ଯୁଦ୍ଧ ସମୟରେ ଲାଞ୍ଚ ନେବା ଦେଶଦ୍ରୋହ, ସେନାର ସମସ୍ତ ପ୍ରମୁଖ ବରଖାସ୍ତ: ୟୁକ୍ରେନ୍ର କଠୋର ପଦକ୍ଷେପ…
କିଭ,୧୨।୮ : ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଦୁର୍ନୀତି ବିରୋଧରେ ଏକ କଠୋର ପଦକ୍ଷେପ ନେଇଛନ୍ତି। ସେ ୟୁକ୍ରେନର ଆଞ୍ଚଳିକ ସେନା ନିଯୁକ୍ତି କେନ୍ଦ୍ରର ସମସ୍ତ ମୁଖ୍ୟଙ୍କୁ ବରଖାସ୍ତ କରିଛନ୍ତି। ଜେଲେନସ୍କି ତାଙ୍କ ଘୋଷଣାରେ ଏହି ଲୋକଙ୍କୁ ବରଖାସ୍ତ ବିଷୟରେ...
ପାକିସ୍ତାନ ଫେରିବେ ନଓ୍ବାଜ ସରିଫ!
ଇସଲାମବାଦ,୧୨।୮: ପଡୋଶୀ ଦେଶ ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ସହ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। ତେବେ ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆସନ୍ତା ମାସରେ ପାକିସ୍ତାନ ଫେରିପାରନ୍ତି ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର...
ଚର୍ମ ରଙ୍ଗକୁ ଚିହ୍ନଟ କରିବା ପାଇଁ କ୍ୟାମେରା ପ୍ରସ୍ତୁତ କରୁଛି ଚାଇନା
ବେଜିଂ,୧୨।୮: ଚାଇନା ନିଜ ଦେଶର ନାଗରିକଙ୍କ ଉପରେ ନଜର ରଖିବା ପାଇଁ ଆପଣାଇଛି ନୂଆ ରାସ୍ତା। ନିଜ ଦେଶର ନାଗରିକଙ୍କ ଗତିବିଧିକୁ ନଜର ରଖିବା ପ୍ରସ୍ତୁତ କରିଛି ନୂଆ ଟେକ୍ନୋଲଜିର ସିସିଟିଭି କ୍ୟାମେରା। ଏହାକୁ ଖୁଲାସା କରିଛ ଆମେରିକାର ଆଇପିଭିଏମ...
ନିୟନ୍ତ୍ରଣ ବାହାରେ ପାକିସ୍ତାନର ସ୍ଥିତି, ଜରୁରୀ ବୈଠକ ଡାକିଲେ କାମଚଳା ପ୍ରଧାନମନ୍ତ୍ରୀ
ଇସଲାମାବାଦ,୧୨ା୮: ଅନଓ୍ବର-ଉଲ୍-ହକ୍ କାକର ଶନିବାର ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି। ଦେଶକୁ ଶାସନ କରିବା ଏବଂ ଚଳିତ ବର୍ଷ ସାଧାରଣ ନିର୍ବାଚନକୁ ତଦାରଖ କରିବା ପାଇଁ ସେ ମନୋନୀତ ହୋଇଛନ୍ତି। ଏହି ପ୍ରସଙ୍ଗରେ ଦୁଇ ରାଉଣ୍ଡ ଆଲୋଚନା...
ହାଓ୍ବାଇ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି
ନ୍ୟୁୟର୍କ,୧୨ା୮: ଆମେରିକାର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥିତ ହାଓ୍ବାଇ ରାଜ୍ୟର ମଉଇ ଦ୍ୱୀପରେ ହୁତ୍ହୁତ୍ ହୋଇ ଜଙ୍ଗଲ ଜଳୁଥିଲେ ମଧ୍ୟ ନିଆଁ ଲିଭିବାର ନାଁ ନେଉନି। ଫଳରେ ଏହି ନିଆଁ ପ୍ରଭାବରେ ଲୋକଙ୍କ ମୃତ୍ୟୁସଂଖ୍ୟା ଶନିବାର ୮୦ରେ ପହଞ୍ଚିଛି। ଏତଦ୍ବ୍ୟତୀତ ୧୪୧୮...
ରୁଷିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା
ମସ୍କୋ,୧୨ା୮: ଶନିବାର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରୁଷିଆ ପୂର୍ବର କିଛି ଅଞ୍ଚଳରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ପାସୋଭ୍କା ଏବଂ କୁଲେଶୋଭ୍କା ନଦୀରେ ଜଳସ୍ତର...
ଠାବ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମାକୁ କରାଗଲା ନିଷ୍କ୍ରିୟ
ଓ୍ବାରସା, ୧୨।୮: ପୋଲାଣ୍ଡର ଲୁବିନ ସହରର ଏକ ନିର୍ମାଣାଧୀନ କୋଠା ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ଠାବ ହୋଇଛି। ଶ୍ରମିକମାନେ କାମ କରୁଥିବା ବେଳେ ମାଟିତଳେ ଏକ ବୋମା ଥିବା ଦେଖିବାକୁ ପାଇଥିଲେ। ଫଳରେ ତୁରନ୍ତ ଅଞ୍ଚଳରୁ ୧୪...
ଜାତିସଂଘର ଅପହୃତ କର୍ମଚାରୀଙ୍କୁ ୧୮ ମାସ ପରେ ମୁକ୍ତ କଲା ଅଲ-କାଏଦା
ସନା(ୟମନ),୧୨।୮: ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ୟେମେନର ଏକ ଅଲ-କାଏଦା ଶାଖା ଦ୍ୱାରା ୧୮ ମାସ ଧରି ବନ୍ଧକ ଥିବା ପାଞ୍ଚଜଣ କର୍ମଚାରୀଙ୍କ ସୁରକ୍ଷିତ ମୁକ୍ତିକୁ ସ୍ବାଗତ କରିଛନ୍ତି ବୋଲି ଆମେରିକାର ଗଣମାଧ୍ୟମ ରିପୋର୍ଟ କରିଛି। ଜାତିସଂଘର ମହାସଚିବ...
ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତକଙ୍କ ସଂଖ୍ୟା ୬୭ ଛୁଇଁଲା
ଓ୍ବାଶିଂଟନ,୧୨।୮: ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ଅଧିକାଂଶ ମୃତ୍ୟୁ ହାୱାଇର ମାଉଇ କାଉଣ୍ଟି ଅଞ୍ଚଳରେ ଘଟିଛି। ଉଲ୍ଲେଖନୀୟ ଯେ, ଅନେକ ଅଞ୍ଚଳରେ ନିଆଁକୁ ନିୟନ୍ତ୍ରଣ କରାଯାଇନାହିଁ। ହାୱାଇ ଗଭର୍ଣ୍ଣର ଜୋଶ...
ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓର ଲାଇଭ ଷ୍ଟ୍ରିମିଂ କଲେ ବଡି ବିଲଡର, କେତେ ଜଣଙ୍କୁ ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା
ସାରାୟୋଭୋ,୧୨।୮: ଜଣେ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓକୁ ସିଧା ପ୍ରସାରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ୟୁରୋପୀୟ ଦେଶ ବୋସନିଆର ବୋଲି ଜଣାପଡିଛି। ଅଭିଯୁକ୍ତ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ସମେତ...
ସାଧାରଣ ନିର୍ବାଚନ ପୂର୍ବରୁ ୩ ନୂଆ ରାଜନୈତିକ ଦଳକୁ ମିଳିଲା ମାନ୍ୟତା, ମୋଟ ସଂଖ୍ୟା ୧୭୦ ପାର
ଇସଲାମାବାଦ,୧୨।୮: ଖୁବ ଶୀଘ୍ର ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପାକିସ୍ତାନର ପ୍ରାୟ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଦେଶର ନିର୍ବାଚନ ଆୟୋଗ ତିନୋଟି ନୂତନ ରାଜନୈତିକ ଦଳକୁ ସ୍ବୀକୃତି...
ଜୀବନକୁ ବାଜି ଲଗାଇ ସୁରକ୍ଷିତ ରଖିବାକୁ ପଡିବ କିମଙ୍କ ଫଟୋ, ନ ମାନିଲେ ମିଳିବ ମୃତ୍ୟୁ ଦଣ୍ଡ!
ପୋଙ୍ଗୟାଙ୍ଗ,୧୨।୮: ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଦେବାକୁ ବା ସାଇତି ରଖିବାକୁ ପଡିବ। ଘୂର୍ଣ୍ଣିଝଡ଼ ଖାନୁନ ଉତ୍ତର କୋରିଆ ଆଡକୁ ଗତି କରୁଛି, ଯେଉଁ କାରଣରୁ...
Archives


