ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା
ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ (ମଜଲିସ୍) ପାଇଁ ମତଦାନ ହୋଇଥିବାବେଳେ ମାଳଦ୍ୱୀପ ନିର୍ବାଚନ କମିଶନଙ୍କ ପକ୍ଷରୁ ୮୬ ଆସନର ଫଳାଫଳ…
ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍
କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଆଇଫୋନ ଉତ୍ପାଦନକାରୀ କମ୍ପାନୀ ଆସନ୍ତା ୩ ବର୍ଷରେ ଭାରତରେ ପ୍ରାୟ ୫…
ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା
ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରି କହିଛନ୍ତି ଯେ, ସେମାନେ (ଚାଇନା) ମହାକାଶରେ ଏକ ଗୁପ୍ତ ସାମରିକ କାର୍ଯ୍ୟକ୍ରମ ଚଳାଉଛନ୍ତି,…
ନେତାନ୍ୟାହୁଙ୍କୁ ଇସ୍ରାଏଲ୍ରେ ବିରୋଧ
ଜେରୁଜେଲମ୍,୩୧।୪:ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ହମାସ ଆତଙ୍କବାଦୀମାନେ ପଣବନ୍ଦୀ କରି ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅବଶିଷ୍ଟ ୧୩୩…
ଦେଶର ୨ଟି କମ୍ପାନୀର ମସଲାରେ ରହିଛି କ୍ୟାନସର ସୃଷ୍ଟି କରିବାର ତତ୍ତ୍ୱ, ଚେତାବନୀ ଦେଲା ହଂକଂ-ସିଙ୍ଗାପୁର
ନୂଆଦିଲ୍ଲୀ,୨୧।୪: ହଂକଂ ଏବଂ ସିଙ୍ଗାପୁରର ଖାଦ୍ୟ ନିୟାମକମାନେ ଦୁଇଟି ବଡ ମସଲା ବ୍ରାଣ୍ଡରୁ ଚାରିଟି ଉତ୍ପାଦ (MDH ରୁ ତିନୋଟି ଏବଂ ଏଭରେଷ୍ଟରୁ ଗୋଟିଏ) ବ୍ୟବହାର ନକରିବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତ। ଏଥିରେ ଥିବା ଇଥିଲିନ ଅକ୍ସାଇଡର ପରିମାଣ ବହୁତ ଅଧିକ,…
କାର ରେସିଂ ସମୟରେ ଦର୍ଶକଙ୍କ ଭିତରକୁ ମାଡିଗଲା କାର, ୭ ମୃତ, ୨୩ ଆହତ
କଲମ୍ବୋ,୨୧।୪: ରବିବାର ଶ୍ରୀଲଙ୍କାର ଉଭା ପ୍ରଦେଶରେ ଏକ ମୋଟର କାର ରେସିଂ ଇଭେଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ସମୟରେ ଏକ କାର ଦର୍ଶକଙ୍କୁ ଦଳି ଦେଇଥିଲା। ଏହି ଦୁର୍ଘଟଣାରେ ଶିଶୁ ସମେତ ଅତି କମରେ ୭ଜଣଙ୍କର ମୃତ୍ୟୁ ଘଟିଛି।…
ପାକିସ୍ତାନକୁ ଧମକ ଦେଲା ରୁଷିଆ
ମସ୍କୋ,୨୧।୪: ପାକିସ୍ତାନରୁ ଆସୁଥିବା ଚାଉଳକୁ ନିଷିଦ୍ଧ କରିବ ବୋଲି ରୁଷିଆ ପାକିସ୍ତାନକୁ ଚେତାବନୀ ଦେଇଛି। ରୁଷିଆର ଏହି ଧମକ ଦେବାର କାରଣ ପାକିସ୍ତାନରୁ ଯୋଗାଣ ହେଉଥିବା ଚାଉଳରେ ଏମିତି ଏକ କିଟାଣୁ ଦେଖିବାକୁ ମିଳିଛି, ଯାହା ଅନିୟନ୍ତ୍ରିତ ହେଲେ ଫସଲରେ ବ୍ୟାପକ…
ବିରଳ ଘଟଣା, ୬ ସନ୍ତାନକୁ ଜନ୍ମ ଦେଲେ ପାକିସ୍ତାନୀ ମହିଳା
ନୂଆଦିଲ୍ଲୀ,୨୧।୪: ଏକ ବିରଳ ଘଟଣାରେ ରାୱଲପିଣ୍ଡିର ଏକ ଡାକ୍ତରଖାନାରେ ୨୭ ବର୍ଷୀୟ ପାକିସ୍ତାନୀ ମହିଳା ୬ ଟି ଶିଶୁ ଜନ୍ମ ଦେଇଛନ୍ତି। ଡନ୍ର ରିପୋର୍ଟ ଅନୁଯାୟୀ, ଜିନତ ୱାହିଦ୍ ଏକାଥରକେ ଚାରି ଶିଶୁପୁତ୍ର ଏବଂ ଦୁଇ ଶିଶୁ କନ୍ୟାଙ୍କୁ ଏପ୍ରିଲ୍ ୧୯…
ଦାଉଦ ଇବ୍ରାହିମ୍ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ, ୮ ବର୍ଷ ପରେ ସାମ୍ନାକୁ ଆସିଲା ଫଟୋ
ନୂଆଦିଲ୍ଲୀ୨୧ା୪: ପ୍ରାୟ ୮ବର୍ଷ ଧରି ତିହାର ଜେଲରେ ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍ ଛୋଟା ରାଜନ ତଥା ଦାଉଦ ଇବ୍ରାହିମ୍ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ। ଛୋଟା ରାଜନଙ୍କର ଏହି ପ୍ରଥମ ଫଟୋରେ ଲକ୍ ପଡ଼ିଥିବାରୁ କିଛି ଗଣମାଧ୍ୟମ ରିପୋର୍ଟରେ…
ଇମ୍ରାନ୍ଙ୍କ ଅଭିଯୋଗ: ସ୍ତ୍ରୀଙ୍କୁ ଦିଆଯାଉଛି ଟଏଲେଟ୍ କ୍ଲିନର ମିଶା ଖାଦ୍ୟ
ରାଓ୍ବଲପିଣ୍ଡି,୨୧ା୪: ସ୍ତ୍ରୀ ବୁଶ୍ରା ବିବିଙ୍କୁ ଖାଦ୍ୟରେ ଟଏଲେଟ୍ କ୍ଲିନର ମିଶାଇ ଦିଆଯାଉଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅଭିଯୋଗ କରିଛନ୍ତି। ରାଓଲପିଣ୍ଡିର ଆଡିଆଲା ଜେଲରେ ୧୯୦ ନିୟୁତ ପାଉଣ୍ଡ ଦୁର୍ନୀତି ମାମଲାର ଶୁଣାଣି ବେଳେ ଇମ୍ରାନ୍ ଉପରୋକ୍ତ ଅଭିଯୋଗ ଆଣିଛନ୍ତି।…
ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା
ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ କହିଛି, ମଞ୍ଜୁର ହୋଇଥିବା କମ୍ପାନୀଗୁଡିକ ମଧ୍ୟରେ ମିନସ୍କ ହ୍ବିଲ୍ ଟ୍ରାକ୍ଟର ପ୍ଲାଣ୍ଟ, ସିଆନ ଲଙ୍ଗଡେ…
ଅନ୍ଲାଇନ୍ ଗେମ୍ ଖେଳି ଛାତ୍ରଙ୍କ ଜୀବନ ଗଲା
ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍ଲାଇନ୍ ଗେମ୍ ଖେଳି ନିଜ ଜୀବନ ହାରିଛନ୍ତି। ଏହା ପଛରେ କାରଣ ‘ବ୍ଲୁ ହ୍ବେଲ୍ ଚ୍ୟାଲେଞ୍ଜ’ ନାମକ…
Archives


