ଅନ୍ତର୍ଜାତୀୟ

ପୁଟିନଙ୍କ ନୂଆ ପ୍ରେମିକାକୁ ନେଇ ରୁଷିଆରେ ଚର୍ଚ୍ଚା, ୩୨ ବର୍ଷ ସାନ ଯୁବତୀଙ୍କ ସହ କରୁଛନ୍ତି ରୋମାନ୍ସ

ମସ୍କୋ,୨୧।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣିଥରେ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ। ଏବେ ସେ ତାଙ୍କଠାରୁ ୩୨ ବର୍ଷ ସାନ ଯୁବତୀଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୩୯ ବର୍ଷୀୟ ଏକାତେରିନା କାତ୍ୟା ମିଜୁଲିନା ଜଣେ…

କିଡ୍‌ନୀ ଦେଇ ସ୍ତ୍ରୀଙ୍କ ଜୀବନ ବଞ୍ଚାଇଥିଲେ ସ୍ବାମୀ, ଛାଡପତ୍ର ହେବାରୁ କହିଲେ, ‘ମୋ କିଡନୀ ଫେରା’

ଓ୍ବାଶିଂଟନ୍‌,୨୧।୨: ଛାଡପତ୍ରର ବିଭିନ୍ନ ଘଟଣା ଦେଖିବାକୁ ପାଇଥିବେ। କିନ୍ତୁ ଏହି ମାମଲା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କ୍ଷତିପୂରଣ ପାଇଁ ଟଙ୍କା ମାଗିଥା’ନ୍ତି। କିନ୍ତୁ ଏହି ଘଟଣାରେ ବ୍ୟକ୍ତିଜଣକ କିଡନୀ ମାଗିଛନ୍ତି। ଘଟଣା ଜାଣି ତାଜୁବ ହୋଇଯିବେ। ଘଟଣାଟି…

ପୃଥିବୀ ମୁହାଁ ଦୁଇ ଟନ ଓଜନର ଉପଗ୍ରହ…

ଲଣ୍ଡନ,୨୧।୨ : ୟୁରୋପୀୟ ସ୍ପେସ ଏଜେନ୍ସିର ଏକ ପୁରାତନ ଉପଗ୍ରହ କିଛି ଘଣ୍ଟା ମଧ୍ୟରେ ପୃଥିବୀ ଉପରେ ଖସିବାକୁ ଯାଉଛି। ଏହି ଉପଗ୍ରହର ନାମ ହେଉଛି ଇଆରଏସ-୨ । ଏହା ୧୯୯୫ ରେ ଉତକ୍ଷେପଣ କରାଯାଇଥିଲା। ପୃଥିବୀ ପର୍ଯ୍ୟବେକ୍ଷଣ କ୍ଷମତା ଏବଂ…

ବୁଶରା ବିବିଙ୍କ ମେଡିକାଲ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କଲେ ଇମ୍ରାନଙ୍କ ଭଉଣୀ

ଇସଲାମାବାଦ,୨୦।୨: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଭଉଣୀ ତାଙ୍କ ପତ୍ନୀ ବୁଶରା ବିବିଙ୍କ ମେଡିକାଲ ଯାଞ୍ଚ ପାଇଁ ଦାବି କରି ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଖାଁଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ…

ଭାରତର ସହୃଦୟତା, ଭୋକିଲାଙ୍କ ପାଇଁ ଆଇବିଏସଏକୁ ୧୦ ଲକ୍ଷ ଡଲାର ଫଣ୍ଡ ଦେଲା ସହାୟତା

ନୂଆଦିଲ୍ଲୀ,୨୦।୨: ଭାରତ ଏପରି ଏକ ଦେଶ ଯିଏ କାହାକୁ ସାହାଯ୍ୟ କରିବାକୁ କେବେ ବି ପଛଘୁଞ୍ଚା ଦିଏ ନାହିଁ। ସେ ସବୁବେଳେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଏହି କ୍ରମରେ ସେ ଦାରିଦ୍ର ତଥା କ୍ଷୁଧା ମୁକାବିଲା ପାଇଁ…

କିମ୍‌ଙ୍କୁ ଦାମୀ ଉପହାର ଦେଲେ ପୁଟିନ୍‌

ମସ୍କୋ,୨୦।୨: ରୁଷିଆର ରାଷ୍ଟ୍ରପତି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ ଉନଙ୍କୁ ରୁଷିଆରେ ନିର୍ମିତ କାର୍‌ ଉପହାର ଦେଇଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପୁଟିନ କେଉଁ କାର ପଠାଇଛନ୍ତି ଏବଂ ଏହାକୁ ଉତ୍ତର କୋରିଆକୁ…

ମୋ ଭୁଲ୍‌ ପାଇଁ ମୋତେ ମୃତ୍ୟୁଦଣ୍ଡ ଦିଆଯାଉ: କାହିଁକି ଏମିତି କହିଲେ ପାକିସ୍ତାନ ନିର୍ବାଚନ କମିଶନର

ଇସଲାମାବାଦ୍‌,୨୦।୨: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ପରେ ସରକାର ଗଠନକୁ ନେଇ ତିକ୍ତତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜେଲରେ ଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନିର୍ବାଚନରେ ଘୋଟାଲା ଅଭିଯୋଗ କରିଛି। ରାୱଲପିଣ୍ଡି ମୁଖ୍ୟ…

ପୂରା ସହର କିଣିଦେଲେ ଏହି ଅରବପତି: ସ୍ଥାନୀୟ ଲୋକଙ୍କ ଭୟ ବଢିଲା

ନୂଆଦିଲ୍ଲୀ,୨୦।୨:କାଲିଫର୍ନିଆରେ କାର୍ମେଲ ନାମକ ଏକ ସହର ଅଛି। ଏହି ସହର ଏତେ ସୁନ୍ଦର ଯେ ହଲିଉଡ ତାରକା ବ୍ରାଡ ପିଟଙ୍କ ସମେତ ଅନେକ ସେଲିବ୍ରିଟି ଛୁଟିଦିନ ପାଇଁ ଏଠାକୁ ଆସନ୍ତି।ଏହି ସହରଟି ଡେଷ୍ଟିନେସନ ଅଫ ଦି ମୋମେଣ୍ଟ ଭାବରେ ମଧ୍ୟ ଜଣାଶୁଣା।…

୧୭ ଥର ଗର୍ଭବତୀ ଥିବା କହି ଲକ୍ଷ ଲକ୍ଷ ଟଙ୍କା ପାଉଥିଲେ ସରକାରୀ ଲାଭ, ସତ ଜଣାପଡିଲା ପରେ…

ରୋମ,୧୯।୨: ଇଟାଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ମାତୃତ୍ୱ ସୁବିଧା ପାଇବା ପାଇଁ ପାଞ୍ଚଟି ସନ୍ତାନ ଏବଂ ୧୨ଟି ଗର୍ଭପାତ କରାଇଥିବା ମିଥ୍ୟା ଦାବି କରିଛନ୍ତି। ଏହି ଜାଲିଆତି ସାମ୍ନାକୁ ଆସିବା ପରେ ମହିଳା ଜଣଙ୍କ…

ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ

କାବୁଲ,୧୯।୨: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲାରେ ଭୂସ୍ଖଳନ ହେତୁ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା…

ମସ୍କଙ୍କୁ ନିଜ ନାଁ ବଦଳାଇବାକୁ ପରାମର୍ଶ ଦେଲେ ଏହି କୋଟିପତି, ଜାଣନ୍ତୁ କାହିଁକି…

ନୁୟର୍କ,୧୯।୨: ୱାନପ୍ଲସର ସହ-ପ୍ରତିଷ୍ଠାତା ତଥା ନଥିଙ୍ଗ୍‌ର ସିଇଓ କାର୍ଲ ପେଇ ଟେସଲା ସିଇଓ ଏଲନ ମସ୍କଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଲ ପେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଯଦି ମସ୍କ ଭାରତରେ ଟେସଲା କାରଖାନା ସ୍ଥାପନ କରିବାକୁ ଚାହୁଁଛନ୍ତି, ତେବେ ସେ…

ପାକିସ୍ତାନର ଅର୍ଥନୀତି ଠାରୁ ବଡ଼ ଟାଟା ଗ୍ରୁପର ବଜାର ମୂଲ୍ୟ: ରିପୋର୍ଟ

ନୂଆଦିଲ୍ଲୀ,୧୯।୨: ଟାଟା ଗ୍ରୁପ୍ କମ୍ପାନୀଗୁଡିକର ମିଳିତ ବଜାର ମୂଲ୍ୟ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି) କୁ ଅତିକ୍ରମ କରିଛି। ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ଲୁଣ-ଟୁ-ସଫ୍ଟୱେର୍ କମ୍ପାନୀ ମାଧ୍ୟମରେ ଭାରତର ସବୁ ଘରେ ପହଞ୍ଚିଥିବା ଟାଟା ଗ୍ରୁପ୍ ବଜାର ମୂଲ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri