ଅନ୍ତର୍ଜାତୀୟ

ଡରାଇଲାଣି କୋଭିଡର ନୂଆ ଭାରିଏଣ୍ଟ KP.3

ଟୋକିଓ,୨୦।୭: ଯଦିଓ କୋଭିଡ -୧୯କୁ ନେଇ ଲୋକଙ୍କ ମନରେ ଭୟ ପ୍ରାୟତଃ ଶେଷ ହୋଇଛି, ତଥାପି ଏହି ଜୀବାଣୁ ବିପର୍ଯ୍ୟୟ ଘଟାଉଛନ୍ତି। ଆଜିକାଲି, ଜାପାନରେ କୋଭିଡ କେବି.୩ର ନୂତନ ପ୍ରକାର ଲୋକଙ୍କ ଜୀବନ ପ୍ରତି ବିପଦ ପାଲଟିଛି। ଗତ କିଛି ସପ୍ତାହ…

ମାଇକ୍ରୋସଫ୍ଟ ଆଉଟେଜର ପ୍ରଭାବ ଜାରି, ବିମାନ ବନ୍ଦରରୁ ବ୍ୟାଙ୍କିଙ୍କ ସିଷ୍ଟମ ଏବେବି ଅସୁବିଧାରେ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୭: ମାଇକ୍ରୋସଫ୍ଟ ଟେକ୍ନିକାଲ ଆଉଟେଜ ମାଇକ୍ରୋସଫ୍ଟର କ୍ରାଉଡ ଷ୍ଟ୍ରାଇକ ଅପଡେଟ ଯୋଗୁଁ ଗତକାଲି ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଥିଲା। ଏକ ବୈଷୟିକ ତ୍ରୁଟି ହେତୁ ହଜାର ହଜାର ବିମାନକୁ ବାତିଲ କରିବାକୁ ପଡିଲା ଏବଂ ଅନେକ ବ୍ୟାଙ୍କର ସେବା ଅଟକି ଗଲା।…

ଜନ୍ମ ହେବା ପରେ ଆଶ୍ଚର୍ଯ୍ୟ କରିଦେଲା ଶିଶୁ, ରହିଛି ୩୨ ଦାନ୍ତ

ନୂଆଦିଲ୍ଲୀ, ୨୦ା୭: ସାଧାରଣତଃ ଶିଶୁଟିଏ ଜନ୍ମ ହେଲା ବେଳେ ତାର ଦାନ୍ତ ଉଠି ନଥାଏ । ସମୟ କ୍ରମେ ଧିରେ ଧିରେ ଦାନ୍ତ ଉଠିଥାଏ ଏବଂ ସେହି ଦାନ୍ତ ଉପୁଡ଼ି ଆଉ ନୂଆ ଦାନ୍ତ ଉଠିଥାଏ । ଅର୍ଥାତ ପିଲାମାନେ ଦାନ୍ତ…

ସତ୍ୟ ନାଡେଲାଙ୍କୁ କଟାକ୍ଷ କଲେ ମସ୍କ

ଓ୍ବାଶିଂଟନ,୨୦।୭: ଜୁଲାଇ ୧୯, ୨୦୨୪ ଶୁକ୍ରବାରକୁ ଅଧିକାଂଶ ଲୋକେ ଭୁଲିପାରିବେ ନାହିଁ। କାରଣ ଏହିଦିନ ସାରା ବିଶ୍ୱରେ ଠପ୍‌ ହୋଇଯାଇଥିଲା ମାଇକ୍ରୋସଫ୍ଟ। ମାଇକ୍ରୋସଫ୍ଟ ବନ୍ଦ ହେତୁ ବିଶ୍ୱର ୯୫ ପ୍ରତିଶତ କମ୍ପ୍ୟୁଟର ବନ୍ଦ ହୋଇଯାଇଥିଲା। ଯାହାର ପ୍ରଭାବ ସାରା ବିଶ୍ୱରେ ଦେଖାଗଲା।…

ବାଂଲାଦେଶରେ ହିଂସାର ନିଆଁରେ ଜଳିଲା ୧୦୫ ଜୀବନ, ପୂରା ଦେଶରେ ଲାଗିଲା କଫ୍ୟୁ, ପ୍ରଧାନମନ୍ତ୍ରୀ ନେଲେ ବଡ଼ ପଦକ୍ଷେପ

ଢାକା,୨୦।୭: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ବିରୋଧ ଦିନକୁ ଦିନ ହିଂସାତ୍ମକ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା କର୍ଫ୍ୟୁ ଲାଗୁ କରିବା ସହ ସମଗ୍ର ଦେଶରେ ସେନା…

ଲିଡ୍ସରେ ଦଙ୍ଗା ସ୍ଥିତି: ପୋଡି ଦେଲେ ବସ୍‌

ଲଣ୍ଡନ୍‌,୨୦ା୭: ବ୍ରିଟେନ୍‌ର ଲିଡ୍ସ ସହରରେ ଚାଇଲ୍ଡ କେୟାର ଏଜେନ୍ସି ଏକ ପରିବାରର କେତେଜଣ ଶିଶୁଙ୍କୁ ନେଇଯାଉଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଏଜେନ୍ସିକୁ ବିରୋଧ କରିଥିଲେ। ପୋଲିସ ପହଞ୍ଚିବା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ମାସ୍କ ପିନ୍ଧିଥିବା କେତେଜଣ ବ୍ୟକ୍ତି…

ଭିଏଟ୍‌ନାମ ନେତା ଟ୍ରୋଙ୍ଗ୍‌ଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ହନୋଇ, ୨୦।୭: କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟ୍‌ନାମର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଗୁୟେନ୍‌ ଫୁ ଟ୍ରୋଙ୍ଗ୍‌ଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ଗୁରୁତର ଭାବେ ଅସୁସ୍ଥ ହୋଇ ହନୋଇର ଏକ ମିଲିଟାରି ହସ୍ପିଟାଲରେ…

ପାକିସ୍ତାନରେ ବଢିଲା ହିନ୍ଦୁ ଜନସଂଖ୍ୟା

ଇସଲାମାବାଦ,୧୯।୭: ମୁସଲମାନ ବହୁଳ ପାକିସ୍ତାନରେ ବୃହତ୍ତମ ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁମାନଙ୍କର ଜନସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। ଶିଖ ଏବଂ ପାରସୀଙ୍କ ଜନସଂଖ୍ୟା ସମାନ ରହିଛି। ଦେଶର ୨୪କୋଟିରୁ ଅଧିକ ଲୋକଙ୍କର ମୋଟ ଜନସଂଖ୍ୟାରେ ୩୮ ଲକ୍ଷ ହିନ୍ଦୁ ଅଛନ୍ତି। ଡନ ଖବରକାଗଜ…

ଆମେରିକାକୁ କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୭: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସୱାଲ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀଙ୍କ ‘ରଣନୀତିକ ସ୍ବାୟତ୍ତତା’ ଉପରେ ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ୟାନ୍ୟ ଦେଶ ପରି ଭାରତ ମଧ୍ୟ ଏହାର…

ଅନ୍ୟ ଜଣେ ମହିଳାଙ୍କୁ ଜିଲ ବୋଲି ଭାବୁଥିଲେ ବାଇଡେନ! ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ,୧୯।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସତରେ ଏବେ ବୃଦ୍ଧ ହୋଇଯାଇଛନ୍ତି। ତାଙ୍କର କାର୍ଯ୍ୟକଳାପ ହେତୁ ସେ ଗଣମାଧ୍ୟମରେ କ୍ରମାଗତ ଭାବରେ ହେଡଲାଇନରେ ରହୁଛନ୍ତି। ବେଳେବେଳେ ସେ ଭୁଲ କଥା କହି ଦେଉଛନ୍ତି ଏବଂ ବେଳେବେଳେ ତାଙ୍କ ପାଦ ଖସି ଯାଇ…

ଜାହଜ ଓଲଟିବା ଘଟଣାରେ ୮ ଉଦ୍ଧାର, ୫ ଭାରତୀୟ ଏବେ ବି ନିଖୋଜ

ନୂଆଦିଲ୍ଲୀ, ୧୯ା୭: ଓମାନ ତଟରେ ଜୁଲାଇ ୧୪ ତାରିଖରେ କୋମୋରୋଲ ଧ଼୍ବଜ ଲାଗିଥିବା ଏକ ମାଲବାହୀ ଜାହଜ ଓଲଟି ପଡ଼ିଥିବା ଜଣାପଡ଼ିଛି । ଏହି ଜାହଜରେ ୧୩ ଭାରତୀୟଙ୍କ ସମେତ ୧୬ ଜଣ ନିଖୋଜ ହୋଇଯାଇଥିଲେ । ଅନ୍ୟ ୩ ସଦସ୍ୟ…

ଭାରତର ରାଗ ଲଙ୍କାରେ ତିଆରି ଚିପ୍ସ ଖାଇ ଜାପାନର ୧୪ ଛାତ୍ର ଅସୁସ୍ଥ

ଟୋକିଓ,୧୯।୭: ଜାପାନର ୧୪ ଜଣ ଛାତ୍ର ଭାରତର ରାଗ ଲଙ୍କା (ଭୋତ ଜୋଲାକିଆ) ରୁ ପ୍ରସ୍ତୁତ ଆଳୁ ଚିପ୍ସ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କଡିଛି। ଜାପାନର ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଏହି ଚିପ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?