McDonalds ରେ ଶହ ଶହ ମୂଷା ଛାଡ଼ିଦେଲେ ଜଣେ ଯୁବକ, ଏଣେତେଣେ ଦୌଡ଼ିବାକୁ ଲାଗିଲେ ଗ୍ରାହକ; ଦେଖନ୍ତୁ ଭିଡିଓ…
ଲଣ୍ଡନ,୩୧।୧୦: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ବିନାଶକାରୀ ଯୁଦ୍ଧ ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି। ଜଣେ ପାଲେଷ୍ଟାଇନ ସମର୍ଥକ ଇସ୍ରାଏଲକୁ ବିରୋଧ କରିବାକୁ ଯାଇ ମ୍ୟାକ୍ଡୋନାଲ୍ଡର ଏକ ରେଷ୍ଟୁରାଣ୍ଟରେ ଶହ ଶହ…
ଗାଜା ଯୁଦ୍ଧରେ ୩୧ ଖବରଦାତାଙ୍କ ଜୀବନ ଗଲାଣି…
ଜେରୁଜେଲମ,୩୧।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୯,୦୦୦ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଯୁଦ୍ଧରେ ବହୁ ସଂଖ୍ୟକ ଖବରଦାତା ମଧ୍ୟ ନିହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୭ ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ…
ଆମେରିକା ହିନ୍ଦୁ ମନ୍ଦିରରେ ଚୋରି, ଦାନବାକ୍ସ ଲୁଟିନେଲେ ଚୋର…
ଓ୍ବାଶିଂଟନ,୩୧।୧୦: ଆମେରିକାର କାଲିଫର୍ନିଆର ଏକ ହିନ୍ଦୁ ମନ୍ଦିରରେ ଚୋରମାନେ ଏକ ବଡ଼ ଚୋରି କରିଛନ୍ତି। ଚୋରମାନେ ଭାରତୀୟ ହିନ୍ଦୁ ସମ୍ପ୍ରଦାୟକୁ ଚକିତ କରି ମନ୍ଦିର ପରିସରରୁ ଏକ ଦାନ ବାକ୍ସ ଚୋରି କରିଛନ୍ତି। ରିପୋର୍ଟ ଅନୁଯାୟୀ ସୋମବାର-ମଙ୍ଗଳବାର ରାତି ପ୍ରାୟ ୨ଟା…
ଗାଜାରେ ଚାଲିଥିବା ଲଢେଇ ମଧ୍ୟରେ ନକ୍ସାରୁ ଇସ୍ରାଏଲର ନାଁ ହଟାଇଲା ଚାଇନା!
ବେଜିଂ,୩୧।୧୦: ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବାରେ ଲାଗିଛି ଏବଂ ଏହି ସମୟରେ ଖବର ଆସିଛି ଯେ, ଚାଇନା ଏହାର ଅନଲାଇନ ନକ୍ସାରୁ ଇସ୍ରାଏଲର ନାମ ହଟାଇ ଦେଇଛି। ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି। ଖବର ଅନୁଯାୟୀ, ଚାଇନାର…
ଭାରତ ଉପରେ ଅଭିମାନ କଲା ଇସ୍ରାଏଲ! ବଡ଼ ବୟାନ ଦେଲେ ନେତାନ୍ୟାହୁ
ନୂଆଦିଲ୍ଲୀ,୩୧/୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତତ୍କାଳ ବିରାମ ଲଗାଇବାକୁ ମିଳିତ ଜାତିସଂଘର ଏକ ପ୍ରସ୍ତାବ ଆସିଥିଲା। ଭାରତ ଏହି ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରିନଥିଲା। ଯାହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତର ଆଭିମୁଖ୍ୟ ଉପରେ ମନ୍ତବ୍ୟ ଦେଇଛନ୍ତି। ସୋମବାର…
ହମାସକୁ ବାର୍ଷିକ ମିଳିଥାଏ ଏତିକି ଟଙ୍କା, ବଜେଟ୍ ଜାଣିଲେ ଉଡିଜିବ ହୋସ
ଗାଜା,୩୧।୧୦: ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ହମାସର ପାଣ୍ଠି ସମ୍ପର୍କରେ ପ୍ରଶ୍ନ ଉଠିଛି। ଇସ୍ରାଏଲ ସେନା ଦାବି କରିଛି ଯେ, ହମାସ ଗାଜାରେ ଅନେକ ଠିକଣା ସ୍ଥାପନ କରିଛି ଏବଂ ସେମାନଙ୍କର ନେତାମାନେ ବିଦେଶରୁ ସେମାନଙ୍କୁ ଅର୍ଥ ପଠାଉଛନ୍ତି। ଇସ୍ରାଏଲ ଦାବି କରିଛି,…
ଆମେରିକା ତିଆରି କରୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା, ହିରୋସୀମାରେ ପଡିଥିବା ବୋମା ଠାରୁ ୨୪ ଗୁଣା ଅଧିକ ଶକ୍ତିଶାଳୀ
ଓ୍ବାଶିଂଟନ,୩୧।୧୦: ଆମେରିକା ଏକ ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଜାପାନର ହିରୋସିମା ଉପରେ ପକାଯାଇଥିବା ବୋମାଠାରୁ ଏହି ନୂତନ ବୋମା ୨୪ ଗୁଣ ଅଧିକ ଶକ୍ତିଶାଳୀ ହେବ। ଆମେରିକାର ପ୍ରତିରକ୍ଷା ବିଭାଗ ଦେଇଥିବା…
ଖୁସି ଖବର: ବିନା ଭିଜାରେ ଯାଇହେବ ଥାଇଲ୍ୟାଣ୍ଡ, ସରକାର କଲେ ଘୋଷଣା
ନୂଆଦିଲ୍ଲୀ/ବ୍ୟାଙ୍କକ୍,୩୧।୧୦: ଭାରତରୁ ଥାଇଲ୍ୟାଣ୍ଡ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଥାଇଲ୍ୟାଣ୍ଡ ଯିବା ପାଇଁ ସେମାନଙ୍କୁ ଆଉ ଭିଜା ଦରକାର ହେବ ନାହିଁ । ଥାଇଲ୍ୟାଣ୍ଡର ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ…
ମହାକାଶରେ ୬ ମାସ ବିତାଇ ଫେରିଆସିଲେ ୩ ଯାତ୍ରୀ, ନୂଆ ଦଳ ପଠାଇବାକୁ ହେଉଛି ଯୋଜନା
ତାଇପେ,୩୧।୧୦: ଚାଇନାର ୩ ମହାକାଶଚାରୀ ଚାଇନାର କକ୍ଷପଥ ମହାକାଶ କେନ୍ଦ୍ରରେ ରହିବା ପରେ ମଙ୍ଗଳବାର ସକାଳେ ପୃଥିବୀକୁ ଫେରିଥିଲେ। ସରକାରୀ ସିହ୍ନୁଆ ନ୍ୟୁଜ ଏଜେନ୍ସି କହିଛି ଯେ ଜିଙ୍ଗ ହାଇପେଙ୍ଗ, ଜୁ ୟାଙ୍ଗଜୁ ଏବଂ ଗୁଇ ହାଇ ଚାଓ ଗୋବି ମରୁଭୂମି…
ହମାସ ଆଧୁନିକ ଯୁଗର ନାଜି, ଯୁଦ୍ଧର ସମାଧାନ ଚାହୁଁନାହିଁ: ୟୁଏନ୍ରେ ଅଭିଯୋଗ କଲା ଇସ୍ରାଏଲ
ନ୍ୟୁୟର୍କ,୩୧।୧୦: ମିଳିତ ଜାତିସଂଘରେ ଇସ୍ରାଏଲର ସ୍ଥାୟୀ ପ୍ରତିନିଧୀ ଗିଲାଦ ଏର୍ଡାନ ହମାସକୁ ତୀବ୍ର ସମାଲୋଚନା କରିଛନ୍ତି। ହମାସ ନୂତନ ଯୁଗର ନାଜି, ଏହି ଯୁଦ୍ଧର ସମାଧାନ ଚାହୁଁନାହିଁ। ବୋଲି ସେ ଅଭିଯୋଗ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧିତ…
ହମାସ କବଳରୁ ମହିଳା ସେନାଙ୍କୁ ଉଦ୍ଧାର କଲେ ଇସ୍ରାଏଲ ସେନା
ଜେରୁଜେଲମ,୩୧।୧୦: ଇସ୍ରାଏଲ ସୈନ୍ୟବାହିନୀ ଗାଜା ଭିତରକୁ ପ୍ରବେଶ କରିଛନ୍ତି। ଏହି ଅପରେସନ ସମୟରେ ସେ ତାଙ୍କର ଜଣେ ବନ୍ଦୀ ଥିବା ମହିଳା ସେନାଙ୍କୁ ମୁକ୍ତ କରିଥିଲେ। ଏହି ମହିଳା ସେନାଙ୍କୁ ଅକ୍ଟୋବର ୭ରେ ହାମାସ ଯୋଦ୍ଧାମାନେ ଇସ୍ରାଏଲରୁ ଅପହରଣ କରି ନେଇଥିଲେ…
ଗାଜା ଉପରେ ଦୁଇ ପଟରୁ ଆକ୍ରମଣ କରୁଛି ଇସ୍ରାଏଲ, ହମାସ କମାଣ୍ଡର ସମେତ ଅନେକେ ଆତଙ୍କବାଦୀ ନିହତ
ଜେରୁଜେଲମ,୩୧।୧୦: ଉତ୍ତର ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଅପରେସନ ସହିତ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ ବୃଦ୍ଧି କରିଛି। ଇସ୍ରାଏଲ ସେନା ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ସହିତ ଗାଜାର ମୁଖ୍ୟ ରାସ୍ତା ଏବଂ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆକ୍ରମଣ ଜୋରଦାର କରିଛନ୍ତି।…
Archives


