ଅନ୍ତର୍ଜାତୀୟ

ଡୋନାଲ୍ଡ ଟ୍ରମ୍ପଙ୍କ ଜିତିବା ପରେ ଭାରତ ଉପରେ କ’ଣ ପ୍ରଭାବ ପଡିବ, ଜୟଶଙ୍କର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ କ୍ରମାଗତ ଭାବରେ ଉଠିଛି । ବର୍ତ୍ତମାନ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ନିଜେ ଏହାର ଉତ୍ତର…

ପ୍ରକୃତିର କୋପ ନା ଆଶୀର୍ବାଦ! ସୌଦି ଆରବ ମରୁଭୂମିରେ ବରଫର ଚାଦର

ରିୟାଦ,୭।୧୧: ଗରମ ବାଲି ପାଇଁ ପ୍ରସିଦ୍ଧ ସୌଦି ଆରବର ମରୁଭୁମିରେ ଆପଣ କେବେ କଳ୍ପନା କରିଛନ୍ତି କି ହଠାତ୍‌ ପ୍ରବଳ ବର୍ଷା, କୁଆପଥର, ପ୍ରବଳ ଥଣ୍ଡା ଏବଂ ମରୁଭୂମିରେ ତୁଷାରପାତ, ନା! କିନ୍ତଏହା ସତ୍ୟ। ସୌଦି ଆରବର ଏକ ମରୁଭୂମିରେ ଠିକ…

ଟ୍ରମ୍ପଙ୍କ ବିଜୟରେ ଖୁସି ହେଉଛନ୍ତି ଭାରତୀୟ, ସେପଟେ ଦୁର୍ବଳ ହୋଇଗଲାଣି ଟଙ୍କା

ନୂଆଦିଲ୍ଲୀ,୭ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ର ହସ୍ତକ୍ଷେପ ପରେ ମଧ୍ୟ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ସର୍ବାଧିକ ଦୁର୍ବଳ ହୋଇଛି। ବୁଧବାର ଭାରତୀୟ ଶେୟାର ବଜାର କାରବାର ବନ୍ଦ କରିବା ବେଳକୁ ପ୍ରତି ଡଲାର ତୁଳନାରେ ୮୪,୨୮ ଟଙ୍କା…

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ଫିଦେଲ କାଷ୍ଟ୍ରୋଙ୍କ ଅବୈଧ ସନ୍ତାନ ବୋଲି କାହିଁକି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୭।୧୧: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସବୁଠାରୁ ଖରାପ ଅବସ୍ଥାରେ ଅଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି ଏବଂ କୂଟନୈତିକ ବିବାଦ ଆହୁରି ଗଭୀର ହୋଇଛି। ଆମେରିକା…

ଆମେରିକାରେ ଏବେ ପର୍ଯ୍ୟନ୍ତ କାହିଁକି କେହି ମହିଳା ହୋଇ ନାହାଁନ୍ତି ରାଷ୍ଟ୍ରପତି? ଜବାବ ଦେଲେ ଜନତା

ଓ୍ବାଶିଂଟନ,୭।୧୧: ଆମେରିକାବାସୀ ପୁଣି ଥରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସେମାନଙ୍କର ନେତା ବାଛିଛନ୍ତି। ବେକାବୁ ବୟାନକୁ ନେଇ ସାରା ବିଶ୍ୱରେ ପରିଚିତ ଥିବା ଟ୍ରମ୍ପ କମଲା ହାରିସଙ୍କୁ ପରାସ୍ତ କରିଛନ୍ତି। ଯଦି କମଲା ହାରିସ ନିର୍ବାଚନରେ ଜିତିଥାନ୍ତେ ତେବେ ଆମେରିକା ଏହାର ପ୍ରଥମ…

