ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ଟ୍ରମ୍ପ, କମଲା ହାରିସଙ୍କୁ ନେଇ କହିଲେ…
ଓ୍ବାଶିଂଟନ୍,୩୧।୮: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ କମଲା ହାରିସ ତାଙ୍କ ନୀତି ବିଷୟରେ ଖୋଲାଖୋଲି କହିଥିଲେ। ଏହି ସମୟରେ ସେ ତାଙ୍କ ନୀତିରେ ଆସିଥିବା ପରିବର୍ତ୍ତନ ଉପରେ ମଧ୍ୟ ଜବାବ ଦେଇଥିଲେ।…
ଟ୍ରମ୍ପଙ୍କ ସୁରକ୍ଷାରେ ପୁଣି ତ୍ରୁଟି? ଧସେଇ ପଶିବାକୁ ଚାହୁଁଥିଲେ ବ୍ୟକ୍ତି, ଅଟକାଇଲା ପୋଲିସ
ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାହୋଲ ରହିଛି ବେଶ ସରଗରମ। ରାଷ୍ଟ୍ରପତି ପଦ ପାଇଁ ଉଭୟ ପ୍ରାର୍ଥୀ – ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ରାଲିରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ, ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ ଶୁକ୍ରବାର…
ଶେଖ ହସିନାଙ୍କୁ ବାଂଲାଦେଶ ପଠାଇବ ଭାରତ! ଜାଣନ୍ତୁ କ’ଣ କହିଲା ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୩୧।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶରୁ କୌଣସି ସମ୍ଭାବ୍ୟ ଦାବି ସମ୍ପର୍କରେ ବିସ୍ତୃତ ଭାବେ କହିବାକୁ ଭାରତ ମନା କରିଦେଇଛି। ତେବେ ପଡୋଶୀ ଦେଶରେ ଅଶାନ୍ତି ହେତୁ ବିକାଶ ପ୍ରକଳ୍ପର କାର୍ଯ୍ୟ ବନ୍ଦ ହୋଇଯାଇଥିବା ଭାରତ…
ଏଲୋନ ମସ୍କଙ୍କୁ ବୁଦ୍ଧି ଶିଖାଇଲେ ବ୍ରାଜିଲ ଜଜ
ବ୍ରାସିଲିଆ,୩୧।୮: ବିଶ୍ୱର ସବୁଠୁ ବଡ ବିଲିୟନେୟାର ଏଲୋନ ମସ୍କ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି। ଘଟଣାହେଲା ବ୍ରାଜିଲ ସୁପ୍ରିମକୋର୍ଟର ବିଚାରପତି ବ୍ରାଜିଲରେ ଟେକ ବିଲିୟନେୟାରର ସୋସିଆଲ ମିଡିଆ ଜଏଣ୍ଟ ଏକ୍ସକୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ନିଆଯାଇଥିବା ଏହି ପଦକ୍ଷେପ…
ପାକିସ୍ତାନରେ ପ୍ରବଳ ବର୍ଷା: ଭୂସ୍ଖଳନରେ ପରିବାରର ୧୨ ମୃତ
ପେଶାଓ୍ବର,୩୦ା୮: ପାକିସ୍ତାନର ଉତ୍ତରପଶ୍ଚିମାଞ୍ଚଳରେ ଶୁକ୍ରବାର ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ଗୋଟିଏ ଘର ଭୁଶୁଡ଼ି ପଡ଼ିଛି। ଫଳରେ ପରିବାରର ୯ ପିଲାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶର ଅପର ଡିର୍ ଜିଲାରେ ଏହି ଦୁଃଖଦ…
ଜାପାନରେ ସ୍ଥଳଭାଗ ଛୁଇଁଲା ବାତ୍ୟା: ୧୮୦ କିଲୋମିଟର ବେଗରେ ବହିଲା ପବନ
ଫୁକୁଓକା,୩୦ା୮: ଜାପାନରେ ଶାନ୍ଶାନ୍ ବାତ୍ୟା ପ୍ରଭାବରେ ଗୁରୁବାର ରାତିରୁ ଲଗାଣ ବର୍ଷା ଓ ପବନ ଲାଗି ରହିଛି। ଫଳରେ କେତେକ ସ୍ଥାନରେ ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ହେବା ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ପରିବହନ ଓ…
ଝିଅକୁ ବିବାହ କରିବାକୁ ଚାହୁଁଥିଲେ ବ୍ୟକ୍ତି, ଶେଷ ଲକ୍ଷ୍ୟ ଥିଲା ସ୍ତ୍ରୀଙ୍କୁ ହତ୍ୟା
ଓ୍ବାଶିଂଟନ,୩୦।୮: ଆମେରିକାର ଇଣ୍ଡିଆନାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସାବତ ଝିଇକୁ ବିବାହ କରିବାକୁ ଚାହୁଁଥିଲେ, ଏଥିପାଇଁ ସେ ତାଙ୍କ ସ୍ତ୍ରଙ୍କୁ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, କାରଣ ସେ…
ପୋଲିଓ ଟିକାକରଣ ପାଇଁ ବନ୍ଦ ରହିବ ଯୁଦ୍ଧ
ଜେରୁଜେଲମ,୩୦।୮: ଇସ୍ରାଏଲ ଗାଜାର ଓ୍ବେଷ୍ଟ ବ୍ୟାଙ୍କରେ ଲଗାତାର ସାମରିକ ଅପରେସନ ଜାରି ରଖିଛି, ଦୁଇ ଦିନରେ ପ୍ରାୟ ୧୬ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରେ ପାଲେଷ୍ଟାଇନ ଇସଲାମିକ ଜିହାଦର ସାମରିକ ଗୁପ୍ତଚର କମାଣ୍ଡରମାନଙ୍କ ମଧ୍ୟରୁ ଓସାମା ଗଦାଲ୍ଲା ସାମିଲ ରହିଥିଲେ।…
ଶେଖ ହାସିନା ଦେଶ ଛାଡି ଯିବା ପରେ ବାଂଲାଦେଶ ହେଲା ମାଲାମାଲ, ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ୟୁନୁସ ସରକାର
ଢାକା,୩୦।୮: ବାଂଲାଦେଶରେ ବ୍ୟାପକ ବିରୋଧ ପରେ ଶେଖ ହାସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡି ପଳାଇବାକୁ ପଡିଲା। ଏହା ପରେ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେଲା। ୟୁନୁସ ସରକାର ଗଠନ ହେବା ମାତ୍ରେ ପଡୋଶୀ ଦେଶରେ ଯେପରି ଏକ…
ବିନା କଣ୍ଡମରେ ଯୌନ ସମ୍ପର୍କ ରଖିବାକୁ ନେଇ ଆସିଲା ବଡ଼ ଖବର: ଡବ୍ଲ୍ୟୁଏଚ୍ଓ ଦେଲା ଏହି ଚେତାବନୀ
ଜେନେଭା,୩୦।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ନୂଆ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯୁବତୀଯୁବକମାନଙ୍କ ମଧ୍ୟରେ କଣ୍ଡମ ଏବଂ ଗର୍ଭନିରୋଧକ ଔଷଧର ବ୍ୟବହାର ହ୍ରାସ ପାଉଛି, ଯାହା ଚିନ୍ତାର ବିଷୟ ବୋଲି ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟରେ…
କୋଲକାତା କାଣ୍ଡ ଉପରେ ସୋସିଆଲ ମିଡିଆରେ କବିତା ଶେୟାର କରିବା ପାକିସ୍ତାନୀ ମହିଳା ବ୍ଲଗର୍ଙ୍କୁ ପଡ଼ିଲା ମହଙ୍ଗା
ନୂଆଦିଲ୍ଲୀ ,୩୦।୮: କୋଲକାତା ବଳାତ୍କାର ମାମଲା ପରେ ପାକିସ୍ତାନୀ ମହିଳା ବ୍ଲଗର୍ ସୋସିଆଲ ମିଡିଆରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ କବିତା ଲେଖିବା ମହଙ୍ଗା ପଡିଛି। ନିନ୍ଦା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଦଖଲ କରିଥିବା କଶ୍ମୀର ପିଓକେରେ…
ପାଣିପାଗ ପରିବର୍ତ୍ତନର ଆଉ ଏକ ରୂପ, ଆମେରିକାରେ ଭିଷଣ ଗରମ, ଆଲର୍ଟ ଜାରି
ଲସ ଆଞ୍ଜେଲସ,୩୦।୮: ଚଳିତ ସପ୍ତାହରେ ପ୍ରବଳ ଉତ୍ତାପ ଯୋଗୁଁ ଆମେରିକାର ମଧ୍ୟ-ପଶ୍ଚିମ ରାଜ୍ୟଗୁଡିକରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ପ୍ରବଲ ଗରମକୁ ଦୃଷ୍ଟିରେ ରଖି ୬୦ ମିଲିୟନରୁ ଅଧିକ ଲୋକଙ୍କ ପାଇଁ ଆମେରିକାର ଜାତୀୟ ପାଣିପାଗ ସେବା ଏକ ସତର୍କ ସୂଚନା ଜାରି…
Archives


