ଆମେରିକାରେ ରହିବା ଲୋଭ: ନିଜ ସନ୍ତାନଙ୍କୁ ବର୍ଡରରେ ଛାଡି ଚାଲିଯାଉଛନ୍ତି ମାତାପିତା, ତିନି ବର୍ଷରେ ମାମଲାରେ ୨୩୩ ପ୍ରତିଶତ ବୃଦ୍ଧି…
ଓ୍ବାଶିଂଟନ,୧୬।୧୨ : ଆମେରିକାରେ ବସବାସ କରିବା ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଭାବରେ ବିବେଚନା କରାଯାଉଛି। ଏନେଇ ଲୋକଙ୍କୁ ଅନେକ କାଗଜପତ୍ର ଦେଇ ଯିବାକୁ ପଡିଥାଏ। ତଥାପି, ଅନେକ ଥର ଆବେଦନ ମଧ୍ୟ ପ୍ରତ୍ୟାଖ୍ୟାନ ହୋଇଥାଏ। ଭାରତରୁ ବହୁ ଲୋକ ବେଆଇନ ଭାବେ…
୮୬ ବର୍ଷ ବୟସରେ କୁଏତର ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବଙ୍କ ଦେହାନ୍ତ
ନୂଆଦିଲ୍ଲୀ,୧୬ା୧୨: କୁଏତ ମୁଖ୍ୟ ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦେଶର ଜାତୀୟ ଟିଭି ଚ୍ୟାନେଲରେ ଏହି ଘୋଷଣା କରାଯାଇଛି। ନଭେମ୍ବର ମାସରେ ଅସୁସ୍ଥତା ପାଇଁ ଶେଖ ନୱାଫଙ୍କୁ ମେଡିକାଲରେ ଭର୍ତ୍ତି…
ତୃତୀୟ ବିଶ୍ୱଯୁଦ୍ଧ ଘନେଇଲା: ଗାଜା ଯୁଦ୍ଧର ନିଆଁ ବ୍ୟାପିଲା ଲେବାନନ ସୀମାରୁ ୟେମେନ, ଲୋହିତ ସାଗରରେ ସ୍ଥିତି ମୁହାଁମୁହିଁ…
ଜେରୁଜେଲମ,୧୬।୧୨ : ଇସ୍ରାଏଲର ଲଗାତାର ବୋମା ମାଡ ଯୋଗୁଁ ଗାଜାରେ ବହୁକୋଠା ଭାଙ୍ଗିଯାଇଛି। ଗାଜା ଏବେ ସମତଳ ଭୂମି ହୋଇପଡ଼ିଛି। ଭଙ୍ଗାକୋଠାର ଆବର୍ଜନା ଗଦା ହେବାରେ ଲାଗିଛି। ଗାଜାରେ ବର୍ତ୍ତମାନ କମ ଅଟ୍ଟାଳିକା ଏବଂ ଅଧିକ ଆବର୍ଜନା ଅଛି । ଏହା…
ଗାଈର ଗୋବରରେ ମହାକାଶ ଯିବ ରକେଟ, ପ୍ରଥମ ଥର ରକେଟ ଇଞ୍ଜିନରେ ଏଲବିଏମର ସଫଳ ପ୍ରୟୋଗ
ଟୋକିଓ,୧୬।୧୨: ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ସାରା ବିଶ୍ୱରେ ଆଲୋଚନା ଜାରି ରହିଛି। ଏଥିପାଇଁ ଗ୍ଲୋବାଲ ଓ୍ବାର୍ମିଂକୁ କମ୍ କରିବାକୁ ହେଲେ କାର୍ବନ ଉତ୍ସର୍ଜନର ପରିମାଣ କମେଇବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରକେଟ୍…
ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ କମ୍ପାନୀରୁ ୩୨କୋଟି ଟଙ୍କା ଠକିଲେ ଫେସବୁକର ବରିଷ୍ଠ ଅଧିକାରୀ
ଓ୍ବାଶିଂଟନ୍,୧୬।୧୨: ଫେସବୁକର ଜଣେ ଅଧିକାରୀ ନିଜ କମ୍ପାନୀରୁ କୋଟିଏ ଟଙ୍କାର ଠକେଇରେ ଅଭିଯୁକ୍ତ ହୋଇଛନ୍ତି। ଫେସବୁକର ବିବିଧତା, ସମାନତାର ପୂର୍ବତନ ଗ୍ଲୋବାଲ ହେଡ ବାରବରା ଫୁର୍ଲୋ ସ୍ମାଇଲ୍ସ ଅସାଧୁ ବ୍ୟବସାୟ, ନକଲି ଅଭିଯୋଗ ଓ ଲାଞ୍ଚ ମାଧ୍ୟମରେ କମ୍ପାନୀରୁ ୪ମିଲିୟନ(୩୨କୋଟି ଟଙ୍କା)ର…
ଲିଫ୍ଟରେ ଫସି ଗଲେ ଲୋକେ, ରାସ୍ତାରେ ନାହିଁ ବିଜୁଳି, ଅନ୍ଧାରରେ ବୁଡିଗଲା ଆମେରିକାର ଆର୍ଥିକ ରାଜଧାନୀ
ଓ୍ବାଶିଂଟନ,୧୬।୧୨: ଆମେରିକାର ନ୍ୟୁୟର୍କ ସିଟି ଗୁରୁବାର ରାତିରେ ଅନ୍ଧକାରରେବୁଡି ଯାଇଥିଲା। କଥାହେଲା, ନ୍ୟୁୟର୍କର ବ୍ରୁକଲିନ ସ୍ଥିତ କୋନ ଏଡିସନ ପାୱାର ପ୍ଲାଣ୍ଟରେ ଏକ ତ୍ରୁଟି ଯୋଗୁଁ ସହରର ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହି ଆକସ୍ମିକ ତ୍ରୁଟି ହେତୁ ବହୁ ସଂଖ୍ୟକ…
ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଖବରଦାତାଙ୍କ ଶରୀରରୁ ବହି ଚାଲିଥିଲା ରକ୍ତ, ମିଳିଲା ନାହିଁ କୌଣସି ସାହାଯ୍ୟ
ଜେରୁଜେଲମ,୧୬।୧୨: ଗାଜାରେ ଇସ୍ରାଏଲର ଆକ୍ରମଣରେ କତାରର ନ୍ୟୁଜ ଚ୍ୟାନେଲ ଅଲ-ଜଜିରାର ଜଣେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ନିହତ ହୋଇଥିବା ଭିଡିଓ ଜର୍ନାଲିଷ୍ଟ ସମେର ଅବୁଦାକା ଏହି ଆକ୍ରମଣରୁ ରକ୍ଷା ପାଇବା ପାଇଁ ତାଙ୍କ ସହକର୍ମୀ ୱେଲ ଦହଦୁହଙ୍କ ସହ…
କରୋନା ଭାଇରସର ନୂଆ ଭାରିଏଣ୍ଟ ଜେଏନ.୧ର ଶିକାର ହେଲେଣି ୭ ଜଣ
ବେଜିଂ,୧୬।୧୨: ଚାଇନାରେ କୋଭିଡ ଦ୍ୱାରା ହୋଇଥିବା ବିନାଶକୁ ଅଧିକ ସମୟ ଅତିବାହିତ ହୋଇନାହିଁ, ଏହି ସମୟରେ କୋଭିଡ ସବ-ଭାରିଆଣ୍ଟ ଜେଏନ.୧ ର ସାତୋଟି ନୂଆ ମାମଲା ରିପୋର୍ଟ ହୋଇଛି। ଜାତୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ପ୍ରଶାସନ ଶୁକ୍ରବାର କହିଛି ଯେ…
୧୦ ଦିନ ହେବ ଜେଲରୁ ନିଖୋଜ ଅଛନ୍ତି ପୁଟିନଙ୍କ ସମାଲୋଚକ ନଭଲନି, ରୁଷିଆ ଅଧିକାରୀଙ୍କ ପାଖରେ ନାହିଁ କୌଣସି ସୂଚନା
ମସ୍କୋ,୧୬।୧୨: ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସାଇ ନଭଲନିଙ୍କ ବିଷୟରେ କିଛି ଖବର ନାହିଁ। ତାଙ୍କ ଓକିଲ କହିଛନ୍ତି ଯେ ଡିସେମ୍ବର ୬ରୁ ସେ ସାକ୍ଷାତ କରିନାହାଁନ୍ତି। ଏଥି ସହିତ କ୍ରେମଲିନ ଆହୁରି ମଧ୍ୟ କହିଛନ୍ତି…
ଲେଉଟୁଛି କରୋନା, ସିଙ୍ଗାପୁରରେ ୫୬ ହଜାର ମାମଲା ରେକର୍ଡ, ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅପିଲ
ସିଙ୍ଗାପୁର,୧୬।୧୨: କରୋନା ମହାମାରୀ ପୁଣି ଥରେ ଭୟଭୀତ କରୁଛି। ସିଙ୍ଗାପୁରରେ କରୋନା ମାମଲା ୫୬ ହଜାର ଅତିକ୍ରମ କରିଛି। ଗତ ସପ୍ତାହର ଏହି ମାମଲା ରେକର୍ଡ କରାଯାଇଛି। ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ସପ୍ତାହରେ ଦେଶରେ କରୋନା ମାମଲା ୭୫…
ଶେହବାଜ ନା ଇମ୍ରାନ! ନିର୍ବାଚନ କମିଶନ କହିଲେ କେବେ ହେବ ନିର୍ବାଚନ, ପ୍ରକାଶ ପାଇଲା କାର୍ଯ୍ୟସୂଚୀ
ଇସଲାମାବାଦ,୧୬।୧୨: ଫେବୃୟାରୀ ୮ରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ କମିଶନ ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରାର୍ଥୀମାନେ ୨୦ରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିପାରିବେ। ନିର୍ବାଚନ ଆୟୋଗଙ୍କ…
୧୪ କୋଟି ଡଲାର ଗଣିବେ ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଓକିଲ
ଓ୍ବାଶିଂଟନ,୧୬।୧୨: ଶୁକ୍ରବାର ଏକ ଖଣ୍ଡପୀଠ ନ୍ୟୁୟର୍କର ପୂର୍ବତନ ମେୟର ରୁଡି ଜିଉଲିୟାନିଙ୍କୁ ଜର୍ଜିଆର ଦୁଇ ନିର୍ବାଚନ କର୍ମୀଙ୍କୁ ୧୪୦ ମିଲିୟନ ଡଲାର୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାହେଲା, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ସମୟରେ, ରୁଡି ଜିଉଲିୟାନି ଏହି ନିର୍ବାଚନ କର୍ମୀଙ୍କୁ ମିଥ୍ୟା…
Archives


