କିମ୍ଙ୍କଠାରୁ ବି ଅଧିକ ଷ୍ଟାଇଲିଷ୍ଟ ତାଙ୍କ ଝିଅ, ପିନ୍ଧୁଛନ୍ତି ଦାମୀ ଜ୍ୟାକେଟ୍, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ୟୋଙ୍ଗ୍ୟାଙ୍ଗ୍,୮ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। ତାଙ୍କର ନିଷ୍ଠୁରତାର କାହାଣୀ କେବଳ ଉତ୍ତର କୋରିଆରେ ସୀମୀତ ନୁହେଁ, ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଶକ୍ତି ପାଇଁ କିମ୍ ତାଙ୍କ ଲୋକଙ୍କୁ ଶୋଷଣ କରିବାଠାରୁ…
୯୦ ତୋପ ମାଡ଼ କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୮।୧ : ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ମଧ୍ୟରେ କ୍ରମାଗତ କଳହ ଲାଗିଛି । ଏହି ସମୟରେ ଦକ୍ଷିଣ କୋରିଆ ମିଡିଆ ଏଜେନ୍ସି ରିପୋର୍ଟ କରିଛି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଦକ୍ଷିଣ କୋରିଆ…
ହସିନା ପଞ୍ଚମ ଥର ପାଇଁ ପୁଣି ପ୍ରଧାନମନ୍ତ୍ରୀ…
ଢାକା,୮।୧ : ବାଂଲାଦେଶରେ ହିଂସାତ୍ମକ ଘଟଣା ତଥା ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନପି) ଦ୍ୱାରା ନିର୍ବାଚନ ବହିଷ୍କାର ମଧ୍ୟରେ ନିର୍ବାଚନ ଆୟୋଗ ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମୀ ଲିଗକୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ…
ମୋଦିଙ୍କ ଫଟୋରୁ ସମ୍ପର୍କରେ ତିକ୍ତତା
ମାଲେ,୮।୧: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତ କରି ସାମାଜିକ ଗଣମାଧ୍ୟମରେ କେତେକ ଫଟୋ ପୋଷ୍ଟ କରିଥିଲେ। ସେଥିରୁ ବିବାଦ ଉପୁଜିବା ପରେ ଭାରତ-ମାଳଦ୍ୱୀପ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ମୋଦି ଲେଖିଥିଲେ, ଯେଉଁମାନେ ରୋମାଞ୍ଚକୁ ଭଲ…
ଉତ୍ତର ଗାଜାରେ ବନ୍ଦହେବ ଆକ୍ରମଣ
ଜେରୁଜେଲମ୍ ,୮।୧ : ଗାଜାଷ୍ଟ୍ରିପ୍ରେ ହମାସ୍ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍ର ଆକ୍ରମଣ ରବିବାର ଚତୁର୍ଥ ମାସରେ ପ୍ରବେଶ କରିଛି। ଗତ ୩ ମାସର ଆକ୍ରମଣରେ ଗାଜାର ପାଖାପାଖି ୨୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫୮ ହଜାର ଆହତ ହୋଇଛନ୍ତି। ବ୍ୟାପକ…
୫ମ ଥର ପ୍ରଧାନମନ୍ତ୍ରୀ ହେବେ ଶେଖ୍ ହସିନା
ଢାକା,୮ା୧: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଲଗାତର ଚତୁର୍ଥ କାର୍ଯ୍ୟକାଳ ସୁରକ୍ଷିତ କରିଥିବା ବେଳେ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ମୁଖ୍ୟ ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍ପି) ଏବଂ ଏହାର ସହଯୋଗୀ ଦଳଙ୍କ ଦ୍ୱାରା ରବିବାର ଦିନ ଅନୁଷ୍ଠିତ ଦ୍ୱାଦଶ…
ତୃତୀୟ ବିଶ୍ୱଯୁଦ୍ଧକୁ ନିମନ୍ତ୍ରଣ!
ବେଜିଂ,୭।୧: ତାଇୱାନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ ଏବଂ ଚାଇନା କମ୍ପାନୀ ଓ ନାଗରିକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକର ଜବାବରେ ଚାଇନା ରବିବାର ଆମେରିକାର ପାଞ୍ଚଟି ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ବୈଦେଶିକ ମନ୍ତ୍ରଣାଳୟ ଅନଲାଇନରେ ପ୍ରକାଶିତ ଏକ ବିବୃତ୍ତିରେ କହିଛି…
ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ: ମାଳଦ୍ୱୀପର ୩ ମନ୍ତ୍ରୀ ନିଲମ୍ବିତ
ମାଲେ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ଉପହାସ କରୁଥିବା ନେଇ ବିବାଦ ଉପରେ ମାଳଦ୍ୱୀପ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ସରକାର ମନ୍ତ୍ରୀ ମରିୟମ ଶିଆନା, ମାଲଶା…
ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମରେ ଆକ୍ରମଣ, ୪ ମୃତ ୩ ଆହତ
ପେଶାଓ୍ବର,୭।୧: ରବିବାର ପାକିସ୍ତାନର ଅଶାନ୍ତ ଖାଇବର-ପାଖତୁନଖ୍ବା ପ୍ରଦେଶରେ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଏହି ସମୟ ମଧ୍ୟରେ ଅତି କମରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ। ଜିଲା ପୋଲିସ ଅଧିକାରୀ…
ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଲାଗିଲା ନିଆଁ, ଜଳିଗଲା ୧୦୦୦ରୁ ଅଧିକ ଆଶ୍ରୟସ୍ଥଳୀ
ଢାକା,୭ା୧: ବାଂଲାଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା କକ୍ସ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଆଶ୍ରୟ ନେଇଥିବା ଶିବିରରେ ନିଆଁ ଲାଗିଯାଇଛି। ଫଳରେ ଏହି ଅଗ୍ନିକାଣ୍ଡରେ ୧୦୦୦ରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଆଶ୍ରୟସ୍ଥଳୀ ନଷ୍ଟ ହୋଇଯାଇଥିବା ବେଳେ ହଜାର ହଜାର ଲୋକ ବାସହୀନ…
ଦକ୍ଷିଣ କୋରିଆକୁ ଚେତାବନୀ ଦେଲେ କିମ୍ଙ୍କ ଭଉଣୀ
ପ୍ୟୋଙ୍ଗ୍ୟାଙ୍ଗ,୭ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଭଉଣୀ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଉତ୍ତେଜିତ କରିବାକୁ ଚେଷ୍ଟା କରନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିକଟରେ ଦକ୍ଷିଣ କୋରିଆ ସେନା…
ବର୍ଷ ଆରମ୍ଭରୁ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ…
ଓ୍ବାଶିଂଟନ : ବର୍ଷ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ଏକ ଖରାପ ଖବର ମଧ୍ୟ ଆସିଛି । ମନୋରଞ୍ଜନ ଦୁନିଆ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି । ଜଣାଶୁଣା ଅଭିନେତ୍ରୀ, ଯିଏକି ନିଜ…
Archives


