ଅନ୍ତର୍ଜାତୀୟ

ଡେନମାର୍କ ସେନାରେ ସାମିଲ ହେବେ ମହିଳା, ୟୁରୋପରେ ବଢୁଥିବା ସୁରକ୍ଷା ଚିନ୍ତା ଭିତରେ ବଡ ପଦକ୍ଷେପ

କୋପେନହାଗନ,୧୪।୩: ୟୁରୋପୀୟ ଦେଶ ଡେନମାର୍କ ଏହାର ସେନାରେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ଦିଗରେ ପଦକ୍ଷେପ ନେଉଛି। ଡେନମାର୍କର ପ୍ରଧାନମନ୍ତ୍ରୀ ମ୍ୟାଟ ଫ୍ରେଡେରିକସେନ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୟୁରୋପରେ ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ସେନାରେ…

ଡ୍ୟୁଟି ସମୟରେ ପାଇଲଟ ଅବା କ୍ରୁ ମେମ୍ବର ରଖିପାରିବେ ନାହିଁ ରୋଜା

ଇସଲାମାବାଦ,୧୪।୩: ପାକିସ୍ତାନର ଜାତୀୟ ବିମାନ କମ୍ପାନୀ ପିଆଇଏ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହା ପବିତ୍ର ରମଜାନ ମାସରେ ବିମାନ ସେବା ସମୟରେ ଡ୍ୟୁଟିରେ ଥିବା ପାଇଲଟ ଏବଂ ବିମାନ କର୍ମଚାରୀଙ୍କୁ ଉପବାସ କରିବାକୁ ବାରଣ କରିଛି। ବାସ୍ତବରେ, ବିମାନ ସେବା…

ବ୍ୟାଙ୍କ ବାଣ୍ଟୁଛି ନକଲି ନୋଟ୍‌

ଇସଲମାବାଦ,୧୪ା୩: ଲୋକେ ବ୍ୟାଙ୍କକୁ ସୁରକ୍ଷିତ ସ୍ଥାନ ଭାବି ଟଙ୍କା ଜମା କରିଥାନ୍ତି। ମାତ୍ର ବ୍ୟାଙ୍କରୁ ଯଦି ନକଲି ନୋଟ୍‌ ମିଳେ ତେବେ ଲୋକେ କାହା ଉପରେ ଭରସା କରିବେ। ଏପରି ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ଏଠାରେ ଅନେକ ନକଲି ନୋଟ୍‌…

ବିଲେଇ ପାଇଁ ଜାପାନରେ ହାଇ ଆଲର୍ଟ, ଜାଣନ୍ତୁ ପୂରା ମାମଲା…

ଟୋକିଓ,୧୪ା୩: ସାଧାରଣ ଏକ ବିଲେଇ ପାଇଁ ଜାପାନ ପରି ସହରରେ ସତର୍କ ଘଣ୍ଟି ବାଜିବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ଘଟଣା। ହିରୋସିମା ପ୍ରିଫେକ୍ଟରର ଫୁକୁୟାମା କର୍ତ୍ତୃପକ୍ଷ କହିଛନ୍ତି, ଏକ ବିଲେଇ ପାଇଁ ସେମାନେ ସହରରେ ପାଟ୍ରୋଲିଂ ବଢ଼ାଇ ଦେଇଛନ୍ତି। ରବିବାର ଏକ ପ୍ଲାଣ୍ଟ୍‌…

ଆମେରିକା ସଂସଦରେ ଦିଆଗଲା ଭାରତର ଉଦାହରଣ

ଓ୍ବାଶିଂଟନ୍‌,୧୪।୩: ଆମେରିକାରେ ଚାଇନାର ଆପ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ମତ ଦେଇଛନ୍ତି ଆମେରିକାର ସାଂସଦ। ଅଧିକାଂଶ ସାଂସଦ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତର ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି…

ପୁଣି ଆଣବିକ ଅସ୍ତ୍ର ଧମକ ଦେଲେ ପୁଟିନ୍‌

ମସ୍କୋ,୧୩ା୩:ରୁଷିଆର ସାର୍ବଭୌମତ୍ୱ କିମ୍ବା ସ୍ବାଧୀନତା ଉପରେ ବିପଦ ଦେଖାଦେଲେ ମସ୍କୋ ଆଣବିକ ଅସ୍ତ୍ର ବ୍ୟବହାର କରିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଏଥିସହ ଆମେରିକାକୁ ଆଣବିକ ସଂଘର୍ଷରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ରୁଷୀୟ ସରକାରୀ ଟିଭି…

ଥରିଲା ଆଫଗାନିସ୍ତାନ

କାବୁଲ,୧୩।୩: ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ରେ ମାପ କରାଯାଇଛି। ଏହାର କେନ୍ଦ୍ର ଭୂମିଠାରୁ ୧୪୬ କିଲୋମିଟର ଗଭୀର ଥିଲା। ପାକିସ୍ତାନର କିଛି ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର…

ମୋଦି ସରକାରଙ୍କ ଉପରେ ବର୍ଷିଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୩।୩: ମିଳିତ ଜାତିସଂଘ (ଜାତିସଂଘ) ଏବଂ ଆମେରିକା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମିଳିତ ଜାତିସଂଘ ସିଏଏକୁ ଭେଦଭାବକାରୀ ବୋଲି ବର୍ଣ୍ଣନା କରିଥିବାବେଳେ ଆମେରିକା କହିଛି, ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି। ଆମେରିକାର ବୈଦେଶିକ…

ପାକିସ୍ତାନରେ ଲାଗୁ ହେବ CAA! ଭାରତୀୟ ମୁସଲମାନଙ୍କୁ ମିଳିବ ନାଗରିକତା

ଇସଲାମବାଦ,୧୩।୩: ନରେନ୍ଦ୍ର ମୋଦି ସରକାର ସୋମବାର ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ କରିଛନ୍ତି। ଏହି ନୂଆ ଆଇନ୍‌ ଅନୁଯାୟୀ, ୨୦୧୫ ପରଠାରୁ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଗାଦେଶରୁ ଦେଶ ଛାଡି ଆସିଥିବା ଲୋକ ଯେଉଁମାନେ ଆଜି ଯାଏଁ ଭାରତରେ ରହୁଛନ୍ତି…

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା: ମୃତଦେହ ଫେରାଇ ଆଣିବାକୁ ମା’ବାପାଙ୍କ ନିବେଦନ

ମେଲ୍‌ବୋର୍ନ,୧୨।୩: ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ଏକ ରାସ୍ତା କଡ଼ ଅଳିଆ ଗଦାରୁ ଜଣେ ଭାରତୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲିଆ ପୋଲିସ ଜବତ କରିଛି। ମୃତ ମହିଳା ଜଣକ ହାଇଦ୍ରାବାଦର ଚୈତନ୍ୟା ମଧଗାନୀ(୩୬)ବୋଲି ଜଣାପଡିଛି। ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି ଫିଙ୍ଗି…

ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ସାଂସଦ

ଓ୍ବାଶିଂଟନ,୧୨।୩: ୟୁକ୍ରେନ ଉପରେ ସମ୍ଭାବ୍ୟ ପରମାଣୁ ଆକ୍ରମଣକୁ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବିଶ୍ୱସ୍ତରୀୟ ନେତାମାନଙ୍କୁ ଶ୍ରେୟ ଦେଇଥିବା ନିକଟରେ ପ୍ରକାଶିତ ଏକ ରିପୋର୍ଟ ପରେ, ଆମେରିକାର ଦୁଇ ସାଂସଦ ବିଶ୍ୱାସ କରନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ପାଇଁ…

ଏଲନ ମସ୍କଙ୍କ ଚିନ୍ତା ବଢାଇଲା ଚାଇନା

ଓ୍ବାଶିଂଟନ,୧୨।୩: ଟେସଲା ଏବଂ ଆପଲ ଚାଇନାରେ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ହରାଇ ପାରନ୍ତି। କାରଣ ଚାଇନା ପାଶ୍ଚାତ୍ୟ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତେ ଘରୋଇ ଉତ୍ପାଦ ବାଛିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛି । ଖବର ଅନୁଯାୟୀ, ଏହି କମ୍ପାନୀଗୁଡିକ ଚାଇନାର ପ୍ରତିଯୋଗୀମାନଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?