ଅନ୍ତର୍ଜାତୀୟ

ଟେନଶନରେ ବାଂଲାଦେଶ, ମୋଦି-ମୋଇଜୁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୧: ମାଳଦ୍ୱୀପରେ ମହମ୍ମଦ ମୋଇଜୁଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ, ଭାରତ ସହିତ ଏହାର ସମ୍ପର୍କ ଖରାପ ହୋଇଯାଇଥିଲା। ସମ୍ପ୍ରତି ୟୁନୁସଙ୍କ ସରକାର ଆସିବା ପରେ ବାଂଲାଦେଶ ସହିତ ଭାରତର ସମ୍ପର୍କ ମଧ୍ୟ ଖରାପ ହୋଇଥିଲା। ଏଥିରେ କୌଣସି ସ୍ଥାନରେ ଚାଇନା…

ନିଆଁ ଆଁରେ ଲସ୍‌ଏଞ୍ଜେଲ୍ସ ଜଙ୍ଗଲ

ଆମେରିକାର ଲସ୍‌ଏଞ୍ଜେଲ୍ସ ଉପକୂଳ ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଜଙ୍ଗଲରେ ଭୟଙ୍କର ନିଅଁା ଲାଗିଛି। ଖୁବ୍‌ ଜୋର୍‌ରେ ପବନ ବହୁଥିବାରୁ ବନାଗ୍ନି ମାଡ଼ିଚାଲିଛି। ବୁଧବାର ସୁଦ୍ଧା ୩,୦୦୦ରୁ ଊର୍ଦ୍ଧ୍ୱ ଏକର ବିସ୍ତୃତ ଜଙ୍ଗଲ ଧ୍ୱଂସ ହୋଇସାରିଛି। ଜୀବନ ବଞ୍ଚାଇବା ପାଇଁ ୩୦,୦୦୦ରୁ…

ଟ୍ରମ୍ପଙ୍କୁ ଚେତାବନୀ ଦେଲେ ଟ୍ରୁଡୋ, ଅଟକି ଯାଆନ୍ତୁ ନହେଲେ…

ଓ୍ବାଶିଂଟନ୍‌,୮।୧: ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନୂଆ ମିଶନରେ ଅଛନ୍ତି। ମେକ ଆମେରିକା ଗ୍ରେଟ ପୁନର୍ବାର ସ୍ଲୋଗାନ ଦେଇଥିବା ଟ୍ରମ୍ପ ବର୍ତ୍ତମାନ ଅଫଖଣ୍ଡ ଆମେରିକା ଗଢିବାକୁ ପ୍ଲାନ କରିଛନ୍ତି। କେବଳ କଥାରେ ନୁହେଁ ଏନେଇ ସେ…

ବାଂଲାଦେଶର ସବୁ ଚାଲ୍‌ ଫେଲ୍‌, ହାସିନାଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲା ଭାରତ

ଢାକା,୮।୧: ଭାରତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭିସା ବୃଦ୍ଧି କରିଛି। ସେ ଅଗଷ୍ଟ ୨୦୨୩ରୁ ଭାରତରେ ରହୁଛନ୍ତି। ଏହି ନିଷ୍ପତ୍ତି ଏପରି ସମୟରେ ନିଆଯାଇଛି ଯେଉଁ ସମୟରେ ଢାକାକୁ ଫେରିବା ପାଇଁ ଦାବି ତୀବ୍ର ହୋଇଛି। ଦେଶବ୍ୟାପୀ ବିରୋଧ…

ଟ୍ରୁଡୋଙ୍କ ଇସ୍ତଫା ପରେ ଆମେରିକା ସହ କାନାଡାର ମିଶ୍ରଣ ପାଇଁ ଟ୍ରମ୍ପ୍‌ଙ୍କ ଆହ୍ବାନ

ଓ୍ବାଶିଂଟନ,୮।୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର ଇସ୍ତଫା ଦେଇଥିଲେ। ଏହାର କିଛି ଘଣ୍ଟା ପରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କାନାଡକୁ ୫୧ତମ ରାଜ୍ୟ ଭାବେ ଆମେରିକାରେ ମିଶ୍ରଣ ପାଇଁ ଆହ୍ବାନ ଦେଇଛନ୍ତି। ନୂଆ ନେତା ନିର୍ବାଚିତ ହେବା…

ଦେଶରେ HMPV ଦେଖାଇଲା ଭୟଙ୍କର ରୂପ, ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୭।୧: କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ ‘ହ୍ୟୁମାନ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ (ଏଚଏମ୍ପିଭି) ଏବେ…

ଛଟପଟ ହେଉଛି ପାକିସ୍ତାନ, ହେଲେ ଏହି ମୁସଲିମ ଦେଶକୁ ମିଳିଲା BRICSରେ ଏଣ୍ଟ୍ରି

ଇସଲାମାବାଦ,୭।୧: ୨୦୦୯ରେ ଆରମ୍ଭ ହୋଇଥିବା ବ୍ରିକ୍ସ ସଦସ୍ୟ ଦେଶଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱର ବୃହତ୍ତମ ମୁସଲମାନ ଦେଶ ଇଣ୍ଡୋନେସିଆ ଏଥିରେ ପ୍ରବେଶ କରିଛି। ବ୍ରାଜିଲ ସୋମବାର ଏହା ଘୋଷଣା କରିଛି। କିନ୍ତୁ ଇଣ୍ଡୋନେସିଆର ପ୍ରବେଶ ଯୋଗୁଁ…

ନେପାଳରେ ଭୟଙ୍କର ଭୂକମ୍ପ: କୋଠା ଭୁଶୁଡ଼ି ୫୩ ମୃତ, ୩୫ ଆହତ

କାଠମାଣ୍ଡୁ,୭।୧: ଭୂକମ୍ପରେ ଥରିଲା ନେପାଳ, ତିବ୍ଦତ ସମେତ ଉତ୍ତର ଭାରତ। ତିବ୍ଦତର ଶିଗାଟସେ ସହରରେ ଘଟିଥିବା ଭୟଙ୍କର ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି। ଫଳରେ ଏ ପର୍ଯ୍ୟନ୍ତ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଆହତ ହୋଇଛନ୍ତି।…

ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଝଟ୍‌କା

ଓ୍ବାଶିଂଟନ,୭।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ସମାରୋହ ପୂର୍ବରୁ ନ୍ୟୁୟର୍କ କୋର୍ଟରୁ ଏକ ବଡ଼ ଝଟ୍‌କା ପାଇଛନ୍ତି। ଜଜ ଟଙ୍କା ପ୍ରଦାନ ମାମଲାରେ ଦଣ୍ଡବିଧାନ ବିଳମ୍ବ କରିବାକୁ ଅନୁରୋଧକୁ ଖାରଜ କରିଛନ୍ତି। ଗତ ସପ୍ତାହରେ ଜଜ…

ଅନିତା ଆନନ୍ଦ କିଏ, ଯିଏ ହେବେ କାନାଡାର ପରବର୍ତ୍ତି ପ୍ରଧାନମନ୍ତ୍ରୀ, ଭାରତ ସହ ରହିଛି ସମ୍ପର୍କ

ଓଟାଓ୍ବା,୭।୧: ପ୍ରାୟ ଏକ ଦଶନ୍ଧି ଧରି ଶାସନ ପରେ ସୋମବାର (ଜାନୁଆରୀ ୬) ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଇସ୍ତଫା ଦେଇଛନ୍ତି। ଏହି କାରଣରୁ ରାଜନୈତିକ ମହଲରେ ଉତ୍ତେଜନା ତୀବ୍ର ହୋଇଛି। ତାଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଛି।…

ଇସ୍ତଫା ପରେ ପ୍ରଥମଥର ମୁହଁ ଖୋଲିଲେ ଟ୍ରୁଡୋ: ଖୋଲି କହିଲେ ମନର କଥା

ଓଟ୍ଟାଓ୍ବା,୬।୧ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର ଲିବେରାଲ ପାର୍ଟି ନେତା ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ୯ ବର୍ଷର କାର୍ଯ୍ୟକାଳ ଆପାତତଃ ଶେଷ ହୋଇଛି। ତେବେ ନୂଆ ନେତା ମନୋନୀତ ହେବା ପର୍ଯ୍ୟନ୍ତ ସେ…

ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ, ଭାରତ ବିରୋଧରେ ଅଭିଯୋଗ ହେଲା କାଳ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। ନିଜ ସରକାର ଏବଂ ବ୍ୟକ୍ତିଗତ ସମାଲୋଚନା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶକୁ ସମ୍ବୋଧିତ କରି ଟ୍ରୁଡୋ ନିଜର ଇସ୍ତଫା ଘୋଷଣା କରିଛନ୍ତି। ୫୩ ବର୍ଷୀୟ ଜଷ୍ଟିନ ଟ୍ରୁଡୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?