ଚାଇନାରେ ମସ୍ଜିଦ୍ ବନ୍ଦ କରିବା ନେଇ ଜୋର୍ଦାର୍ ଅଭିଯାନ
ବେଜିଂ,୨୨ା୧୧: ଚାଇନାରେ ମସ୍ଜିଦ୍ ବନ୍ଦ ରହିଛି। ମସଜିଦ ବନ୍ଦ୍ ପାଇଁ ଚାଇନା ରାଷ୍ଟ୍ରପତି ଶି’ ଜିନ୍ପିଙ୍ଗ୍ ସରକାର ଅଭିଯାନକୁ ଜୋରଦାର କରିଛନ୍ତି। ଚାଇନା ଦୀର୍ଘବର୍ଷ ଧରି ଜିନ୍ଜିଆଙ୍ଗରେ ସଂଖ୍ୟାଲଘୁ ମୁସଲମାନମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅଧିକ ଚାଇନିଜ ଦେଖାଯିବା...
ବ୍ରିକ୍ସ ସଦସ୍ୟ ହେବା ପାଇଁ ଆବେଦନ କଲା ପାକିସ୍ତାନ, ଏହି ସଂଗଠନରେ ଆଉ ୬ ଦେଶ ବି ହେବେ ସାମିଲ
ଇସଲାମାବାଦ,୨୨ା୧୧: ବ୍ରିକ୍ସ ସଦସ୍ୟ ହେବା ପାଇଁ ପାକିସ୍ତାନ ଆବେଦନ କରିଛି। ଏହି ସଂଗଠନରେ ଆଉ ୬ଟି ଦେଶ ଯୋଗଦେବେ। ବ୍ରିକ୍ସ ୨୦୧୦ରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଦ୍ୱାରା ଗଠିତ ହୋଇଥିଲା। ଏହି ଦେଶର ପ୍ରଥମ...
ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ସୁପ୍ରିମକୋର୍ଟ
ଇସଲାମାବାଦ,୨୨ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ବୁଧବାର ପାକିସ୍ତାନର ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଜାମିନ ଆବେଦନକୁ ଗ୍ରହଣ କରାଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ, ରାଜ୍ୟ ରହସ୍ୟ ଲିକ୍ ଅଭିଯୋଗରେ...
ଚୋରି କରିବାକୁ ଆସି ସିଗାରେଟ ଟାଣି ଶୋଇ ପଡିଲେ ଚୋର, ତାପରେ…
ବେଜିଂ,୨୨।୧୧ : ଦକ୍ଷିଣ ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଏକ ମଜାଦାର ଘଟଣା ଘଟିଛି । ଏଠାରେ, ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। ଚୋର ଘରେ ପଶି ପ୍ରଥମେ ସିଗାରେଟ ଟାଣିଥିଲେ। ଏହା...
କାନାଡା ନାଗରିକଙ୍କ ପାଇଁ ପୁଣି ଭିସା ସେବା ଆରମ୍ଭ କଲା ଭାରତ
ନୂଆଦିଲ୍ଲୀ,୨୨।୧୧: କାନାଡା-ଭାରତ ବିବାଦ ଗତ କିଛି ମାସ ମଧ୍ୟରେ ଗମ୍ଭୀର ଦିଗକୁ ଗତି କରୁଥିବାବେଳେ ବର୍ତ୍ତମାନ କିଛିଟା ସୁଧାର ଆସିଛି। ପ୍ରାୟ ଦୁଇମାସ ପରେ କାନାଡା ନାଗରିକଙ୍କ ପାଇଁ ପୁଣି ଥରେ ଇଲେକ୍ଟ୍ରୋନିକ ଭିସା ସେବା ଆରମ୍ଭ କରିଛି ଭାରତ।...
ଓପନ ଏଆଇକୁ ଫେରିଲେ ସାମ୍ ଅଲଟମ୍ୟାନ, କମ୍ପାନୀ ପକ୍ଷରୁ ସୂଚନା
ଓ୍ବାଶିଂଟନ୍,୨୨।୧୧: ବହିଷ୍କାର ହେବାର ସପ୍ତାହେ ନ ପୁରୁଣୁ ପୁଣି ଥରେ କମ୍ପାନୀକୁ ଫେରିଛନ୍ତି ଓପନଏଆଇର ସିଇଓ ସାମ୍ ଅଲଟମ୍ୟାନ। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସାମ୍ ସିଇଓ ଓ ଗ୍ରେଗ୍ ବ୍ରାକମ୍ୟାନ ପ୍ରେସିଡେର୍ଟ ଭାବେ ପୁରି ଥରେ କମ୍ପାନୀକୁ...
ଆମେରିକାରେ ବେଆଇନ ଭାବେ ରହୁଛନ୍ତି ୭.୨୫ ଲକ୍ଷ ଭାରତୀୟ, ପାଖରେ ନାହିଁ ଭିସା…
ଓ୍ବାଶିଂଟନ,୨୨।୧୧ : ପ୍ୟୁ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ପ୍ରାୟ ୭.୨୫ ଲକ୍ଷ ଭାରତୀୟ, ମେକ୍ସିକୋ ଏବଂ ଏଲ ସାଲଭାଡୋର ପରେ ଆମେରିକାର ବେଆଇନ ପ୍ରବାସୀଙ୍କ ମଧ୍ୟରେ ତୃତୀୟ ବୃହତ୍ତମ ଜନସଂଖ୍ୟା ପାଲଟିଛନ୍ତି। ୨୦୨୧ ସୁଦ୍ଧା ଦେଶର ୧୦.୫ ନିୟୁତ ଅନଧିକୃତ...
ରନଓ୍ବେରୁ ବାହାରି ସମୁଦ୍ରରେ ପଶିଲା ମିଲିଟାରୀ ବିମାନ, ଦେଖନ୍ତୁ ଭିଡିଓ…
ଓ୍ବାଶିଂଟନ,୨୨।୧୧ : ବିମାନ ଦୁର୍ଘଟଣାର ଭିଡିଓ ପ୍ରତିଦିନ ଦେଖିବାକୁ ମିଳୁଛି। ଆମେରିକାରୁ ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ନୌସେନା ବିମାନ କାନୋହେ ବେ ନିକଟ ରନୱେରୁ ବାହାରି ସମୁଦ୍ର ମୁହାଁ ହେଉଥିବାର ଦେଖାଯାଉଛି। ଏହା...
୩୦୦ ପାଲେଷ୍ଟାଇନ ବନ୍ଧକଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଇସ୍ରାଏଲ, ଜାରି କଲା ଲିଷ୍ଟ
ଜେରୁଜେଲମ,୨୨।୧୧: ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧ ପରେ ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ମାନବିକ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଯୁଦ୍ଧବିରତି ଚୁକ୍ତିନାମାର କିଛି ଘଣ୍ଟା ପରେ ଇସ୍ରାଏଲ ୩୦୦ ପାଲେଷ୍ଟାଇନ ବନ୍ଧକଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଟାଇମ୍ସ ଅଫ...
ଏୟାରଲାଇନ୍ସରେ ପରଷା ଯାଉଛି ଡଗ ଫୁଡ୍, ଭାଇରାଲ ହେଉଛି ମେନୁ
ବେଜିଂ,୨୨।୧୧:ଜଣେ ଯାତ୍ରୀ ଏୟାରଲାଇନ୍ସ ଉପରେ ଅଭିଯୋଗ ଆଣିଛନ୍ତି କି, ବିମାନ ଯାତ୍ରା ସମୟରେ ତାଙ୍କୁ ଡଗ୍ ଫୁଡ୍ ପରଷା ଯାଉଛି। ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିଜନେସ କ୍ଲାସ ମେନୁର ଏକ ଫଟୋ ସୋସିଆଲ ମିଡିଆରେ...
ମୋଲୁକା ସାଗରରେ ୬.୦ ତୀବ୍ରତାର ଭୂକମ୍ପ
ଜାକର୍ତ୍ତା,୨୨।୧୧: ମୋଲୁକା ସାଗରରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୮.୧୮ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଏକ ବିବୃତ୍ତିରେ ଏହି ସୂଚନା...
ଇସ୍ରାଏଲ -ହମାସ ମଧ୍ୟରେ ଯୁଦ୍ଧବିରାମ, ଗାଜାରେ ବନ୍ଦୀ ହୋଇଥିବା ୫୦ଜଣ ବନ୍ଧକଙ୍କ ବଦଳରେ ୪ ଦିନ ବନ୍ଦ ରହିବ ଯୁଦ୍ଧ
ଜେରୁଜେଲମ,୨୨।୧୧: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ଗାଜା ଷ୍ଟ୍ରିପ ଉପରେ ଶାସନ କରୁଥିବା ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବନ୍ଦ ହେବାକୁ ଯାଉଛି। ଅକ୍ଟୋବରରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ବୁଧବାର ଇସ୍ରାଏଲ ସରକାର ହମାସ...
Archives


