ଟ୍ରମ୍ପ୍ ରାଷ୍ଟ୍ରପତି ହେଲେ ପୂର୍ଣ୍ଣକଳୀନ ଫାଷ୍ଟ ଲେଡି ହେବେନି ମେଲାନିଆ
ନୂଆଦିଲ୍ଲୀ,୧ା୭: ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ୨୦୨୪ ନିର୍ବାଚନରେ ବିଜୟୀ ହୋଇ ଆଉ ଥରେ ଆମେରିକାର ରାଷ୍ଟ୍ରପତି ହେଲେ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍ଙ୍କୁ ପୂର୍ଣ୍ଣକାଳୀନ ଫାଷ୍ଟ ଲେଡି ଭାବେ ଦେଖିବାକୁ ମିଳି ନ ପାରେ। ମେଲାନିଆ ଏହି ଦାୟିତ୍ୱ…
ବାଇଡେନ୍ ଓହରିଲେ କିଏ ହେବେ: ରାଷ୍ଟ୍ରପତିଙ୍କ ଉପରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଚାପ
ନୂଆଦିଲ୍ଲୀ,୧ା୭: ଆମେରିକା ପ୍ରେସିଡେନ୍ସିଆଲ ଡିବେଟ୍ରେ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦୁର୍ବଳ ପ୍ରଦର୍ଶନ ଡେମୋକ୍ରାଟ୍ସଙ୍କ ମଧ୍ୟରେ ପରାଜୟର ଭୟ ସୃଷ୍ଟି କରିଛି। ୨୦୨୪ ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଟକ୍କର ଦେବା ପାଇଁ ୮୧ ବର୍ଷୀୟ ବାଇଡେନ୍…
ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ଉତ୍ତର କୋରିଆରେ ଯୁବକଙ୍କୁ ମୃତ୍ୟୁଦଣ୍ଡ
ପ୍ୟାଙ୍ଗୋୟାଙ୍ଗୋ, ୩୦।୬: ଉତ୍ତର କୋରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ(୨୨) ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ତାଙ୍କୁ ଗତ ୨୦୨୨ରେ ସର୍ବସମ୍ମୁଖରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା। ରବିବାର ଦକ୍ଷିଣ କୋରିଆର ଏକୀକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ…
ବିବାହ ପାର୍ଟିରେ ଗୁଳିମାଡ, ଜଣେ ମୃତ ୫ ଆହତ
ପ୍ୟାରିସ,୩୦।୬: ଉତ୍ତର-ପୂର୍ବ ଫ୍ରାନ୍ସର ଏକ ବିବାହ ଉତ୍ସବରେ ଅଜ୍ଞାତ ମାସ୍କ ବନ୍ଧୁକଧାରୀମାନେ ହଠାତ୍ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଥିବା ଖବର ମିଳିଛି। ରବିବାର ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂତ୍ରରୁ…
ସୁପ୍ରିମକୋର୍ଟରେ ପହଞ୍ଚିଲା ଇମ୍ରାନଙ୍କ ନିର୍ବାଚନୀ ଚିହ୍ନ
ଇସଲାମାବାଦ,୩୦ା୬: ସାଧାରଣ ନିର୍ବାଚନ ପାଇଁ ଦଳର ‘ବ୍ୟାଟ୍’ ଚିହ୍ନ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ସୁପ୍ରିମକୋର୍ଟଙ୍କୁ ଏହାର ସମୀକ୍ଷା ଆବେଦନ କରିବାକୁ ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟରେ ଆବେଦନ କରି ପିଟିଆଇ କହିଛି ଯେ, ସଂରକ୍ଷିତ ସିଟ୍…
ଗାଜାରେ ଇସ୍ରାଏଲର ଆକ୍ରମଣ, ଇରାନକୁ ବି ଚେତାବନୀ
ଜେରୁଜେଲମ୍,୩୦ା୬: ଇସ୍ରାଏଲ ହମାସ୍ ଉପରେ ଆକ୍ରମଣ ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗାଜା ଅଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ୪୦ ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨୪ ଜଣ ଆହତ ହୋଇଥିଲେ। ଇସ୍ରାଏଲ କ୍ରମାଗତ ଭାବରେ ହମାସ୍ ଆତଙ୍କବାଦୀଙ୍କୁ…
ସପ୍ତାହକ ମଧ୍ୟରେ ଇରାନରେ ପୁଣି ହେବ ରାଷ୍ଟ୍ରପତି ନିର୍ବାଚନ
ତେହରାନ,୨୯ା୬: ସପ୍ତାହକ ମଧ୍ୟରେ ପୁନର୍ବାର ଇରାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଲୋକମାନେ ଜୁଲାଇ ୫ରେ ପୁଣି ଭୋଟ୍ ଦେବେ। ଶୁକ୍ରବାର ଇରାନରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇନାହାନ୍ତି। ଏହି କାରଣରୁ,…
ଜାଣନ୍ତୁ କାହା ଭୁଲ୍ ଯୋଗୁ ମହାକାଶରେ ଫସିଛନ୍ତି ସୁନୀତା, ଫେରିବା ନେଇ କହିଲେ…
ଓ୍ବାଶିଂଟନ,୨୯ା୬: ବୋଇଂର ଷ୍ଟାର୍ଲାଇନର ମହାକାଶଯାନରେ ସ୍ପେସ୍ ଷ୍ଟେଶନରେ ପହଞ୍ଚିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ହୁଏତ ମହାକାଶରେ ଦୀର୍ଘଦିନ ରହିବାକୁ ପଡ଼ିପାରେ। ପୂର୍ବରୁ ଏହି ମିଶନ କିଛି ଦିନ ପାଇଁ ଥିଲା। କିନ୍ତୁ ନାସା କମର୍ସିଆଲ କ୍ରୁ…
ବଲିଭିଆରେ ସାମରିକ ବିଦ୍ରୋହ ପଣ୍ଡ
ଲା ପାଜ୍,୨୯ା୬: ବଲିଭିଆ ରାଷ୍ଟ୍ରପତି ଲୁଇସ୍ ଆର୍ସେଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ସୈନ୍ୟବାହିନୀ ବୁଧବାର ଚଳାଇିଥିବା ବିଦ୍ରୋହ ଉଦ୍ୟମ ପଣ୍ଡ ହୋଇଯାଇଛି। ଏଥିରେ ସମ୍ପୃକ୍ତ ୧୭ ଜଣଙ୍କୁ ଗିରଫ କରାଯାଇଥିବା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସରକାର ଭାଙ୍ଗିବା ପାଇଁ ସେନାର…
ମହାକାଶରେ ଫସିଛନ୍ତି ସୁନୀତା
ଓ୍ବାଶିଂଟନ୍,୨୯ା୬: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍ ଓ୍ବିଲମୋର୍ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)ରେ ଫସିଯାଇଛନ୍ତି। ଜୁନ୍ ୫ରେ ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଫୋର୍ସ ଷ୍ଟେଶନରୁ ‘ସୁନୀତା’ ଆଇଏସ୍ଏସ୍ ଅଭିମୁଖେ ତୃତୀୟ…
ପ୍ରେସିଡେନ୍ସିଆଲ ଡିବେଟ୍: ବାଇଡେନ୍ଙ୍କୁ ଘେରିଲେ ଟ୍ରମ୍ପ୍
ଓ୍ବାଶିଂଟନ,୨୯ା୬: ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଜୋ ବାଇଡେନ ଓ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତୁତ। ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନ୍ ଓ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ମଧ୍ୟରେ ଗୁରୁବାର ପ୍ରଥମ ପ୍ରେସିଡେନ୍ସିଆଲ୍ ଇଲେକ୍ସନ…
ଗାଜାରୁ ୧୯ ଅସୁସ୍ଥ ଶିଶୁଙ୍କୁ ମୁକ୍ତ କଲା ଇସ୍ରାଏଲ୍
ଖାନ୍ ୟୁନିସ(ଗାଜା ଷ୍ଟ୍ରିପ୍),୨୯ା୬: ଗାଜା ଷ୍ଟ୍ରିପ୍ରୁ ଇସ୍ରାଏଲ୍ କର୍ତ୍ତୃପକ୍ଷ ୧୯ ଅସୁସ୍ଥ ତଥା ଆହତ ଶିଶୁଙ୍କ ସମେତ ୬୮ ଜଣଙ୍କୁ ମୁକ୍ତ କରିଦେଇଛନ୍ତି। ସେମାନଙ୍କୁ ଗାଜା ଛାଡ଼ି ଇଜିପ୍ଟ ଯିବାକୁ ଅନୁମତି ମିଳିଛି। ପାଖାପାଖି ୨ ମାସ ମଧ୍ୟରେ ପ୍ରଥମ ଥର…
Archives


