ଅନ୍ତର୍ଜାତୀୟ

୫ ଥର କ୍ଷମତାସୀନ, ନାଟକୀୟ ପଳାୟନ

ଢାକା/ନୂଆଦିଲ୍ଲୀ, ୬ା୮(ପି.ଟି.):ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆଓ୍ବାମି ଲିଗ୍‌ ଦଳର ନେତ୍ରୀ ଶେଖ୍‌ ହାସିନା କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବାବେଳେ ସେ ମୋଟ ୫ ଥର ସରକାର ଗଢ଼ିଥିଲେ। ଲୌହ ମାନବୀ କୁହାଯାଉଥିବା ହାସିନାଙ୍କୁ ସୋମବାର ନାଟକୀୟ ଭାବେ ନିଜ…

ବାଂଲାଦେଶ ହିଂସା ପଛରେ ରହିଛି ଏହି ଦେଶର ହାତ, ହେଲା ବଡ଼ ଖୁଲାସା

ଢାକା,୬।୮: ବାଂଲାଦେଶରେ ସରକାରଙ୍କୁ ହଟାଇବା ନେଇ ଗୁପ୍ତଚର ବିଭାଗର ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଏହା ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ରହିଛି ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ, ବାଂଲାଦେଶ ପରିସ୍ଥିତି ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ…

ଦିନେ ନିଆଁରେ ଘିଅ ଢାଳିଥିଲେ ହାସିନା: ଆଉ ଆଜି….

ଢାକା,୬।୮:ଏକଦା ବାଂଲାଦେଶକୁ ସାମରିକ ଶାସନରୁ ରକ୍ଷା କରିଥିବା ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଗୋଟିଏ ମନ୍ତବ୍ୟ ସେନା ହାତକୁ କ୍ଷମତା ବଢ଼ାଇଦେଇଛି। ଦେଶରେ ସଂରକ୍ଷଣ ବିରୋଧୀ ହିଂସା ଥମି ଆସୁଥିବାବେଳେ ହାସିନା କହିଥିଲେ, ଯଦି ସ୍ବାଧୀନତା ସଂଗ୍ରାମୀଙ୍କ ନାତୁଣୀନାତି ସଂରକ୍ଷଣ ସୁବିଧା ନ…

ହାସିନାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ତସ୍‌ଲିମା: ମୋତେ ବାହାର କରିଥିଲ ଆଉ ଏବେ…

ଢାକା, ୬।୮: ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହାସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଭଙ୍ଗ ଘୋଷଣା କରିଛନ୍ତି । ତେବେ…

ହସିନାଙ୍କୁ ନେଇ ୮ ମାସ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ! ନୂଆ ପରିସ୍ଥିତିରେ ବାଂଲାଦେଶ ସହ ସମ୍ପର୍କକୁ ନେଇ କହିଲେ…

ଢାକା,୬।୮: ପଡୋଶୀ ଦେଶ ବାଂଲାଦେଶରେ ଅଗଷ୍ଟ ୫ସୋମବାର ଶେଖ ହସିନାଙ୍କ ଇସ୍ତଫା ପରେ ସେନା କମାଣ ସମ୍ଭାଳିଛି। ସଂରକ୍ଷଣ ପାଇଁ ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ଶେଖ ହସିନା ଇସ୍ତଫା ଦେଇଛନ୍ତି। ଶେଖ ହସିନା ବାଂଲାଦେଶ ଛାଡି ଭାରତ ଆସିଛନ୍ତି, ବର୍ତ୍ତମାନ…

ବାଂଲାଦେଶରେ ରାଜନୈତିକ ଅସ୍ଥିରତାକୁ ନେଇ ଚିନ୍ତା ପ୍ରକଟ କଲା ବ୍ରିଟେନ, ଶାନ୍ତି ସ୍ଥାପନ ପାଇଁ କଲା ଅପିଲ

