ଅଲିମ୍ପିକ୍ସ ପୂର୍ବରୁ ଫ୍ରାନ୍ସକୁ ଚିନ୍ତାରେ ପକାଇଛି ଛାରପୋକ, ଜାତୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ହେଲାଣି ଦାବି
ପ୍ୟାରିସ,୫।୧୦: ଆଜିକାଲି ବେଡବଗ ଛାରପୋକ ଆତଙ୍କ ସହ ଫ୍ରାନ୍ସ ସଂଘର୍ଷ କରୁଛି। ଫ୍ରାନ୍ସର ସବୁ ସ୍ଥାନରେ ଏହି ଛାରପୋକ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ଫ୍ରାନ୍ସର ପ୍ୟାରିସ ଏବଂ ମାର୍ସେଲ ସହର ଏହି ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଏହି କାରଣରୁ…
ଜିମ୍ବାଓ୍ବେରେ ବ୍ୟାପୁଛି ଝାଡ଼ାବାନ୍ତି, ୧୦୦ ଲୋକଙ୍କର ଗଲାଣି ଜୀବନ
ହରାରେ,୫ା୧୦: ଜିମ୍ବାଓ୍ବେରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ପ୍ରାୟ ୧୦୦ ଲୋକଙ୍କର ପ୍ରାଣହାନି ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ୨୦୧୮ଠାରୁ ଏବେ ସବୁଠୁ ଭୟଙ୍କର ପରିସ୍ଥିତି ବୋଲି ସରକାର କହିଛନ୍ତି। ଏଠାରେ ମୋଟ୍ ୪୦୬୯ଟି ସନ୍ଦିଗ୍ଧ ମାମଲା ରେକର୍ଡ କରାଯାଇଛି। ଏଥିରୁ…
ନିଜ ଇଚ୍ଛାରେ ଲିଙ୍ଗ ନିରୂପଣ କରିବା ଭୁଲ: ସୁନକ
ଇଂଲଣ୍ଡ,୫।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜଣେ ପୁରୁଷ ସର୍ବଦା ପୁରୁଷ ଏବଂ ଜଣେ ମହିଳା ଜଣେ ମହିଳା। ଏହା ଏକ…
ସୀମା ପାର ଚୋରା ଚାଲାଣରେ ରହିଛି ପାକିସ୍ତାନ ସେନାର ସମ୍ପୃକ୍ତି: ପାକିସ୍ତାନ ଗୃହମନ୍ତ୍ରୀ
ଇସଲାମବାଦ,୫।୧୦: ପାକିସ୍ତାନର ମଧ୍ୟବର୍ତ୍ତୀକାଳୀନ ଗୃହମନ୍ତ୍ରୀ ସରଫରାଜ ବୁଗତି ଦେଶର ସେନା ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ସୀମା ପାର ଚୋରା ଚାଲାଣରେ ଖୋଦ୍ ପାକିସ୍ତାନ ସେନାର ହାତ ରହିଛି ବୋଲି ସେ ସ୍ପଷ୍ଟ…
ପୂର୍ବତନ ବାଚସ୍ପତିଙ୍କୁ ଅଫିସ ଖାଲି କରିବାକୁ ନୋଟିସ
ଓ୍ବାଶିଂଟନ୍,୫।୧୦: ଆମେରିକାର ସର୍ବୋଚ୍ଚ ପଦବୀ ମଧ୍ୟରୁ ଗୋଟିଏ ହେଉଛି ସଂସଦର ବାଚସ୍ପତି। ଆମେରିକାର ପୂର୍ବତନ ବାଚସ୍ପତି ନାନ୍ସି ପେଲୋସିଙ୍କ ସ୍ଥାନରେ ପ୍ରୋ-ଟେମ ବାଚସ୍ପତି ପାଟ୍ରିକ ମ୍ୟାକ ହେନେରି ବର୍ତ୍ତମାନ ଦାୟିତ୍ୱ ସମ୍ଭାଳୁଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ହେନେରୀ…
ପୁଣି ବିବାହ ସମାରୋହରେ ଦୁର୍ଘଟଣା: ନାତି ଉପରେ ଗୁଳି ଚଳାଇଲେ ବୃଦ୍ଧ
ନ୍ୟୁୟର୍କ,୫।୧୦: ବିବାହ ସମାରୋହରେ ପୁଣି ବଡ ଦୁର୍ଘଟଣା ଘଟିଛି। ନିକଟରେ ଟେକ୍ସାସର ନେବରାସ୍କାଠାରେ ବିବାହ ସମାରୋହରେ ଗୁଳିକାଣ୍ଡ ହୋଇଛି। ସମାରୋହରେ ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତି ବିବାହ ଉତ୍ସବରେ ଆକାଶକୁ ଫାୟାରିଂ କରୁଥିଲେ। କିନ୍ତୁ ଗୁଳି ତାଙ୍କ ପାଖରେ ଠିଆ…
ଜେଲେନସ୍କିଙ୍କୁ ଟାର୍ଗେଟ କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ
ଓ୍ବାଶିଂଟନ୍,୫।୧୦: ୟୁକ୍ରେନରେ ସାଧାରଣ ନିର୍ବାଚନ ଆୟୋଜନ ପାଇଁ ଆମେରିକାରୁ ଅଧିକ ଅର୍ଥ ମାଗିଥିବାରୁ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଟାର୍ଗେଟ କରିଛନ୍ତି। ଭାରତୀୟ ମୂଳର ବିବେକ ରାମସ୍ବାମୀ କହିଛନ୍ତି ଯେ,ତୁଷ୍ଟୀକରଣରେ ମୋତେ ସମସ୍ୟା ରହିଛି।…
ମହିଳାଙ୍କ ତୁଳନାରେ ପୁରୁଷଙ୍କ କ୍ଷେତ୍ରରେ ଅଧିକ ସଂକ୍ରାମକ ହୋଇଛି କରୋନା…
ଟରଣ୍ଟୋ,୫।୧୦ : ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ ଉପରେ କରୋନା ଭୁତାଣୁ ଅଧିକ ଗୁରୁତର ପ୍ରଭାବ ପକାଇଛି। ଏହାର କାରଣ ହେଉଛି ଏସିଇ-୨ ପ୍ରୋଟିନ, ଯାହା କୋଷର ବାହ୍ୟ ପୃଷ୍ଠରେ ଅବସ୍ଥିତ। ଏହା ରକ୍ତଚାପ ଏବଂ ଫୁଲାକୁ ନିୟନ୍ତ୍ରଣ କରିବା ସହିତ ଅଙ୍ଗରେ…
ପାକିସ୍ତାନ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି ଚାଇନା…
ବେଜିଂ/ଇସଲାମାବାଦ,୫।୧୦ : ମିଡିଆ ଉପରେ ନିଜର ନିୟନ୍ତ୍ରଣ ରଖିବା ପାଇଁ ଚାଇନା ଅନ୍ତର୍ଜାତୀୟ ଅଭିଯାନର ଏକ ନେଟୱାର୍କ ବିକଶିତ କରିଛି ଏବଂ ପାକିସ୍ତାନୀ ଗଣମାଧ୍ୟମ ଉପରେ ଗୁରୁତ୍ୱପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବାକୁ ଚେଷ୍ଟା କରୁଛି। ଆମେରିକାର ଏକ ସରକାରୀ ରିପୋର୍ଟରେ ଏହା…
ମୋଦି ଜଣେ ବୁଦ୍ଧିମାନ ବ୍ୟକ୍ତି: ପୁଟିନ
ମସ୍କୋ,୫।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମୋଦି ଜଣେ ବୁଦ୍ଧିମାନ ବ୍ୟକ୍ତି। ତାଙ୍କ ନେତୃତ୍ୱରେ ଭାରତ ଏହାର ବିକାଶ ଦିଗରେ ଅନେକ ଅଗ୍ରଗତି କରୁଛି ବୋଲି ପୁଟିନ କହିଛନ୍ତି। ଏଥିସହ…
ଆମେରିକାରେ ୭୫ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ଧର୍ମଘଟ…
ଲସ ଏଞ୍ଜେଲସ,୫।୧୦ : ଭର୍ଜିନିଆ, କାଲିଫର୍ନିଆ ଏବଂ ଆମେରିକାର ଅନ୍ୟ ତିନୋଟି ରାଜ୍ୟରୁ ପ୍ରାୟ ୭୫ ହଜାର ସ୍ବାସ୍ଥ୍ୟ ସେବା କର୍ମଚାରୀ ବେତନ ଏବଂ କର୍ମଚାରୀଙ୍କ ଅଭାବ ନେଇ ଧର୍ମଘଟ କରିଛନ୍ତି। କେସର ପରମାନେଣ୍ଟ ଡାକ୍ତରଖାନାରେ କର୍ମଚାରୀମାନେ ଧାରଣାରେ ବସିଥିଲେ। କେସର…
ଆମେରିକାରେ ବିମାନ ଦୁର୍ଘଟଣା: ୨ ମୃତ, ଦୁର୍ଘଟଣାର ଭିଡ଼ିଓ ଭାଇରାଲ…
ଓ୍ବାଶିଂଟନ,୫।୧୦ : ଆମେରିକାର ଓରେଗନ ହୋମରେ ଏକ ବିମାନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଏକ ଛୋଟ ବିମାନ ଥିଲା, ଯେଉଁଥିରେ ତିନି ଜଣ ଲୋକ ଥିଲେ। ଏହି ବିମାନ ଦୁର୍ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ…
Archives


