ଅନ୍ତର୍ଜାତୀୟ

୫୨ରେ ପହଞ୍ଚିଲା ଆତ୍ମଘାତୀ ବିସ୍ଫୋରଣ ମୃତ୍ୟୁସଂଖ୍ୟା

ଇସଲାମାବାଦ,୨୯ା୯: ଶୁକ୍ରବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଏକ ମସଜିଦ୍‌ ନିକଟରେ ହୋଇଥିବା ଶକ୍ତିଶାଳୀ ବୋମା ବିସ୍ଫୋରଣରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇଦ୍‌ ଅବସରରେ ଏହି ବିସ୍ଫୋରଣ ଘଟିବା ପରେ…

‘ଓ୍ବାଶିଂଟନ ପୋଷ୍ଟ’ ହାତରେ କିଭଳି ଲାଗିଲା ଆତଙ୍କବାଦୀ ହରଦୀପଙ୍କ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍‌, ତଦନ୍ତ କରୁଛି କାନାଡା ପୋଲିସ

ଓଟ୍ଟାଓ୍ବା,୨୯।୯: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାର ତଦନ୍ତ ଜାରି ରହିଛି। ଆମେରିକୀୟ ଖବରକାଗଜ ‘ଓ୍ବାଶିଂଟନ ପୋଷ୍ଟ’ ହାତରେ ଏହି ମାମଲାର ସିସିଟିଭି ଫୁଟେଜ୍‌ ଲାଗିଛି। ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଥିବା କାନାଡ଼ା ପୋଲିସର ଇଣ୍ଟିଗ୍ରେଟେଡ୍‌ ହୋମସାଇଡ୍‌…

ବାଲୁଚିସ୍ତାନ ବିସ୍ଫୋରଣ: ବଢୁଛି ମୃତାହତଙ୍କ ସଂଖ୍ୟା

ଇସଲାମାବାଦ,୨୯।୯: ପାକିସ୍ତାନର ବାଲୁଚିସ୍ତାନରେ ହୋଇଥିବା ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୩୪ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସ କେତେଜଣ ଯବାନ ମଧ୍ୟ ଅଛନ୍ତି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ପାକିସ୍ତାନୀ ଖବରକାଗଜ ଡନ ଦେଇଛି।…

ପାକିସ୍ତାନ ମସଜିଦ ନିକଟରେ ବିସ୍ଫୋରଣ ୬ ମୃତ ୩୦ରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୨୯।୯: ଶୁକ୍ରବାର ବାଲୁଚିସ୍ତାନର ମସ୍ତୁଙ୍ଗରେ ଏକ ବଡ଼ ବୋମା ବିସ୍ଫୋରଣ ଘଟିଛି। ଏହି ସମୟ ମଧ୍ୟରେ ଅତି କମରେ ୬ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ସୂଚନାନୁସାରେ, ମସଜିଦ ନିକଟରେ ବିସ୍ଫୋରଣ ଘଟିଥିଲା…

ହିନ୍ଦୁଙ୍କ ବିରୋଧରେ ବଢୁଥିବା ଘୃଣାକୁ ନେଇ ଉଦବେଗ ପ୍ରକାଶ କଲେ ଭାରତୀୟ-ଆମେରିକୀୟ

ଓ୍ବାଶିଂଟନ,୨୯।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଅଭିଯୋଗ କରିବା ପରେ ବିବାଦ ବଢିବାରେ ଲାଗିଛି। ହିନ୍ଦୁମାନଙ୍କୁ କ୍ରମାଗତ ଭାବରେ କାନାଡାରେ ଧମକ ଦିଆଯାଉଛି। ଏଭଳି ପରିସ୍ଥିତିରେ ଭାରତୀୟ-ଆମେରିକୀୟ ଗୋଷ୍ଠୀ କାନାଡାରେ ହିନ୍ଦୁମାନଙ୍କ ପ୍ରତି ବଢୁଥିବା ଘୃଣାର ଘଟଣାକୁ ନିନ୍ଦା…

୧୧ ୟୁକ୍ରେନ ଡ୍ରୋନ୍‌ ଖସାଇଲା ରୁଷିଆ

ମସ୍କୋ,୨୯ା୯: ରୁଷିଆ- ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଥମିବାର ନାଁ ନେଉନି। ପରସ୍ପର ପରସ୍ପର ପ୍ରତି ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଗୁରୁବାର ଦିନରେ ୟୁକ୍ରେନ ରୁଷିଆର ୩୪ଟି ଡ୍ରୋନ୍‌ ନଷ୍ଟ କରିଥିବା ବେଳେ…

ଲାଇଭ୍‌ ଶୋ’ରେ ବିଧା, ଗୋଇଠା ମରାମରି, ଭିଡିଓ ଦେଖିଲେ…

ଇସଲାମାବାଦ,୨୯ା୯: ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌ଏନ୍‌)ର ଜଣେ ନେତା ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ସହ ଜଡ଼ିତ ଜଣେ ବିଶିଷ୍ଟ ବ୍ୟକ୍ତି ଲାଇଭ୍‌ ଶୋ’ରେ ଧକ୍କା ଦେବା ପରେ ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲର ଏକ ଟିଭି ଷ୍ଟୁଡିଓ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା।…

ଟେକ୍ସାସ ସୀମାରେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୯: ଟୁଇଟର ସିଇଓ ଏଲନ ମସ୍କ ଗୁରୁବାର ଟେକ୍ସାସ ସୀମାରେ ପହଞ୍ଚିଛନ୍ତି। ଏଠାରୁ ସେ ସୋସିଆଲ ମିଡିଆ ଏକ୍ସରେ ମଧ୍ୟ ଲାଇଭ ଆସିଥିଲେ। ଏହି ସମୟରେ ସେ ସ୍ଥାନୀୟ ରାଜନେତା ଏବଂ ଅଧିକାରୀଙ୍କ ସହ ପରିସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି। ମସ୍କ…

ଜୟଶଙ୍କର, ବ୍ଲିଙ୍କେନ୍‌ଙ୍କ ସାକ୍ଷାତ ସମୟରେ କାନାଡା ବିବାଦ ଉପରେ ହୋଇନାହିଁ ଆଲୋଚନା

ଓ୍ବାଶିଂଟନ୍‌,୨୯।୯: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ୱାଶିଂଟନ ଡିସିରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା, କିନ୍ତୁ ଆମେରିକା ନିଜାରଙ୍କ ହତ୍ୟା ମାମଲାରେ…

ଭାରତ ବିରୋଧୀ ସ୍ବର ବଦଳାଇଲେ କାନାଡା ପ୍ରଧାନମନ୍ତ୍ରୀ

ଓଟ୍ଟାଓ୍ବା,୨୯।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦରେ ଭାରତ କାନାଡାକୁ କଡ଼ା ଜବାବ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବେ…

ଭାରତ-କାନାଡା ବିବାଦ ମଧ୍ୟରେ ଆମେରିକାର ବୈଦେଶିକ ସଚିବଙ୍କୁ ଭେଟିଲେ ଏସ ଜୟଶଙ୍କର

ଓ୍ବାଶିଂଟନ୍‌,୨୯।୯: ନିକଟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତ ଥିବା ଅଭିଯୋଗ ଆଣିଥିଲେ। ଏହି ପ୍ରସଙ୍ଗକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ତେବେ ଟ୍ରୁଡୋଙ୍କ ଅଭିଯୋଗକୁ ଭିତ୍ତିହୀନ ତଥା ରାଜନୈତିକ…

ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ଘଟଣାର ଚାଲିଛି ଅନୁସନ୍ଧାନ: କାନାଡା ପୋଲିସ

ଓଟ୍ଟାଓ୍ବା,୨୯।୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଘଟଣାର ତଦନ୍ତ ସମ୍ପର୍କରେ କାନାଡା ପୋଲିସ ଏକ ବିବୃତ୍ତି ଦେଇଛି। ରୟାଲ କାନାଡିୟ ମାଉଣ୍ଟେଡ ପୋଲିସ (ଆରସିଏମପି) କହିଛି ଯେ, ଆତଙ୍କବାଦୀ ନିଜ୍ଜର ହତ୍ୟା ଘଟଣାର ସକ୍ରିୟ ତଦନ୍ତ କରାଯାଉଛି। ନିଷିଦ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri