ଅନ୍ତର୍ଜାତୀୟ

ଅନ୍ଧାରରେ ଶ୍ରୀଲଙ୍କା

କଲମ୍ବୋ,୧୦ା୧୨:ଶ୍ରୀଲଙ୍କାର ଏକ ବିଦ୍ୟୁତ୍‌ ସରବରାହ ମୁଖ୍ୟ ଲାଇନ ସିଷ୍ଟମ୍‌ ଫେଲ୍‌ ହେବାରୁ ଶନିବାର ସନ୍ଧ୍ୟାଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ବହୁ ଘଣ୍ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଅନ୍ଧକାର ହୋଇଯାଇଥିଲା। ବିଦ୍ୟୁତ୍‌ ଯୋଗାଣକୁ ପର୍ଯ୍ୟୟକ୍ରମେ ସମ୍ପୂର୍ଣ୍ଣ ପୁନଃସ୍ଥାପନ କରିବାକୁ…

ନିର୍ବାଚନ କମିଶନ ‘କ୍ରିକେଟ ବ୍ୟାଟ’ ନିର୍ବାଚନ ଚିହ୍ନ ଆବଣ୍ଟନ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କଲା ପିଟିଆଇ

ଇସଲାମାବାଦ,୧୦।୧୨: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳ ନିର୍ବାଚନ ଆୟୋଗ (ଇସିପି) କୁ କ୍ରିକେଟ ବ୍ୟାଟକୁ ନିର୍ବାଚନର ଚିହ୍ନ ଭାବରେ ଆବଣ୍ଟନ କରିଥିବା ଅଭିଯୋଗ କରିଛି। ନିର୍ବାଚନ ପୂର୍ବରୁ କମିଶନଙ୍କ କାର୍ଯ୍ୟକଳାପକୁ ଦଳ କଠୋର ବୋଲି କହିଛି। ସୂଚନାଯୋଗ୍ୟ, ଜେଲରେ ଥିବା ପୂର୍ବତନ…

ସଂକ୍ରାମକ ରୋଗକୁ ନେଇ ବ୍ରିଟେନରେ ଆଲର୍ଟ ଜାରି, ୧୦୦ଦିନ ପର୍ଯ୍ୟନ୍ତ ଲାଗି ରହୁଛି କାଶ

ଲଣ୍ଡନ,୧୦।୧୨: ବ୍ରିଟେନର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅତ୍ୟଧିକ ସଂକ୍ରାମକ ରୋଗ ବିଷୟରେ ସତର୍କ ସୂଚନା ଜାରି କରିଛନ୍ତି ଏବଂ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ଏହି ନୂଆ ରୋଗ ହେଉଛି ‘ପର୍ଟୁସିସ ବା ହ୍ବିପିଙ୍ଗ କାଶ’। ଏହି ରୋଗରେ ରୋଗୀମାନେ ୧୦୦ଦିନ ଧରି…

ପାକିସ୍ତାନରେ ସାଧାରଣ ନିର୍ବାଚନ ତାରିଖକୁ ନେଇ କଳ୍ପନାଜଳ୍ପନାର ଅନ୍ତ

ଇସଲାମାବାଦ,୧୦ା୧୨: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏନେଇ ପାକିସ୍ତାନର ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ନିଶ୍ଚିତ କରିଛନ୍ତି ଯେ, ନିର୍ବାଚନରେ ବିଳମ୍ବ ହେବାର କୌଣସି ସ୍ପଷ୍ଟ ସମ୍ଭାବନା ନାହିଁ।…

ପାକିସ୍ତାନକୁ ମାଳଦ୍ୱୀପର ବଡ଼ ଝଟ୍‌କା

ମାଲେ,୧୦ା୧୨: ପାକିସ୍ତାନକୁ ମାଳଦ୍ୱୀପ ଏକ ବଡ଼ ଝଟ୍‌କା ଦେଇଛି। କାଶ ସିରପ୍‌ ଏବଂ ଔଷଧ ଅପମିଶ୍ରଣ ଖବର ପାଇବା ପରେ ମାଳଦ୍ୱୀପ ପାକିସ୍ତାନ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମାକୁ ରଦ୍ଦ କରିଦେଇଛି। ମାଳଦ୍ୱୀପରୁ ସୂଚନା ପାଇବା ପରେ ପାକିସ୍ତାନର ଡ୍ରଗ୍‌ ରେଗୁଲେଟୋରୀ…

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଅଜଣା ୫୦ ପ୍ରତିଶତ ଯୁବବର୍ଗ…

ଜେନେଭା,୧୦।୧୨ : ପୃଥିବୀର ୫୦ ପ୍ରତିଶତ ପିଲା ଏବଂ ଯୁବବର୍ଗମାନେ ଜଳବାୟୁ ପରିବର୍ତ୍ତନ କ’ଣ ତାହା ପ୍ରକୃତରେ ଜାଣନ୍ତି ନାହିଁ। ଅପରପକ୍ଷରେ ୫୦ ପ୍ରତିଶତ ଜଳବାୟୁ ପରିବର୍ତ୍ତନ ବିଷୟରେ ଶୁଣିଛନ୍ତି, ଏହା କ’ଣ ଜାଣଛନ୍ତି। ମିଳିତ ଜାତିସଂଘର ୟୁନିସେଫ ଏବଂ ୫୫…

