ଅନ୍ତର୍ଜାତୀୟ

ଦେବାଳିଆ ହେଲେଣି କିମ ଜୋନ, ସାରା ବିଶ୍ୱରେ ବନ୍ଦ ହେଲାଣି କୋରିଆ ଦୂତାବାସ

ପୋଙ୍ଗୟାଙ୍ଗ,୧୧।୧୧: ଚାଇନା ଏବଂ ରୁଷିଆ ପରି ପାରମ୍ପାରିକ ବନ୍ଧୁମାନଙ୍କ ସହ ଉତ୍ତର କୋରିଆ ନିଜର ବନ୍ଧୁତାକୁ ଗଭିର କରୁଛି। କିନ୍ତୁ ଏହା ପରେ ମଧ୍ୟ ସେ ଅର୍ଥ ଅଭାବର ସମ୍ମୁଖୀନ ହେଉଛି। ଏହାର ପ୍ରଭାବ ବର୍ତ୍ତମାନ ଏହାର ବିଦେଶୀ ଦୂତାବାସରେ ମଧ୍ୟ…

ବିଶ୍ୱରେ ପ୍ରଥମଥର ସମ୍ପୂର୍ଣ୍ଣ ଆଖିର ହେଲା ପ୍ରତ୍ୟାରୋପଣ, ୨୧ ଘଣ୍ଟା ଚାଲିଲା ସର୍ଜରୀ

ନ୍ୟୁୟର୍କ,୧୧।୧୧: ଯୁକ୍ତରାଷ୍ଟ୍ର ଆମେରିକାର ମେଡିକାଲ ସର୍ଜନମାନଙ୍କର ଏକ ଟିମ କହିଛନ୍ତି ଯେ ସେମାନେ ଏକ ବିଲକ୍ଷଣ ଚିକିତ୍ସା ପ୍ରକ୍ରିୟାରେ ସମଗ୍ର ଆଖିର ପ୍ରଥମ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି। ଏହା ବିଶ୍ୱର ପ୍ରଥମ ଘଟଣା। ତଥାପି, ରୋଗୀ ପ୍ରକୃତରେ ତାଙ୍କର ଦୃଷ୍ଟିଶକ୍ତି…

ଗାଜା ଆକ୍ରମଣକୁ ନେଇ ଇସ୍ରାଏଲ ଉପରେ ବର୍ଷିଲେ ମସ୍କ

ଜେରୁଜେଲମ,୧୧।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଯୁଦ୍ଧରେ ୧୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ, ଇସ୍ରାଏଲ-ହମାସ ବିବାଦକୁ ନେଇ ବିଶ୍ୱର ସବୁଠାରୁ…

୧ ଘଣ୍ଟାରେ ୧୦୦୦ରୁ ଅଧିକ ଭୂକମ୍ପ ଝଟକା, ପୃଥିବୀର ଏହି ଭାଗରେ ଆତଙ୍କ, ବନ୍ଦ କରିବାକୁ ପଡିଲା ଏହି ସୁନ୍ଦର ସ୍ଥାନ

ରେକଜାଭିକ,୧୧।୧୧: ପୃଥିବୀର ବିଭିନ୍ନ ସ୍ଥାନରେ ଭୂକମ୍ପ ଘଟୁଛି। ଭୂକମ୍ପ ଯୋଗୁ ହୋଉଥିବା ବିନାଶକୁ ମଧ୍ୟ ଲୋକମାନେ ଅତି ନିକଟରୁ ଦେଖିଛନ୍ତି। ନିକଟରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଏଠାରେ ଘଟିଥିବା ଭୂକମ୍ପ ଦିନକୁ ଥରେ…

ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଟପିଲା

ଓ୍ବାଶିଂଟନ,୧୧ା୧୧: ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିବା ଆମେରିକାର ସେନ୍‌ସସ୍‌ ବ୍ୟୁରୋ ଆକଳନ କରିଛି। ଜନ୍ମହାର କମିଥିଲେ ମଧ୍ୟ ଲୋକଙ୍କ ଆୟୁଷ ବଢ଼ିଥିବାରୁ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ଗତ ସେପ୍ଟେମ୍ବର ୨୬ରେ ଜନସଂଖ୍ୟା ୮୦୦ କୋଟି…

ପାକିସ୍ତାନରେ ପାର୍ସପୋର୍ଟ ସଙ୍କଟ: ପେପର୍‌ ଅଭାବରୁ ବନ୍ଦ ହୋଇଗଲା ପାର୍ସପୋର୍ଟ ଛାପିବା

ଇସଲାମବାଦ,୧୦।୧୧: ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି ପାକିସ୍ତାନ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ ହୁ ହୁ ହୋଇ ବଢିବା ସହ ଦେଶରେ ମୁଦ୍ରାସ୍ପୀତି ଦେଖାଦେଇଛି। ସେହିପରି ଇନ୍ଧନ ଅଭାବ ହେତୁ ପାକିସ୍ତାନର ଏଆରଲାଇନ୍ସ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି। ବର୍ତ୍ତମାନ…

