ସିରିଆରେ ଦ୍ୱିତୀୟ ଥର ଏୟାରଷ୍ଟ୍ରାଇକ କଲା ଆମେରିକା, ୯ମୃତ
ଡାମାସକସ,୯।୧୧: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଥମି ନ ଥିବାବେଳେ ପୂର୍ବ ସିରିଆରେ ଆମେରିକାରେ ସୈନ୍ୟ ଆକ୍ରମଣ କରିଛନ୍ତି । ୟୁଏସର ଏୟାରଷ୍ଟ୍ରାଇକରେ ଇରାନ ସମର୍ଥିତ ଗୋଷ୍ଠୀର ୯ ଜଣଙ୍କ ମୃତ୍ୟୁ ଘଟିଛି । ଇରାନ ସମର୍ଥିତ ମିଲିସିଆ ପକ୍ଷରୁ ବ୍ୟବହାର କରାଯାଉଥିବା…
ଅଷ୍ଟମ ଶ୍ରେଶୀ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ
ନ୍ୟୁୟର୍କ,୯।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଶୀ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣଙ୍କ ୮ ବର୍ଷ ପୂର୍ବେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖିଥିବା…
ଶିକ୍ଷକଙ୍କୁ ହତ୍ୟା ଧମକ, ପୂରା ସ୍କୁଲ ଖାଲି କଲା ପୋଲିସ
ବର୍ଲିନ,୮ା୧୧: ବୁଧବାର ଜର୍ମାନ ପୋଲିସ ହାମ୍ବର୍ଗର ଏକ ସ୍କୁଲ (ବ୍ଲାନ୍କେନିସ ହାଇସ୍କୁଲ)ରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି। ଦୁଇଜଣ ଛାତ୍ର କ୍ଲାସ୍ରୁମ୍ରେ ବନ୍ଧୁକ ସାହାଯ୍ୟରେ ହତ୍ୟା କରିବାକୁ ଜଣେ ଶିକ୍ଷକଙ୍କୁ ଧମକ ଦେଇଥିଲେ। ଅଧିକାରୀମାନେ ସ୍କୁଲରେ ଖୋଜାଖୋଜି କରିବା ସହିତ…
ଦକ୍ଷିଣ କୋରିଆକୁ ଚେତାବନୀ ଦେଲା ଉତ୍ତର କୋରିଆ
ସିଓଲ,୮ା୧୧: ଉତ୍ତର କୋରିଆ ଦକ୍ଷିଣ କୋରିଆକୁ କଡ଼ା ସମାଲୋଚନା କରିବା ସହ ଚେତାବନୀ ମଧ୍ୟ ଦେଇଛି। ଏହା ବିରୋଧରେ ବେସରକାରୀ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପଠାଯାଇଥିବା ପ୍ରଚାର ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରାଯାଇଛି। ଉତ୍ତର କୋରିଆ ଏହା ମଧ୍ୟ କହିଛି ଯେ,…
ଇସ୍ରାଏଲ ବିରୋଧରେ ଏକାଠି ହେଲେ ୫୭ ଇସଲାମିକ ରାଷ୍ଟ୍ର
ରିୟାଦ୍ଦ,୮।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଯୁଦ୍ଧରେ ଏକାଠି ହୋଇଛନ୍ତି ଅନେକ ଇସଲାମିକ ରାଷ୍ଟ୍ର। ଏପର୍ଯ୍ୟନ୍ତ ଚୁପଥିବା ସାଉଦି ଆରବ ଇସଲାମିକ ସହଯୋଗ ସଂଗଠନ(ଓଆଇସି)ରେ ସାମିଲ ୫୭ଟି ଦେଶର ବୈଠକ ଡକାଇଛି। ବୈଠକରେ…
କୋକାକୋଲା-ନେଷ୍ଟଲେ ଉପରେ ପ୍ରତିବନ୍ଧକ ଲଗାଇଲା ତୁର୍କୀ ସଂସଦ…
ଆଙ୍କରା,୮।୧୧ : ଗତ ଏକ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ତୁର୍କୀ ସଂସଦ ଦେଶର ରେଷ୍ଟୁରାଣ୍ଟରେ ଅନେକ ଉତ୍ପାଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ତୁର୍କୀ ସରକାର କହିଛନ୍ତି ଯେଉଁ…
୨୪ ବିଦେଶୀ ଯୁବତୀ-ମହିଳାଙ୍କୁ ବଳାତ୍କାର କରିଥିଲେ ସିଆଇଏର ପୂର୍ବତନ ଅଧିକାରୀ, ଶୁଟିଂ କରିଥିଲେ ୫୦୦ ଅଶ୍ଳୀଳ ଭିଡିଓ…
ଓ୍ବାଶିଂଟନ,୮।୧୧ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି) ର ଜଣେ ପୂର୍ବତନ ଅଧିକାରୀ ୨୪ ଜଣ ବିଦେଶୀ ଯୁବତୀ ଏବଂ ମହିଳାଙ୍କୁ ବଳାତ୍କାର କରିଥିବା ଜଣାପଡିଛି। ସେ ମହିଳାମାନଙ୍କୁ ଡ୍ରଗ୍ସ ଦେଇ ବଳାତ୍କାର କରିଥିଲେ। ପୂର୍ବତନ ସିଆଇଏ…
ଏଠାକାର ମହିଳା କରନ୍ତି ଅତ୍ୟଧିକ ମଦ୍ୟପାନ, ଥରକେ ୬ ପେଗ୍…
ଲଣ୍ଡନ,୮।୧୧ : ମଦ୍ୟପାନ ବିଷୟରେ ସବୁବେଳେ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ବାହାରକୁ ଆସୁଛି । ବେଳେବେଳେ ଏହା ନୂଆ ବର୍ଷ ଏବଂ ବେଳେବେଳେ ଏହା ଉତ୍ସବର ଋତୁରେ ହେଉଛି। ଲୋକମାନେ କୋଟି କୋଟି ଟଙ୍କା ମୂଲ୍ୟର ମଦ୍ୟପାନ କରିଥାନ୍ତି। ବର୍ତ୍ତମାନ ଏକ ରିପୋର୍ଟରୁ…
ଗାଜା ଯୁଦ୍ଧ: ପ୍ରତି ୧୦ ମିନିଟରେ ୩ ପିଲାଙ୍କୁ କରାଯାଉଛି ଆକ୍ରମଣ, ଜଣେ ପିଲାଙ୍କର ଘଟୁଛି ମୃତ୍ୟୁ…
ଜେରୁଜେଲମ,୮।୧୧ : ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ସବୁଠାରୁ ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡିଛି। ଏକ ମାସରୁ ଅଧିକ ଦିନ ଧରି ଚାଲିଆସୁଥିବା ଏହି ଯୁଦ୍ଧରେ ପିଲାମାନଙ୍କୁ ହତ୍ୟା କରାଯାଉଛି। ପ୍ରତ ୧୦ମିନିଟରେ…
ଉବରରେ ମାଲାମାଲ ହେଉଛନ୍ତି ଡ୍ରାଇଭର, ରାଇଡ୍ କ୍ୟାନସଲ କରି କମାଉଛନ୍ତି ବିପୁଳ ଟଙ୍କା
ଓ୍ବାଶିଂଟନ୍,୮।୧୧: କୌଣସି ଦୂର ବାଟକୁ ଯିବା ପାଇଁ ଆପଣ ଉବର, ଓଲା ପରି ରିଜର୍ଭ ଗାଡି ବୁକିଂ କରୁଥିବେ। ବେଳେବେଳେ ଦେଖାଯାଏ କି, ବେଶୀ ଦୂର ବାଟ ହେଲେ କି କୌଣସି ଅସୁବିଧା ଯୋଗୁ ଏହି ଗାଡିର ଡ୍ରାଇଭର ବୁକିଂ କ୍ୟାନସଲ…
ଇଣ୍ଡୋନେସିଆରେ ଭୂକମ୍ପ ଝଟକା
ଜାକର୍ତ୍ତା,୬।୧୧: ଇଣ୍ଡୋନେସିଆର ବାନ୍ଦା ସାଗରରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୬.୯ ରହିଥିବା ଯୁକ୍ତରାଷ୍ଟ୍ରର ଭୂବୈଜ୍ଞାନିକ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଇଣ୍ଡୋନେସିଆ ସମୟ ପୂର୍ବାହ୍ନ ୧୦.୨୩ ସମୟରେ ଦେଶର…
ଜାପାନ ଇତିହାସରେ ପ୍ରଥମ, ମେଟ୍ରୋରେ ଅଜବ ସ୍ଥିତି
ଟୋକିଓ, ୮।୧୧: ଜାପାନକୁ ଦୁନିଆର ଟେକ୍ନୋଲଜିରେ ସବୁଠୁ ଉନ୍ନତ ଦେଶ କୁହାଯାଇଥାଏ। ଜାପାନ ସବୁ ଦେଶ ଠାରୁ ଦଶ ପାଦ ଆଗକୁ ଯାଇ ଏପରି କିଛି ଉଦ୍ଭାବନ କରିଥାଏ। ଯାହାକୁ ଦେଖି ଲୋକ ତାଜୁବ ହୋଇଯାଆନ୍ତି। କୁହାଯାଏ କି, ବିଶ୍ୱରେ ଜାପାନ…
Archives


