ଅନ୍ତର୍ଜାତୀୟ

ସମୁଦି ହେବା ଗର୍ବର କଥା, ଖୋଲାଖୋଲି ଭାବେ ଦାଉଦଙ୍କୁ ପ୍ରଶଂସା କରେ ପୂର୍ବତନ କ୍ରିକେଟର ମିଆଁଦାଦ

ଇସଲାମାବାଦ,୨୦।୩: ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ ପଳାତକ ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦାଉଦ ଇବ୍ରାହିମଙ୍କ ସହିତ ପାରିବାରିକ ସମ୍ପର୍କ ରହିବା ତାଙ୍କ ପାଇଁ ସମ୍ମାନର ବିଷୟ । ଏହା ସହିତ ସେ…

ପିଲା ଜନ୍ମ କରିବାକୁ ଡରୁଛନ୍ତି ଚାଇନାବାସୀ, ବନ୍ଦ ହେବାରେ ଲାଗିଛି…

ବେଜିଂ,୧୯।୩: ପ୍ରତ୍ୟେହ ଚାଇନାରୁ ରୋଗକୁ ନେଇ ଖବର ଆସିଥାଏ। ଦେଶ କରୋନା, ଫ୍ଲୁ ଏବଂ ନିମୋନିଆଠାରୁ ଆରମ୍ଭ କରି ଅନେକ ପ୍ରକାରର ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛି, କିନ୍ତୁ ଏଥର ଏଠାରେ ଏକ ନୂଆ ସଙ୍କଟ ଦେଖାଦେଇଛି। ନ୍ୟୁଜ ଆଉଟଲେଟ…

ଋଷିଆ ଇତିହାସରେ ରେକର୍ଡ ବିଜୟ: ୫ମ ଥର ପାଇଁ ରାଷ୍ଟ୍ରପତି ହେଲେ ପୁଟିନ୍‌

ମସ୍କୋ,୧୯।୩: ପୁଣି ପଞ୍ଚମ ଥର ପାଇଁ ଋଷିଆର ରାଷ୍ଟ୍ରପତ ହୋଇଛନ୍ତି ଭ୍ଲାଦିମିର ପୁଟିନ। ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କୁ ୮୮ପ୍ରତିଶତ ଭୋଟ ମିଳିଛି । ଏବେ ସେ ଆଗାମୀ ୬ବର୍ଷ ପାଇଁ ଶାସନରେ ରହିବେ । କହି ରଖୁଛୁ କି ଗତ…

ରାଜନୀତିରେ ଏଣ୍ଟ୍ରି କଲେ ଆଶିଫା ଭୁଟ୍ଟୋ ଜରଦାରୀ

ଇସଲାମାବାଦ,୧୯।୩: ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ସାନ ସାନ ଝିଅ ଆଶିଫା ଅଲି ଜରଦାରୀ ପାକିସ୍ତାନ ରାଜନୀତିରେ ପ୍ରବେଶ କରିଛନ୍ତି। ସିନ୍ଧ ପ୍ରଦେଶର ଜାତୀୟ ବିଧାନସଭା ଆସନରେ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେ…

ହଠାତ୍‌ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଭେଟିବାକୁ ପହଞ୍ଚିଲେ ଓବାମା

ଲଣ୍ଡନ,୧୯।୩: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରି ଏକ ଅତ୍ୟାଧୁନିକ ବିଷୟ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇ ରହଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ପ୍ରଥମ ଭାରତୀୟ ମୂଳବାସିନ୍ଦା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ବାର୍ତ୍ତାଳାପ…

ଡିପ୍ରେସନ୍‌ ଦୂର କରିବା ପାଇଁ ଏମିତି କାମ କରନ୍ତି ଏଲନ ମସ୍କ

କାଲିଫର୍ନିଆ,୧୯।୩: ଅରବପତି ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ଡିପ୍ରେସନ ପାଇଁ ସେ କେଟାମାଇନ ଭଳି ଔଷଧ ବ୍ୟବହାର କରୁଥିବା ଖବର ଆଲୋଚନାରେ ଥିଲା। ଟେସଲା ଏବଂ ସ୍ପେସ ଏକ୍ସର ଅନେକ ବୋର୍ଡ ସଦସ୍ୟ ଏଲନ ମସ୍କଙ୍କୁ…

ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଆଫଗାନିସ୍ତାନ

କାବୁଲ,୧୯।୩: ଆଫଗାନିସ୍ତାନରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ତାଲିବାନ ମୁହଁତୋଡ ଜବାବ ଦେଇଛି। ତାଲିବାନ ସୈନ୍ୟମାନେ ଡୁରାଣ୍ଡ ଲାଇନ ନିକଟରେ ପାକିସ୍ତାନୀ ସାମରିକ ପୋଷ୍ଟକୁ ଧ୍ୱଂସ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଉଦ୍ଦେଶ୍ୟରେ ଆଫଗାନିସ୍ତାନ ଗଣମାଧ୍ୟମ ଏହି ଆକ୍ରମଣକୁ ନିଶ୍ଚିତ କରିଛି। ଆଫଗାନିସ୍ତାନ ପ୍ରତିରକ୍ଷା…

ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କଲା ପାକିସ୍ତାନ

ଇସ୍‌ଲାମାବାଦ/କାବୁଲ,୧୮।୩: ପାକିସ୍ତାନ ସୋମବାର ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କରିବାରୁ ୩ ପିଲାଙ୍କ ସମେତ ୮ଜଣଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ବିଭିନ୍ନ ସହରଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ ଏନେଇ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଇସ୍‌ଲାମାବାଦ ହଠାତ୍‌…

ଏକତରଫା ବିଜୟ ହାସଲ କଲେ ଭ୍ଲାଡିମିର ପୁଟିନ: ଲଗାତର ପଞ୍ଚମଥର ପାଇଁ ହେବେ ରାଷ୍ଟ୍ରପତି

ମସ୍କୋ,୧୮।୩: ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ ପୁଟିନଙ୍କୁ ପ୍ରାୟ ୮୮ ପ୍ରତିଶତ ଭୋଟ ମିଳିଛି। ଗତ ୨୫ ବର୍ଷ ମଧ୍ୟରେ ପୁଟିନଙ୍କୁ…

ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଲେ ଭ୍ଲାଡିମିର ପୁଟିନ

ମସ୍କୋ,୧୮।୩: ରୁଷିଆ ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିନ୍ତ ହୋଇଯାଇଛି। ସୋମବାର ଫଳାଫଳ ଘୋଷଣା ପରେ ପୁଟିନ ନିଜର ପ୍ରଥମ…

ଅନିଶ୍ଚିତତାରେ ଋଷି ସୁନକଙ୍କ ନେତୃତ୍ୱ

ଲଣ୍ଡନ,୧୮।୩(ପି.ଟି.): ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି ଉଠାଇଛନ୍ତି। ଫଳରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ୱକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।…

ପାର୍ଟନରଙ୍କୁ ବାହାହେଲେ ବହିର୍ବ୍ୟାପାର ମନ୍ତ୍ରୀ

କାନ୍‌ବେରା,୧୮ା୩: ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନ୍ନି ଓ୍ବଙ୍ଗ୍‌ ନିଜ ଦୀର୍ଘଦିନର ମହିଳା ପାର୍ଟନର ସୋଫିଏ ଆଲ୍ଲୋଉଆଚେଙ୍କୁ ବିବାହ କରିଛନ୍ତି। ନିଜ ସମଲିଙ୍ଗୀ ବିବାହ ସମ୍ପର୍କରେ ଓ୍ବଙ୍ଗ୍‌ ରବିବାର ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏହି ସ୍ବତନ୍ତ୍ର ଦିନରେ ଆମ ସହ ପରିବାର ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri