ମାତ୍ର ୮୭୫ଟଙ୍କାରେ ହାତେଇପାରିବେ ୭୫କୋଟିର ସମ୍ପତ୍ତି, ହେଲେ ଏତେ କୋଟିର ମାଲିକ ହେବା ପାଇଁ ମାନିବାକୁ ପଡିବ ଏହି ସର୍ତ୍ତ
ଆଜିର ସମୟରେ, ସମସ୍ତେ ସମ୍ପତ୍ତି କିଣିବାକୁ ଚାହାଁନ୍ତି ଏବଂ ଲୋକମାନେ ଶସ୍ତାରେ ସମ୍ପତ୍ତି ପାଇବାର ସୁଯୋଗ ଖୋଜନ୍ତି। ତଥାପି, ଏପରି ମଧ୍ୟ ଅନେକ ଥର ଘଟେ ଯେ ସମ୍ପତ୍ତି କାରବାର ସମ୍ବନ୍ଧୀୟ ଆଶ୍ଚର୍ଯ୍ୟଜନକ କାହାଣୀ ମଧ୍ୟ ସାମ୍ନାକୁ ଆସେ। କିନ୍ତୁ ଜାଣି…
ମୋଦି ଆମେରିକା ଗସ୍ତରେ ଥିବାବେଳେ ଭାରତୀୟଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ବଡ଼ ନିଷ୍ପତ୍ତି
ୱାଶିଂଟନ, ୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ଆମେରିକାରେ ରହୁଥିବା ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ବଡ଼…
ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିବେ ମୋଦି, ୨ ନେତାଙ୍କ ମଧ୍ୟରେ ଆଲୋଚନା ହେବ ଏହି ୧୭ ପ୍ରସଙ୍ଗ, ଜାଣନ୍ତୁ କ’ଣ…
ୱାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ଆଜି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହେବ। ଏହି ବୈଠକ ଭାରତୀୟ ସମୟ ଅନୁସାରେ ରାତି ୨:୩୦ରେ ହ୍ବାଇଟ…
ହିନ୍ଦୁ ସମ୍ପ୍ରଦାୟଙ୍କୁ ବାଂଲାଦେଶରେ ଆକ୍ରମଣ, ୟୁନୁସଙ୍କ ମୁଖା ଖୋଲିଦେଲା ଜାତିସଂଘ
ନୂଆଦିଲ୍ଲୀ,୧୩।୨: ପଡୋଶୀ ବାଂଲାଦେଶରେ ସରକାର ଭାଙ୍ଗିବା ପରେ ସେଠାରେ ଦେଖା ଦେଇଥିବା ହିଂସାତ୍ମକ ବିଦ୍ରୋହ ସମୟରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅନେକ ଆକ୍ରମଣ ଖବର ଦେଖିବାକୁ ମିଳିଥିଲା। ତେବେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ହିନ୍ଦୁମାନଙ୍କ ବିରୁଦ୍ଧରେ…
ୟୁକ୍ରେନ-ରୁଷିଆ ଯୁଦ୍ଧ ସମାପ୍ତ କରିବାର ମିଶନରେ ଆମେରିକା, ପୁଟିନ୍-ଜେଲେନସ୍କିଙ୍କ ସହ କଥା ଦେଲେ ଟ୍ରମ୍ପ
ୱାଶିଂଟନ,୧୩।୨: ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାର ମିଶନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ସେ ସାଉଦି ଆରବରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଭେଟିବାକୁ ଯୋଜନା କରୁଛନ୍ତି। ବୁଧବାର ପୁଟିନ୍ଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତ୍ତା ପରେ ସେ ୱାଶିଂଟନରେ…
ଆମେରିକା-ଜେଲେନ୍ସି ବୈଠକ ପୂର୍ବରୁ ବଡ଼ ଦୁର୍ଘଟଣା, ଲୋକଙ୍କୁ ଦଳିଦେଲା କାର୍, ୨୦ଜଣ…
ମ୍ୟୁନିଚ,୧୩।୨: ଆମେରିକା-ୟୁକ୍ରେନ ବୈଠକ ପୂର୍ବରୁ ବଡ଼ ଅଘଟଣ। ହେଲା ବଡ଼ ଦୁର୍ଘଟଣା। ଜର୍ମାନୀର ମ୍ୟୁନିଚରେ ଫେବୃଆରୀ ୧୪ରେ ଏକ ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଆମେରିକା ସହ ୟୁକ୍ରେନ ମଧ୍ୟରେ ବୈଠକ ବସିବାକୁ ଯାଉଛି। କିନ୍ତୁ ଏସବୁ ଭିତରେ…
