ଭାରତକୁ ସୁରକ୍ଷିତ ଦେଶ ତାଲିକାରେ ସାମିଲ କରିବ ବ୍ରିଟେନ
ଲଣ୍ଡନ,୧୦।୧୧: ବ୍ରିଟେନ ସରକାର ଘୋଷଣା କରିଛନ୍ତି ଯେ ସେ ଭାରତକୁ ସୁରକ୍ଷିତ ଦେଶ ତାଲିକାରେ ଯୋଗ କରିବେ। ଏହା ପରେ ଭାରତରୁ ବେଆଇନ ଭାବେ ଯାତ୍ରା କରୁଥିବା ଲୋକଙ୍କୁ ଫେରିବା ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଆହୁରି ମଧ୍ୟ, ଅନ୍ୟ ନାଗରିକଙ୍କ ଦ୍ୱାରା…
ସବୁ ଜୀବନର ମୂଲ୍ୟ ସମାନ
ପ୍ୟାରିସ୍,୧୦ା୧୧:ଗାଜାରେ ଇସ୍ରାଏଲ ଏବଂ ପାଲେଷ୍ଟିନୀୟ ସଶସ୍ତ୍ର ଗୋଷ୍ଠୀ ହମାସ୍ ମଧ୍ୟରେ ମାସାଧିକ କାଳ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁ ଆହ୍ବାନ ଦେଇଛନ୍ତି। ସମସ୍ତଙ୍କ ଜୀବନର ମୂଲ୍ୟ ସମାନ କହି ଗାଜାବାସୀଙ୍କୁ ତୁରନ୍ତ ମାନବୀୟ…
କାଲି ମାନିଲା, ଆଜି ଆକ୍ରମଣ
ଜେରୁଜେଲମ୍,୧୦ା୧୧: ଗୁରୁବାର ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ଇସ୍ରାଏଲ ରାଜି ହୋଇଥିବା ବେଳେ ଶୁକ୍ରବାର ଅତି କମ୍ରେ ୩ଟି ଡାକ୍ତରଖାନା ଉପରେ ଆକ୍ରମଣ କରିଛି। ଗାଜାର ଜଣେ ଅଧିକାରୀ କହିଛନ୍ତି ଆଜି ଇସ୍ରାଏଲ ତିନୋଟି ଡାକ୍ତରଖାନା ଉପରେ ଏୟାର୍ଷ୍ଟ୍ରାଇକ୍ କରିଛି ଏବଂ…
୮ ଭାରତୀୟଙ୍କୁ ‘ଇକୋ ଓସ୍କାର’
ସିଙ୍ଗାପୁର,୧୦ା୧୧:‘ଇକୋ ଓସ୍କାର’ ଭାବେ ପରିଚିତ ୨୦୨୩ର ଆର୍ଥଶଟ୍ ପୁରସ୍କାର ଭାରତରୁ ୮ ଜଣଙ୍କୁ ମିଳିଛି। ପ୍ରିନ୍ସ ଓ୍ବିଲିୟମ୍ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲେ। ପୁରସ୍କାର ବାବଦରେ ବିଜେତାଙ୍କୁ ୧ ନିୟୁତ ପାଉଣ୍ଡ ମିଳିବ। ୨୦୧୩ରେ ଏସ୍୪ଏସ୍ର ଟେକ୍ନୋଲୋଜିର ପ୍ରତିଷ୍ଠା କରିଥିବା ନିଧି…
ଓ୍ବାଶିଂଟନ୍ ପୋଷ୍ଟ୍ରେ ବିବାଦୀୟ କାର୍ଟୁନ ‘ହମାସ୍’
ଓ୍ବାଶିଂଟନ୍,୧୦ା୧୧:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବ୍ୟଙ୍ଗଚିତ୍ର କରି ‘ଗାର୍ଡିଆନ୍’ର ସବୁଠୁ ପୁରୁଣା କାର୍ଟୁନିଷ୍ଟ ଚାକିରିରୁ ବିଦାହେବାର କିଛି ସପ୍ତାହ ପରେ ପାଶ୍ଚାତ୍ୟର ଆଉ ଏକ ଖବରକାଗଜରେ ପ୍ରକାଶିତ ଏକ କାର୍ଟୁନ୍କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଆମେରିକୀୟ ଦୈନିକ ‘ଓ୍ବାଶିଂଟନ୍ ପୋଷ୍ଟ୍’ର…
ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ ରାଜି
ଜେରୁଜେଲମ୍/ଓ୍ବାଶିଂଟନ,୧୦ା୧୧: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଥିଲା ଏବଂ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଗାଜାଠାରୁ ଦକ୍ଷିଣ…
ଡରିଗଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜେରୁଜେଲମ,୧୦।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଦିନକୁ ଦିନ ଏହା ଆହୁରି ଉଗ୍ର ହେବାରେ ଲାଗିଛି। ଏହାରି ଭିତରେ ଇସ୍ରାଏଲକୁ ସବୁବେଳେ ସମର୍ଥନ ଦେଇଆସିଥିବା ଆମେରିକା କହିଛି ଯେ ଯୁଦ୍ଧ ପରେ ଯଦି ଇସ୍ରାଏଲ ଗାଜାକୁ କାବୁ…
କରାଚି ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ
ଇସଲାମାବାଦ,୯।୧୧: ପାକିସ୍ତାନ ସରକାର ଗୁରୁବାର ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମାଲିର ଜେଲରୁ ମୁକ୍ତ କରିଛନ୍ତି। ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା କୁହାଯାଇଛି , ଭାରତୀୟ ମତ୍ସ୍ୟଜୀବୀମାନେ କଡ଼ା ସୁରକ୍ଷା ମଧ୍ୟରେ ଅଲ୍ଲାମା ଇକବାଲ ଏକ୍ସପ୍ରେସ ଟ୍ରେନରେ…
ଗାଜାରେ ଏବେ ଲୋକଙ୍କ ଘରେ ମଣିଷ ନୁହେଁ ଗଚ୍ଛିତ ରହୁଛି ଅସ୍ତ୍ରଶସ୍ତ୍ର
ଗାଜା ପଟ୍ଟି,୯।୧୧: ଇସ୍ରାଏଲ-ହମାସ ଯୁଦ୍ଧକୁ ପ୍ରାୟ ୩୫ ଦିନ ହେବାକୁ ଯାଉଛି। ଗାଜା ସହରକୁ ଦୁଇ ଭାଗ କରିବା ପରେ ଇସ୍ରାଏଲ ସେନା ହମାସ ବିରୁଦ୍ଧରେ ଯୁଦ୍ଧ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି। ମଙ୍ଗଳବାର ୧୫ହଜାରରୁ ଅଧିକ ଲୋକ ଉତ୍ତର ଗାଜା…
ଆମେରିକାର ଜିମ୍ରେ ଭାରତୀୟ ଛାତ୍ରଙ୍କୁ ଛୁରିଭୁସି ହତ୍ୟା
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୯ା୧୧: ଆମେରିକାର ଚିକାଗୋ ସହର ଇଣ୍ଡିଆନାରେ ୨୪ ବର୍ଷୀୟ ଜଣେ ଭାରତୀୟ ଛାତ୍ରଙ୍କୁ ଗତ ୨୯ ତାରିଖରେ ଛୁରିଭୁସି ଆକ୍ରମଣ କରାଯାଇଥିଲା। ଛାତ୍ର ଜଣକ ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବରୁଣ ରାଜ…
ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଭାରତରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା
ନୂଆଦିଲ୍ଲୀ,୯।୧୧: ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ଲ୍ୟୋଡ ଅଷ୍ଟିନ ଗୁରୁବାର ଦିନ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଏହାରି ଖବର ସାମ୍ନାକୁ ଆସିଛି ଯେ ଆମେରିକା ଇସ୍ରାଏଲକୁ ସ୍ପାଇସ ବୋମା ଭଳି ମାରାତ୍ମକ…
ଏହି କାରଣରୁ ଫିଲ୍ମ ‘ଟାଇଗର-୩’ ଉପରେ ପ୍ରତିବନ୍ଧକ ଲଗାଇଲା ଓମାନ, କତାର
ମୁମ୍ବାଇ,୯।୧୧: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ଦୀପାବଳି ଅର୍ଥାତ୍ ଆସନ୍ତା ନଭେମ୍ବର ୧୨ରେ ପ୍ରେକ୍ଷାଳୟକୁ ଆସୁଛି। ଏଥିରେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ରିଲିଜ୍ ପୂର୍ବରୁ ଏକ…
Archives


