ଅନ୍ତର୍ଜାତୀୟ

ଶପଥ ନେବା ପୂର୍ବରୁ କ୍ୟାବିନେଟ୍‌ ପ୍ରସ୍ତୁତ କଲେଣି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

ଓ୍ବାଶିଂଟନ୍‌,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ପୁନର୍ବାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରକୁ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିଦେଇଛନ୍ତି।…

ମାର୍କୋ ରୁବିଓ ହେବେ ଆମେରିକା ପରରାଷ୍ଟ୍ର ସଚିବ

ଓ୍ବାଶିଂଟନ, ୧୩।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଫ୍ଲୋରିଡା ସିନେଟର ଥିବା ମାର୍କୋ ରୁବିଓ(୫୩)ଙ୍କୁ ଦେଶର ପରରାଷ୍ଟ୍ର ସଚିବ ପଦ ପାଇଁ ମନୋନୀତ କରିଛନ୍ତି। ମାର୍କୋ ଚାଇନା, ଇରାନ, କ୍ୟୁବା ଭଳି ଦେଶ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ…

ଜଳବାୟୁ ପରିବର୍ତ୍ତନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ

ବାକୁ, ୧୩।୧୧ : ଅଜରବୈଜନର ରାଜଧାନୀ ବାକୁରେ ମଙ୍ଗଳବାର ମିଳିତ ଜାତିସଂଘର ୨୯ତମ ବାର୍ଷିକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୯)ରେ ବିଶ୍ୱର ବିଭିନ୍ନ ଦେଶର ନେତା ଯୋଗ ଦେଇଥିଲେ। ସମ୍ମିଳନୀରେ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନର ଅଧ୍ୟକ୍ଷ ସିମନ୍‌ ଷ୍ଟିଲ୍‌ ଉପସ୍ଥିତ ବିଶ୍ୱନେତାଙ୍କୁ…

ଋଷିଆ ଖୋଲିବ ଯୌନ ମନ୍ତ୍ରଣାନଳୟ, ସ୍ବାମୀ-ସ୍ତ୍ରୀଙ୍କ ଘରେ ରାତିରେ ଜଳିବନି ଲାଇଟ୍‌, ଅଫିସ୍‌ ବ୍ରେକ୍‌ରେ ରଖିପାରିବେ ଶାରୀରିକ ସମ୍ପର୍କ

ମସ୍କୋ,୧୨।୧୧: ଟେନସନରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେଲା ଦିନରୁ ଦ୍ରୁତ ଗତିରେ କମିବାରେ ଲାଗିଛି ଦେଶର ଜନସଂଖ୍ୟା । ଯାହା ପୁଟିନ୍‌ଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। କାମ କରିବାକୁ ଲୋକେ ନାହାନ୍ତି ଏପଟେ…

ମୁଁ ଆପଣଙ୍କୁ ଭେଟିବାକୁ ଚାହୁଁଛି ସାର୍‌, ଟ୍ରମ୍ଫଙ୍କ ସହ ଫୋନରେ କଥା ହେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି, ଭିଡିଓ ଭାଇରାଲ

ଜାକର୍ତ୍ତା/ଓ୍ବାଶିଂଟନ,୧୨।୧୧: ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବଓ ସୁବିଆଣ୍ଟୋ ବର୍ତ୍ତମାନ ଆମେରିକା ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏହା ପରେ ସେ ଏକ ଫୋନ କଲ ମାଧ୍ୟମରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏବେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେବା ପାଇଁ ତାଙ୍କ…

ଷ୍ଟିଫେନ ମିଲରଙ୍କୁ ଇମିଗ୍ରେସନ ପଲିସିର ଦାୟିତ୍ୱ ଦେବା ପରେ, ଟେନସନ ହେଲେଣି ଭାରତୀୟ!

ଓ୍ବାଶିଂଟନ,୧୨।୧୧: ଡୋନାଲ୍ଡ ଟ୍ରମ୍ପ ଇମିଗ୍ରେସନ ବିଶେଷଜ୍ଞ ଷ୍ଟିଫେନ ମିଲରଙ୍କୁ ତାଙ୍କର ଡେପୁଟି ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଉପରାଷ୍ଟ୍ରପତି ହେବାକୁ ଯାଉଥିବା ଜେଡି ଭାନ୍ସ ଷ୍ଟିଫେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜେ.ଡି. ଭାନ୍ସ ଷ୍ଟିଫେନଙ୍କୁ ଶୁଭେଚ୍ଛା ଜଣାଇ ଏକ୍ସରେ ଲେଖିଛନ୍ତି ଯେ ଏହା…