ଲଣ୍ଡନ,୬।୮: ବାଂଲାଦେଶରେ ସାମ୍ପ୍ରତିକ ରାଜନୈତିକ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ଉପରେ ବ୍ରିଟେନ ଗଭୀର ଚିନ୍ତା ପ୍ରକଟ କରିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦେଶ ଛାଡିବା ଏବଂ ପରବର୍ତ୍ତୀ ହିଂସାକୁ ନେଇ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡେଭିଡ ଲାମି ସମସ୍ତ…

ବାଂଲାଦେଶର ନୂଆ ସରକାରରେ ଏକମାତ୍ର ହିନ୍ଦୁ କିଏ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଜାଣନ୍ତୁ…

ଢାକା,୬।୮: ବାଂଲାଦେଶରେ ଶେଖ ହସିନାଙ୍କ ପରେ ବର୍ତ୍ତମାନ କିଏ କ୍ଷମତା ଗ୍ରହଣ କରିବ ତାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେନା ମଧ୍ୟବର୍ତ୍ତୀକାଳୀନ ସରକାର ଚଳାଇବ। ଏଥିପାଇଁ ସେନା ମୁଖ୍ୟ ଜେନେରାଲ ୱାକର ଉଜ ଜମାନ ୧୦…

‘ଶେଖ ହସିନା ଭାରତ ଆସିବା ନେଇ ଚିନ୍ତାରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି, କାରଣ…’ ଭିତିରିକଥା କହିଦେଲେ ହାଇ କମିଶନର

ନୂଆଦିଲ୍ଲୀ,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ଭାରତରେ ପହଞ୍ଚିଛନ୍ତି। ଗତ ମାସରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଏତେ ହିଂସାତ୍ମକ ହୋଇଗଲା ଯେ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଶୀଘ୍ର ଇସ୍ତଫା ଦେଇ ଦେଶ ଛାଡି ପଳାଇବାକୁ ପଡିଲା।…

ବାଂଲାଦେଶ ପ୍ରଦର୍ଶନକାରୀଙ୍କ ତାଲିବାନୀ ବର୍ବରତା, ହସିନାଙ୍କ ନେତାଙ୍କ ଉପରେ ଆକ୍ରମଣ

ଢାକା,୬।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ପରେ ବିକ୍ଷୋଭକାରୀଙ୍କ ତାଲିବାନୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଏଠାରେ ଜେସୋରରେ ସୋମବାର ଏକ ହୋଟେଲରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ଅତି କମରେ ୮ଜଣ ଲୋକ ଜଳିଯାଇଥିବା ସହ ୮୪ ଜଣ ଆହତ ହୋଇଥିଲେ।…

ଶେଖ ହସିନାଙ୍କ ପରେ ଏହି ହେବେ ବାଂଲାଦେଶର ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ବିଷୟରେ…

ଢାକା,୬।୮: ବାଂଲାଦେଶ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଦେଇଛନ୍ତି। ଏବେ ପ୍ରଶ୍ନ ହେଉଛି ହାସିନାଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ। ବାସ୍ତବରେ ବାଂଲାଦେଶ ସେନା ମୁଖ୍ୟ ୱାକର-ଉଜ-ଜମାନ ସାମରିକ ଅକ୍ତିଆର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ…

ଦଣ୍ଡ ଭୋଗିବେ ଦଙ୍ଗାକାରୀ

ଲଣ୍ଡନ,୬ା୮: ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଉଗ୍ର ରୂପ ଧାରଣ କରିଥିବାବେଳେ ତୁରନ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିର୍ଦ୍ଦେଶ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟଙ୍କୁ ଟାର୍ଗେଟ…

ଭାରତ-ବାଂଲାଦେଶ ଟ୍ରେନ୍‌ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୬ା୮:ଭାରତରୁ ବାଂଲାଦେଶକୁ ଯାଉଥିବା ସମସ୍ତ ଟ୍ରେନ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ପଡ଼ୋଶୀ ଦେଶରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶକୁ ଦୃଷ୍ଟିରେ ରଖି ସୋମବାର ଏହି ନିଷ୍ପତ୍ତି ନିଆଯାଇଥିବା ରେଲଓ୍ବେ ଅଧିକାରୀମାନେ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri