ତିମୋର-ଲେସ୍ତେରେ ଖୋଲିବ ଭାରତୀୟ ଦୂତାବାସ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା
ଜାକର୍ତ୍ତା,୭।୯: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ପୂର୍ବାହ୍ନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ତିମୋର-ଲେସ୍ତେରେ ଭାରତୀୟ ଦୂତାବାସ ଖୋଲିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ତିମୋର-ଲେସ୍ତେ ଏବଂ ଏସିଆନ...
ଇରାନକୁ ଔଷଧ ମାଗିଲା ପାକିସ୍ତାନ
ଇସଲାମବାଦ,୭।୯: ପାକିସ୍ତାନ ବର୍ତ୍ତମାନ ବୃହତ ଅର୍ଥସଙ୍କଟ ଦେଇ ଗତି କରୁଛି। ଖାଦ୍ୟପଦାର୍ଥ ମହଙ୍ଗା ହେବା ସହ ଲୋକ ଖାଇବାକୁ ମୁଠେ ପାଉ ନାହାନ୍ତି। ତେବେ ଦେଶରେ ବୈଦେଶିକ ମୁଦ୍ରା ଅଭାବରୁ କିଛି ମାସ ଧରି ଜୀବନ ରକ୍ଷାକାରୀ ଔଷଧର ଅଭାବ...
ଆଇଫୋନ୍ ବ୍ୟବହାରରେ ଲାଗିବ ରୋକ୍
ବେଜିଂ, ୭।୯: ଆଇଫୋନ୍ ବ୍ୟବହାରରେ ରୋକ୍। ଆଇଫୋନ୍ ବ୍ୟବହାର କଲେ ଜରିମାନା ଦେବା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ। ଏପରି ଏକ ଅଦ୍ଭୁତ ଆଇନ ଆଣିଛି ଚାଇନା। ଆଇଫୋନ୍ ପରି ଖୁବ ଶୀଘ୍ର ପୋଷାକ ଉପରେ ମଧ୍ୟ...
ଭାରତ ଆସିବା ପୂର୍ବରୁ ବାଇଡେନ କହିଲେ ଏମିତି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୭ା୯: ଭାରତ ୯ ଏବଂ ୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଯାଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଜି -୨୦ ସମ୍ମିଳନୀରେ ଭାରତ ଏହାର...
ଆମେରିକା ବୈଦେଶିକ ମନ୍ତ୍ରୀଙ୍କ କିଭ୍ ଗସ୍ତବେଳେ ଗୁଳିମାଡ କଲା ଋଷିଆ, ୧୭ମୃତ
କିଭ୍,୭।୯: ପୂର୍ବ ୟୁକ୍ରେନର ଏକ ସହରର ବଜାରରେ ଋଷିଆ ଗୁଳିମାଡ କରିଛି। ସାନି ଗୁଳିମାଡରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଋଷିଆ ବିରୋଧରେ ୟୁକ୍ରେନ ଯବାନଙ୍କୁ ସମର୍ଥନ...
ଶାଶୁ ଶ୍ୱଶୁରଙ୍କୁ ନେଇ ଗର୍ବ କରେ: ଋଷି ସୁନକ
ଇଂଲଣ୍ଡ,୭।୯: ଭାରତୀୟ ଭାବେ ନିଜକୁ ଗର୍ବିତ ଅନୁଭବ କରେ ବୋଲି କହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ସେ କହିଛନ୍ତ, ଯେତେବେଳେ ସେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଭେଟନ୍ତି କିମ୍ବା ତାଙ୍କ ସହ ଡିନର କରନ୍ତି ସେମାନେ କେବେ ରାଜନୀତି...
ଧରାପଡ଼ିଲା ଚାଇନା ଚାଲାକି, ଶେଷରେ ମାଗିଲା କ୍ଷମା
ବେଜିଂ,୭ା୯: କମଳା ଜୁସ୍ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପାନୀୟ ମଧ୍ୟରୁ ଅନ୍ୟତମ। କିନ୍ତୁ ଆଜିକାଲ ଏଥିରେ ରଙ୍ଗ ଏବଂ କେମିକାଲ ମିଶାଯାଉଥିବାରୁ ଏହାକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି। ବାସ୍ତବରେ ଚାଇନା ରେଷ୍ଟୁରାଣ୍ଟର ଏକ ଭିଡିଓ...
ଭାରତର ଚିନ୍ତାଧାରା ‘ବସୁଧୈବ କୁଟୁମ୍ବକମ୍’: ମୋଦି
ଜାକର୍ତ୍ତା/ନୂଆଦିଲ୍ଲୀ,୭।୯: ଏସିଆନ୍ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏସିଆନ୍ରେ ସମସ୍ତ ଦେଶର ସ୍ବର ଶୁଣାଯାଉଛି ଏବଂ ଆମେ ସମଗ୍ର ବିଶ୍ୱରେ ଗ୍ଲୋବାଲ ସାଉଥର ସ୍ବର ଉତ୍ତୋଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏଠାରେ ସେ କହିଛନ୍ତି।...
ଚାଇନା ରୁଷିଆ ଜି-୨୦ ଘୋଷଣାପତ୍ରରେ ସ୍ବାକ୍ଷର କରିବା ଆଶା କମ: ଆମେରିକା…
ଓ୍ବାଶିଂଟନ,୭।୯ : ଆମେରିକା ଅନୁମାନ କରୁଛି ଚଳିତ ସପ୍ତାହରେ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ। କିନ୍ତୁ ରୁଷିଆ ଏବଂ ଚାଇନା ଭଳି ଦେଶ ଏଥିରେ ସ୍ବାକ୍ଷର କରିବା ଆଶା...
ମୋଦିଙ୍କୁ ପ୍ରଶଂସା କଲେ ହଲିଉଡ୍ ଅଭିନେତ୍ରୀ
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୭।୯: ଆଫ୍ରିକୀୟ ସମସ୍ୟାକୁ ବିଶ୍ୱ ସ୍ତରରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜି -୨୦ ଦେଶ ପକ୍ଷରୁ ସେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହି ପ୍ରସ୍ତାବରେ ସେ କହିଛନ୍ତି ଯେ,...
ୟୁକ୍ରେନକୁ ସାଢ଼େ ୧୭ କୋଟି ଡଲାର ସାମରିକ ସହାୟତା ଦେଲା ଆମେରିକା…
ଓ୍ବାଶିଂଟନ,୭।୯ : ୟୁକ୍ରେନ ପାଇଁ ଆମେରିକା ଏକ ବଡ ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜ ଅନ୍ତର୍ଗତ ୟୁକ୍ରେନ ଟ୍ୟାଙ୍କ ବିରୋଧୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପାଇବ। ଏହି ସହାୟତା ସାଢ଼େ ୧୭ କୋଟି ଆମେରିକୀୟ ଡଲାରର...
ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୪ ସୈନ୍ୟ, ୧୨ ଆତଙ୍କବାଦୀ ନିହତ…
ଇସଲାମାବାଦ,୭।୯ : ପାକିସ୍ତାନର ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ଚାରିଜଣ ପାକିସ୍ତାନୀ ସୈନିକ ଏବଂ ୧୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସୂଚନା ସାମରିକ ବିବୃତ୍ତିରେ ଦିଆଯାଇଛି। ସେନା ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ...
Archives


