ଅନ୍ତର୍ଜାତୀୟ

ଜେଲେନକ୍ସିଙ୍କୁ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର…

କିଭ,୩୧।୧ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନରେ ଏକ କ୍ଷମତା ଦଖଲ ବିଦ୍ରୋହ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବରିଷ୍ଠ ଜେନେରାଲମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଷଡ଼ଯନ୍ତ୍ର...

ଭାରତୀୟଙ୍କ ପାଇଁ ବଡ଼ ସୁଯୋଗ: କାରପେଣ୍ଟର-ମିସ୍ତ୍ରୀ ଚାକିରରେ ମାସକୁ ଦରମା ୧.୪୦ ଲକ୍ଷ…

ନୂଆଦିଲ୍ଲୀ,୩୧।୧ : ଭାରତର କେତେକ ରାଜ୍ୟ ସେମାନଙ୍କ ଶ୍ରମିକମାନଙ୍କୁ ଇସ୍ରାଏଲକୁ ପଠାଇବା ପାଇଁ ନିଯୁକ୍ତି ଡ୍ରାଇଭ ଚଳାଉଛନ୍ତି। ଏହି ନିଯୁକ୍ତି ଡ୍ରାଇଭ ହରିୟାଣା ଏବଂ ୟୁପିରେ ଚାଲିଛି, କିନ୍ତୁ ବର୍ତ୍ତମାନ ଆଉ ୫ଟି ରାଜ୍ୟ ଏଥିରେ ଯୋଗଦେବାକୁ ଚାହୁଁଛନ୍ତି। ଏହି...

ଇମ୍ରାନ୍‌ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ

ଇସଲାମାବାଦ,୩୧।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ତୋଶାଖାନା ମାମଲାରେ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟଙ୍କ ପତ୍ନୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବୁଧବାର ସକାଳେ ନ୍ୟୁଜ...

ଏଲନ ମସ୍କଙ୍କୁ ଝଟକା, ନିଜ କମ୍ପାନୀ ଠାରୁ ନେଇପାରିବେନି ଏତେ ଟଙ୍କା

ଓ୍ବାଶିଂଟନ,୩୧।୧: ଆମେରିକାର ଏକ ଅଦାଲତ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। କୋର୍ଟ ମସ୍କଙ୍କୁ ତାଙ୍କର ବୈଦ୍ୟୁତିକ ଯାନ କମ୍ପାନୀ ଟେସଲା ଠାରୁ ମିଳିବାକୁ ଥିବା ହଜାର ହଜାର କୋଟି ଟଙ୍କାର ବିପୁଳ...

ଭାରତକୁ କ୍ଷମା ମାଗନ୍ତୁ ମାଳଦ୍ୱୀପ ରାଷ୍ଟ୍ରପତି

ମାଲେ,୩୧।୧: ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ ଭାରତ ଓ ଏହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବେ କ୍ଷମା ମାଗନ୍ତୁ ବୋଲି ଜୁମହୁରି ପାର୍ଟି ନେତା ଗାସୁଇମ୍‌ ଇବ୍ରାହିମ୍‌ ଦାବି କରିଛନ୍ତି। ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ...

ମାଡାମ ତୁସାଦ୍‌ରେ ରାମଦେବଙ୍କ ମହମ ମୂର୍ତ୍ତି

ନ୍ୟୁୟର୍କ,୩୧।୧: ନ୍ୟୁୟର୍କସ୍ଥିତ ମାଡାମ ତୁସାଦ୍‌ ମ୍ୟୁଜିୟମରେ ଯୋଗଗୁରୁ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ଦିଲ୍ଲୀରେ ବାବା ରାମଦେବଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ତାଙ୍କର ବୃକ୍ଷାସନ ମୁଦ୍ରାର ଉକ୍ତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା। ଏହା କେବଳ ତାଙ୍କୁ...

ଲୋକପ୍ରିୟ ‘ମୋନାଲିସା’ ପେଣ୍ଟିଂ ଉପରେ ସୁପ୍‌ ଫିଙ୍ଗିଦେଲେ ମହିଳା, ଆଉ ତା’ପରେ…

ପ୍ୟାରିସ,୩୦।୧: ଦୁନିଆର ସବୁଠାରୁ ଲୋକପ୍ରିୟ ପେଣ୍ଟିଂ ଲିଓନାର୍ଡ ଦା ଭିନସିଙ୍କ ମୋନାଲିସା ସବୁଠି ପରିଚିତ। ଏହି ପେଣ୍ଟିଂ ପ୍ୟାରିସର ମ୍ୟୁଜିୟମରେ କଡା ସୁରକ୍ଷା ବଳୟରେ ରହିଛି। କିନ୍ତୁ ନିକଟରେ କିଛି ମହିଳା ଏହି ପେଣ୍ଟିଂ ଉପରେ ସୁପ୍‌ ପକାଇ ଦେଇଥିଲେ।...

ଏବେ ହାତ ନୁହେଁ ବ୍ରେନ ନିର୍ଦ୍ଦେଶରେ ଚାଲିବ ଫୋନ ଆଉ କମ୍ପ୍ୟୁଟର: ବ୍ରେନରେ ଚିପ ପ୍ରତିରୋପଣ ହୋଇଛି ସଫଳ, କହିଲେ ଏଲନ ମସ୍କ…

ଓ୍ବାଶିଂଟନ,୩୦।୧ : ସୋସିଆଲ ନେଟୱାର୍କିଂ ସାଇଟ ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କଙ୍କର ବ୍ରେନ ଚିପ କମ୍ପାନୀ ନ୍ୟୁରୋଲିଙ୍କ ମଣିଷଙ୍କ ମସ୍ତିଷ୍କରେ ଚିପ ଲଗାଇବା ନେଇ ଘୋଷଣା କରିଛି। ଏଲନ ମସ୍କ ଖୋଲାଖୋଲି ଭାବରେ ଏହି ମାନବ ପରୀକ୍ଷା ସମାପ୍ତ ହୋଇଥିବା...

ମୃତ୍ୟୁ ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛି: କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି, ସୋସିଆଲ ମିଡ଼ିଆରେ ଭାଇରାଲ…

ଲଣ୍ଡନ,୩୦।୧ : ମରିବା ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛିରେ ମୋ ଧନ। ଏହା ହେଉଛି ଚଣେ କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି। ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ...

ଡକାୟତଙ୍କୁ ଡାକିଲେ, ବନ୍ଧୁକ ଦେଖାଇଲେ… ମହିଳାଙ୍କୁ କଲେ ପ୍ରପୋଜ୍‌, ଭିଡିଓ ଭାଇରାଲ

ଲୋକ ଭାଇରାଲ ହେବାକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ କରି ଭାଇରାଲ ହେଉଛନ୍ତି। ସେଥିରେ ଜଣେ ଲଭବାର୍ଡଙ୍କର ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ଆପଣ ହସି ହସି ବେଦମ୍‌ ହୋଇଯିବେ। କିଛି ଲୋକ ନିଜ ପ୍ରେମିକ...

କିଙ୍ଗ୍‌ ପେଙ୍ଗୁଇନ ମୃତ୍ୟୁ ଘଟଣା: ବାର୍ଡ ଫ୍ଲୁ ନେଇ ଚେତାବନୀ ଦେଲେ ବୈଜ୍ଞାନିକ…

ଓ୍ବାଶିଂଟନ,୩୦।୧ : ଆଣ୍ଟାର୍କଟିକା ଅଞ୍ଚଳରେ ଅବସ୍ଥିତ ଦକ୍ଷିଣ ଜର୍ଜିଆ ଦ୍ୱୀପରେ ଏକ କିଙ୍ଗ୍‌ ପେଙ୍ଗୁଇନର ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଯୋଗୁ ପେଙ୍ଗୁଇନା ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ଯଦି ଏହା ନିଶ୍ଚିତ ହୁଏ, ତେବେ ଏହା...

ନକଲି ନୋଟ ଆତଙ୍କ: ନୂଆ କରେନ୍ସି ନୋଟ ଜାରି କରିବ ପାକିସ୍ତାନ…

ଇସଲାମାବାଦ,୩୦।୧ : ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ଏବଂ ସରକାରୀ ନୀତି ଯୋଗୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ନୂଆ କରେନ୍ସି ନୋଟ ଜାରି କରିବ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ପାକିସ୍ତାନ ଘୋଷଣା କରିଛି ଶୀଘ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri