କୋଇଲା ପ୍ଲାଣ୍ଟରେ ନିଆଁ: ଜିଅନ୍ତା ଜଳିଗଲେ ୨୫, ଅନେକ ଆହତ
ବେଜିଂ,୧୬ା୧୧:ଗୁରୁବାର ସକାଳେ ଚାଇନାରେ ଏକ ଦୁଃଖଦ ଘଟଣା ଘଟିଛି। ଉତ୍ତର ଶାନସି ପ୍ରଦେଶର ଲୁଲିଆଙ୍ଗରେ ଥିବା ଏକ କୋଇଲା କମ୍ପାନୀ ବିଲ୍ଡିଂରେ ନିଆଁ ଲାଗିବାରୁ ୨୫ ଜଣ ଜିଅନ୍ତା ଜଳିଯାଇଛନ୍ତି । ୪ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଏତେ ତୀବ୍ର...
ଚାଇନା ରାଷ୍ଟ୍ରପତିଙ୍କୁ ଭେଟିବାର କିଛି ଘଣ୍ଟା ପରେ ତାଙ୍କୁ ଏକଛତ୍ରବାଦୀ ଶାସକ କହିଲେ ଆମେରିକା ରାଷ୍ଟ୍ରପତି
ଓ୍ବାଶିଂଟନ୍,୧୬।୧୧: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ ସମ୍ମିଳନୀରେ ଯୋଗଦେବାକୁ ଆମେରିକା ଯାଇଛନ୍ତି। ଏହି ସମୟରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଥିଲେ। ଏହି ବୈଠକରେ ଉଭୟ ନେତା ଚାଇନା ଏବଂ ଆମେରିକା ମଧ୍ୟରେ ମତଭେଦ...
ଯୁଦ୍ଧ ଭିତରେ ୟୁକ୍ରେନ ଛାଡିଥିଲେ ଭାରତୀୟ ଏମବିବିଏସ ଛାତ୍ରୀଛାତ୍ର, ଏବେ ଏହି ଦେଶର ୟୁନିଭରସିଟିରେ ନେଲେ ଆଡମିଶନ
ନୂଆଦିଲ୍ଲୀ/ତାସକେଣ୍ଟ,୧୬।୧୧: ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ୨ବର୍ଷ ବିତି ଯାଇଥିଲେ ମଧ୍ୟ ଧ୍ୱଂସ ବିଭୀଷିକା ବନ୍ଦ ହୋଇନାହିଁ। ରୁଷିଆ ସୈନ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନ ଥିବାବେଳେ ୟୁକ୍ରେନ ସୈନ୍ୟ ମଧ୍ୟ ମୁହଁତୋଡ ଜବାବ ଦେଉଛନ୍ତି। ଯୁଦ୍ଧରେ ଅନେକ ଘର,...
ଅଲ-ଶିଫା ହସ୍ପିଟାଲ ଉପରେ ବୁଲଡୋଜର ଚଳାଇଲା ଇସ୍ରାଏଲ
ଗାଜା,୧୬।୧୧: ଇସ୍ରାଏଲ ସେନା ଗାଜାର ସର୍ବବୃହତ ଅଲ-ଶିଫା ହସ୍ପିଟାଲ ଉପରେ ନିୟନ୍ତ୍ରଣ ହାସଲ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ହସ୍ପିଟାଲର ତଳ ମହଲାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଇସ୍ରାଏଲ ସେନା ଅନୁଯାୟୀ ହସ୍ପିଟାଲର ଅନେକ...
ପୁଣି କୋର୍ଟରେ ପହଞ୍ଚିଲେ ଗୁଗ୍ଲ ସିଇଓ
କାଲିଫର୍ନିଆ,୧୬ା୧୧: ଆଣ୍ଟିଟ୍ରଷ୍ଟ ମୋକଦ୍ଦମାରେ ସାକ୍ଷ୍ୟ ଦେବା ପାଇଁ ଗୁଗ୍ଲ ସିଇଓ ସୁନ୍ଦର ପିଚାଇଙ୍କୁ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଫେଡେରାଲ କୋର୍ଟକୁ ଡକାଯାଇଥିଲା। ସ୍ୟାନ୍ ଫ୍ରାନ୍ସିସ୍କୋ କୋର୍ଟରେ ପିଚାଇ ଗୁଗ୍ଲ ପ୍ଲେ ଷ୍ଟୋର ଦ୍ୱାରା ଗ୍ରହଣ କରାଯାଇଥିବା...
ଭାରତ ସୈନ୍ୟଙ୍କୁ ଦେଶରୁ ହଟାଇବା ବିବାଦ: ନରମିଲେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ, କହିଲେ ବିବାଦ ପାଇଁ ଆମେ ଛୋଟ ଦେଶ
ମାଲେ,୧୬।୧୧: ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଭାରତୀୟ ସୈନିକଙ୍କୁ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ବୟାନ ଭାରତ ଓ ମାଳଦ୍ୱୀପର ବିବାଦ ବଢିବାର ଆଶଙ୍କା ଥିଲା। କିନ୍ତୁ ନିକଟରେ...
