ପାକିସ୍ତାନର ଏହି ରାମ ମନ୍ଦିରରେ ପୂଜା ନେଇ ପ୍ରତିବନ୍ଧକ ଲାଗୁ, ହଟାଗଲା ମୂର୍ତ୍ତି…
ଇସଲାମାବାଦ,୨୨।୧ : ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ପାକିସ୍ତାନରେ ଏକ ରାମ ମନ୍ଦିର ମଧ୍ୟ ଅଛି, ଯେଉଁଠାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ...
ରାମମନ୍ଦିର ପ୍ରତିଷ୍ଠା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଲା ଇସ୍ରାଏଲ
ଜେରୁଜେଲମ୍/ଅଯୋଧ୍ୟା,୨୨ା୧: ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣ ଉପନୀତ। ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା...
ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ୱରେ ଉତ୍ସାହ: ଆମେରିକା ରାଜରାସ୍ତାରେ ଜୟ ଶ୍ରୀରାମ ସ୍ଲୋଗାନ, ଟାଇମ୍ସ ସ୍କୋୟାରରେ ଲଡୁ ବଣ୍ଟା…
ଓ୍ବାଶିଂଟନ,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ୱରେ ଉତ୍ସାହ ଦେଖାଦେଇଛି। ଆମେରିକାର ହିନ୍ଦୁମାନଙ୍କ ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଉତ୍ସାହ ରହିଛି। ଏହି ଅବସରରେ, ରାମ ମନ୍ଦିର ଓଭରସିଜ ଫ୍ରେଣ୍ଡସର ସଦସ୍ୟମାନେ ଆମେରିକାର...
ମୋଦିଙ୍କ ଯୋଗୁ ରାମମନ୍ଦିର ନିର୍ମାଣ ହୋଇପାରିଛି ସମ୍ଭବ: ନ୍ୟୁଜିଲାଣ୍ଡ ମନ୍ତ୍ରୀ
ନୂଆଦିଲ୍ଲୀ,୨୧।୧: ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ଏହି କାର୍ଯ୍ୟକ୍ରମ ବିଷୟରେ ବିଦେଶରୁ ଅଭିନନ୍ଦନ ବାର୍ତ୍ତା ମଧ୍ୟ ଆସୁଛି। ନ୍ୟୁଜିଲାଣ୍ଡର ବର୍ତ୍ତମାନର ଅନେକ ମନ୍ତ୍ରୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ପୁଟିନ ବିଶ୍ୱର ସବୁଠାରୁ ଧନୀ ନେତା!
ମସ୍କୋ,୨୧।୧: ବିଶ୍ୱର ଅନେକ ନେତାଙ୍କ ଧନ ବିଷୟରେ ଆଲୋଚନା ହେଉଛି । କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ଧନୀ ରାଜନେତାଙ୍କ କଥା ଆସେ, ସେତେବେଳେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାମ ଶୀର୍ଷରେ ଆସେ। କୁହାଯାଏ ଯେ ତାଙ୍କର ମୋଟ...
୧୦୭ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ, ମୃତକଙ୍କ ସଂଖ୍ୟା ୨୫ ହଜାର ଟପିଲା
ତେଲ, ଆଭିବ,୨୧।୧: ଗତ ବର୍ଷ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହିଂସାତ୍ମକ ବିବାଦ ଆରମ୍ଭ ହୋଇଥିଲା। ଅକ୍ଟୋବର ୭, ୨୦୨୩ ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ସେନାମାନେ ଗାଜା ଅଞ୍ଚଳରେ ହମାସ...
କୋଲ୍ଡ ଓ୍ବାର ପରେ ନାଟୋ କରିବ ସବୁଠାରୁ ବଡ ଯୁଦ୍ଧାଭ୍ୟାସ, ୯୦ହଜାର ସେନା ହେବେ ସାମିଲ, ରୁଷିଆ କରୁଛି ବିରୋଧ
ମସ୍କୋ,୨୧।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧ ମଧ୍ୟରେ ନାଟୋ ଦ୍ୱାରା ସବୁଠାରୁ ବଡ ଯୁଦ୍ଧାଭ୍ୟାସ ଆରମ୍ଭ ହେବାକୁ ଯାଉଛି। ଶୀତଳ ଯୁଦ୍ଧ ପରେ ଏହା ସବୁଠାରୁ ବଡ...
କୁକୁର ରାସ୍ତାରେ ମଳତ୍ୟାଗ କଲେ ମାଲିକ ଦେବେ ୪୫ ହଜାର ଟଙ୍କା ଜରିମାନା: ସବୁ କୁକୁରଙ୍କର ହେବ ଡିଏନଏ ଟେଷ୍ଟ…
ରୋମ,୨୧।୧ : ଭାରତର ଅନେକ ସ୍ଥାନରେ ବୁଲା କୁକୁରମାନଙ୍କ ଉପଦ୍ରବ ନେଇ ଉତ୍ତେଜନା ଦେଖାଦେଇଛି। କେତେକ କ୍ଷେତ୍ରରେ ପୋଲିସର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ରାସ୍ତାରେ କୁକୁର ମଳତ୍ୟାଗ ଉପରେ ମଧ୍ୟ ବିବାଦ ଲାଗି ରହିଛି। ଅନେକ ଦେଶରେ ଏହି ବିଷୟରେ...
ପାକିସ୍ତାନରେ ବଢ଼ିବ ଅଶାନ୍ତି-ଅରାଜକତା: ଇମ୍ରାନଙ୍କ ଚେତାବନୀ…
ଇସଲାମାବାଦ,୨୧।୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚେତାବନୀ ଦେଇଛନ୍ତି ଯଦି ସାଧାରଣ ନିର୍ବାଚନରେ ସ୍ବଚ୍ଛତା ବଜାୟ ନ ରଖାଯାଏ ଏବଂ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସମାନ ସୁଯୋଗ ନ ପାଏ, ତେବେ ନିର୍ବାଚନ ପରେ ଦେଶରେ...
ଟ୍ରମ୍ପ ବୁଢ଼ା ହୋଇଗଲେଣି, ରାଷ୍ଟ୍ରପତି ପଦ ପାଇଁ ମାନସିକ ରୂପେ ଅଯୋଗ୍ୟ: ନିକ୍କି ହେଲି…
ଓ୍ବାଶିଂଟନ,୨୧।୧ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଚଳିତ ବର୍ଷ ଶେଷରେ ଅନ୍ତିମ ରାଉଣ୍ଡ ଭୋଟ ପରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେବେ। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନେତିକ ଦଳଙ୍କ ମଧ୍ୟରେ ଆରୋପ...
ପାକିସ୍ତାନ ସହ ଉତ୍ତେଜନା: ଭାରତର ନିକଟତର ହେବାରେ ଲାଗିଛନ୍ତି ତାଲିବାନ ସରକାର…
କାବୁଲ,୨୧।୧ : ପାକିସ୍ତାନ ଏବଂ ଆଫଗାନିସ୍ତାନର ତାଲିବାନ ସରକାର ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଆଫଗାନିସ୍ତାନର ତାଲିବାନ ସରକାର ଧୀରେଧୀରେ ଭାରତର ନିକଟତର ହେବାରେ ଲାଗିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ ଭାରତୀୟ...
ଆଫଗାନିସ୍ତାନରେ ଭାରତୀୟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ,୨୧।୧: ସ୍କୋ ଅଭିମୁଖେ ଯାଉଥିବା ଏକ ଭାରତୀୟ ବିମାନ ରବିବାର ଆଫଗାନିସ୍ତାନର ବଦାଖଶାନର ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ବଦାଖଶାନ ପୋଲିସ କମାଣ୍ଡ କହିବା ଅନୁଯାୟୀ ଯାତ୍ରୀବାହୀ ବିମାନ ଗତକାଲି ରାତିରେ...
Archives


