ପାକିସ୍ତାନ ଆଗରେ ନେହୁରା ହେଲେ ତାଲିବାନ ସରକାର
କାବୁଲ,୨।୧୧: ପାକିସ୍ତାନ ସରକାର ବିନା ଦସ୍ତାବିଜ ଥିବା ୧୭ଲକ୍ଷ ଆଫଗାନସ୍ତାନୀଙ୍କୁ ନଭେମ୍ବର ୧ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶ ନ ଛାଡିଲେ ଜୋରଜବରଦସ୍ତି ହଟା ଯିବ ବୋଲି ପାକିସ୍ତାନ ସରକାର କହିଥିଲେ। ପାକ୍ ଅଧିକାରୀଙ୍କ ଅନୁସାରେ, ଏପର୍ଯ୍ୟନ୍ତ...
ଟଙ୍କା ପାଇଁ ପିଲାଙ୍କ ଗଳା କାଟୁଛି ହମାସ…
ଜେରୁଜେଲମ,୨।୧୧ : ଆତଙ୍କବାଦୀ ସଂଗଠନ ହମାସର ପ୍ରତିଷ୍ଠାତା ଶେଖ ହାସନ ୟୁସୁଫଙ୍କ ପୁଅ ମୋସାବ ହାସନ ୟୁସୁଫ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ହମାସ ଆତଙ୍କବାଦୀମାନେ ପାଲେଷ୍ଟାଇନ ପିଲାମାନଙ୍କୁ ଅ ଅମାନୁଷିକ ଭାବେ ହତ୍ୟା କରୁଛନ୍ତି। ବ୍ରିଟିଶ ଖବରଦାତାଙ୍କୁ ଦେଇଥିବା...
ଆଣବିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଆଲୋଚନା ପାଇଁ ରାଜି ହେଲେ ଆମେରିକା-ଚାଇନା…
ଓ୍ବାଶିଂଟନ/ବେଜିଂ,୨।୧୧: ବିଶ୍ୱ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ବାସ୍ତବରେ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା ଆଲୋଚନା କରିବାକୁ ସହମତ ହୋଇଛନ୍ତି। ୱାଲ ଷ୍ଟ୍ରିଟ ଜର୍ନାଲ ଏହାର ଏକ ରିପୋର୍ଟରେ ଏହା ଦାବି କରିଛି। ରିପୋର୍ଟ...
ହାସିନାଙ୍କ ଝିଅ ଡବ୍ଲ୍ୟୁଏଚ୍ଓ ରିଜିଓନାଲ ଡାଇରେକ୍ଟର
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଝିଅ ସାଇମା ଓ୍ବାଜେଦ୍ ବୁଧବାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ)ର ଦକ୍ଷିଣ-ପୂର୍ବ ଏସିଆ ରିଜିୟନ୍ ପାଇଁ ନୂଆ ଆଞ୍ଚଳିକ ନିର୍ଦ୍ଦେଶିକା ନିର୍ବାଚିତ ହୋଇଛନ୍ତି। ସେ ୨୦୨୪ରୁ ୪ ବର୍ଷ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ...
ନେତାନ୍ୟାହୁଙ୍କ ଘାତକ ପ୍ଲାନ୍
ଜେରୁଜେଲମ୍,୨ା୧୧: ହମାସ୍ ସହ ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ଘାତକ ଯୋଜନା ପ୍ରଘଟ ହୋଇଛି। ସୂଚନାନୁସାରେ ଇସ୍ରାଏଲ ଗାଜାବାସୀଙ୍କୁ ଇଜିପ୍ଟର ସିନାଇ ଉପଦ୍ୱୀପକୁ ସ୍ଥାନାନ୍ତର ପାଇଁ ଯୋଜନା କରିଛି। ଇସ୍ରାଏଲର ଗୋଇନ୍ଦା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ...
ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକରେ ୧୯୫ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି: ହମାସର ଦାବି…
ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ ଦଶ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲର ସୈନିକମାନଙ୍କ ଦ୍ୱାରା କ୍ରମାଗତ ଭାବରେ ବୋମା ମାଡ କରାଯାଉଛି। ପାଲେଷ୍ଟାଇନ ଉଗ୍ରବାଦୀ ଦଳର ସଶସ୍ତ୍ର ୱିଙ୍ଗ ଅଲ-କାସାମ ବ୍ରିଗେଡ ଦାବି କରିଛି ମଙ୍ଗଳବାର ଇସ୍ରାଏଲ...
ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼
ଓ୍ବାଶିଂଟନ,୧ା୧୧:ଆମେରିକାର ଇଣ୍ଡିଆନା ରାଜ୍ୟ ଅନ୍ତର୍ଗତ ଭାଲପାରାଇସୋ ସହରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ବରୁଣଙ୍କୁ ଫୋର୍ଟ ଓ୍ବାନେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ସକାଳେ ଏକ ପବ୍ଲିକ୍ ଜିମ୍ରେ କମ୍ପ୍ୟୁଟର ସାଇନ୍ସ ପଢ଼ୁଥିବା ଭାରତୀୟ...
ବଢୁଛି ଲୋକଙ୍କ ଦରମା, ମାତ୍ର ପକେଟ୍ ଖାଲି, ଜାଣନ୍ତୁ କ’ଣ କହୁଛି ସର୍ବେକ୍ଷଣ ରିପୋର୍ଟ
ଲଣ୍ଡନ,୧ା୧୧: ବ୍ରିଟିଶ ଶ୍ରମିକମାନଙ୍କର ଭାଗ୍ୟ ବର୍ଷର ଶେଷ ମାସରେ ଚମକିଛି। ବୁଧବାର ଶ୍ରମ ବଜାରର ଏକ ସର୍ବେକ୍ଷଣ ଅନୁଯାୟୀ, ବ୍ରିଟିଶ ଶ୍ରମିକମାନେ ସାପ୍ତାହିକ ବେତନରେ ସେମାନଙ୍କର ସର୍ବାଧିକ ଦରମା ପାଇଛନ୍ତି। ଏହା ବ୍ୟତୀତ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦରମା ସର୍ବାଧିକ...
ଇଟାଲୀରେ ବିରୁଡି ଆତଙ୍କ, ଘରୁ ବାହାରିବାକୁ ଭୟଭୀତ ହେଉଛନ୍ତି ଲୋକେ…
ରୋମ,୧।୧୧ : ସମ୍ପ୍ରତି ଇଟାଲୀର ରାଜଧାନୀ ରୋମରେ ଏକ ଛୋଟ କୀଟ ସମଗ୍ର ସହରରେ ଆତଙ୍କ ସୃଷ୍ଟି କରିଛି ଏବଂ ଆତଙ୍କ ଏପରି ହୋଇଛି କୀଟଦଂଶନ ଭୟ ଯୋଗୁ ଲୋକମାନେ ନିଜ ଘରୁ ବାହାରକୁ ଯିବାକୁ ମଧ୍ୟ ଦ୍ୱିଧା କରୁଛନ୍ତି।...
ରାସ୍ତାରେ ବୁଲୁଛନ୍ତି ଭାଲୁ, ଘରୁ ନ ବାହାରିବାକୁ ଚେତାବନୀ ଜାରି କଲା ପ୍ରଶାସନ…
ଟୋକିଓ,୧।୧୧ : ବିଶ୍ୱର ଏକାଦଶ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ପରିଚିତ ଜାପାନ ସମ୍ପ୍ରତି ଅଜବ ଅସୁବିଧାର ସମ୍ମୁଖୀନ ହେଉଛି। କିନ୍ତୁ ଜାପାନ ପାଇଁ ବିପଦ କୌଣସି ଆତଙ୍କବାଦୀ ସଂଗଠନ କିମ୍ବା ଆକ୍ରମଣକାରୀ ଦେଶରୁ ନୁହେଁ ବରଂ ଭାଲୁମାନଙ୍କ ଯୋଗୁ...
ଗାଜା ଯୁଦ୍ଧର ପ୍ରଭାବ, ପାଣି-ଗୋପନୀୟତା ଅଭାବରୁ ଋତୁସ୍ରାବ ନ ହେବା ପାଇଁ ଔଷଧ ଖାଉଛନ୍ତି ମହିଳା…
ଜେରୁଜେଲମ,୧।୧୧ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜାର ଲୋକମାନେ ଜୀବନର ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଭିଟାମାଟି ଛାଡିଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଗାଜାରେ ମହିଳାଙ୍କ ଅବସ୍ଥା ଦୟନୀୟ ହୋଇ ଯାଇଛି। ପୋଷାକ ବଦଳାଇବା ଏବଂ ସ୍ନାନ କରିବା...
ଟ୍ରିପଲ ଏଚ, ଇସ୍ରାଏଲ ସୈନ୍ୟଙ୍କ ପାଇଁ ପାଲଟିଛନ୍ତି ଚିନ୍ତାର କାରଣ, କିଏ ସେମାନେ ଜାଣନ୍ତୁ…
ଜେରୁଜେଲମ,୧।୧୧ : ଇସ୍ରାଏଲ ସୈନ୍ୟଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛନ୍ତି ଟ୍ରିପଲ ଏଚ। ଏହାର ମୁକାବିଲା କରିବା ଲାଗି ଇସ୍ରାଏଲ ସୈନ୍ୟମାନେ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଟ୍ରିପଲ ଏଚ ହେଉଛନ୍ତି ହମାସ,ହିଜବୁଲ ଏବଂ ହୁତି...
Archives