ଗର୍ଭନାଳ କାଟିବାରେ ବିଳମ୍ବ ନବଜାତକ ମୃତ୍ୟୁ ହାରକୁ ହ୍ରାସ କରିପାରେ…
ମେଲବୋର୍ନ,୧୬।୧୧ : ଜନ୍ମ ପରେ ସଙ୍ଗେ ସଙ୍ଗେ ଗର୍ଭନାଳ କାଟିବା ସାଧାରଣ କଥା, କିନ୍ତୁ ତୁରନ୍ତ ଗର୍ଭନାଳ ନ କାଟିବା ଦ୍ୱାରା ନବଜାତକର ମୃତ୍ୟୁ ହେବାର ଆଶଙ୍କା ଅଧାକୁ ହ୍ରାସ କରିପାରେ। ଦ ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ...
ପ୍ରତିବର୍ଷ ଭୂତଳ ଜଳ ହ୍ରାସ ପାଉଛି ୧୭ ଘନ କିଲୋମିଟର: ଭାରତ-ବାଂଲାଦେଶ-ଭିଏତନାମରେ…
କଲୋରାଡୋ ,୧୬।୧୧ : ଜଳବାୟୁ ପରିବର୍ତ୍ତନ ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସମଗ୍ର ବିଶ୍ୱରେ ଜଳ ଉତ୍ସଗୁଡ଼ିକର ବ୍ୟବହାର ବୃଦ୍ଧି ପାଇଛି। ଚାଷ ଏବଂ ସହରଗୁଡ଼ିକ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଭୂତଳ ଜଳ ଆଡକୁ ମୁହାଁଇଛନ୍ତି। ଭୂତଳ...
ଜଳବାୟୁ ପରିବର୍ତ୍ତନରୁ ଓଡ଼ଶ ବଂଶବୃଦ୍ଧି
ସିଓଲ,୧୬ା୧୧: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତର କୋରିଆ ସମେତ ସାରା ବିଶ୍ୱରେ ଓଡ଼ଶଙ୍କ ବଂଶବୃଦ୍ଧି ଚିନ୍ତାର କାରଣ ପାଲଟିଛି। ୭୦-୮୦ ଡିଗ୍ରୀ ଫାରେନ୍ହିଟ୍ (୨୧-୨୭ ଡିଗ୍ରୀ ସେଲସିଅସ୍) ତାପମାତ୍ରା ଏହି ରକ୍ତ ଶୋଷଣକାରୀ ପୋକକୁ ସୁହାଉଥିବାରୁ ଅସ୍ବାଭାବିକ ଉଷ୍ମତା ବୃଦ୍ଧିକୁ...
କିଙ୍ଗ୍ ଚାଲର୍ସ ୩ୟଙ୍କୁ ୭୫
ଲଣ୍ଡନ୍,୧୬ା୧୧: ବ୍ରିଟେନ୍ର କିଙ୍ଗ୍ ଚାଲର୍ସ ୩ୟ ମଙ୍ଗଳବାର ରାତିରେ ଲଣ୍ଡନର ବକିଂହାମ୍ ପ୍ୟାଲେସ୍ରେ ଭାରତୀୟ ନର୍ସ, ଧାଈ ଓ ଅନ୍ତର୍ଜାତୀୟ ସେବିକାମାନଙ୍କ ଗହଣରେ ନିଜ ୭୫ତମ ଜନ୍ମଦିନ ପାଳନ କରିଛନ୍ତି। ବ୍ରିଟେନ୍ ସରକାରଙ୍କ ଅଧୀନ ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍ଏଚ୍ଏସ୍)ରେ...
ଉଦ୍ଧାର କାର୍ଯ୍ୟରେ ଲାଗିବେ ଥାଇଲାଣ୍ଡ ଗୁମ୍ପାରୁ ପିଲାଙ୍କୁ କାଢ଼ିଥିବା ଟିମ୍
ଡେରାଡୁନ୍/ନୂଆଦିଲ୍ଲୀ,୧୬ା୧୧: ଉତ୍ତରାଖଣ୍ଡର ଚାରଧାମ୍ସ୍ଥିତ ଏକ ନିର୍ମାଣାଧୀନ ଟନେଲରେ ରବିବାର ସକାଳଠାରୁ ଫସିରହିଥିବା ୫ ଓଡ଼ିଆଙ୍କ ସମେତ ୪୦ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେଶନ୍ ଜାରି ରହିଛି। ଭାରତୀୟ ବାୟୁସେନାର ୩ଟି ସ୍ବତନ୍ତ୍ର ବିମାନ ସମେତ ଅନେକ ଅତ୍ୟାଧୁନିକ...
ହସ୍ପିଟାଲରେ ପଶିଲା ଆଇଡିଏଫ୍
ଗାଜା ସିଟି/ଜେରୁଜେଲମ୍,୧୬ା୧୧ : ଉତ୍ତର ଗାଜାକୁ ଇସ୍ରାଏଲ ନିଜ ସୈନ୍ୟ ଓ ଟ୍ୟାଙ୍କ୍ ପ୍ରେରଣର ଅଢ଼େଇ ସପ୍ତାହ ପରେ ବୁଧବାର ଇସ୍ରାଏଲୀ ବଳ ଅଲ୍ ଶିଫା ହସ୍ପିଟାଲରେ ପ୍ରବେଶ କରିଛି। ଇସ୍ରାଏଲ ସୈନ୍ୟମାନେ ସେଠାରେ ଆଶ୍ରୟ ନେଇଥିବା ବହୁ ଲୋକଙ୍କୁ...
Archives


