ଅନ୍ତର୍ଜାତୀୟ

ଆମେରିକା ଓ ଅନ୍ୟଦେଶ ପରି ବାରମ୍ବାର ଚାଇନା କାହିଁକି ଯାଆନ୍ତି ନାହିଁ Modi, ଜଣାପଡିଲା ବଡ଼ କାରଣ

ନୂଆଦିଳ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର Modi ଆମେରିକା ଏବଂ ଫ୍ରାନ୍ସ ଗସ୍ତ ପରେ ଦିଲ୍ଲୀ ଫେରି ଯାଇଛନ୍ତି। ତାଙ୍କର ଆମେରିକା ଗସ୍ତ ସମୟରେ, ମୋଦି ନବର୍ନିବାଚିତ ରାଷ୍ଟ୍ରପତି Donald Trump ଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ଅନେକ…

ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

କାଇରୋ/ଜେରୁଜେଲମ୍‌,୧୫।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍‌ ଶନିବାର ଆଉ ୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀ ମୁକ୍ତ ହୋଇଥିବା ବେଳେ ଇସ୍ରାଏଲ୍‌ ମଧ୍ୟ ୩୬୯ ଜଣ ପାଲେଷ୍ଟିନୀୟ ବନ୍ଦୀ ଏବଂ ଅଟକଙ୍କୁ ମୁକ୍ତ କରିବା…

୨୮ ବର୍ଷ ପରେ ମିଳିଲା ପାପର ସଜା! କରିଥିଲେ ଏମିତି ଅପରାଧ ଶୁଣିଲେ ଲୋମ ଟାଙ୍କୁରି ଉଠିବ

ଫ୍ଲୋରିଡା,୧୫।୨: ୧୯୯୭ ମସିହାରେ ଏକ ଦମ୍ପତିଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଫ୍ଲୋରିଡାର ଜଣେ ୬୪ ବର୍ଷୀୟ ବ୍ୟକ୍ତି ଜେମ୍ସ ଡେନିସ ଫୋର୍ଡଙ୍କୁ ଗୁରୁବାର ଦିନ ଫାଶୀ ଦିଆଯାଇଥିଲା। ଏହା ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଫାଶୀ…

‘ଟ୍ରମ୍ପଙ୍କୁ କେମିତି ଡିଲ କରିବା ଦରକାର, ବିଶ୍ୱର ସବୁ ନେତା ଶିଖିବା ଉଚିତ,’ଆମେରିକା ମିଡିଆ କହିଲା ମୋଦିଙ୍କ ସହ ବୈଠକ…

ଓ୍ବାଶିଂଟନ,୧୫।୨: ଆମେରିକୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୱାଶିଂଟନ ଗସ୍ତକୁ ଉଚ୍ଚ ପ୍ରଶଂସା କରାଯାଉଛି। ଦୁଇ ଦିନିଆ ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଦୁଇ ନେତା ପ୍ରତିରକ୍ଷା,…

ହମାସକୁ ଧମକ ଦେଲେ ଟ୍ରମ୍ପ, ବନ୍ଧକଙ୍କୁ ନ ଛାଡିଲେ ଭୋଗିବାକୁ ପଡିବ ପରିଣାମ

ଓ୍ବାଶିଂଟନ,୧୫।୨: ଗାଜାରେ ହମାସ ଦ୍ୱାରା ବନ୍ଧକଙ୍କୁ ମୁକ୍ତ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଶୁକ୍ରବାର କହିଥିଲେ ଯେ ଯଦି ସମସ୍ତ ବନ୍ଧକଙ୍କୁ ଶନିବାର (ଫେବୃଆରୀ ୧୫) ଅପରାହ୍ନ (ସ୍ଥାନୀୟ ସମୟ) ସୁଦ୍ଧା…

ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଲେ ଟ୍ରମ୍ପ୍‌, ଜାଣନ୍ତୁ କାହିିଁକି…

ଓ୍ବାଶିଂଟନ,୧୫।୨ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ୍‌ ମିଳିତ ପ୍ରେସ୍‌ କନ୍‌ଫରେନ୍ସକୁ ସମ୍ବୋଧିତ କରୁଥିବାବେଳେ ଜଣେ ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଥିଲେ। ଆମେରିକାରେ ଭାରତ ବିରୋଧୀ କାର୍ଯ୍ୟକଳାପ ନେଇ ଖବରଦାତା ଜଣକ ଟ୍ରମ୍ପ୍‌ଙ୍କୁ ପ୍ରଶ୍ନ କରିଥିଲେ। ଏଠାରେ ଭାରତ ବିରୋଧୀ…

ମସ୍କଙ୍କ ମାଲିକାନା ପରେ ଏକ୍ସରେ ଘୃଣା ମନ୍ତବ୍ୟ ୫୦% ବଢ଼ିଛି

ଓ୍ବାଶିଂଟନ,୧୫।୨: ଆମେରିକୀୟ ବିଲିୟନେୟାର ଏଲନ୍‌ ମସ୍କ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’କୁ କିଣିବା ପରେ ଏହି ପ୍ଲାଟ୍‌ଫର୍ମରେ ଘୃଣା ମନ୍ତବ୍ୟ ପୂର୍ବାପେକ୍ଷା ୫୦ ପ୍ରତିଶତ ବଢ଼ିଥିବା ଏକ ନୂଆ ବିଶ୍ଳେଷଣରେ ଦର୍ଶାଯାଇଛି। ବର୍କେଲସ୍ଥିତ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ଗବେଷକମାନେ ମଧ୍ୟ ୨୦୨୩…

ବିଶ୍ୱର ଧନି ବ୍ୟକ୍ତିଙ୍କୁ ଲାଗିଲା ଜବରଦସ୍ତ ଝଟକା

ଓ୍ବାଶିଂଟନ,୧୫।୨: ଓପନଏଆଇ୯୭.୪ବିଲିୟନ ଡଲାରରେ କମ୍ପାନୀ କିଣିବା ପାଇଁ ଏଲୋନ ମସ୍କ ଦେଇଥିବା ଅଫରକୁ ପ୍ରତ୍ୟାଖ୍ୟାନ କରିଛ। OpenAI ସାମ ଆଲ୍ଟମ୍ୟାନ ଦ୍ୱାରା ପରିଚାଳିତ । ଓପନଏଆଇର ବୋର୍ଡ ଅଧ୍ୟକ୍ଷ ବ୍ରେଟ ଟେଲର କହିଛନ୍ତି ଯେ ମସ୍କଙ୍କ ପ୍ରସ୍ତାବ କେବଳ ତାଙ୍କ ପ୍ରତିଯୋଗୀଙ୍କୁ…

ଛାଡପତ୍ର ଗୁଜବରେ ବ୍ରେକ ଲଗାଇଲେ ଓବାମା! ଭାଲେଣ୍ଟାଇନ ଡେ’ରେ ମିଶେଲଙ୍କ ପାଇଁ ପୋଷ୍ଟ କଲେ…

ଓ୍ବାଶିଂଟନ,୧୫।୨: ଛାଡପତ୍ରର ଗୁଜବ ତଥା ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଶୁକ୍ରବାର (ଫେବୃଆରୀ ୧୪) ଭାଲେଣ୍ଟାଇନ୍ସ ଡେରେ ତାଙ୍କ ପତ୍ନୀ ମିସେଲ ଓବାମାଙ୍କ ସହ ନିଆଯାଇଥିବା ସେଲଫି ପୋଷ୍ଟ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି…

ଆକ୍ସନ ମୋଡ୍‌ରେ ଟ୍ରମ୍ପ-ମସ୍କ: ୧୦ ହଜାର ଲୋକଙ୍କ ଚାକିରି ଗଲା

ଓ୍ବାଶିଂଟନ୍‌,୧୫।୨:ଆମେରିକାରେ କ୍ଷମତା ଗ୍ରହଣ କରିବା ପରେ, ରାଷ୍ଟ୍ରପତି ଟ୍ରମ୍ପ ଏପର୍ଯ୍ୟନ୍ତ ଅନେକ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଏବଂ ଶିଳ୍ପପତି ଏଲନ ମସ୍କ ଏବେ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦେଶରେ ୧୦ ହଜାର ଲୋକଙ୍କୁ ଚାକିରିରୁ…

ମୋଦି-ଟ୍ରମ୍ପଙ୍କ ସାକ୍ଷାତକୁ ନେଇ ଚାଇନାର ମୁଣ୍ଡବିନ୍ଧିଲା, ସିଧାସିଧା କହିଦେଲା ଏମିତି, ସାରା ବିଶ୍ୱରେ ଚର୍ଚ୍ଚା

ବେଜିଂ/ନୂଆଦିଲ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ଉପରେ ଏକ ମାପଚୁପ ପ୍ରତିକ୍ରିୟା ଦେଇଛି ବେଜିଂ। ଶୁକ୍ରବାର କହିଛି , ଦ୍ୱିପାକ୍ଷିକ ସହଯୋଗରେ ଚାଇନାକୁ ଏକ ପ୍ରସଙ୍ଗ କରାଯିବା ଉଚିତ୍‌ ନୁହେଁ ଏବଂ…

ମଦ ପ୍ରେମୀଙ୍କ ପାଇଁ ଖୁସିଖବର! ଟ୍ରମ୍ପ-ମୋଦି ନେଲେ ବଡ଼ ନିଷ୍ପତ୍ତି, ଏଣିକି…

ନୂଆଦିଲ୍ଲୀ,୧୫।୨: ହ୍‌ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିଗୁଡ଼ିକ ମଧ୍ୟରେ, ଆମେରିକାରୁ ଆମଦାନି ହେଉଥିବା ବର୍ବନ ହ୍‌ବିସ୍କି ପାଇଁ ମଧ୍ୟ ଏକ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?