ବ୍ୟକ୍ତିଙ୍କ ଜୀବନ ନେଇଗଲା ରୋବଟ୍‌

ସିଓଲ,୧୦।୧୧:ଆଧୁନିକତାର ଛାପରେ ବିଜ୍ଞାନ ସହାୟତାରେ ରୋବଟ ଦ୍ୱାରା ମଧ୍ୟ ଯେକୌଣସି କାମ ହୋଇ ପାରୁଛି। ମଣିଷର ବିନା ସହାୟତାରେ ରୋବଟ ମେସିନ୍‌ ବିଭିନ୍ନ କାମ ଅତି ସହଜରେ କରିପାରୁଛି। କିନ୍ତୁ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ…

ସ୍ବିଡେନରୁ ହଜାରେ ଭଲଭୋ କାର କିଣି ୪୯ ବର୍ଷ ହେଲାଣି ଉତ୍ତର କୋରିଆ ପଇଠ କରିନି ଅର୍ଥ, ଏବେ ଏହି ଋଣର ପରିମାଣ…

ପୋଙ୍ଗୟାଙ୍ଗ,୧୦।୧୧: ଉତ୍ତର କୋରିଆ, ଯାହା ବିଶ୍ୱର ଅଧିକାଂଶ ଦେଶଠାରୁ ବିଚ୍ଛିନ୍ନ, ଏହାର ଏକଛତ୍ରବାଦୀ ଶାସକଙ୍କ ବିଚିତ୍ର କାର୍ଯ୍ୟ ପାଇଁ ଏହା ବେଶ ଜଣାଶୁଣା । କିନ୍ତୁ ଏହି ଦେଶ ସହିତ ସ୍ବିଡେନର ଏକମାତ୍ର ଅଭିଯୋଗ ହେଉଛି ଯେ ଏହା ବିଷୟରେ ଚିନ୍ତା…

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଯନ୍ତ୍ରାଂଶରେ ନିଆଁ , ଆମେରିକାରେ ସ୍କୁଲ ବନ୍ଦ

କାଲିଫର୍ନିଆ,୧୦।୧୧: ଆମେରିକାର ଦକ୍ଷିଣ କାଲିଫର୍ନିଆର ଟଷ୍ଟିନ ସହରରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସେଠାରେ ବିଶ୍ୱଯୁଦ୍ଧ-୨ସମୟରେ ତିଆରି ହୋଇଥିବା ବ୍ଲିମ୍ପ ହ୍ୟାଙ୍ଗରରେ ନିଆଁ ଲାଗିଯାଇଛି। ସେହି ସମୟରେ ଏହି କୋଠାରେ ବଡ ବଡ ଏୟାରସିପ୍‌ ରଖାଯାଉଥିଲା। ଏହି ବ୍ଲିମ୍ପ ହ୍ୟାଙ୍ଗର ଜଳିବା…

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଏଭଳି ମାଛ, ଯାହାର ଦାମ୍‌ ଜାଣିଲେ…

ଇସଲାମାବାଦ,୧୦।୧୧: ରାତାରାତି କୋଟିପତି ହେବାର କାହାଣୀ ଆମେ ପ୍ରାୟତଃ ଶୁଣିଛୁ। ହେଲେ ବାସ୍ତବ ଜୀବନରେ ଏଭଳି ଘଟଣା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବର୍ତ୍ତମାନ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ରାତାରାତି କୋଟିପତି ହେବାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପାକିସ୍ତାନର…

ବିଶ୍ୱ ବଜାରରେ ୧୨ ବର୍ଷ ସର୍ବୋଚ୍ଚ ସ୍ତରରେ ଚିନି ଦାମ୍, ଜାଣନ୍ତୁ ଭାରତରେ ବଢିବ କି ଦାମ୍?

ନୂଆଦିଲ୍ଲୀ,୧୦।୧୧: ଆନ୍ତର୍ଜାତୀୟ ବଜାରରେ ଚିନିର ଦାମ୍ ୨୮ ପ୍ରତିଶତ ପ୍ରତି ପାଉଣ୍ଡ ବୃଦ୍ଧି ପାଇଁ ୧୨ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଭାରତ ଚିନି ରପ୍ତାନୀରେ ପ୍ରତିବନ୍ଧକ ଲଗାଇବା ପରେ ଏବଂ ବ୍ରାଜିଲରେ ଯୋଗାଣ ପାଇଁ ସମସ୍ୟା କାରଣରୁ ବିଶ୍ୱ ବଜାରକୁ…

ଭାରତ ସହ ସମ୍ପର୍କକୁ ସୁଧାରିବାକୁ ଚାହୁଁଛି କାନାଡା

ଓଟାଓ୍ବା,୧୦।୧୧: ଏବେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ବର୍ତ୍ତମାନ କାନାଡାର ବୈଦେଶିକ ମନ୍ତ୍ରୀ ମେଲିନ ଜଲି କହିଛନ୍ତି ଯେ ସେ ଭାରତୀୟ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କ ସହ ଯୋଗାଯୋଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri