ଟେସ୍ଲା କର୍ମଚାରୀଙ୍କୁ ଲହୁଲୁହାଣ କରିଦେଲା ରୋବଟ
କାଲିଫର୍ନିଆ,୨୭।୧୨: ଅନେକ ହଲିଉଡ ଚଳଚ୍ଚିତ୍ରରେ ରୋବଟଗୁଡିକୁ ଭିଲେନ ଭାବରେ ଦର୍ଶାଯାଇଛି। ଏହି ସିନେମାରେ ରୋବଟ ସମଗ୍ର ବିଶ୍ୱକୁ କବ୍ଜା କରି ନେଇଥାଏ। ତା’ପରେ ମାନବ ଜାତିକୁ ବଞ୍ଚାଇବା ପାଇଁ କିଛି ସାହସୀ ଲୋକ ସେମାନଙ୍କ ସହ ଲଢ଼ନ୍ତି ଏବଂ ଜଗତକୁ...
ଚାଇନା ଉପରେ ଏବେ କଡ଼ା ନଜର ରଖିବ ତାଇଓ୍ବାନ: ବିକଶିତ କଲା ଆଧୁନିକ ଡ୍ରୋନ…
ତାଇପେ/ବେଜିଂ,୨୭।୧୨ : ତାଇୱାନ ଏବେ ଚାଇନା ଠାରୁ ନିଜକୁ ରକ୍ଷା କରିବାରେ ବ୍ୟସ୍ତ ଅଛି। ତାଇୱାନର ପ୍ରଥମ ସ୍ବଦେଶୀ ବିକଶିତ ଦୀର୍ଘ ଦୂରଗାମୀ ଡ୍ରୋନ ସଫଳତାର ସହିତ ୨୦ ଘଣ୍ଟାର ଉଡ଼ାଣ ଶେଷ କରିଛି । ଉନ୍ନତ ତଦାରଖ ପାଇଁ...
ଫିନଲାଣ୍ଡ ଉପରେ ବୋମା ବର୍ଷା କରିବାକୁ ପୁଟିନଙ୍କ ଷଡ଼ଯନ୍ତ୍ର…
ମସ୍କୋ,୨୭।୧୨ : ୟୁକ୍ରେନ ଯୁଦ୍ଧ ଏବଂ ନାଟୋ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ରୁଷିଆ ଖୁବ ଶୀଘ୍ର ଉତ୍ତର ମିଲିଟାରୀ ଜିଲାରେ ଏହାର ନୂତନ ତୋପ ଲଗାଇବାକୁ ଯାଉଛି। ଏହା ହେଉଛି ରୁଷିଆର ସାମରିକ ଜିଲା ଯାହା ଫିନଲାଣ୍ଡ ଏବଂ...
ନିଆଁ ସହ ଖେଳୁଛି ତାଲିବାନ: ହାସଲ କରିବାକୁ ଚାହୁଁଛି ଆଣବିକ ବୋମା !…
କାବୁଲ,୨୭।୧୨ : ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆତଙ୍କବାଦୀମାନେ ବର୍ତ୍ତମାନ ଛୋଟ ଆଣବିକ ବୋମା ହାସଲ କରିବାକୁ ଚାହୁଁଥିବା ପ୍ରଶ୍ନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। ବାସ୍ତବରେ ଆଫଗାନିସ୍ତାନର ଜଣାଶୁଣା ଖବରଦାତା ସାମି ୟୁସୁଫଜାଇ ଏକ...
ବାଂଲାଦେଶରେ କମୁଛି ହିନ୍ଦୁଙ୍କ ଜନସଂଖ୍ୟା, କାରଣ ଏସବୁ ନୁହେଁ ତ?…
ଢାକା,୨୬।୧୨ : ଭାରତର ପଡୋଶୀ ବନ୍ଧୁ ଦେଶ ବାଂଲାଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ବିଶ୍ୱବ୍ୟାପୀ ହିନ୍ଦୁମାନଙ୍କର ଜନସଂଖ୍ୟା ୧୨୦ କୋଟି। ସେଥିମଧ୍ୟରୁ ୧୧୦ କୋଟି ଭାରତରେ ବାସ କରନ୍ତି। ହିନ୍ଦୁ ଜନସଂଖ୍ୟାରେ ବାଂଲାଦେଶ ତୃତୀୟ ସ୍ଥାନରେ...
ସାନ୍ତା କ୍ଲସ ହୋଇ ଅପରାଧିଙ୍କୁ ଧରିଲା ପୋଲିସ, ବିଛାଇଲା ଫାଶ ଓ ତା’ପରେ…
ଚାଲିଛି ଖ୍ରୀଷ୍ଟମାସର ସପ୍ତାହ। ଏହି ସମୟରେ ସାନ୍ତା କ୍ଲସ ଘର ଘର ବୁଲି ଛୋଟ ପିଲାଙ୍କୁ ଉପହାର ପ୍ରଦାନ କରନ୍ତି। ପିଲାମାନେ ମାଗିଥିବା ସେମାନଙ୍କର ମନ ପସନ୍ଦର ଗିଫ୍ଟକୁ ସାନ୍ତା ଗୋଟିଏ ବଡ ବସ୍ତାରେ ବୋହି ପୃଥିବୀପୃଷ୍ଠକୁ ଆସନ୍ତି। କିନ୍ତୁ...
ଖର୍ଚ୍ଚ କମ୍ ପାଇଁ ଆଫଗାନିସ୍ତାନରେ ସାମୂହିକ ବିବାହ
କାବୁଲ,୨୬।୧୨: ଚାଲିଛି ବିବାହ ଋତୁ। ବିବାହ ଏକ ପ୍ରକାର କାର୍ଯ୍ୟକ୍ରମ ନୁହେଁ ତ ହିନ୍ଦୁ ସଂସ୍କୃତିରେ ଏହା ଏକ ଉତ୍ସବ ଭାବେ ପାଳନ କରାଯାଏ। ଘରେ ଗହଳ ଚହଳ ଲାଗିବା ସହ ଖାଦ୍ୟ-ପାନୀୟର ଆସର ଲାଗେ। କିନ୍ତୁ ପୃଥିବୀର ସବୁଠାରୁ...
ଭିଭୋ କର୍ମଚାରୀ ଭାରତରେ ଗିରଫ ହେବାରୁ ରାଗିଯାଇ ଚାଇନା ଦେଲା ଏମିତି ଉପଦେଶ
ବେଜିଂ/ନୂଆଦିଲ୍ଲୀ,୨୬।୧୨: ଗତ ସପ୍ତାହରେ ଚାଇନାର ସ୍ମାର୍ଟଫୋନ ନିର୍ମାତା ଭିଭୋ ବିରୋଧରେ ମନି ଲଣ୍ଡରିଂ ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତିନିଜଣ ଭିଭୋ-ଇଣ୍ଡିଆ ଅଧିକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଚାଇନା ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି। ଚାଇନା...
ଭାରତ-ରୁଷିଆର ସମ୍ପର୍କ ସର୍ବଦା ଦୃଢ ରହିବ: ମସ୍କୋରେ ଜୟଶଙ୍କରଙ୍କ ବଡ଼ ଦାବି
ମସ୍କୋ,୨୬।୧୨: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ତଥା ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଭେଟିବା ପୂର୍ବରୁ ଏସ ଜୟଶଙ୍କର କହିଛନ୍ତି, ଭୌଗୋଳିକ ତଥା ରଣନୈତିକ ନିର୍ଭରଶୀଳତା ହେତୁ ଭାରତ ଏବଂ ରୁଷିଆର...
ହମାସ ସହିତ ଯୁଦ୍ଧ କରିବା ଇସ୍ରାଏଲକୁ ପଡିଲା ମହଙ୍ଗା: ଅର୍ଥବ୍ୟବସ୍ଥା ହ୍ରାସ, ପ୍ରଡକ୍ସନ ଠପ୍, ବେକାରୀ ବୃଦ୍ଧି
ଜେରୁଜେଲମ, ୨୬।୧୨: ହମାସ ସହିତ ଯୁଦ୍ଧରେ ଇସ୍ରାଏଲର ଅର୍ଥବ୍ୟବସ୍ଥାର ମୂଳଦୁଆକୁ ହଲାଇ ଦେଇଛି। ରିପୋର୍ଟ ଅନୁଯାୟୀ, ଏହି ତ୍ରୌମାସରେ ଇସ୍ରାଏଲର ଅର୍ଥନୀତି ଦୁଇ ପ୍ରତିଶତ ହ୍ରାସ ପାଇବ। ରିପୋର୍ଟରେ କୁହାଯାଇଛି ଯେ ଏହାର କାରଣ ହେଉଛି ପାଲେଷ୍ଟାଇନ କର୍ମଚାରୀମାନେ ଯୁଦ୍ଧ...
ଆତଙ୍କବାଦୀ ହାଫିଜ ସୟିଦଙ୍କ ଦ୍ୱାରା ପ୍ରତିଷ୍ଠିତ ପିଏମ୍ଏମ୍ଏଲ୍ ପାକିସ୍ତାନରେ ଲଢ଼ିବ ନିର୍ବାଚନ
ଇସ୍ଲାମାବାଦ୨୬ା୧୨: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ହାଫିଜ ସୟିଦଙ୍କ ଦ୍ୱାରା ପ୍ରତିଷ୍ଠିତ ପାକିସ୍ତାନ ମର୍କାଜି ମୁସ୍ଲିମ୍ ଲିଗ୍ (ପିଏମ୍ଏମ୍ଏଲ୍) ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବାକୁ ଯାଉଛି। ଏହି ଦଳର ନିର୍ବାଚନୀ ଚିହ୍ନ...
ଫଳ ଦୋକାନୀଙ୍କ ନାଁରେ କରିଦେଲେ କୋଟି କୋଟି ଟଙ୍କାର ସମ୍ପତି
ବେଜିଂ,୨୬।୧୨: ଚାଇନାର ସାଂଘାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ୮୪ବର୍ଷ ବୟସ୍କ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ୩.୮୪କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜଣେ ଫଳ ବିକ୍ରେତାଙ୍କ ନାମରେ କରି ଦେଇଛନ୍ତି। ଏହି ୮୪ବର୍ଷ ବୟସ୍କ ବ୍ୟକ୍ତି...
Archives


