ଅନ୍ତର୍ଜାତୀୟ

ଆକାଶରୁ ବର୍ଷୁଛି ବୋମା…ଗାଜାର ଡାକ୍ତରଖାନାରେ ନାହିଁ ବିଜୁଳି, ମୋବାଇଲ ଟର୍ଚ୍ଚରେ କରାଯାଉଛି ଅପରେଶନ

ଜେରୁଜେଲମ,୨୦।୧୦: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଗାଜାର ସ୍ଥିତି ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି। ବିଶେଷକରି ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମେଡିକାଲ ସୁବିଧା ଉପଲବ୍ଧ ହୋଇପାରୁନାହିଁ। ଅନେକ ବିଭାଗ ବିଜୁଳି ବିନା ଚାଲୁଥିବା…

ଇସ୍ରାଏଲୀଙ୍କୁ ଭିସା ମାଫ୍‌: ବିନା ଭିସାରେ ଯାତ୍ରା କରିପାରିବେ ଆମେରିକା

ଓ୍ବାଶିଂଟନ୍‌,୨୦।୧୦: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଆମେରିକା ଖୋଲାଖୋଲି ଭାବେ ଇହୁଦୀ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ତେବେ ଏହାରି ଭିତରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଇସ୍ରାଏଲ…

ଡ୍ରଗ୍ସ ନିଶାରେ ଚୁର ହୋଇ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ, ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୨୦/୧୦: ୭ ଅକ୍ଟୋବରକୁ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଜାରି ରହିଛି। ଏହି ଯୁଦ୍ଧରେ ୧୪୦୦ରୁ ଅଧିକ ଇସ୍ରାଏଲିଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ପାଲେଷ୍ଟାଇନ ନାଗରିକ ମୃତ୍ୟୁ ମୁଖରେ ପଡିଛନ୍ତି। ତେବେ ଏହି…

ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରୁଥିବା ଦେଶ ଋଷିଆ

ନୂଆଦିଲ୍ଲୀ,୨୦।୧୦: ଅଶୋଧିତ ତୈଳ ରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟ ଅଫ ପର୍ସିଆନ ଗଲ୍ଫ ଦେଶଗୁଡିକର ଦବ୍‌ଦବ୍‌ା ରହି ଆସିଛି। ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁ ତୈଳ ରପ୍ତାନୀ ପାଇଁ ବିଶ୍ୱର ଅନେକ ଦେଶ କଟକଣା ଲଗାଇଥିବାବେଳେ ଆରବ ଦେଶଗୁଡିକ ଏହି ସମୟରେ…

ଫେରୁଛନ୍ତି ନଓ୍ବାଜ: ଲାହୋରରେ ଆଲର୍ଟ ଜାରି

ଇସଲାମବାଦ,୨୦।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଶନିବାର ପାକିସ୍ତାନ ଫେରୁଛନ୍ତି। ବ୍ରିଟେନରେ ୪ବର୍ଷ ରହିବା ପରେ ସେ ସ୍ବଦେଶକୁ ଫେରିବେ। ପାକିସ୍ତାନରେ ୩ ୩ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ…

ବେଙ୍ଗାଲୁରୁ, ଚଣ୍ଡିଗଡ଼, ମୁମ୍ବାଇରେ ଭିଜା ସେବା ବନ୍ଦ କଲା କାନାଡା

ଓଟାଓ୍ବା,୨୦ା୧୦: କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ମାସେରୁ ଊର୍ଦ୍ଧ୍ୱ ହେବ ଦେଖାଦେଇଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ବଡ଼ ଖବର ଆସିଛି। ଭାରତରୁ କାନାଡା ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଖରାପ ଖବର। କାରଣ…

ଗ୍ଲୋବାଲ ଓ୍ବାର୍ମିଂ: ଆଲାସ୍କାର ସମୁଦ୍ରରୁ ହଜିଗଲେଣି ସ୍ନୋ କ୍ରାବ

ଓ୍ବାଶିଂଟନ୍‌, ୨୦।୧୦: ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି। ଜନସମାଜ ପାଇଁ ଗ୍ଲୋବାଲ ଓ୍ବାର୍ମିଂ ବିପଦ ସାଜିଥିବାବେଳେ ଚଳିତ ବର୍ଷ ଗ୍ଲୋବାଲ ବଏଲିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଉଦାହରଣ ସ୍ବରପ ଚଳିତ ବର୍ଷର ଜୁଲାଇ…

ଆଲବର୍ଟ ଆଇନଷ୍ଟାଇନ ମଧ୍ୟ ଜଣେ ଇହୁଦି ଥିଲେ, ହିଟଲରଙ୍କ ଠାରୁ ବର୍ତ୍ତିବାକୁ କରିଥିଲେ ଏହି କାମ

ନୂଆଦିଲ୍ଲୀ,୨୦ା୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ କେବେ ଶେଷ ହେବ ତାହାର ଉତ୍ତର କାହା ପାଖରେ ନାହିଁ। ଇସ୍ରାଏଲ ଆତଙ୍କୀ ସଂଗଠନ ହମାସକୁ ସମୂଳେ ନାସ କରିବାକୁ ଶପଥ ନେଇଛି, ଯେଉଁଠି ପାଇଁ ହଜାର ହଜାର ଲୋକେ…

ପ୍ରେମିକଙ୍କଠାରୁ ଅଲଗା ହେବେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌,୨୦ା୧୦: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୁକ୍ରବାର ତାଙ୍କର ଦୀର୍ଘଦିନର ପ୍ରେମିକ ତଥା ଟେଲିଭିଜନ ସାମ୍ବାଦିକ ଆଣ୍ଡ୍ରେୟା ଜିଆମ୍ବ୍ରୁନୋଙ୍କଠାରୁ ଅଲଗା ହେବା ବିଷୟରେ ଘୋଷଣା କରିଛନ୍ତି। ମେଲୋନି ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ (ପୂର୍ବରୁ ଟୁଇଟର)ରେ ଲେଖିଛନ୍ତି, ‘ଆଣ୍ଡ୍ରେଆ ଜିଆମ୍ବ୍ରୁନୋଙ୍କ…

‘ଯେପରି ଭାରତ କଲା, ୪୦-୫୦ ବର୍ଷରେ କୌଣସି ଦେଶ ଏପରି କରି ନାହାନ୍ତି’, ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ଏପରି କହିଲା କାନାଡ଼ା

ନୂଆଦିଲ୍ଲୀ,୨୦ା୧୦: କୂଟନୈତିକ ବିବାଦ ମଧ୍ୟରେ କେନ୍ଦ୍ର ସରକାର ଦେଶ ଛାଡିବାକୁ ଚରମାଵାଣୀ ଦେବା ପରେ କାନାଡ଼ା ଏହାର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ନେଇଛି। କାନାଡ଼ାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲୀ ଗୁରୁବାର ଓଟାୱାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

ଥରିଲା ଇରାନ, ୭ ଆହତ

ତେହରାନ,୨୦ା୧୦: ଇରାନରେ ଶୁକ୍ରବାର ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୯ ଥିଲା। ସୂଚନାନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଖାନେ ଜେନିଆନରେ ହୋଇଛି। ଏହା ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଛି।…

ଯୁଦ୍ଧ ମଧ୍ୟରେ ହମାସକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଉତ୍ତର କୋରିଆ

ପୋଙ୍ଗୟାଙ୍ଗ,୨୦।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧ ମଧ୍ୟରେ ଦାବି ହେଉଛି ଯେ, ହମାସ ଯୋଦ୍ଧାମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଉତ୍ତର କୋରିଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ। ଇସ୍ରାଏଲ ଦ୍ୱାରା ଜବତ ହୋଇଥିବା ହମାସ ଭିଡିଓ ଏବଂ ଅସ୍ତ୍ରଶସ୍ତ୍ରରୁ ଜଣାପଡିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri