ନୀଳ ଆଖି ଝିଅ ସବୁଠୁ ପସନ୍ଦ, ଚାକିରିରେ ଏମିତି ସର୍ତ୍ତ ରଖିଛି ଏୟାରଲାଇନ୍, ଜାଣନ୍ତୁ କାହିଁକି
ପ୍ରତ୍ୟେକ କମ୍ପାନୀ ଚାହାନ୍ତି ଯେ, ଏଠାରେ କାମ କରୁଥିବା ଲୋକମାନେ କମ୍ପାନୀର ଆଶା ଅନୁଯାୟୀ କାର୍ଯ୍ୟ କରନ୍ତୁ। କିନ୍ତୁ ବେଳେବେଳେ ଏପରି ଅଜବ ସର୍ତ୍ତ ରଖାଯାଏ ଯାହା ଆଶ୍ଚର୍ଯ୍ୟଜନକ। କିଛି ଦିନ ପୂର୍ବରୁ ଏକ କମ୍ପାନୀ କ୍ଷେତ୍ରରେ ସେମିତି ଘଟିଛି।...
ଗାଜାରେ ବନ୍ଦୀମାନେ ମୁକ୍ତ ହେବା ପରେ ବାଇଡେନ କହିଲେ ମାନବିକତା ଦୃଷ୍ଟିରୁ ଯୁଦ୍ଧ ବନ୍ଦ କରିବା ଉଚିତ
ଓ୍ବାଶିଂଟନ,୨।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ-ହମାସ ଯୁଦ୍ଧରେ ହିଂସା ଏବଂ ବିବାଦକୁ ମାନବିକତା କାରଣରୁ ବନ୍ଦ କରାଯିବା ଉଚିତ, ଯାହାଦ୍ୱାରା ବନ୍ଧକମାନଙ୍କୁ ମୁକ୍ତ କରାଯାଇପାରିବ।...
ଗାଜାରେ ଦିନକୁ ଦିନ ବୃଦ୍ଧି ପାଉଛି ଇସ୍ରାଏଲର ଆକ୍ରମଣ
ଜେରୁଜେଲମ୍,୨ା୧୧: ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୨୭ ଦିନ ବିତିଲାଣି। ତଥାପି ଥମୁନି ଆକ୍ରମଣ। ଗାଜାରେ ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହମାସ୍କୁ ହଟାଇବା ପାଇଁ ଇସ୍ରାଏଲ ଗାଜାରେ ବ୍ୟାପକ ଆକ୍ରମଣ କରିଚାଲିଛି। ଖାଦ୍ୟଠାରୁ...
ଗାଜାର ଜବାଲିଆ କ୍ୟାମ୍ପରେ ଆକ୍ରମଣ ପରେ ହସ୍ପିଟାଲରେ ଜେନେରେଟର ସେବା ବନ୍ଦ
ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ହେବାର ୨୭ ଦିନ ବିତିଗଲାଣି । ଗାଜାରେ ଇସ୍ରାଏଲର କାର୍ଯ୍ୟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲ ଗାଜାରେ ବ୍ୟାପକ ଆକ୍ରମଣ କରିଛି। ଖାଦ୍ୟଠାରୁ ଆରମ୍ଭ କରି ବିଦ୍ୟୁତ ଏବଂ...
ସଂସଦ ଭାଙ୍ଗିଦେଲେ ରାଷ୍ଟ୍ରପତି ଆଲେକଜାଣ୍ଡର ଭୁଭିକ, ଏହି ତାରିଖରେ ନିର୍ବାଚନ କରିବାକୁ ଅପିଲ
ବେଲଗ୍ରେଡ,୨।୧୧: ସର୍ବିଆର ରାଷ୍ଟ୍ରପତି ଆଲେକଜାଣ୍ଡାର୍ ଭୁଭିକ ସଂସଦ ଭଙ୍ଗ କରିଛନ୍ତି। ୧୭ ଡିସେମ୍ବରରେ ସ୍ଥାନୀୟ ନିର୍ବାଚନ ସହିତ ନୂତନ ସଂସଦକୁ ଭୋଟ ଦେବାକୁ ସେ ଆହ୍ବାନ କରିଛନ୍ତି। ଘରୋଇ ଏବଂ ୟୁରୋପୀୟ ୟୁନିଅନର ରାଜନୈତିକ ଚାପ ଯୋଗୁ ଦୁଇ ବର୍ଷରୁ...
ଫେବୃୟାରୀ ୧୧ରେ ପାକିସ୍ତାନରେ ନିର୍ବାଚନ
ଇସଲାମାବାଦ,୨ା୧: ପାକିସ୍ତାନରେ ନିର୍ବାଚନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଦେଶର ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ପାଇଁ ତାରିଖ ସ୍ଥିର କରିଛନ୍ତି। ଫେବୃୟାରୀ ୧୧ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଦେଶର ନିର୍ବାଚନ ଆୟୋଗ ଏନେଇ ଗୁରୁବାର...
ଇସ୍ରାଏଲକୁ ଖୋଲା ଚ୍ୟାଲେଞ୍ଜ୍ ଦେଲା ହମାସ: ସମ୍ପୂର୍ଣ୍ଣ ଧ୍ୱଂସ କରିବା ପରେ ହିଁ ଆମେ ଶାନ୍ତି ପାଇବୁ
ଜେରୁଜେଲମ,୨।୧୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକକୁ ଜୋରଦାର କରିଛି। ହମାସର ଅନେକ ବରିଷ୍ଠ ସଦସ୍ୟ ଇସ୍ରାଏଲର ଏହି ଆକ୍ରମଣରେ ଭୟଭୀତ ନ ହୋଇ ତାକୁ ଚ୍ୟାଲେଞ୍ଜ ଦେବା ଆରମ୍ଭ...
ପାକିସ୍ତାନରେ ଲାଗିଲା ଏମରଜେନ୍ସି
ଇସଲାମବାଦ,୨।୧୧: ପାକିସ୍ତାନରେ ଲାଗିଛି ଏମରଜେନ୍ସି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପାକିସ୍ତାନର ଲାହୋର ସହରରେ ପ୍ରଦୂଷଣ ସମସ୍ୟା ସହରବାସୀଙ୍କ ସମେତ ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ଏଥିପାଇଁ ଲାହୋରର ହାଇକୋର୍ଟ ପାକିସ୍ତାନ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଏଥିଯୋଗୁ...
‘ଆମର ଉଦ୍ଦେଶ୍ୟ ଅପହରଣ ନୁହେଁ, କେବଳ ହତ୍ୟା’
ତେଲ୍ ଅଭିଭ୍,୨ା୧୧: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କିବୁତଜ୍ କଫର ଅଜାଙ୍କୁ ଲୁଟ୍ କରିବାରେ ସମ୍ପୃକ୍ତ ହମାସ୍ ଆତଙ୍କବାଦୀ କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ କେବଳ ହତ୍ୟା କରିବା ଏବଂ ଅପହରଣ...
କ୍ୟାନସର୍ ଭଲ ହେବା ପାଇଁ ମହିଳାଙ୍କ ଶରୀରରେ ଡାକ୍ତର ଲଗାଇଲେ ସିମେଣ୍ଟ-ଲେମ୍ବୁ ମିଶ୍ରଣ,ଆଉ ତା’ପରେ…
ବେଜିଂ,୨।୧୧: ଚାଇନାରେ ଠକେଇର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସ୍ବଘୋଷିତ ଟ୍ୟୁମର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ଚାଲିଛି। ଏହି ଠକେଇରେ ଜଣେ ମହିଳା ମଧ୍ୟ ଜୀବନ ହରାଇଛନ୍ତି। ଏଠାରେ ଜଣେ ମହିଳା କ୍ୟାନସର୍ ରୋଗରେ ଆକ୍ରାନ୍ତ...
ପୁରୁଣା ସହଯୋଗୀ ଇସ୍ରାଏଲର ହାତ ଛାଡିଲେ
ଜେରୁଜେଲମ,୨।୧୧: ଆଜିକୁ ୨୭ଦିନ ଧରି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇସ୍ରାଏଲ ସେନା ଲଗାତାର ଗାଜା ସୀମାରେ ଟ୍ୟାଙ୍କର ଦ୍ୱାରା ଆକ୍ରମଣ କରୁଛନ୍ତି। ସେନା ଜବାଲିଆ ଶରଣାର୍ଥୀ ଶିବିରିରେ ଏୟାର ଷ୍ଟ୍ରାଇକ କରିଛି। ଆକ୍ରମଣରେ ୧୯୫ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ...
୭୩ ବର୍ଷ ପୁରୁଣା ଗାଡ଼ିରେ ଭାରତରୁ ଲଣ୍ଡନ ପହଞ୍ଚିଲେ ଗୁଜରାଟୀ ପରିବାର,୧୪ ଦେଶ ସହିତ ଭ୍ରମଣ କଲେ ୧୨ ହଜାର କିଲୋମିଟର..
ଲଣ୍ଡନ,୨।୧୧ : ଜଣେ ଭାରତୀୟ ବ୍ୟବସାୟୀ କାର ଯୋଗେ ଲଣ୍ଡନ ଯାତ୍ରା କରିଛନ୍ତି। ବ୍ୟବସାୟୀ ତାଙ୍କ ପରିବାର ସହିତ ଅହମଦାବାଦରୁ ଲଣ୍ଡନ ପର୍ଯ୍ୟନ୍ତ କାର ଯୋଗେ ଯାତ୍ରା କରିଥିଲେ। ଏହି ଅବଧି ମଧ୍ୟରେ, ବ୍ୟବସାୟୀ ୧୪ ଟି ଦେଶ ଭ୍ରମଣ...
Archives


