ଅନ୍ତର୍ଜାତୀୟ

ଇମ୍ରାନଙ୍କୁ ୧୦ ବର୍ଷ ଜେଲ୍‌

ଇସଲାମାବାଦ୍‌,୩୦।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର ତାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇମ୍ରାନ…

ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୟାକ୍ସ ରେକର୍ଡ ଲିକ୍‌ କରିବା ମାମଲାରେ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ

ଓ୍ବାଶିଂଟନ,୩୦।୧: ଆମେରିକାର ପୂର୍ବତନ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ଲୋକଙ୍କ ଟ୍ୟାକ୍ସ ରେକର୍ଡ ଚୋରି ଏବଂ ଲିକ୍‌ କରିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ…

ବିଶ୍ୱରେ ପ୍ରଥମ: ମଣିଷ ମୁଣ୍ଡରେ ଲଗାଗଲା ବ୍ରେନ୍‌ ଚିପ୍‌

କାଲିଫର୍ନିଆ,୩୦।୧: ଟେସଲା ତଥା ଏକ୍ସ ମାଲିକ ଏଲନ ମସ୍କ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଷ୍ଟାର୍ଟଅପ ‘ନ୍ୟୁରାଲିଙ୍କ’ ଦ୍ୱାରା ପ୍ରଥମଥର ପାଇଁ ମଣିଷ ମୁଣ୍ଡରେ ବ୍ରେନ୍‌ ଚିପ୍‌ ଲଗାଯାଇଛି। ମଙ୍ଗଳବାର ମସ୍କ ଏହି ସୂଚନା ଦେଇଛନ୍ତି। ଏକ୍ସରେ ସେ କହିଛନ୍ତି,…

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ବିଶ୍ୱଦ୍ୟାଳୟରୁ ଥିଲେ ନିଖୋଜ

ଓ୍ବାଶିଂଟନ,୩୦।୧: ଗତ ଦୁଇ ଦିନ ମଧ୍ୟରେ ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ନିକଟରେ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ଆଟଲାଣ୍ଟାର ଏକ ଦୋକାନରେ ନିଶା ସେବନ କରିଥିବା ଜଣେ ଯୁବକ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲେ।…

ଜୋର୍ଡାନ ପରେ ଏବେ ସିରିଆରେ ଆମେରିକା ସେନା ବିରୋଧରେ ରକେଟ ଆକ୍ରମଣ

ଓ୍ବାଶିଂଟନ,୩୦।୧: ଜୋର୍ଡାନ ପରେ ସିରିଆରେ ଆମେରିକା ଏବଂ ଏହାର ସହଯୋଗୀ ବାହିନୀ ଉପରେ ରକେଟ ଆକ୍ରମଣ ହୋଇଛି। ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ସିରିଆରେ ଆମେରିକୀୟ ତଥା ସହଯୋଗୀ ବାହିନୀ ବିରୋଧରେ ରକେଟ ଆକ୍ରମଣ କରାଯାଇଛି। ଆମକୁ ଟାର୍ଗେଟ କରାଯାଉଛି।…

ଇରାନ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୨୯।୧ଭାରତୀୟ ନୌସେନାର ଯୁଦ୍ଧଜାହାଜ ସୁମିତ୍ରା ଇରାନର ଏକ ଜାହାଜକୁ ଜଳଦସ୍ୟୁମାନଙ୍କ କବଳରୁ ଊଦ୍ଧାର କରିଛି। କେତେଜଣ ଜଳଦସ୍ୟୁ ଇରାନ ଜାହାଜରେ ପ୍ରବେଶ କରି ଏହାକୁ ଅପହରଣ କରିନେଉଥିଲେ। ଉକ୍ତ ଜାହାଜ ବିପଦରେ ଥିବାନେଇ ଖବର ପାଇବା ପରେ ସୋମାଲିଆର ପୂର୍ବ ଉପକୂଳରେ…

ଚାଇନାର ଶେୟାର ବଜାର ଭୁଶୁଡ଼ିବାରେ ଲାଗିଛି…

ବେଜିଂ,୨୯।୧ : ୨୦୨୧ ଠାରୁ ଆରମ୍ଭ ହୋଇଥିବା ଚାଇନାର ଷ୍ଟକ ମାର୍କେଟର ଅବନତି ଜାରି ରହିଛି। ଏହି ହ୍ରାସକୁ ରୋକିବା ପାଇଁ ଚାଇନା ସରକାର କରିଥିବା ସମସ୍ତ ଉଦ୍ୟମ ମଧ୍ୟ ବିଫଳ ହୋଇଛନ୍ତି। ଫଳସ୍ବରୂପ, ଚାଇନାର ଷ୍ଟକ ମାର୍କେଟ ସଙ୍କଟରେ ପଡ଼ିଛି।…

ଦୁନିଆର ସବୁଠୁ ବଡ଼ କମ୍ପାନୀ ବିକିବ ଚାଇନା

ବେଜିଂ,୨୯ା୧: ଚାଇନା ଉପରେ ଏକ ଦୁଃଖର ପାହାଡ଼ ପଡ଼ିଛି। ପ୍ରଥମେ ଷ୍ଟକ୍‌ ମାର୍କେଟରେ ଦ୍ରୁତ ହ୍ରାସ ହେତୁ କୋଟି କୋଟି ଟଙ୍କା ନିବେଶକ ନଷ୍ଟ ହେଲା। ବର୍ତ୍ତମାନ ରିଅଲ ଇଷ୍ଟେଟ୍‌ ବଜାରରୁ ଖରାପ ଖବର ଆସୁଛି । ଫଳରେ ଦୁନିଆର ସବୁଠୁ…

ବିଗିଡ଼ିଥିବା ସମ୍ପର୍କକୁ ସଜାଡ଼ିବା ପାଇଁ ଇରାନ-ପାକିସ୍ତାନ ପ୍ରସ୍ତୁତ

ଇସଲାମାବାଦ,୨୯ା୧: ନିକଟରେ ଇରାନ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଇରାନର ବୈଦେଶିକ ମନ୍ତ୍ରୀ ପାକିସ୍ତାନରେ ପହଞ୍ଚିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଅମୀର-ଅବ୍‌ଦୁଲ୍ଲାହିୟାନ ସୋମବାର ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଜଲିଲ ଅବ୍ବାସ ଜିଲାନୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା…

ଲକ୍ଷେ ଟଙ୍କାର କ୍ୟାପ ପିନ୍ଧି ନିର୍ବାଚନ ପ୍ରଚାର କଲେ ନଓ୍ବାଜ…

ଇସଲାମାବାଦ,୨୯।୧ : ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ପ୍ରଚାର ଚାଲିଛି। କ୍ଷମତାକୁ ଆସିବା ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିବା ନୱାଜ ସରିଫ ମଧ୍ୟ କ୍ରମାଗତ ଭାବେ ରାଲି କରୁଛନ୍ତି। ନିକଟରେ ପୂର୍ବତନ…

ୟୁକ୍ରେନର ୩୩୨ କୋଟି ଚୋରାଇ ନେଲେ ଚୋର, କିଣାଯାଇଥାନ୍ତା ଗୋଳା-ବାରୁଦ…

କିଭ,୨୯।୧ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧରେ ଉଭୟ ଦେଶର ଧନଜୀବନର ବିପୁଳ କ୍ଷତି ଘଟିଛି। ୟୁକ୍ରେନରେ ଯୁଦ୍ଧ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସହିତ ଚୋରମାନେ ଦେଶର ରାଜକୋଷ ମଧ୍ୟ ଚୋରି କରିଛନ୍ତି। ଚୋରମାନେ ଦେଶରୁ…

ମୋନାଲିସା ପେଣ୍ଟିଂ ଉପରକୁ ସୁପ୍‌ ପକାଇ ହରଡ଼ଘଣାରେ ୨ ମହିଳା

ପ୍ୟାରିସ୍‌,୨୯।୧:ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତାମାନେ ପ୍ୟାରିସର ଲୌର୍ଭେ ମ୍ୟୁଜିୟମ୍‌ରେ ଥିବା ମୋନାଲିସା ପେଣ୍ଟିଂକୁ ଟାର୍ଗେଟ କରିଥିଲେ। ଦୁଇଜଣ ମହିଳା କାର୍ଯ୍ୟକର୍ତ୍ତା ମ୍ୟୁଜିୟମ୍‌ରେ ଥିବା ପେଣ୍ଟିଂ ସାମନାରେ ଗ୍ଲାସରେ ସୁପ ଫିଙ୍ଗିଥିଲେ। ଉଭୟ ମହିଳା ସେଠାରେ ଥିବା ସୁରକ୍ଷାକୁ ଭେଦ କରି ପେଣ୍ଟିଂର ନିକଟତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri