ଲାଇଭ କନ୍ସର୍ଟବେଳେ ସିଙ୍ଗର୍ଙ୍କ ଉପରେ ଟଙ୍କା ବର୍ଷା କଲେ ଦର୍ଶକ: ରାଗିଯାଇ ସିଙ୍ଗର୍ କଲେ ଏମିତି କାମ
ପାକିସ୍ତାନୀ ସିଙ୍ଗର୍ ଅତିଫ ଅସଲାମ ତାଙ୍କ ସ୍ବରରେ ପ୍ରଶଂସକଙ୍କୁ ପାଗଳ କରିଥାନ୍ତି। ତାଙ୍କର କନସର୍ଟ ସମଗ୍ର ବିଶ୍ୱରେ ଆୟୋଜିତ ହୋଇଥାଏ। ଏଥିରେ ଲକ୍ଷ ଲକ୍ଷ ଲୋକ ଯୋଗଦେବାକୁ ଯାଆନ୍ତି। ନିକଟରେ କିଛି ଲୋକ ଲାଇଭ କନସର୍ଟରେ ଅତିଫଙ୍କ ଉପରେ ଟଙ୍କା ବର୍ଷା…
ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍
ଓ୍ବାଶିଂଟନ,୨୭ା୧୦: ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଶୁକ୍ରବାର ସକାଳେ ଆମେରିକାର ସେନା ପୂର୍ବ ସିରିଆର ଇରାନର ରିଭୋଲ୍ୟୁସନାରୀ ଗାର୍ଡ କାର୍ପସ ସହିତ ଜଡ଼ିତ ଦୁଇଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି। ସପ୍ତାହ ପୂର୍ବରୁ ସିରିଆରେ ଆମେରିକୀୟ ସୈନିକଙ୍କ ଉପରେ ଆକ୍ରମଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ,…
ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼: ୬ ଜଣଙ୍କ ଜୀବନ ଗଲା
ଜେରୁଜେଲମ୍,୨୭ା୧୦: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଏଥି ସହିତ ହମାସ୍ ଆକ୍ରମଣ ପରେ ଇସ୍ରାଏଲ କ୍ରମାଗତ ଭାବରେ ପ୍ରତିଶୋଧ ନେଉଛି। ଏଥିସହ ଇସ୍ରାଏଲ ସୀମା ନିକଟ ଇଜିପ୍ଟର ଲୋହିତ ସାଗରର ରିସର୍ଟ ସହର ଟାବାରେ ଏକ…
ଗାଜାରେ ଆଇଡିଏଫର ରେଡ, ହମାସର ଦାବି ଏୟାର ଷ୍ଟ୍ରାଇକରେ ୫୦ ବନ୍ଦୀଙ୍କର ହୋଇଛି ମୃତ୍ୟୁ
ଜେରୁଜେଲମ,୨୬।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ପ୍ରାୟ ୨୦ଦିନ ହେବ ଜାରି ରହିଛି । ଇସ୍ରାଏଲ ଗାଜାରେ ହମାସ ବିରୋଧରେ ଏକ ବିଶାଳ ଗ୍ରାଉଣ୍ଡ ଅଭିଯାନ ପ୍ରସ୍ତୁତ କରୁଛି। ଅନ୍ୟପକ୍ଷରେ ଇସ୍ରାଏଲ ସେନା କହିଛି ଯେ ରାତିସାରା ଗାଜାରେ ଚଢାଉ…
ପାକିସ୍ତାନରେ ଅବୈଧ ଭାବେ ଥିବା ପ୍ରବାସୀଙ୍କୁ ଫେରାଇବାକୁ ଯୋଜନା ଶେଷ ପର୍ଯ୍ୟାୟରେ, କିଛି ସ୍ଥାନରେ ଖୋଲିଲା ହୋଲଡିଂ ସେଣ୍ଟର
ଇସଲାମାବାଦ,୨୬।୧୦: ପାକିସ୍ତାନ ସରକାର ଗୁରୁବାର କହିଛନ୍ତି ଯେ ସମଗ୍ର ଦେଶରେ ‘ହୋଲଡିଂ ସେଣ୍ଟର’ ସ୍ଥାପନ କରାଯାଇଛି ଏବଂ ଅକ୍ଟୋବର ୩୧ ସୁଦ୍ଧା ଆନୁମାନିକ ୧.୭ ମିଲିୟନ ଆଫଗାନିସ୍ତାନ ସମେତ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଦେଶରୁ ବିତାଡିତ କରିବାର ଯୋଜନା ଚୂଡାନ୍ତ କରିଛି।…
ଭାରତର ଆଠ ପୂର୍ବତନ ନୌସେନା ଯବାନଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କାତାର କୋର୍ଟ
ନୂଆଦିଲ୍ଲୀ,୨୬।୧୦: କାତାରର ଏକ କୋର୍ଟ ୮ ଜଣ ଭାରତୀୟ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଭାରତୀୟଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ ରଖାଯାଇଥିଲା। କୋର୍ଟଙ୍କ ଏହି ନିଷ୍ପତ୍ତିରେ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି…
ଆମେରିକା ରାଷ୍ଟ୍ରପତି କହିଲେ ଇସ୍ରାଏଲ-ହମାସ ଯୁଦ୍ଧର କାରଣ, ରହିଛି ଭାରତର ଲିଙ୍କ୍
ନୂଆଦିଲ୍ଲୀ,୨୬/୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୦ ଦିନରେ ପହଞ୍ଚିଛି। ଗୁରୁବାର ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ନିକଟରେ ‘ଦିଲ୍ଲୀରେ ଜି-୨୦ ସମ୍ମିଳନୀରେ…
ଘମାଘୋଟ ଯୁଦ୍ଧରେ ଖବର ସଂଗ୍ରହ କରୁଥିଲେ ଅଲ ଜଜିରା ସାମ୍ବାଦିକ, ଅନ୍ୟପଟେ ଇସ୍ରାଏଲ ବୋମା ବିସ୍ଫୋରଣରେ ଶେଷ ହୋଇଗଲା ପରିବାର
ନୂଆଦିଲ୍ଲୀ,୨୬/୧୦: ଇସ୍ରାଏଲ ଏବଂ ଗାଜା ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକେ ପ୍ରାଣ ହରାଇଲେଣି ଏବଂ ଅନେକ ପରିବାର ଲୋପ ମଧ୍ୟ ପାଇଯାଇଛି। ଏହାରି ମଧ୍ୟରେ ଅଲ ଜଜିରା ସାମ୍ବାଦିକ ୱେଲ ଅଲ ଦହଦୋହଙ୍କ ପରିବାର ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ…
କତାରରେ ୮ ଭାରତୀୟଙ୍କୁ ଫାଶୀଦଣ୍ଡ
ଦୋହା,୨୬।୧୦: କତାରରେ ୮ ଜଣ ଭାରତୀୟଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ମୃତ୍ୟୁଦଣ୍ଡ ନିଷ୍ପତ୍ତିକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ବିସ୍ତୃତ ନିଷ୍ପତ୍ତି ପାଇଁ ଅପେକ୍ଷା କରିଛୁ।…
କାନାଡୀୟଙ୍କ ପାଇଁ ପୁଣି ଭିଜା ସେବା ଆରମ୍ଭ କଲା ଭାରତ
ନୂଆଦିଲ୍ଲୀ,୨୬।୧୦: ଭାରତ-କାନାଡ ସମ୍ପର୍କରେ କିଛିଟା ସୁଧାର ଆସିଛି। ଭାରତ ସରକାର ପୁଣି ଥରେ କାନାଡୀୟଙ୍କ ପାଇଁ ଭିଜା ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କାନାଡା ସରକାର ସ୍ବାଗତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା…
ଆକାଶରୁ ନୋଟ ବର୍ଷା କଲା ହେଲିକପ୍ଟର, ଲୋକ ହେଲେ ଦଳଚକଟା, ଭାଇରାଲ ଭିଡିଓ ଦେଖନ୍ତୁ…
ପ୍ରାଗ,୨୬।୧୦ : ଚେକ ରିପବ୍ଲିକର ଜଣାଶୁଣା ବ୍ୟକ୍ତିତ୍ୱ ତଥା ଟେଲିଭିଜନ ହୋଷ୍ଟ କାମିଲ ବାର୍ଟୋଶେକ ହେଲିକପ୍ଟରରୁ କୋଟି ନୋଟ ବର୍ଷା କରିଛନ୍ତି। କାମିଲ ଲିସା ନାଡ ଲାବେମ ଅଞ୍ଚଳ ନିକଟରେ ସେ ଏହା କରିଥିଲେ। ବାର୍ଟୋଶେକ, କାଜମା ନାମରେ ଜଣାଶୁଣା, ଏକ…
ଆମେରିକାକୁ ବ୍ୟାପିଲା ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ
ନ୍ୟୁୟର୍କ,୨୬।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଥମି ନ ଥିବାବେଳେ ଯୁଦ୍ଧର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି। ଇସ୍ରାଏଲକୁ ହମାସ ଅକ୍ରମଣ କରିବା ପରେ ଇସ୍ରାଏଲକୁ ସମର୍ଥନ କରିଛି ଆମେରିକା। ସେହି ଯୁଦ୍ଧର ନିଆଁ ବର୍ତ୍ତମାନ ଆମେରିକାରେ ଦେଖିବାକୁ ମିଳିଛି।…
Archives