ଯେଉଁ ବିଲ୍ଡିଂରେ ଚାଲିଥିଲା କେସ୍‌, ସେଇଠି ଶପଥ ନେବେ ଟ୍ରମ୍ପ, ଜାଣି ତାଜୁବ ହେବେ…

ଓ୍ବାଶିଂଟନ୍‌,୭।୧୧: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁୟାରୀ ୨୦ ତାରିଖ ମଧ୍ୟାହ୍ନ ୧୨ଟାରେ ଆମେରିକାର ସଂସଦ ଭବନ କ୍ୟାପିଟାଲରେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପରେ ସେ କ୍ୟାପିଟାଲରୁ ତାଙ୍କ ସ୍ତ୍ରୀ ଏବଂ ଆମେରିକାର ପ୍ରଥମ ଲେଡି…

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଚିନ୍ତାରେ ପଡ଼ିଲାଣି କାନାଡା

ଓଟାଓ୍ବା,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ କାନାଡାରେ ଚିନ୍ତା ଓ ଭୟର ବାତାବରଣ ଦେଖାଦେଇଛି। ବିଶ୍ଳେଷକମାନେ ବିଶ୍ୱାାସ କରନ୍ତି ଯେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ଅସୁବିଧା ବଢାଇପାରେ, ବିଶେଷତଃ ଯେତେବେଳେ କାନାଡାର…

ଭାରତର ଗୋଟିଏ ରାଜ୍ୟ ଚାହୁଁଥିଲା ଟ୍ରମ୍ପ୍‌ଙ୍କ ପରାଜୟ, ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୧: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ହୋଇଛି ପଟ୍ଟ ପରିବର୍ତ୍ତନ। ହ୍ବାଇଟ ହାଉସ ଉପରେ କବଜା କରିଛନ୍ତି ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟକି କମଲା ହାରିସଙ୍କୁ ବଡ ବ୍ୟବଧାନରେ ପରାସ୍ତ କରି ପୁଣି କ୍ଷମତାକୁ ଫେରିଛନ୍ତି ଟ୍ରମ୍ପ । ଆଉ…

ଏବେ ହୋଇପାରିବେନି ରାଷ୍ଟ୍ରପତି, ୭୫ ଦିନ କରିବାକୁ ପଡିବ ଅପେକ୍ଷା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଫଳ ସ୍ପଷ୍ଟ ହୋଇଛି । ତଥାପି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ ୨୦୨୫ ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ । ଅର୍ଥାତ ଭୋଟ ଫଳ ଆସିବାର ୭୫ ଦିନ ପରେ ହିଁ ଟ୍ରମ୍ପ ଆମେରିକାର…

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅଫିସରେ କେମିତି ମିଳେ ଚାକିରି, କ’ଣ ଆପଣ ବି କରିପାରିବେ ଆବେଦନ

ଓ୍ବାଶିଂଟନ୍‌,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଐତିହାସିକ ବିଜୟ ହାସଲ କରିଛନ୍ତି। ବର୍ତ୍ତମାନ ସେ ହ୍ବାଇଟ ହାଉସରୁ ସରକାର ଚଳାଇବେ। ସୁପରପାଓ୍ବାରଙ୍କ କାର୍ଯ୍ୟାଳୟ ଭାବେ ପରିଚିତ ହ୍ବାଇଟ ହାଉସ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଥାଏ। ତେବେ ଆପଣ ହ୍ବାଇଟ ହାଉସରେ…

ବିଜୟ ପରେ ମୋଦିଙ୍କୁ ପ୍ରଶଂସାରେ ପୋତିଲେ ଟ୍ରମ୍ପ; କହିଲେ ସମଗ୍ର ବିଶ୍ୱ…

ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କୁ କଲ୍ କରି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଚମତ୍କାର ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାର୍ତ୍ତାଳାପ ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ, ତାଙ୍କୁ…

ହାରିବା ପରେ ଟ୍ରମ୍ପଙ୍କୁ ଫୋନ କଲେ କମଲା, କହିଦେଲେ ବଡ଼ କଥା

ଓ୍ବାଶିଂଟନ୍‌,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ସ୍ବୀକାର କରିଛନ୍ତି କମଲା ହାରିସ୍‌। ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ସ୍ବୀକାର କରିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି। କମଲା କହିଛନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri