ଶେଖ ହସିନାଙ୍କୁ ପଦରୁ ହଟାଇବାକୁ ଏକଜୁଟ ହେଲେ ବିରୋଧୀ
ଢାକା,୨୮।୧୦: ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଏବଂ ଆସନ୍ତା ବର୍ଷ ସାଧାରଣ ନିର୍ବାଚନର ତଦାରଖ କରିବା ପାଇଁ ଏକ ଦଳହୀନ କାର୍ଯ୍ୟନିର୍ବାହୀ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଏହି ଦାବି…
କୋଟିଏ ଟଙ୍କାରେ ନିଲାମ ହେଲା ଟିପୁ ସୁଲତାନଙ୍କ ରତ୍ନ ଖଚିତ ଖଣ୍ଡା
ଇଂଲଣ୍ଡ,୨୮।୧୦: ଇଂଲଣ୍ଡର ଖ୍ରୀଷ୍ଟି ନିଲାମ ହାଉସରୁ ରତ୍ନ ଓ ଏନାମେଲରେ ନିର୍ମିତ ଖଣ୍ଡା ୧୦୦,୮୦୦ବ୍ରିଟିଶ ପାଉଣ୍ଡ (ପ୍ରାୟ ୧,୯ କୋଟି ଟଙ୍କା)ରେ ନିଲାମ ହୋଇଛି। ମହୀଶୂରର ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ଏହି ଖଣ୍ଡା ବୋଲି କୁହାଯାଉଛି। ପୋର୍ଟ ଏଲିଅଟ…
ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ହେଲା ସ୍ପଷ୍ଟ
ଜାତିସଂଘ,୨୮।୧୦: ଗାଜାରେ ଯୁଦ୍ଧବିରାମ ଆଣିବା ପାଇଁ ଜାତିସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ଆଗତ ପ୍ରସ୍ତାବରେ ୧୨୦ଟି ଦେଶ ସମର୍ଥନ ମିଳିଥିବାବେଳେ ଭାରତ ସମେତ ୪୫ଟି ଦେଶ ଏଥିରେ ଯୋଗ ଦେଇ ନାହାନ୍ତି। ଇସ୍ରାଏଲ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ…
ବାଜିଲା ତୃତୀୟ ବିଶ୍ୱଯୁଦ୍ଧର ଘଣ୍ଟି! ୨୦୦ ହେଲିକପ୍ଟର ସହ ଇରାନ ଆରମ୍ଭ କଲା ଯୁଦ୍ଧାଭ୍ୟାସ
ତେହେରାନ,୨୮।୧୦: ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଇରାନ ସେନା ୨୦୦ ହେଲିକପ୍ଟର ସହ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଇରାନ ଗଣମାଧ୍ୟମ ଶୁକ୍ରବାର ଏହି ସୂଚନା ଦେଇଛି। ସେ କହିଛି, ମଧ୍ୟ ପୂର୍ବ ବା ମିଡଲ ଇଷ୍ଟରେ ଯୁଦ୍ଧର ଭୟାବହତା ମଧ୍ୟରେ ଇରାନର…
ଭାରତୀୟ ନୈସେନାର ୮ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇପାରିବ ନାହିଁ କତାର
ନୂଆଦିଲ୍ଲୀ,୨୮।୧୦: କତାରର ଏକ କୋର୍ଟ ସେଠାରେ ବାସ କରୁଥିବା ୮ ଜଣ ଭାରତୀୟ ନୈସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗଲ୍ଫ ଦେଶ କତାରର ଏହି ନିଷ୍ପତ୍ତି ଭାରତୀୟମାନଙ୍କୁ ଆଶ୍ଚର୍ଯ୍ୟଜନକ କରିଛି।…
ଟୁଇଟରରେ ଗୋଟିଏ ବି ଆଡ ନ ଦେଖିବାକୁ ଚାହୁଁଥିବା ୟୁଜରଙ୍କୁ ଦେବାକୁ ପଡିବ ୧୩ ହଜାର ୬ଶହ ଟଙ୍କା
ଓ୍ବାଶିଂଟନ,୨୮।୧୦: ଟୁଇଟର ବ୍ଲୁକୁ ହଟାଇ ଏଲୋନ ମସ୍କ ଏକ୍ସ ପ୍ରିମିୟମ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ ୯୦୦ଟଙ୍କା ଦେବାକୁ ପଡିବ ଯେଉଁଥିରେ ୟୁଜର୍ସ ବ୍ଲୁ ଚେକ ମାର୍କ ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏହି ଯୋଜନାରେ ସୀମିତ ବିଜ୍ଞାପନ ମଧ୍ୟ ଦୃଶ୍ୟମାନ…
ଏବେ ଦୁନିଆ ଦେଖିବ ବୋରିସ ଜନସନଙ୍କ ନୂଆ ଅବତାର
ଲଣ୍ଡନ,୨୮।୧୦: ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବର୍ତ୍ତମାନ ଟେଲିଭିଜନରେ ଉପସ୍ଥାପିକ ତଥା ଖବରଦାତା ଭୂମିକାରେ ନଜର ଆସିବେ। ସେ ପୂର୍ବରୁ ଡେଲି ମେଲ ଖବରକାଗଜରେ ସ୍ତମ୍ଭକାର ଭାବରେ କାର୍ଯ୍ୟ କରୁଛନ୍ତି। ବୋରିସ ଜନସନ ଶୁକ୍ରବାର ପ୍ରକାଶ କରିଛନ୍ତି ଯେ, ସେ…
ମ୍ୟାନ୍ମାରରେ ଭୂକମ୍ପ…
ନାଫିଦ୍ୱ,୨୮।୧୦: ମ୍ୟାନ୍ମାରରେ ଭୂକମ୍ପ ଝଟକା। ଶନିବାର ସକାଳ ୪.୫୩ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ନ୍ୟାଶନାଲ ସେସମିକ ମନିଟରିଂ ସେଣ୍ଟର (ଏନ୍ଏସ୍ଏମସି) ଅନୁଯାୟୀ, ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟିବାର ଖବର ନାହିଁ।…
ଗାଜାରେ ଇସ୍ରାଏଲର ବୋମା ମାଡ, ଇଣ୍ଟରନେଟ୍ ସେବା ସ୍ଥଗିତ
ଜେରୁଜେଲମ,୨୮।୧୦: ଗତ କିଛି ସପ୍ତାହ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି, ଯେଉଁଥିରେ ପ୍ରାୟ ୭୩୦୦ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ଇସ୍ରାଏଲ ସେନାର ମୁଖ୍ୟ ମୁଖପାତ୍ର କହିଛନ୍ତି, ଗାଜା ଷ୍ଟ୍ରିପରେ ଇସ୍ରାଏଲ ବାୟୁସେନା ଏବଂ ସ୍ଥଳ…
ସିରିଆରେ ଥିବା ୨ ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ
ଓ୍ବାଶିଂଟନ,୨୮ା୧୦: ଇରାନର ଇସ୍ଲାମିକ ରେଭଲ୍ୟୁଶନାରି ଗାର୍ଡ କର୍ପସ (ଆଇଆର୍ଜିସି) ବ୍ୟବହାର କରୁଥବା ପୂର୍ବ ସିରିଆର ଦୁଇଟି ଘାଟି ଉପରେ ଆମେରିକା ସେନା ଆକ୍ରମଣ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍ ଏହି ସୂଚନା ଦେଇଛନ୍ତି। ଗତ ୧୭ ତାରିଖରୁ ଇରାକ ଏବଂ…
ହମାସ୍କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇଲା ଆମେରିକା
ଲଣ୍ଡନ,୨୮ା୧୦: ଗାଜାର ହମାସ୍ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ଲାଗି ଆମେରିକା ଏହାର ଉଦ୍ୟମକୁ ଶୁକ୍ରବାର ଜୋର୍ଦାର କରିଛି। ଏହି ଗ୍ରୁପ୍ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ସଂଗଠନ ଉପରେ ଯୁକ୍ତରାଷ୍ଟ୍ର ଦ୍ୱିତୀୟ କଟକଣା ଲଗାଯାଇଛି। ଇସ୍ରାଏଲ୍ ଉପରେ ହମାସ୍ର ଆକ୍ରମଣ…
ହମାସ୍ର ସୁଡ଼ଙ୍ଗ ଧ୍ୱଂସକରିବା ସହଜ ନୁହେଁ
ଜେରୁଜେଲମ୍,୨୮ା୧୦: ହମାସ୍ ଶାସିତ ଗାଜା ଷ୍ଟ୍ରିପ୍ରେ ବଡ଼ ଧରଣର ସ୍ଥଳଯୁଦ୍ଧ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଇସ୍ରାଏଲୀ ସେନା ଦୁଇଦିନ ହେଲା ସଂକ୍ଷିପ୍ତ ଗ୍ରାଉଣ୍ଡ ରେଡ୍ ଚଳାଇଛି। ତେବେ ଗାଜାରେ ଥିବା ହମାସ୍ର ଗୁପ୍ତ ଟନେଲଗୁଡ଼ିକୁ ଧ୍ୱଂସ କରିବା କଷ୍ଟକର ହେବ ବୋଲି…
Archives


