ଅନ୍ତର୍ଜାତୀୟ

କାନାଡା ସାଇବର ବିପଦ ତାଲିକାରେ ଭାରତ

ଓଟ୍ଟାଓ୍ବା,୩ା୧୧(ପି.ଟି.): କାନାଡା ଏହାର ସାଇବର ବିପଦ ଆଡଭାଇଜରି ତାଲିକାରେ ପ୍ରଥମ ଥର ପାଇଁ ଭାରତକୁ ଯୋଡ଼ିଛି। ଭାରତ ସରକାରଙ୍କ ପ୍ରାୟୋଜିତ ଆକ୍ଟରମାନେ କାନାଡା ବିରୋଧରେ ଗୁପ୍ତଚରଗିରି କରୁଥାଇପାରନ୍ତି ବୋଲି ଓଟ୍ଟାଓ୍ବା କହିଛି। ଜାତୀୟ ସାଇବର ଥ୍ରେଟ୍‌ ଆସେସ୍‌ମେଣ୍ଟ ୨୦୨୫-୨୬ ରିପୋର୍ଟରେ ଚାଇନା,…

କେମି ବାଡେନୋଚ୍‌ ହେଲେ କଞ୍ଜରଭେଟିଭ୍‌ ପାର୍ଟିର ନୂଆ ନେତା

ଲଣ୍ଡନ,୨ା୧୧: କେମି ବାଡେନୋଚ୍‌ଙ୍କୁ ଶନିବାର ବ୍ରିଟେନ୍‌ର କଞ୍ଜରଭେଟିଭ୍‌ ପାର୍ଟି ନେତା ନିର୍ବାଚିତ କରାଯାଇଛି। ଏଥିସହିତ ସେ ଋଷି ସୁନକ୍‌ଙ୍କ ସ୍ଥାନରେ ହାଉସ୍‌ ଅଫ୍‌ କମନ୍ସରେ ବିରୋଧୀ ଦଳ ନେତା ହୋଇଛନ୍ତି। ଦୁଇଦିନ ପୂର୍ବରୁ ସୁନକ୍‌ ବିରୋଧୀ ଦଳ ନେତା ପଦରୁ ଇସ୍ତଫା…

ସ୍ପେନ୍‌ରେ ବାତ୍ୟା ପରେ ପ୍ରଳୟଙ୍କରୀ ବନ୍ୟା: ୨୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମାଡ୍ରିଡ୍‌,୨ା୧୧: ସ୍ପେନ୍‌ରେ ପ୍ରଳୟଙ୍କରୀ ବନ୍ୟାଜନିତ ମୃତ୍ୟୁସଂଖ୍ୟା ଶନିବାର ୨୧୧ରେ ପହଞ୍ଚିଛି। ସର୍ବାଧିକ କ୍ଷତିଗ୍ରସ୍ତ ପୂର୍ବ ଭାଲେନ୍‌ସିଆ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ଅତିରିକ୍ତ ୧୦,୦୦୦ ସୈନ୍ୟ ଏବଂ ପୋଲିସ୍‌ ଅଫିସର ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍ପେନ୍‌ ପ୍ରଧାନନ୍ତ୍ରୀ ପେଡ୍ରୋ…

ନିଜ୍ଜର ମାମଲାରେ ଅମିତ ଶାହାଙ୍କ ନାମ ନେବାରୁ ରାଗିଲା ଭାରତ, କହିଲା ଭୋଗିବାକୁ ପଡିବ ଏହାର ପରଣାମ

ନୂଆଦିଲ୍ଲୀ,୨।୧୧: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଗମ୍ଭୀର ହେବାରେ ଲାଗିଛି। ନିକଟରେ କାନାଡାର ଉପ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ସଂସଦୀୟ କମିଟିରେ ଭାରତର…

ଇରାନର ବଡ଼ ଧମକ: ଆମେରିକା ହେଉ କି ଇସ୍ରାଏଲ୍‌, ଉଚିତ ଜବାବ ଦିଆଯିବ…

ତେହରାନ,୨।୧୧: ଇସ୍ରାଏଲର ପାଲଟା ଆକ୍ରମଣ ପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି। ଶନିବାର ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା…

ଶେଖ ହାସିନାଙ୍କ ପରେ କାହିଁକି ଟାର୍ଗେଟରେ ଜାତୀୟ ପାର୍ଟି? ବାଂଲାଦେଶରେ ଥମୁ ନାହିଁ ହିଂସା

ଢାକା,୨।୧୧: ଆୱାମୀ ଲିଗ ନେତୃତ୍ୱାଧୀନ ଶେଖ ହାସିନା ସରକାରଙ୍କୁ ବାଂଲାଦେଶରେ କ୍ଷମତାରୁ ହଟାଇବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ମଧ୍ୟବର୍ତ୍ତୀ ସରକାର ମଧ୍ୟ ଦେଶ ଚଳାଇବାରେ ଅସଫଳ ପ୍ରମାଣ ହେଉଛନ୍ତି। ଦେଶର ଆଇନ ଶୃଙ୍ଖଳା କ୍ରମାଗତ ଭାବେ ଖରାପ ହେଉଛି।…

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ

କିଭ୍‌,୨ା୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରୁଷିଆରେ ଥିବା ୪୦ ଜଣ ଉତ୍ତର କୋରିଆ ସୈନିକଙ୍କୁ ୟୁକ୍ରେନ ସେନା ଦ୍ୱାରା ହତ୍ୟା କରାଯାଇଛି। ଏହି ସୈନିକମାନେ ୟୁକ୍ରେନର କୁର୍ସ୍କ ଅଞ୍ଚଳରେ…

ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ

ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ ରହୁଥିବା ହିନ୍ଦୁ ସମୂହ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି। ହିନ୍ଦୁ ଆମେରିକୀୟ ସମୂହ ଟ୍ରମ୍ପଙ୍କ ଆମେରିକା…

ସ୍ପେନରେ ବନ୍ୟା, ୨୦୦ରୁ ଅଧିକ ଲୋକଙ୍କର ଗଲାଣି ଜୀବନ

ମାଡ୍ରିଡ, ୨।୧୧: ବନ୍ୟା ସମସ୍ୟା ସହ ସ୍ପେନ ବର୍ତ୍ତମାନ ସଂଘର୍ଷ କରୁଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବନ୍ୟା ଦ୍ୱାରା ସର୍ବାଧିକ ଭାଲେନ୍ସିଆ ସହର ପ୍ରଭାବିତ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଝଡ଼ରେ…

ବେଲୁଚିସ୍ତାନରେ ବିସ୍ଫୋରଣ: ୫ ସ୍କୁଲପିଲାଙ୍କ ସମେତ ୮ ମୃତ

ଇସ୍‌ଲାମାବାଦ,୨ା୧୧(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଶୁକ୍ରବାର ଏକ ପୋଲିସ ଭ୍ୟାନ୍‌କୁ ଟାର୍ଗେଟକରି ରିମୋଟ୍‌ କଣ୍ଟ୍ରୋଲ୍‌ଡ ବୋମା ବିସ୍ଫୋରଣ କରାଯିବାରୁ ୫ ସ୍କୁଲପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ…

ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା

ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ପ୍ରଥମ ଥର ପାଇଁ ଏକ ସରକାରୀ ଡକ୍ୟୁମେଣ୍ଟରେ ଭାରତକୁ ‘ଶତ୍ରୁ…

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା ଲଗାଯାଇଛି। ଜରିମାନା ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?