ଅନ୍ତର୍ଜାତୀୟ

ବୁଶରା ବିବିଙ୍କ ମେଡିକାଲ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କଲେ ଇମ୍ରାନଙ୍କ ଭଉଣୀ

ଇସଲାମାବାଦ,୨୦।୨: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଭଉଣୀ ତାଙ୍କ ପତ୍ନୀ ବୁଶରା ବିବିଙ୍କ ମେଡିକାଲ ଯାଞ୍ଚ ପାଇଁ ଦାବି କରି ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଖାଁଙ୍କ ପାକିସ୍ତାନ...

ଭାରତର ସହୃଦୟତା, ଭୋକିଲାଙ୍କ ପାଇଁ ଆଇବିଏସଏକୁ ୧୦ ଲକ୍ଷ ଡଲାର ଫଣ୍ଡ ଦେଲା ସହାୟତା

ନୂଆଦିଲ୍ଲୀ,୨୦।୨: ଭାରତ ଏପରି ଏକ ଦେଶ ଯିଏ କାହାକୁ ସାହାଯ୍ୟ କରିବାକୁ କେବେ ବି ପଛଘୁଞ୍ଚା ଦିଏ ନାହିଁ। ସେ ସବୁବେଳେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଏହି କ୍ରମରେ ସେ ଦାରିଦ୍ର ତଥା କ୍ଷୁଧା ମୁକାବିଲା...

କିମ୍‌ଙ୍କୁ ଦାମୀ ଉପହାର ଦେଲେ ପୁଟିନ୍‌

ମସ୍କୋ,୨୦।୨: ରୁଷିଆର ରାଷ୍ଟ୍ରପତି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ ଉନଙ୍କୁ ରୁଷିଆରେ ନିର୍ମିତ କାର୍‌ ଉପହାର ଦେଇଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପୁଟିନ କେଉଁ କାର ପଠାଇଛନ୍ତି ଏବଂ ଏହାକୁ ଉତ୍ତର...

ମୋ ଭୁଲ୍‌ ପାଇଁ ମୋତେ ମୃତ୍ୟୁଦଣ୍ଡ ଦିଆଯାଉ: କାହିଁକି ଏମିତି କହିଲେ ପାକିସ୍ତାନ ନିର୍ବାଚନ କମିଶନର

ଇସଲାମାବାଦ୍‌,୨୦।୨: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ପରେ ସରକାର ଗଠନକୁ ନେଇ ତିକ୍ତତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜେଲରେ ଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନିର୍ବାଚନରେ ଘୋଟାଲା ଅଭିଯୋଗ କରିଛି। ରାୱଲପିଣ୍ଡି...

ପୂରା ସହର କିଣିଦେଲେ ଏହି ଅରବପତି: ସ୍ଥାନୀୟ ଲୋକଙ୍କ ଭୟ ବଢିଲା

ନୂଆଦିଲ୍ଲୀ,୨୦।୨:କାଲିଫର୍ନିଆରେ କାର୍ମେଲ ନାମକ ଏକ ସହର ଅଛି। ଏହି ସହର ଏତେ ସୁନ୍ଦର ଯେ ହଲିଉଡ ତାରକା ବ୍ରାଡ ପିଟଙ୍କ ସମେତ ଅନେକ ସେଲିବ୍ରିଟି ଛୁଟିଦିନ ପାଇଁ ଏଠାକୁ ଆସନ୍ତି।ଏହି ସହରଟି ଡେଷ୍ଟିନେସନ ଅଫ ଦି ମୋମେଣ୍ଟ ଭାବରେ ମଧ୍ୟ...

୧୭ ଥର ଗର୍ଭବତୀ ଥିବା କହି ଲକ୍ଷ ଲକ୍ଷ ଟଙ୍କା ପାଉଥିଲେ ସରକାରୀ ଲାଭ, ସତ ଜଣାପଡିଲା ପରେ…

ରୋମ,୧୯।୨: ଇଟାଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ମାତୃତ୍ୱ ସୁବିଧା ପାଇବା ପାଇଁ ପାଞ୍ଚଟି ସନ୍ତାନ ଏବଂ ୧୨ଟି ଗର୍ଭପାତ କରାଇଥିବା ମିଥ୍ୟା ଦାବି କରିଛନ୍ତି। ଏହି ଜାଲିଆତି ସାମ୍ନାକୁ ଆସିବା ପରେ ମହିଳା...

ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ

କାବୁଲ,୧୯।୨: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲାରେ ଭୂସ୍ଖଳନ ହେତୁ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ...

ମସ୍କଙ୍କୁ ନିଜ ନାଁ ବଦଳାଇବାକୁ ପରାମର୍ଶ ଦେଲେ ଏହି କୋଟିପତି, ଜାଣନ୍ତୁ କାହିଁକି…

ନୁୟର୍କ,୧୯।୨: ୱାନପ୍ଲସର ସହ-ପ୍ରତିଷ୍ଠାତା ତଥା ନଥିଙ୍ଗ୍‌ର ସିଇଓ କାର୍ଲ ପେଇ ଟେସଲା ସିଇଓ ଏଲନ ମସ୍କଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଲ ପେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଯଦି ମସ୍କ ଭାରତରେ ଟେସଲା କାରଖାନା ସ୍ଥାପନ କରିବାକୁ ଚାହୁଁଛନ୍ତି, ତେବେ...

ପାକିସ୍ତାନର ଅର୍ଥନୀତି ଠାରୁ ବଡ଼ ଟାଟା ଗ୍ରୁପର ବଜାର ମୂଲ୍ୟ: ରିପୋର୍ଟ

ନୂଆଦିଲ୍ଲୀ,୧୯।୨: ଟାଟା ଗ୍ରୁପ୍ କମ୍ପାନୀଗୁଡିକର ମିଳିତ ବଜାର ମୂଲ୍ୟ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି) କୁ ଅତିକ୍ରମ କରିଛି। ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ଲୁଣ-ଟୁ-ସଫ୍ଟୱେର୍ କମ୍ପାନୀ ମାଧ୍ୟମରେ ଭାରତର ସବୁ ଘରେ ପହଞ୍ଚିଥିବା ଟାଟା ଗ୍ରୁପ୍ ବଜାର...

ଟଏଲେଟ ଭାଙ୍ଗି ଆଟେଣ୍ଡାଣ୍ଟଙ୍କୁ ପିଟିଲେ ବିମାନ ଯାତ୍ରୀ, ଭିଡ଼ିଓ ଭାଇରାଲ…

ଲଣ୍ଡନ,୧୯।୨ : ବ୍ୟାଙ୍କକରୁ ହିଥ୍ରୋ ଅଭିମୁଖେ ଯାଉଥିବା ଏକ ଥାଇ ଏୟାରୱେଜ ବିମାନରେ ଟଏଲେଟ ଭାଙ୍ଗିବା ପରେ ଜଣେ ଯାତ୍ରୀ ଏୟାର ଷ୍ଟିୱାର୍ଡ (ବିମାନ କର୍ମଚାରୀ)ଙ୍କୁ ପିଟିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା...

ଦୁଇ ଜନଜାତି ମଧ୍ୟରେ ସଂଘର୍ଷ: ୬୪ ଜଣଙ୍କ ନରସଂହାର…

ପୋର୍ଟ ମୋର୍ସବେ,୧୯।୨ : ପାପୁଆ ନ୍ୟୁ ଗିନିରେ ଦୁଇ ଜନଜାତି ହିଂସାରେ ନରସଂହାରର ରୂପ ନେଇଛି। ଏଥିରେ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିସହ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପ୍ରକାରର ବିବୃତ୍ତି...

ୟୁକ୍ରେନର ଅବଦିଭକା ସହରକୁ ଦଖଲ କଲେ ରୁଷିଆ ସୈନ୍ୟ, ପୁଟିନ କଲେ ପ୍ରଶଂସା…

ମସ୍କୋ/କିଭ,୧୯।୨ : ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ କହିଛନ୍ତି ରୁଷିଆ ସୈନ୍ୟ ୟୁକ୍ରେନର ଅବଦିଭକା ସହରକୁ ସମ୍ପୂର୍ଣ୍ଣ ଭାବେ ନିଜ ଦଖଲକୁ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଲେଫ୍ଟନାଣ୍ଟ ଜେନେରାଲ ଆଣ୍ଡ୍ରେ ମର୍ଡଭିଚେଭଙ୍କ ନେତୃତ୍ୱରେ ସୈନ୍ୟମାନେ ଏହି ସଫଳତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri