଲାର ଦେଇଛି। ଆର୍ଥିକ ସହାୟତା...
ସମୁଦ୍ରରେ ଜାହାଜ ବୁଡ଼ିଲା: ୪ ମୃତ, ୫୧ ନିଖୋଜ…
ଟ୍ୟୁନିସ,୭।୮ : ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଏକ ଜାହାଜ ବୁଡ଼ିଯିବା ପରେ ଚାରିଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି ଏବଂ ୫୧ ଜଣ ନିଖୋଜ ଅଛନ୍ତି। ଜାହାଜରେ ଥିବା ସମସ୍ତ ପ୍ରବାସୀ ସାହାରା ଆଫ୍ରିକାର ଥିଲେ। ଜଣେ ନ୍ୟାୟିକ ଅଧିକାରୀ ଏହି...
ଇମ୍ରାନ୍ଙ୍କ ନୂଆ ଠିକଣା ଆଡିଆଲା ଜେଲ
ଇସ୍ଲାମାବାଦ,୭ା୮(ପି.ଟି.): ତାଷାଖାନା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ରାଓ୍ବଲପିଣ୍ଡିର ଆଡିଆଲା ଜେଲରେ ରଖିବା ପାଇଁ ଇସ୍ଲାମାବାଦର ଏକ ଅଦାଲତ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଇମ୍ରାନ୍ଙ୍କୁ ଗିରଫ କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ...
ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୩୩ ମୃତ
କରାଚୀ,୭ା୮ : ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ରବିବାର ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୮୦ ଜଣ ଆହତ ହୋଇଛନ୍ତି। କରାଚୀରୁ ରାଓ୍ବଲପିଣ୍ଡି ଯାଉଥିବା ହାଜରା ଏକ୍ସପ୍ରେସ୍ ଟ୍ରେନ୍ ସିନ୍ଧ୍ ପ୍ରଦେଶ ନଓ୍ବାବଶାହ ଜିଲାର...
ମା’ଙ୍କ ଉତ୍ତମ ଖାଦ୍ୟ ନାତିନାତୁଣୀଙ୍କ ମସ୍ତିଷ୍କକୁ ସୁସ୍ଥ ରଖେ
ନୂଆଦିଲ୍ଲୀ,୭ା୮(ପି.ଟି.): ଜଣେ ମହିଳା ଗର୍ଭଧାରଣର ପ୍ରଥମ ଭାଗରେ ଯଦି ସେଓ ଏବଂ ଗୁଳ୍ମଜାତୀୟ ଖାଦ୍ୟ ଖାଇଥାନ୍ତି, ତେବେ ତାଙ୍କ ପିଲା ଏବଂ ନାତିନାତୁଣୀଙ୍କ ମସ୍ତିଷ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିପାରିବ। ମେଲବୋର୍ନର ମୋନାଶ ୟୁନିଭର୍ସିଟିରେ ଜେନେଟିକ୍ ମଡେଲ୍ ବ୍ୟବହାରରେ କରାଯାଇଥିବା ଅଧ୍ୟୟନରୁ...
ଚାଇନାରେ ପ୍ରଳୟଙ୍କରୀ ବନ୍ୟା, ୧୮ ହଜାରରୁ ଅଧିକ ଲୋକଙ୍କୁ କରାଗଲାଣି ଉଦ୍ଧାର
ବେଜିଂ,୬।୮: ଗତ କିଛି ଦିନ ହେବ ଚାଇନାରେ ପ୍ରବଳ ବର୍ଷା ବହୁ ସମସ୍ୟା ସୃଷ୍ଟି କରିଛି। ବନ୍ୟା ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ସହିତ ଡୋକସୁରୀ ଝଡ଼ ଦେଶରେ ପରିସ୍ଥିତିକୁ ଆହୁରି...
ଟେଲିଗ୍ରାମ୍ ଆପ୍ ବନ୍ଦ କଲା ଇରାକ୍
ବାଗ୍ଦାଦ୍,୬ା୮: ଇରାକ୍ ଏହାର ଟେଲିଗ୍ରାମ୍ ଆପ୍କୁ ବନ୍ଦ କରିଦେଇଛି। ‘ବ୍ୟକ୍ତିଗତ ତଥ୍ୟ ଉଲ୍ଲଂଘନ’ ଦର୍ଶାଇ ଇରାକ୍ ଏହି ଆପ୍କୁ ବନ୍ଦ କରିଥିବା ଇରାକ୍ର ଟେଲିକମ୍ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ କହିଛି ଯେ, ଜାତୀୟ ସୁରକ୍ଷା ଚିନ୍ତାଧାରା ତଥା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ...
ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି, ୮୦ରୁ ଅଧିକ ଆହତ
ଇସଲାମାବାଦ,୬ା୮: ପାକିସ୍ତାନର ସିନ୍ଧ ପ୍ରଦେଶରେ ରବିବାର ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ରାଓ୍ବଲପିଣ୍ଡି ଅଭିମୁଖେ ହାଜ୍ରା ଏକ୍ସପ୍ରେସର ମୋଟ୍ ୧୦ଟି ବଗି କରାଚିଠାରୁ ୨୭୫ କିଲୋମିଟର ଦୂରରେ ଅବସ୍ଥିତ ଏକ ଷ୍ଟେଶନ ନିକଟରେ ଲାଇନଚ୍ୟୁତ୍ ହେବାରୁ ପ୍ରାୟ ୨୫...
Archives


