ଅନ୍ତର୍ଜାତୀୟ

୪.୫ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ନେପାଳ

କାଠମାଣ୍ଡୁ,୨୭।୩: ନେପାଳର ଉତ୍ତର-ପଶ୍ଚିମ ହୁମଲା ଜିଲାରେ ବୁଧବାର ସାରେ ଏକ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିଯୋଗୁ କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ। ଜାତୀୟ ଭୂମିକମ୍ପ ମନିଟରିଂ ଏବଂ ଗବେଷଣା କେନ୍ଦ୍ର ଅନୁଯାୟୀ, ସା୭.୪୪ ସମୟରେ ୪.୫ ତୀବ୍ରତାର ଏକ…

ୟୁନୁସଙ୍କ ଅପେକ୍ଷାର ଅନ୍ତ, ଚିଠି ଲେଖିଲେ ମୋଦି, ହୋଇଗଲା ବଡ଼ ଡିଲ୍‌!

ଢାକା,୨୭।୩: ବାଂଲାଦେଶର ଆନ୍ତରୀଣ ସରକାର ମହମ୍ମଦ ୟୁନୁସ ଗତ କିଛି ଦିନ ଧରି ଭାରତକୁ ଅପେକ୍ଷା କରିଛନ୍ତି। ୟୁନୁସ ଜାଣନ୍ତି ଯେ ଭାରତ ସହିତ ତାଙ୍କର ସମ୍ପର୍କ ନଷ୍ଟ କରି ସେ ଅଧିକ ଦିନ ତିଷ୍ଠିପାରିବେ ନାହିଁ। ଏହି କାରଣରୁ ସେ…

ର’କୁ ନିଷିଦ୍ଧ ଘୋଷଣା ସୁପାରିସ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୭ା୩: ଭାରତରେ ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ ହେବାରେ ଲାଗିଛି। ସଂଖ୍ୟାଲଘୁମାନେ ଭେଦଭାବପୂର୍ଣ୍ଣ ବ୍ୟବହାରର ସମ୍ମୁଖୀନ ହେଉଥିବା ଦର୍ଶାଇ ଆମେରିକା ଚିନ୍ତାବ୍ୟକ୍ତ କରିଛି। ଏପରି କି ଭାରତକୁ କଣ୍ଟ୍ରି ଅଫ୍‌ ପର୍ଟିକୁଲାର କନ୍‌ସର୍ନ (ସିପିସି) ଭାବେ ଘୋଷଣା କରିବା ପାଇଁ ୟୁଏସ୍‌ କମିଶନ୍‌…

ଦକ୍ଷିଣ କୋରିଆରେ ଜଙ୍ଗଲ ନିଆଁ: ଜଳିଗଲା ୩୦୦ ଘର, ୨୪ ମୃତ

ସିଓଲ,୨୭ା୩: ଦକ୍ଷିଣ କୋରିଆର ଦକ୍ଷିଣ ଭାଗ ଜଙ୍ଗଲରେ ଲାଗିଥିବା ନିଆଁରେ ଅଦ୍ୟାବଧି ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ବନାଗ୍ନିରେ ୩୦୦ରୁ ଅଧିକ ଘର ଜଳିଯାଇଛି। ନିଆଁର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରାୟ ୨୯,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା…

ୟୁକ୍ରେନ ସୀମାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ: ରୁଷିଆନ୍ ଟିଭି ସାମ୍ବାଦିକାଙ୍କ ମୃତ୍ୟୁ

ମସ୍କୋ,୨୬।୩: ରୁଷିଆର ମୁଖ୍ୟ ସରକାରୀ ଟିଭି ଚ୍ୟାନେଲ, ‘ଚ୍ୟାନେଲ ୱାନ’ର ଜଣେ ସାମରିକ ସମ୍ବାଦିକା ୟୁକ୍ରେନ ସୀମାରେ ମାଇନ୍ ବିସ୍ଫୋରଣରେ ଜୀବନ ହରାଇଛନ୍ତି। ଏହି ଘଟଣା ସୀମାର ରୁଷ ପାର୍ଶ୍ୱରେ, ବେଲଗୋରୋଡ ଅଞ୍ଚଳରେ ଘଟିଥିବା ଚ୍ୟାନେଲ କହିଛି। “ଚ୍ୟାନେଲ ୱାନ’ର ଯୁଦ୍ଧ…

ଯାହାବି କରନ୍ତୁ ମୁଁ ଚାଇନା ଯିବି ନାହିଁ, ଯାତ୍ରୀଙ୍କୁ ହାତ ଯୋଡି ଏମିତି କାହିଁକି କହିଲେ ପାଇଲଟ, ଜାଣନ୍ତୁ…

ଲସ ଆଞ୍ଜେଲସ,୨୬।୩: ଆମେରିକାର ଲସ ଆଞ୍ଜେଲସରୁ ଚାଇନାର ସବୁଠାରୁ ବଡ଼ ସହର ସାଂଘାଇକୁ ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ ଏକ ବିମାନକୁ ଆମେରିକା ଫେରିବାକୁ ପଡିଲା। ଏହା ପଛରେ ଥିବା କାରଣଟି ବହୁତ ଆଶ୍ଚର୍ଯ୍ୟଜନକ। ପ୍ରକୃତରେ, ବିମାନର ପାଇଲଟଙ୍କ ପାଖରେ…

ବଦଳିବ ବାଂଲାଦେଶର ରାଜଧାନୀ! ରାଗିଲେଣି ସାଧାରଣ ଜନତା

ଢାକା,୨୬।୩: ବାଂଲାଦେଶର ରାଜଧାନୀ ଢାକାକୁ ପରିବର୍ତ୍ତନ କରିବା ଦାବି ଜୋର ଧରିଛି। ଏହାର ମୁଖ୍ୟ କାରଣ ହେଉଛି ସହରରେ ମୌଳିକ ସୁବିଧାର ବ୍ୟାପକ ଅଭାବ। ୩୦୬ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତୃତ ଏହି ସହରରେ ଏକ କୋଟିରୁ ଅଧିକ ଲୋକ ବାସ କରନ୍ତି,…

ରାତାରାତି ନିର୍ବାଚନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୬।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନିର୍ବାଚନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରିଛନ୍ତି। ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରି ପରବର୍ତ୍ତୀ କାର୍ଯ୍ୟ ପାଇଁ ପଥ ପ୍ରଶସ୍ତ କରିଛନ୍ତି। ଏବେ ନାଗରିକତାର ଡକ୍ୟୁମେଣ୍ଟାରୀ…

ନୂଆ ଗର୍ଭନିରୋଧକ ଇଞ୍ଜେକ୍ସନ ପ୍ରସ୍ତୁତ କଲେ ବୈଜ୍ଞାନିକ: ସହଜରେ ଏଡ଼ାଇପାରିବେ ଗର୍ଭଧାରଣ

ନୂଆଦିଲ୍ଲୀ,୨୫।୩: ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ର ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଇଞ୍ଜେକ୍ସନ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ବିନା ଚିକିତ୍ସା ପ୍ରକ୍ରିୟା ଏବଂ ଔଷଧ ସହାୟତାରେ ଗର୍ଭାବସ୍ଥାରୁ ଦୀର୍ଘକାଳୀନ ସୁରକ୍ଷା ମିଳିପାରିବ। DIY ଜ୍ୟାବରେ ମାଇକ୍ରୋସ୍କୋପିକ କ୍ରିଷ୍ଟଲ ଥାଏ, ଯାହା…

ଗାଜାରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ, ଏୟାର ଷ୍ଟ୍ରାଇକରେ ଅଲ ଜଜିରା ଖବରଦାତାଙ୍କ ମୃତ୍ୟୁ

ଜେରୁଜେଲମ,୨୫।୩: ସୋମବାର ଇସ୍ରାଏଲ ପୁଣି ଥରେ ଗାଜର ଉତ୍ତରରେ ଅବସ୍ଥିତ ବେଇଟ ଲାହିଆ ସହର ଉପରେ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅଲ ଜଜିରା ସାମ୍ବାଦିକ ହୁସାମ ଶବତଙ୍କ ମୃତ୍ୟୁ ହୋଇଥିଲା। ହୁସମଙ୍କ କାରକୁ ଏକ ଇସ୍ରାଏଲୀ ଡ୍ରୋନ ଟାର୍ଗେଟ…

ଲିକ୍‌ ହେଲା ଟ୍ରମ୍ପଙ୍କ ଓ୍ବାର ପ୍ଲାନ! କେବେ ଆଉ କେଉଁଠି କରିବେ ଆକ୍ରମଣ ଜାଣନ୍ତୁ…

ଓ୍ବାଶିଂଟନ,୨୫।୩: ୟେମେନର ହୁତି ବିଦ୍ରୋହୀଙ୍କ ବିରୋଧରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଯୁଦ୍ଧ ଯୋଜନା ଲିକ ହୋଇଯାଇଛି। ସମ୍ପୂର୍ଣ୍ଣ ମାମଲା ପାଇଁ ଟ୍ରମ୍ପ ପ୍ରଶାସନକୁ ଦାୟୀ କରାଯାଉଛି। ପ୍ରକୃତରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା।…

ସାରା ବିଶ୍ୱର ହୋସ୍‌ ଉଡାଇଲାଣି ଚାଇନା, କାଟିଦେବ ସବୁ ଇଣ୍ଟରନେଟ!

ବେଜିଂ,୨୫।୩: ଚାଇନା ସମ୍ପ୍ରତି ଏକ ଏପରି ଉପକରଣ ତିଆରି କରିଛି ଯାହା ପାଣି ତଳେ ସବୁଠାରୁ ଦୃଢ଼ ଯୋଗାଯୋଗ ଏବଂ ବିଦ୍ୟୁତ ତାରଗୁଡ଼ିକୁ କାଟି ପାରିବ। ଏହି ନୂତନ ଉପକରଣଟି ଚାଇନା ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ଏକ ଗଭୀର ସମୁଦ୍ର କେବୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?