ନିଜ ଘର ଭିତରେ ହିଁ ଲକ୍‌ ହୋଇଗଲେ ଋଷି ସୁନକ, ପିଟିବାକୁ ଲାଗିଲେ କବାଟ, ଭାଇରାଲ ଭିଡିଓ

ଇଂଲଣ୍ଡ,୧୦।୧୨: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ ଘର ଡାଉନିଂ ଷ୍ଟ୍ରିଟ ଭିତରେ ଫଶି ଯାଇଥିଲେ। ଘର ବାହାର ପଟୁ ତାଲା ପଡୁଥିବାରୁ ସେ ବାହାରକୁ ଯାଇପାରୁ ନ ଥିଲେ। ଘଟଣା ଏପରି କି, ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କୁ ସ୍ବାଗତ…

ପ୍ରଜନନ କ୍ଷମତା ବୃଦ୍ଧି କରୁଥିବା ଜିନ ଦ୍ୱାରା କମୁଛି ଆୟୁଷ…

ଓ୍ବାଶିଂଟନ,୧୦।୧୨ : ପ୍ରଜନନ କ୍ଷମତା ବୃଦ୍ଧି କରୁଥିବା ଜିନ ଯୋଗୁଁ ମାନବ ଜୀବନର ସମୟ ସୀମା କମ ହେବାରେ ଲାଗିଛି। ସାଇନ୍ସ ଆଡଭାନ୍ସ ଜର୍ନାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ମାନବ ଡିଏନଏ ତଥ୍ୟ ଅଧ୍ୟୟନ କରୁଥିବା…

ରଙ୍ଗ ଢାଳି ଗ୍ରାଣ୍ଡ କେନାଲ ପାଣିକୁ ସବୁଜ କଲେ ବିଦ୍ରୋହୀ ଗୋଷ୍ଠୀ…

ଭେନିସ,୧୦।୧୨ : ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଜଳବାୟୁ ସମ୍ମିଳନୀରେ କାର୍ଯ୍ୟର ବିକାଶ ନ ହେଉଥିବାକୁ ବିରୋଧ କରି ଇଟାଲୀର ପରିବେଶ କାର୍ଯ୍ୟକର୍ତ୍ତାମାନେ ଶନିବାର ଭେନିସର ଗ୍ରାଣ୍ଡ କେନାଲରେ ରଙ୍ଗ ଢାଳି ଏହାର ପାଣିକୁ ସବୁଜ କରି ଦେଇଛନ୍ତି। ଏକ ବିଦ୍ରୋହ ଗୋଷ୍ଠୀର…

ଲୋକଙ୍କୁ ମାଡମାରି ଖାଦ୍ୟ ଛଡାଇ ନେଉଛନ୍ତି ହମାସ ଆତଙ୍କବାଦୀ, ଭିଡିଓ ଭାଇରାଲ…

ଜେରୁଜେଲମ,୧୦।୧୨: ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ବିବାଦ ଚାଲିଛି। ଅକ୍ଟୋବର ୭ ରେ ଆରମ୍ଭ ହୋଇଥିବା ରକ୍ତପାତ କତାରର ପ୍ରଭାବଶାଳୀ ମଧ୍ୟସ୍ଥତା ଏବଂ ହସ୍ତକ୍ଷେପ ପରେ ନଭେମ୍ବର ୨୪ରେ କିଛି ଦିନ ପାଇଁ ବନ୍ଦ…

‘କଙ୍କଣ, ହାର, ମୁଦି ସବୁ ଆଣି ଆସିବ’

ଇସଲାମାବାଦ,୯ା୧୨: ପାକିସ୍ତାନର ଦୁର୍ନୀତି ନିବାରଣ ଏଜେନ୍ସି ତୋସାଖାନା ମାମଲାରେ ଇମ୍ରାନ ଖାନ୍‌ଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ଡକାଇଛି। ଏନ୍‌ଏବି ରାଓ୍ବଲପିଣ୍ଡି ବୁଶ୍ରାଙ୍କୁ ଏକ ନୋଟିସ୍‌ ଜାରି କରି ତୋସାଖାନା ମାମଲାରେ ଡିସେମ୍ବର ୧୧ ସକାଳ ୧୧ଟାରେ ହାଜର ହେବାକୁ କହିଛି। ତୋସାଖାନା…

ବ୍ରହ୍ମାଣ୍ଡରେ ଦେଖାଗଲା ଭୟଙ୍କର ପିଶାଚ, ନାସା ଜାରି କଲା ଫଟୋ

ନୂଆଦିଲ୍ଲୀ,୯।୧୨: ବ୍ରହ୍ମାଣ୍ଡ ଏପରି ଏକ ସ୍ଥାନ ଯାହା ରହସ୍ୟରେ ପରିପୂର୍ଣ୍ଣ ହୋଇଥାଏ। ଦିନକୁ ଦିନ ଏହାର ରହସ୍ୟ ଉନ୍ମୋଚନ ହେବା ସହ ବହୁତ କିଛି ଜାଣିବାକୁ ମିଳିଥାଏ। ନିକଟରେ ନାସା ମହାକାଶର ଏକ ଏପରି ଫଟୋ ଶେୟାର କରିଛି ଯାହାକୁ ଦେଖିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri