ଅନ୍ତର୍ଜାତୀୟ

ପାକିସ୍ତାନର ପୋଲ୍‌ ଖୋଲିଦେଲେ ନିଜ ଦେଶର କ୍ରିକେଟର୍‌

ଇସଲାମାବାଦ୍‌,୩୧।୮: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ନିକଟରେ ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ କହିଛନ୍ତ, ଚାମ୍ପିଅନ୍ସ…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିଲିଜ ହେବ ଟ୍ରମ୍ପଙ୍କ ବିବାଦୀୟ ଫିଲ୍ମ

ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ କିଛି ମାସ ବାକି ଅଛି ଏବଂ ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନୀ ଉପରେ ଆଧାରିତ ବିବାଦୀୟ ଚଳଚ୍ଚିତ୍ର ‘ଦି ଆପ୍ରେଣ୍ଟିସ’ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି।…

ଭାରତରେ ଶେଖ ହାସିନାଙ୍କୁ ସ୍ଥାନ ଦେଇ ବଡ଼ ଅଡୁଆରେ ପଡ଼ିଲେ ମୋଦି, ଏବେ କରିବେ କ’ଣ?

ନୂଆଦିଲ୍ଲୀ,୩୧।୮: ବାଂଲାଦେଶରୁ ଭାରତକୁ ପଳାଇଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ୟାକୁ ବଢାଇ ଦେଇଛନ୍ତି। ବାସ୍ତବରେ ବାଂଲାଦେଶର ବର୍ତ୍ତମାନର ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ନିରନ୍ତର ଦାବି କରୁଥିବାବେଳେ ସରକାର ତାଙ୍କ ଆଗରେ ନଇଁବାକୁ କରିବାକୁ ପ୍ରସ୍ତୁତ…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ଟ୍ରମ୍ପ, କମଲା ହାରିସଙ୍କୁ ନେଇ କହିଲେ…

ଓ୍ବାଶିଂଟନ୍‌,୩୧।୮: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ କମଲା ହାରିସ ତାଙ୍କ ନୀତି ବିଷୟରେ ଖୋଲାଖୋଲି କହିଥିଲେ। ଏହି ସମୟରେ ସେ ତାଙ୍କ ନୀତିରେ ଆସିଥିବା ପରିବର୍ତ୍ତନ ଉପରେ ମଧ୍ୟ ଜବାବ ଦେଇଥିଲେ।…

ଟ୍ରମ୍ପଙ୍କ ସୁରକ୍ଷାରେ ପୁଣି ତ୍ରୁଟି? ଧସେଇ ପଶିବାକୁ ଚାହୁଁଥିଲେ ବ୍ୟକ୍ତି, ଅଟକାଇଲା ପୋଲିସ

ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାହୋଲ ରହିଛି ବେଶ ସରଗରମ। ରାଷ୍ଟ୍ରପତି ପଦ ପାଇଁ ଉଭୟ ପ୍ରାର୍ଥୀ – ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ରାଲିରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ, ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ ଶୁକ୍ରବାର…

ଶେଖ ହସିନାଙ୍କୁ ବାଂଲାଦେଶ ପଠାଇବ ଭାରତ! ଜାଣନ୍ତୁ କ’ଣ କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୧।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶରୁ କୌଣସି ସମ୍ଭାବ୍ୟ ଦାବି ସମ୍ପର୍କରେ ବିସ୍ତୃତ ଭାବେ କହିବାକୁ ଭାରତ ମନା କରିଦେଇଛି। ତେବେ ପଡୋଶୀ ଦେଶରେ ଅଶାନ୍ତି ହେତୁ ବିକାଶ ପ୍ରକଳ୍ପର କାର୍ଯ୍ୟ ବନ୍ଦ ହୋଇଯାଇଥିବା ଭାରତ…

