ମାସେ ଯାଏଁ ରହିଲା ବିଅରର ହ୍ୟାଙ୍ଗଓଭର, ସୃଷ୍ଟି କଲେ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୨୩।୧୧: ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା କ୍ୟାନସର, ଯକୃତ ରୋଗ, ଷ୍ଟ୍ରୋକ ଏବଂ ହୃଦରୋଗ ହେବାର ଆଶଙ୍କା ବଢିଥାଏ। କିନ୍ତୁ ଅତ୍ୟଧିକ ମଦ୍ୟପାନ କରୁଥିବା ମଦ୍ୟପମାନେ ଏହି ସତର୍କ ବାଣୀକୁ ଅଣଦେଖା…
ଉତ୍ତର କୋରିଆକୁ କଡ଼ା ଜବାବ ଦେବା ପାଇଁ ଦକ୍ଷିଣ କୋରିଆ ପ୍ରସ୍ତୁତ
ସିଓଲ,୨୩ା୧୧: ଦକ୍ଷିଣ କୋରିଆର ଯୁଗ୍ମ କର୍ମଚାରୀମାନେ ଗୁରୁବାର ଏକ ବିବୃତ୍ତିରେ କହିଛନ୍ତି, ଉତ୍ତରର ରାଜଧାନୀରୁ ଉତ୍ତର ପୂର୍ବ ସମୁଦ୍ରରେ ଏକ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଛି କିନ୍ତୁ ଏହି ଉତ୍କ୍ଷେପଣ ବିଫଳ ହୋଇଛି ବୋଲି ଜଣାପଡ଼ିଛି। କେଉଁ ପ୍ରକାରର କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା…
ହଠାତ ୨୪ ହଜାର ଫୁଟ ଉପରେ ଉଡୁଥିବା ବିମାନ ହେଲା ଦୁଇଖଣ୍ଡ, କିଭଳି ବଞ୍ଚିଲେ ୯୪ ଯାତ୍ରୀ ଦେଖନ୍ତୁ ଭିଡିଓ…
ଓ୍ବାଶିଂଟନ,୨୩।୧୧ : ସାଇକେଲରୁ ବିମାନକୁ ପରିବହନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସୁରକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ। ଏସବୁକୁ ଚଳାଇବାରେ କେବଳ ପାରଦର୍ଶିତା ଯଥେଷ୍ଟ ନୁହେଁ। ବଡ କଥା ହେଉଛି ଯଦି ଏକ ଜଟିଳ ପରିସ୍ଥିତି ଉପୁଜେ ଏବଂ ଜୀବନ ମୃତ୍ୟୁର ସ୍ଥିତିର ସମ୍ମୁଖୀନ…
ଆମେରିକା-କାନାଡା ବାଟ ବନ୍ଦ: ସଂଯୋଗ କରୁଥିବା ବ୍ରିଜରେ ବିସ୍ଫୋରଣ, ଭିଡିଓ ଭାଇରାଲ…
ଓ୍ବାଶିଂଟନ,୨୩।୧୧: ଆମେରିକା ଏବଂ କାନାଡାକୁ ସଂଯୋଗ କରୁଥିବା ଏକ ବ୍ରିଜ ଉପରେ ଗାଡି ବିସ୍ଫୋରଣ ହେବାପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଯାତାୟାତ ସ୍ଥଗିତ ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କର ନିୟାଗ୍ରା ଜଳପ୍ରପାତ ନିକଟରେ…
ଚାଇନାରେ ପୁଣି ବ୍ୟାପିଲା ଅଜଣା ରୋଗ: ରିପୋର୍ଟ ମାଗିଲା ଡବ୍ଲୁଏଚ୍ଓ
ବେଜିଂ.୨୩।୧୧: ଚାଇନାରେ ପୁଣି ଏକ ଅଜଣା ରୋଗ ବ୍ୟାପିଛି। ସ୍ବାଇନ ଫ୍ଲୁ ଭଳି ରୋଗ ଅଧିକାଂଶ ପିଲାଙ୍କ ମଧ୍ୟରେ ବ୍ୟାପୁଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଏହି ରହସ୍ୟମୟ ରୋଗ ବିଷୟରେ ଅଧିକ ସୂଚନା ପାଇଁ ବେଜିଂକୁ କହିଛି। ଖବର ଅନୁଯାୟୀ,…
ଉତ୍ତର କୋରିଆର ସ୍ପାଏ ସାଟେଲାଇଟ୍
ପ୍ୟୋଙ୍ଗ୍ୟାଙ୍ଗ୍,୨୩ା୧୧: ଆମେରିକା ଓ ଜାପାନକୁ ବାରମ୍ବାର ଆକ୍ରମଣ ଧମକ ଦେଉଥିବା ଉତ୍ତର କୋରିଆର ସ୍ପାଏ ସାଟେଲାଇଟ୍ ଲଞ୍ଚ ସଫଳ ହୋଇଛି। ଏହା ହେଉଛି ଗତ ୬ ମାସ ଭିତରେ ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ତୃତୀୟ ଲଞ୍ଚ ଉଦ୍ୟମ। ସ୍ଥାନୀୟ…
ଗୁର୍ପତ୍ଓ୍ବନ୍ତଙ୍କୁ ହତ୍ୟା ଷଡ଼ଯନ୍ତ୍ର ଭଣ୍ଡୁର କରିଥିଲା ଆମେରିକା
ଓ୍ବାଶିଂଟନ୍,୨୩ା୧୧: ଖଲିସ୍ତାନୀ ସଙ୍ଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଆଇ) ମୁଖ୍ୟ ଗୁର୍ପତ୍ଓ୍ବନ୍ତ ସିଂ ପନ୍ନୁନ୍ଙ୍କୁ ହତ୍ୟା କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ଆମେରିକା ଭଣ୍ଡୁର କରିଦେଇଥିଲା। ଏନେଇ ଫାଇନାନ୍ସିଆଲ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି। କାନାଡା ଓ ଆମେରିକାର ନାଗରିକ…
ଚାଇନାରେ ମସ୍ଜିଦ୍ ବନ୍ଦ କରିବା ନେଇ ଜୋର୍ଦାର୍ ଅଭିଯାନ
ବେଜିଂ,୨୨ା୧୧: ଚାଇନାରେ ମସ୍ଜିଦ୍ ବନ୍ଦ ରହିଛି। ମସଜିଦ ବନ୍ଦ୍ ପାଇଁ ଚାଇନା ରାଷ୍ଟ୍ରପତି ଶି’ ଜିନ୍ପିଙ୍ଗ୍ ସରକାର ଅଭିଯାନକୁ ଜୋରଦାର କରିଛନ୍ତି। ଚାଇନା ଦୀର୍ଘବର୍ଷ ଧରି ଜିନ୍ଜିଆଙ୍ଗରେ ସଂଖ୍ୟାଲଘୁ ମୁସଲମାନମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅଧିକ ଚାଇନିଜ ଦେଖାଯିବା ପାଇଁ…
ବ୍ରିକ୍ସ ସଦସ୍ୟ ହେବା ପାଇଁ ଆବେଦନ କଲା ପାକିସ୍ତାନ, ଏହି ସଂଗଠନରେ ଆଉ ୬ ଦେଶ ବି ହେବେ ସାମିଲ
ଇସଲାମାବାଦ,୨୨ା୧୧: ବ୍ରିକ୍ସ ସଦସ୍ୟ ହେବା ପାଇଁ ପାକିସ୍ତାନ ଆବେଦନ କରିଛି। ଏହି ସଂଗଠନରେ ଆଉ ୬ଟି ଦେଶ ଯୋଗଦେବେ। ବ୍ରିକ୍ସ ୨୦୧୦ରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଦ୍ୱାରା ଗଠିତ ହୋଇଥିଲା। ଏହି ଦେଶର ପ୍ରଥମ ଅକ୍ଷରଗୁଡ଼ିକୁ…
ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ସୁପ୍ରିମକୋର୍ଟ
ଇସଲାମାବାଦ,୨୨ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ବୁଧବାର ପାକିସ୍ତାନର ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଜାମିନ ଆବେଦନକୁ ଗ୍ରହଣ କରାଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ, ରାଜ୍ୟ ରହସ୍ୟ ଲିକ୍ ଅଭିଯୋଗରେ ଅନ୍ୟ…
ଚୋରି କରିବାକୁ ଆସି ସିଗାରେଟ ଟାଣି ଶୋଇ ପଡିଲେ ଚୋର, ତାପରେ…
ବେଜିଂ,୨୨।୧୧ : ଦକ୍ଷିଣ ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଏକ ମଜାଦାର ଘଟଣା ଘଟିଛି । ଏଠାରେ, ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। ଚୋର ଘରେ ପଶି ପ୍ରଥମେ ସିଗାରେଟ ଟାଣିଥିଲେ। ଏହା ପରେ…
କାନାଡା ନାଗରିକଙ୍କ ପାଇଁ ପୁଣି ଭିସା ସେବା ଆରମ୍ଭ କଲା ଭାରତ
ନୂଆଦିଲ୍ଲୀ,୨୨।୧୧: କାନାଡା-ଭାରତ ବିବାଦ ଗତ କିଛି ମାସ ମଧ୍ୟରେ ଗମ୍ଭୀର ଦିଗକୁ ଗତି କରୁଥିବାବେଳେ ବର୍ତ୍ତମାନ କିଛିଟା ସୁଧାର ଆସିଛି। ପ୍ରାୟ ଦୁଇମାସ ପରେ କାନାଡା ନାଗରିକଙ୍କ ପାଇଁ ପୁଣି ଥରେ ଇଲେକ୍ଟ୍ରୋନିକ ଭିସା ସେବା ଆରମ୍ଭ କରିଛି ଭାରତ। ତେବେ…
Archives


