ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…
ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍ ଓ୍ବିଲ୍ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍ଲାଇନର ମହାକାଶଯାନ ସୁନୀତା ଏବଂ ବୁଚ୍ଙ୍କୁ ମହାକାଶକୁ ନେଇଥିଲା। ଏହା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟ…
ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର
ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।…
ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ
ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ ସହିତ ୱାଶିଂଟନ ପାରସ୍ପରିକ ସଂଯମତାର ଭାବନା ହରାଉଛି। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପ୍ରସଙ୍ଗରେ ଆମେରିକା…
ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍’
ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏଲୋନ ମସ୍କ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି। କିଛି ଦିନ ପୂର୍ବରୁ…
ପାକିସ୍ତାନରେ କେତେ ଆତଙ୍କୀ ରହୁଛନ୍ତି ପାକ୍ ସେନା ନିଜେ କଲା ଖୁଲାସା, କହିଲା ପ୍ରତ୍ୟେକ କୋଣ ଅନୁକୋଣରେ…
ଇସଲାମାବାଦ,୬ା୯: ଭାରତରେ ଆତଙ୍କବାଦ ସୃଷ୍ଟି କରୁଥିବା ପାକିସ୍ତାନ ସବୁବେଳେ ଅସ୍ବୀକାର କରେ ଯେ, ଆତଙ୍କବାଦୀଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। କିନ୍ତୁ ବର୍ତ୍ତମାନ ଏହାର ଚେହେରା ପ୍ରକାଶ ପାଇଛି। ପାକିସ୍ତାନ ସେନା ନିଜେ ଏହା ପ୍ରକାଶ କରିଛି। ସେନା କହିଛି…
ଟ୍ରମ୍ପ ନା କମଲା ହାରିସ: କାହାକୁ ସମର୍ଥନ ଘୋଷଣା କଲେ ପୁଟିନ୍: ଜାଣନ୍ତୁ
ମସ୍କୋ,୬ା୯:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ଡେମୋକ୍ରାଟିକ୍ ପ୍ରାର୍ଥିତ୍ୱକୁ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସମର୍ଥନ କରିଛନ୍ତି। ଆମେରିକାର ଆଟର୍ନି ଜେନେରାଲ ମେରିକ୍ ଗାର୍ଲାଣ୍ଡ ବୁଧବାର କହିଥିଲେ, ‘ଆମ ଦେଶର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ…
ଶେଖ ହାସିନାଙ୍କ ପାଇଁ ଖରାପ ହେଉଛି କି ସମ୍ପର୍କ! ଭାରତକୁ ଏମିତି କଡ଼ା କଥା କହିଦେଲେ ୟୁନୁସ୍ ସରକାର
ଢାକା,୬।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ଭାରତ ସହ ସମ୍ପର୍କ ବିଷୟରେ କହିଛନ୍ତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀ ଅନୁଭବ କରୁଛି ଯେ ଶେଖ ହାସିନା ଯଦି ନ ରହିବେ, ତେବେ ଆମେ ବାଂଲାଦେଶକୁ ଆଫଗାନିସ୍ତାନରେ…
ମୋଦିଙ୍କ ଏହି ଗୋଟିଏ ନିଷ୍ପତ୍ତିରେ ଜିନପିଙ୍ଗଙ୍କ ବାହାରିଲା ଝାଳ, ଦୌଡି ଦୌଡି ଗଲେ…
ବେଜିଂ,୬।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଘୋଷଣା କରିଛନ୍ତି ସେ ଆସନ୍ତା ତିନି ବର୍ଷ ମଧ୍ୟରେ ଆଫ୍ରିକୀୟ ଦେଶମାନଙ୍କୁ ୫୦ ବିଲିୟନ ଡଲାରରୁ ଅଧିକ ଋଣ ଦେବାକୁ ଯାଉଛନ୍ତି। ସେଠାରେ ବିପୁଳ ପରିମାଣର ବିନିଯୋଗ କରିବେ । ଜିନପିଙ୍ଗ ଦାବି…
ମିଶେଲ ବାର୍ନିୟଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ମାଁକର
ପ୍ୟାରିସ୍,୫ା୯ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାଁକର ଗୁରୁବାର ୟୁରୋପୀୟ ସଂଘର ପୂର୍ବତନ ବ୍ରେକ୍ଜିଟ୍ ମଧ୍ୟସ୍ଥ ମିଶେଲ ବାର୍ନିୟରଙ୍କୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ୟୁରୋପିଆନ୍ ୟୁନିୟନରୁ ବ୍ରିଟେନ୍ ବାହାରିଯିବା ପାଇଁ ଚାହିଁବାରୁ ସଂଘ ତରଫରୁ ୭୩ ବର୍ଷୀୟ ମିଶେଲ ୨୦୧୬ରୁ ୨୦୨୧…
ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା, ଦେଖନ୍ତୁ ଭିଡିଓ
ଜେରୁଜେଲମ,୫।୯: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଜର୍ମାନୀ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା ହୋଇଛି। ମ୍ୟୁନିଚ ସହରରେ ଅବସ୍ଥିତ ଦୂତାବାସ ବାହାରେ ଜଣେ ସୁଟର ଆଖିବୁଜା ଗୁଳି ଚଳାଇଥିଲା। ଯେଉଁଥିପାଇଁ ସେଠରେ…
ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥି ହୋଇପାରନ୍ତି ୩ ଦେଶ, ଶାନ୍ତି ବାର୍ତ୍ତାକୁ ନେଇ ପୁଟିନଙ୍କ ବଡ ଘୋଷଣା
ମସ୍କୋ,୫।୯: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ପାଇଁ ଭାରତ ଖୁବ ଚେଷ୍ଟା ଚଳାଇଛି। ପରସ୍ପର ମଧ୍ୟରେ ବାର୍ତ୍ତାଳାପ ମାଧ୍ୟମରେ ଏହି ଯୁଦ୍ଧ ଶେଷ ହେଉ ବୋଲି ଭାରତ ଚାହୁଁଛି। ଏଥିପାଇଁ ଭାରତ ଉଭୟ ରୁଷିଆ ଏବଂ ୟୁକ୍ରେନ ସହ କଥା ହୋଇଛି।…
ଗୋଟିଏ ଝଟ୍କାରେ ଧ୍ୱଂସ ହୋଇଯାଇଥାନ୍ତା ସାରା ବିଶ୍ୱ: ଏ ହେଉଛି ସବୁଠାରୁ ବିପଦପୂର୍ଣ୍ଣ ନ୍ୟୁକ୍ଲିୟର୍ ଟେଷ୍ଟ
ଦୁନିଆରେ ଅନେକ ଘଟଣା ଘଟିଛି, ଯାହା କେବଳ ସେହି ସମୟ ପାଇଁ ନୁହେଁ ବରଂ ଆଗାମୀ ସମୟ ମଧ୍ୟ ବଦଳାଇ ଦେଇଛି। ୧୯୬୧ରେ ସୋଭିଏତ୍ ୟୁନିଅନ ଦ୍ୱାରା ପରିଚାଳିତ ସାର୍ ବମ୍ବା (Tsar Bomba) ପରୀକ୍ଷା ସହିତ ଏହିପରି ଗୋଟିଏ ଘଟଣା…
Archives