ଏଲୋନ ମସ୍କଙ୍କୁ ବୁଦ୍ଧି ଶିଖାଇଲେ ବ୍ରାଜିଲ ଜଜ

ବ୍ରାସିଲିଆ,୩୧।୮: ବିଶ୍ୱର ସବୁଠୁ ବଡ ବିଲିୟନେୟାର ଏଲୋନ ମସ୍କ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି। ଘଟଣାହେଲା ବ୍ରାଜିଲ ସୁପ୍ରିମକୋର୍ଟର ବିଚାରପତି ବ୍ରାଜିଲରେ ଟେକ ବିଲିୟନେୟାରର ସୋସିଆଲ ମିଡିଆ ଜଏଣ୍ଟ ଏକ୍ସକୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ନିଆଯାଇଥିବା ଏହି ପଦକ୍ଷେପ…

ପାକିସ୍ତାନରେ ପ୍ରବଳ ବର୍ଷା: ଭୂସ୍ଖଳନରେ ପରିବାରର ୧୨ ମୃତ

ପେଶାଓ୍ବର,୩୦ା୮: ପାକିସ୍ତାନର ଉତ୍ତରପଶ୍ଚିମାଞ୍ଚଳରେ ଶୁକ୍ରବାର ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ଗୋଟିଏ ଘର ଭୁଶୁଡ଼ି ପଡ଼ିଛି। ଫଳରେ ପରିବାରର ୯ ପିଲାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶର ଅପର ଡିର୍‌ ଜିଲାରେ ଏହି ଦୁଃଖଦ…

ଜାପାନରେ ସ୍ଥଳଭାଗ ଛୁଇଁଲା ବାତ୍ୟା: ୧୮୦ କିଲୋମିଟର ବେଗରେ ବହିଲା ପବନ

ଫୁକୁଓକା,୩୦ା୮: ଜାପାନରେ ଶାନ୍‌ଶାନ୍‌ ବାତ୍ୟା ପ୍ରଭାବରେ ଗୁରୁବାର ରାତିରୁ ଲଗାଣ ବର୍ଷା ଓ ପବନ ଲାଗି ରହିଛି। ଫଳରେ କେତେକ ସ୍ଥାନରେ ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ହେବା ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ପରିବହନ ଓ…

ଝିଅକୁ ବିବାହ କରିବାକୁ ଚାହୁଁଥିଲେ ବ୍ୟକ୍ତି, ଶେଷ ଲକ୍ଷ୍ୟ ଥିଲା ସ୍ତ୍ରୀଙ୍କୁ ହତ୍ୟା

ଓ୍ବାଶିଂଟନ,୩୦।୮: ଆମେରିକାର ଇଣ୍ଡିଆନାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସାବତ ଝିଇକୁ ବିବାହ କରିବାକୁ ଚାହୁଁଥିଲେ, ଏଥିପାଇଁ ସେ ତାଙ୍କ ସ୍ତ୍ରଙ୍କୁ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, କାରଣ ସେ…

ପୋଲିଓ ଟିକାକରଣ ପାଇଁ ବନ୍ଦ ରହିବ ଯୁଦ୍ଧ

ଜେରୁଜେଲମ,୩୦।୮: ଇସ୍ରାଏଲ ଗାଜାର ଓ୍ବେଷ୍ଟ ବ୍ୟାଙ୍କରେ ଲଗାତାର ସାମରିକ ଅପରେସନ ଜାରି ରଖିଛି, ଦୁଇ ଦିନରେ ପ୍ରାୟ ୧୬ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରେ ପାଲେଷ୍ଟାଇନ ଇସଲାମିକ ଜିହାଦର ସାମରିକ ଗୁପ୍ତଚର କମାଣ୍ଡରମାନଙ୍କ ମଧ୍ୟରୁ ଓସାମା ଗଦାଲ୍ଲା ସାମିଲ ରହିଥିଲେ।…

ଶେଖ ହାସିନା ଦେଶ ଛାଡି ଯିବା ପରେ ବାଂଲାଦେଶ ହେଲା ମାଲାମାଲ, ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ୟୁନୁସ ସରକାର

ଢାକା,୩୦।୮: ବାଂଲାଦେଶରେ ବ୍ୟାପକ ବିରୋଧ ପରେ ଶେଖ ହାସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡି ପଳାଇବାକୁ ପଡିଲା। ଏହା ପରେ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେଲା। ୟୁନୁସ ସରକାର ଗଠନ ହେବା ମାତ୍ରେ ପଡୋଶୀ ଦେଶରେ ଯେପରି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri