ଅନ୍ତର୍ଜାତୀୟ

ଇସ୍ରାଏଲକୁ ସାହାଯ୍ୟ କରୁଛି ଆମେରିକା, ପଠାଇଲା ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ

ଓ୍ବାଶିଂଟନ,୧୩।୧୦: ହମାସ ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣର କିଛି ଘଣ୍ଟା ପରେ ଆମେରିକା ଇସ୍ରାଏଲକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଆମେରିକା ଏହି ଅଞ୍ଚଳରେ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଯୁଦ୍ଧ ଜାହାଜ ଏବଂ ବିମାନ ପଠାଇବା ଆରମ୍ଭ କରିଛି।...

ସିଙ୍ଗାପୁରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାଉଥିବା ବିମାନରେ ବୋମା ଥିବା ସୂଚନା, ଅଷ୍ଟ୍ରେଲୀୟ ଯାତ୍ରୀ ଗିରଫ

ସିଡ଼ନୀ,୧୩।୧୦: ସିଙ୍ଗାପୁରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାଉଥିବା ବିମାନରେ ବୋମା ଧମକ ଦେବା ଅଭିଯୋଗରେ ଅଷ୍ଟ୍ରେଲୀୟ ୩୦ ବର୍ଷୀୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ ଦ୍ୱାରା ବୋମା ଧମକ ଦେବା ପରେ ବିମାନଟି ସିଙ୍ଗାପୁରକୁ ଫେରି ସନ୍ଧ୍ୟା ପ୍ରାୟ ୬.୨୬ ସମୟରେ...

ଆଫଗାନିସ୍ତାନରେ ପୁଣି ଭୂକମ୍ପ…

କାବୁଲ,୧୩।୧୦: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏକ ସପ୍ତାହ ମଧ୍ୟରେ ଦାରିଦ୍ର୍ୟର ଶିକାର ହୋଇଥିବା ଦେଶରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ମ୍ୟାଗ୍ନିଚ୍ୟୁଡ...

ମଧ୍ୟପ୍ରାଚ୍ୟରେ ତେଜିଲା ଯୁଦ୍ଧ

ଜେରୁଜେଲମ୍‌/ଗାଜା ସିଟି/ଡାମାସ୍କସ୍‌,୧୩ା୧୦:ଇସ୍ରାଏଲ୍‌ ଓ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ୬ ଦିନ ଧରି ଚାଲିଥିବା ଯୁଦ୍ଧର ନିଅଁା ଏବେ ମଧ୍ୟପ୍ରାଚ୍ୟର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପିବା ଆରମ୍ଭ ହେଲାଣି। ଇସ୍ରାଏଲ ପକ୍ଷରୁ ଗୁରୁବାର ସିରିଆ ରାଜଧାନୀ ଡାମାସ୍କସ୍‌ ଏବଂ ଆଲେପ୍ପେ...

ଇସ୍ରାଏଲ୍‌ରୁ ଆସିଲା ଲୋମଟାଙ୍କୁରା ଦୃଶ୍ୟ: ଶିଶୁଙ୍କୁ ଗୁଳି କରି ଜାଳିଦେଲେ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ୬ ଦିନ ବିତିଗଲାଣି। ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏକ ଫଟୋ ଜାରି କରିଛି। ଫଟୋରେ ଶିଶୁଙ୍କୁ ଗୁଳି କରି ଜାଳିଦେଇଛନ୍ତି ହମାସ ଆକ୍ରମଣକାରୀ। ଅନେକ ଫଟୋ...

ସବୁକିଛି ବହୁତ ଭୟାନକ, ଆମେ ଇସ୍ରାଏଲ ସହ ଅଛୁ: ଆମେରିକାର ବୈଦେଶିକ ମନ୍ତ୍ରୀ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଇସ୍ରାଏଲ ସହିତ ଛିଡା ହୋଇଛି ଆମେରିକା। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲରେ ପହଞ୍ଚିଛନ୍ତି। ଇସ୍ରାଏଲ ଗସ୍ତ ସମୟରେ ସେ ହମାସର ଆତଙ୍କ ଦେଖିଥିଲେ। ଆଣ୍ଟୋନି...

୧୦ ମାସର ଯମଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ହମାସ ଆକ୍ରମଣକାରୀଙ୍କ ସହ ଲଢିଲେ ମା’-ବାପା: ଶେଷରେ…

ଜେରୁଜେଲମ,୧୩।୧୦: ନିଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ମା’-ବାପା ସବୁକିଛି କରିପାରନ୍ତି। ଏହାର ନିଚ୍ଛକ ଉଦାହରଣ ଇସ୍ରାଏଲ-ହମାସ ଯୁଦ୍ଧରେ ଦେଖିବାକୁ ମିଳିଛି। ୧୦ ମାସର ଯମଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ହମାସ ଆକ୍ରମଣକାରୀଙ୍କ ସହ ଲଢି ପ୍ରାଣ ହରାଇଛନ୍ତି...

‘ସେ ପର୍ଯ୍ୟନ୍ତ ପାଣି ମିଳିବନି ଯେ ପର୍ଯ୍ୟନ୍ତ…’, ଗାଜାକୁ ଇସ୍ରାଏଲର ଚେତାବନୀ

ଜେରୁଜେଲମ,୧୨।୧୦: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଏକ ନୂତନ ରଣନୀତି ଆପଣେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ଯେ ପର୍ଯ୍ୟନ୍ତ ଇସ୍ରାଏଲ ବନ୍ଧକମାନଙ୍କୁ ମୁକ୍ତ ନ କରାଯାଇଛି ସେ ପର୍ଯ୍ୟନ୍ତ ଗାଜାରେ...

ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି

ଇସଲାମାବାଦ,୧୨।୧୦: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି ମିଳିଛି। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଇମ୍ରାନ୍‌ ଖାନଙ୍କ ଅଲଗା ଅଲଗା ଆବେଦନକୁ ଏକତ୍ର କରିଛନ୍ତି। ଏହି ଆବେଦନଗୁଡିକରେ ସିଫର ମାମଲାରେ ଟ୍ରାଏଲ କୋର୍ଟର କାର୍ଯ୍ୟାନୁଷ୍ଠାନ ଉପରେ ରୋକ...

ଇସ୍ରାଏଲର ଟାର୍ଗେଟ୍‌ରେ ସିରିଆ, ୨ ବିମାନ ବନ୍ଦର ଉପରେ କଲା ଏୟାରଷ୍ଟ୍ରାଇକ

ଜେରୁଜେଲମ,୧୨।୧୦: ଗତ କିଛି ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ପକ୍ଷରୁ ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇ ସାରିଲେଣି। ହମାସର ଯୁଦ୍ଧ ପରେ ଇସ୍ରାଏଲ ବର୍ତ୍ତମାନ ଆକ୍ରମଣାତ୍ମକ ହୋଇପଡିଛି। ଇସ୍ରାଏଲ...

ରଣନୀତିକ ଭାଗିଦାରୀକୁ ଆହୁରି ଉଚ୍ଚତାକୁ ନେବାକୁ ଭାରତ-ଫ୍ରାନ୍ସ ପ୍ରସ୍ତୁତ: ରାଜନାଥ

ପ୍ୟାରିସ/ନୂଆଦିଲ୍ଲୀ,୧୨।୧୦: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ଗସ୍ତରେ ଅଛନ୍ତି। ପ୍ୟାରିସରେ ପଞ୍ଚମ ବାର୍ଷିକ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ସଂଳାପରେ ପ୍ରତିରକ୍ଷା ଶିଳ୍ପ ସହଯୋଗ ବୃଦ୍ଧି ପାଇଁ ବ୍ୟାପକ ଆଲୋଚନା ହୋଇଛି। ଏହି ସମୟରେ ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରୀ...

ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ

ଜେରୁଜେଲମ,୧୨।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗୁରୁବାର ଇସ୍ରାଏଲର ତେଲ ଅଭିବରେ ପହଞ୍ଚିଛନ୍ତି। ବ୍ଲିଙ୍କେନ୍‌ ଇସ୍ରାଏଲ ସହିତ ଆମେରିକାର ଏକତା ପ୍ରଦର୍ଶନ କରିବା ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri