‘ଗଲ୍ଫ ଅଫ୍ ମେକ୍ସିକୋ’ ଏବେ ‘ଗଲ୍ଫ ଅଫ୍ ଆମେରିକା’: ଟ୍ରମ୍ପ୍
ଓ୍ବାଶିଂଟନ୍,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ‘ଗଲ୍ଫ ଅଫ୍ ମେକ୍ସିକୋ’ର ନାମ ପରିବର୍ତ୍ତନ କରି ଏହାକୁ ‘ଗଲ୍ଫ ଅଫ୍ ଆମେରିକା’ ରଖିଛନ୍ତି। ଟ୍ରମ୍ପ୍ ରବିବାର ଏ ସଂକ୍ରାନ୍ତରେ ଏକ ଏକ୍ଜିକ୍ୟୁଟିଭ୍ ଅର୍ଡରରେ ସ୍ବାକ୍ଷର କରି କହିଛନ୍ତି, ଏହି ନାମକରଣ ଦ୍ୱାରା ଇତିହାସରେ…
ଏଆଇ ଆକ୍ସନ ସମିଟ୍: ଫ୍ରାନ୍ସ ଗସ୍ତରେ ମୋଦି
ପ୍ୟାରିସ୍/ନୂଆଦିଲ୍ଲୀ୍,୧୧ା୨: ୪ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫ୍ରାନ୍ସରେ ପହଞ୍ଚତ୍ଛନ୍ତି। ତାଙ୍କୁ ପ୍ୟାରିସ୍ରେ ଭାରତୀୟ ବଂଶୋଦ୍ଭବମାନେ ସ୍ବାଗତ କରିଛନ୍ତି। ଏଆଇ ଆକ୍ସନ ସମିଟ୍ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁଙ୍କ ସହ ମୋଦି ସହଅଧ୍ୟକ୍ଷତା କରିବେ। ଉକ୍ତ…
ହାସିନାଙ୍କୁ ଭୟ ଘାରିଲା: ୟୁନୁସ୍ ନେଲେ ଏହି ନିଷ୍ପତ୍ତି, ବାଂଲାଦେଶରେ ହଇଚଇ
ଢାକା,୧୦।୨: ବାଂଲାଦେଶରେ ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ ସମର୍ଥକଙ୍କ ବିରେଧରେ ଦମନ ଚକ୍ର ଆରମ୍ଭ କରିଛନ୍ତି। ବାଂଲାଦେଶ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ନିର୍ଦ୍ଦେଶ ପରେ ‘ଅପରେସନ ଡେଭିଲ ହଣ୍ଟ’ ନାମକ ଏକ ଅପରେଶନ ଆରମ୍ଭ କରିଛନ୍ତି।…
ମୋଦିଙ୍କ ଗସ୍ତ ପୂର୍ବରୁ ଟେନ୍ସନ୍ ବଢାଇଲେ ଟ୍ରମ୍ପ:ଭାରତକୁ ହେବ ବଡ଼ କ୍ଷତି
ନୂଆଦିଲ୍ଲୀ,୧୦।୨: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କରେ ଏକ ନୂତନ ଘୋଷଣା କରିଛନ୍ତି। ଏହା ଭାରତ ସମେତ ଅନେକ ଦେଶକୁ ପ୍ରଭାବିତ କରିପାରେ। ଟ୍ରମ୍ପ କହିଛନ୍ତି, ସେ ଆମେରିକାର ସମସ୍ତ ଇସ୍ପାତ ଏବଂ ଆଲୁମିନିୟମ ଉପରେ…
ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁ ଭାରତର ଚିନ୍ତା ବଢ଼ିଲା, ଏବେ ଆମେରିକା…
ନୂଆଦିଲ୍ଲୀ,୧୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆର୍ଥିକ ନୀତିକୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ଯେଉଁଠାରେ ଦେଶର ହିତ ରହିଛି ସେଠାରେ ହିଁ ବ୍ୟବସାୟ କରିବେ ବୋଲି ସ୍ପଷ୍ଟ କରି ସାରିଛନ୍ତି। ଏହି କ୍ରମରେ ଏବେ ଟ୍ରମ୍ପ ଷ୍ଟିଲ୍ ଏବଂ ଆଲୁମିନିୟମର…
କ୍ଷେତ ଖୋଳିବାରୁ ମିଳିଲା ୪୯ ମୃତ ଦେହ, ଗୁଳିକରି କରାଯାଇଛି ହତ୍ୟା
କହିରା,୧୦।୨: ଆମେରିକା ଏବଂ ୟୁରୋପରେ, ଲୋକମାନେ ଏକ ଉନ୍ନତ ଜୀବନ ପାଇଁ ନିଜ ଦେଶ ଛାଡି ଚାଲି ଯାଉଛନ୍ତି। କିନ୍ତୁ ସେଠାରେ ସେମାନଙ୍କର ଅସୁବିଧା ଶେଷ ହେଉନାହିଁ। ସେମାନେ ବେଆଇନ ଉପାୟରେ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଛନ୍ତି। ଅନେକ ସମୟରେ, ସେମାନଙ୍କୁ ମୃତ୍ୟୁର…
ମୋଦିଙ୍କ ସହ ସାକ୍ଷାତ୍ ପୂର୍ବରୁ ବଡ଼ ଘୋଷଣା କରିବେ ଟ୍ରମ୍ପ, କେତେକ ଦେଶକୁ ଲାଗିବ ଝଟକା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨ ଏବଂ ୧୩ ତାରିଖରେ ଆମେରିକା ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାକ୍ଷାତ କରିବେ। ଏହି ଦୁଇ ବଡ଼ ନେତାଙ୍କ ମଧ୍ୟରେ…
ଟ୍ରମ୍ପ ଟାଓ୍ବାର ଭଳି ଗାଜାରେ ଫ୍ଲାଟ ନିର୍ମାଣ କରି ବିକିବାକୁ ଚାହୁଁଛନ୍ତି ଟ୍ରମ୍ପ? ଏମିତି ବୟାନରେ ରାଗିଲା ହମାସ
ଓ୍ବାଶିଂଟନ,୧୦।୨: ଗାଜା କ’ଣ? ସମଗ୍ର ବିଶ୍ୱ ପାଇଁ ଏହା ଏକ ଭୂମି ଖଣ୍ଡ ହୋଇପାରେ। ଯଦି ଆପଣ ଗାଜାରେ ରହୁଥିବା ପାଲେଷ୍ଟାଇନୀମାନଙ୍କୁ ପଚାରନ୍ତି, ତେବେ ଏହା ସ୍ବାଧୀନତା ସଂଗ୍ରାମର କେନ୍ଦ୍ର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଗାଜାକୁ ବିକାଶ…
ଭାରତ କଥା ଶୁଣୁ ନ ଥିଲେ, ଏବେ କାନାଡା ପୋଲିସ ଖୋଲିଲେ ଟ୍ରୁଡୋଙ୍କ ପୋଲ୍
ଓଟାଓ୍ବା,୧୦।୨: ଜଷ୍ଟିନ ଟ୍ରୁଡୋଙ୍କ ସରକାର ଯିବା ପରେ, କାନାଡିୟ ପୋଲିସ ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛି ଯାହା ଭାରତର ଏହି ଦାବିକୁ ଆହୁରି ଦୃଢ଼ କରିଛି ଯେ କାନାଡା ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ପାଇଁ ଏକ କେନ୍ଦ୍ର ପାଲଟିଛି। ରୟାଲ…
ପ୍ରିନ୍ସ ହ୍ୟାରିଙ୍କୁ ନିର୍ବାସିତ କରିବାର ଯୋଜନା ନାହିଁ: ଟ୍ରମ୍ପ୍
ଓ୍ବାଶିଂଟନ, ୧୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦ୍ୱିତୀୟ ପାଳିରେ ଦେଶରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ନିର୍ବାସିତ କରିବାରେ ସକ୍ରିୟ ଅଛନ୍ତି। ତେବେ ଶନିବାର ଟ୍ରମ୍ପ୍ ନ୍ୟୁୟର୍କ ପୋଷ୍ଟକୁ ଏକ ସାକ୍ଷାତ୍କାର ଦେଇ ବ୍ରିଟେନ୍ସ୍ଥିତ ଓ୍ବେଲ୍ସ ରାଜପରିବାରର ପ୍ରିନ୍ସ…
ପଣବନ୍ଦୀ ମୁକ୍ତି ଖୁସି ରହିଲାନି
ଜେରୁଜେଲମ, ୧୦।୨: ଗାଜାର ସଶସ୍ତ୍ର ଶାସକ ହମାସ୍ ପକ୍ଷରୁ ଶନିବାର ୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିଲା। ସେଥିରେ ୫୨ ବର୍ଷୀୟ ଏଲି ଶାରାବୀ ମଧ୍ୟ ସାମିଲ ଥିଲେ। ହମାସ୍ କବଳରେ ୪୯୧ ଦିନ ଧରି ପଣବନ୍ଦୀ ଭାବେ ରହିବା ପରେ…
ଗାଜାରୁ ଇସ୍ରାଏଲୀ ସେନା ପ୍ରତ୍ୟାହାର ଆରମ୍ଭ
ମୁଗ୍ରାକା (ଗାଜା ଷ୍ଟ୍ରିପ୍),୯।୨: ହମାସ୍ ସହ ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ, ଇସ୍ରାଏଲ୍ ଏହାର ପ୍ରତିଶ୍ରୁତିର ଅଂଶ ସ୍ବରୂପ ରବିବାର ଗାଜାର ଏକ ମୁଖ୍ୟ କରିଡରରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛି। ତେବେ ଯୁଦ୍ଧବିରତିର ପରବର୍ତ୍ତୀ ଯୋଜନା କାର୍ଯ୍ୟକାରୀ କରିବାରେ ଉଭୟ ପକ୍ଷ…
Archives