ପାକିସ୍ତାନ ଆକାଶରେ ମୋଦିଙ୍କ ବିମାନ, ଜାଣନ୍ତୁ ଏହି ସମୟରେ କେଉଁମାନେ ଦିଅନ୍ତି ସୁରକ୍ଷା
ନୂଆଦିଲ୍ଲୀ,୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଗସ୍ତ ପରେ ଏବେ ଆମେରିକାରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ “india 1” ପ୍ୟାରିସ ଯିବା ସମୟରେ ପାକିସ୍ତାନ ଏୟାରସ୍ପେସରେ ରହିଥିଲା। ଏବେ ଆପଣ ନିଶ୍ଚୟ ଭାବୁଥିବେ ଯେ ଯେତେବେଳେ…
ଭାରତକୁ ସରପ୍ରାଇଜ୍ ଦେବେ ଟ୍ରମ୍ପ, ମୋଦିଙ୍କ ସହ ବୈଠକ ପୂର୍ବରୁ କରିବେ ବଡ଼ ଘୋଷଣା! ସାରା ବିଶ୍ୱରେ…
ଓ୍ବାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଇଛନ୍ତି। ଆମେରିକା ସମୟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏକ ବୈଠକ ଏବଂ ଏକ ମିଳିତ ଖବରଦାତା ସମ୍ମିଳନୀ କରିବେ। କିନ୍ତୁ ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ…
ମାର୍କ ଜୁକରବର୍ଗଙ୍କୁ ପାକିସ୍ତାନରେ କାହିଁକି ଶୁଣାଯାଇଥିଲା ମୃତ୍ୟୁଦଣ୍ଡ?
ନ୍ୟୁୟର୍କ,୧୩।୨: ମେଟା ସିଇଓ ମାର୍କ ଜୁକରବର୍ଗ ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଜୋ ରୋଗାନଙ୍କ ସହ ଏକ ସାକ୍ଷାତକାର ସମୟରେ ଜୁକରବର୍ଗ ତାଙ୍କର ଅଭିଜ୍ଞତା ଶେୟାର କରିଥିଲେ। ସେ କହିଛନ୍ତି, ‘ଗୋଟିଏ ସମୟରେ, ଫେସବୁକରେ ପୋଷ୍ଟ କରିଥିବା ବିଷୟବସ୍ତୁ ଯୋଗୁଁ…
PNB ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସି କ୍ୟାନସରରେ ପୀଡିତ! ବେଲଜିୟମରେ ଚାଲିଛି ଚିକିତ୍ସା
ବ୍ରସେଲ୍ସ,୧୩।୨: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ ବେଲଜିୟମରେ ଅଛନ୍ତି। ମଙ୍ଗଳବାର (୧୧ ଫେବୃଆରୀ, ୨୦୨୫) ଏଠାରେ ଏକ ସ୍ବତନ୍ତ୍ର ଅଦାଲତକୁ ଏହି…
ବାଂଲାଦେଶରେ ୧,୪୦୦ ଲୋକଙ୍କୁ କରାଯାଇଛି ହତ୍ୟା, ଚମକାଇ ଦେଉଛି ରିପୋର୍ଟ
ଢାକା,୧୩।୨: ବାଂଲାଦେଶରେ ୨୦୨୪ ମସିହାରେ ଛାତ୍ର ଆନ୍ଦୋଳନ ଏବଂ ତା’ପରେ ହୋଇଥିବା ହିଂସା ସମ୍ପର୍କରେ ଜାତିସଂଘ ମାନବାଧିକାର କମିଶନଙ୍କ ରିପୋର୍ଟରେ ଏକ ବଡ଼ ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଶେଖ ହାସିନାଙ୍କ ସରକାର ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ…
ଭାରତ ମାତା କି ଜୟ, ବନ୍ଦେ ମାତରମ, ମୋଦି ମୋଦିରେ ଗୁଞ୍ଜରିତ ହେଲା ବ୍ଲେୟାର ହାଉସ
ଓ୍ବାଶିଂଟନ,୧୩।୨: ଆମେରିକାର ନୂତନ ‘ଆମେରିକା ଫାଷ୍ଟ’ ବାଣିଜ୍ୟ ଏଜେଣ୍ଡା ଏବଂ ପ୍ରବାସ ନୀତିକୁ ନେଇ ଭାରତରେ ଚିନ୍ତା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ…
Archives