ଟ୍ରମ୍ପ-ପୁଟିନ୍‌ଙ୍କ ସିକ୍ରେଟ୍‌ ଡିଲ୍‌: ୟୁକ୍ରେନର ଅବସ୍ଥା ଏବେ ହେବ କ’ଣ

ମସ୍କୋ/ଓ୍ବାଶିଂଟନ୍‌,୧୨।୧୧:ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲୋଚନା କରିଥିଲେ। ଅସ୍ତ୍ରବିରତି ସୂତ୍ର ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି। ଯଦିଓ କ୍ରେମଲିନ ଏହି ଖବରକୁ ଅସ୍ବୀକାର କରିଛନ୍ତି, କିନ୍ତୁ ଏହି…

ଟ୍ରମ୍ଫ ନା ହାରିସ୍‌, ନିର୍ବାଚନୀ ପ୍ରଚାରରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି କିଏ? ଶୁଣିଲେ ଉଡିଯିବ ହୋସ୍‌

ଓ୍ବାଶିଂଟନ୍‌,୧୨।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହୋଇଛି, କିନ୍ତୁ ନିର୍ବାଚନ ପ୍ରଚାରର ଅନେକ ଖୁଲାସା ବର୍ତ୍ତମାନ ଧୀରେ ଧୀରେ ସାମ୍ନାକୁ ଆସିଛି। ଏକ ନୂତନ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁ କାରଣରୁ ନିର୍ବାଚନରେ ହାରିବା ପରେ ଡେମୋକ୍ରାଟିକ ପାର୍ଟି ଅଧିକ ଲଜ୍ଜାଜନକ…

ପାକିସ୍ତାନରେ ବଢୁଛି ପ୍ରଦୂଷଣର ମାତ୍ରା, ପଞ୍ଜାବରେ ୧କୋଟିରୁ ଅଧିକ ଶିଶୁଙ୍କ ଜୀବନ ବିପଦରେ

ଲାହୋର,୧୨।୧୧: ଏବେ ପାକିସ୍ତାନ ଗୁରୁତର ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି। ଦେଶର ଅନେକ ସହରରେ ଦିଲ୍ଲୀର ବାୟୁ ପ୍ରଦୂଷଣଠାରୁ ୪-୫ ଗୁଣରୁ ଅଧିକ ଅଟେ। ମୁଲତାନ ପରେ ଲାହୋରରେ ବାୟୁ ଗୁଣବତ୍ତା ସୂଚକାଙ୍କ ରେକର୍ଡ ସ୍ତରରେ ପହଞ୍ଚିଛି। ଲାହଲରେ AQI ୧୦୦୦…

ଚାଇନା ଯାଇପାରନ୍ତି ମୋଦି, ଦିଲ୍ଲୀରେ ବେଜିଂ ଅଧିକାରୀ ଆକ୍ଟିଭ!

ନୂଆଦିଲ୍ଲୀ/ବେଜିଂ,୧୨।୧୧: ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ଦେଶ ନିରନ୍ତର ଉଦ୍ୟମ କରୁଛନ୍ତି। ଗତ ମାସରେ ରୁଷିଆର କାଜାନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା।…

ନବୀନ ରାମଗୁଲାମ ହେବେ ମରିସସର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ/ପୋର୍ଟ ଲାଉସି,୧୨।୧୧: ସଂସଦୀୟ ନିର୍ବାଚନରେ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହଯୋଗୀ ପରାଜୟ ଆଡକୁ ଯାଉଛନ୍ତି। ସେ ୨୦୧୭ଠାରୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ…

ଗୋଟିଏ ଦିନରେ ମାରିଲା ୧୧ ଲକ୍ଷ ବିଜୁଳି, ଲୋକେ ଆତଙ୍କିତ

ନୂଆଦିଲ୍ଲୀ, ୧୧।୧୧: ଜଳବାୟୁ ପରିବର୍ତନ କାରଣରୁ ବର୍ତ୍ତମାନ ବିଭିନ୍ନ ପ୍ରାକୃତିକ ବିପତ୍ତି ଦେଖିବାକୁ ମିଳୁଛି। ରବିବାର ଅଷ୍ଟ୍ରେଲିଆର ମାତ୍ର ଗୋଟିଏ ଦିନରେ ୧.୧ ମିଲିୟନ ବା ୧୧ ଲକ୍ଷ ବିଜୁଳି/ଘଡ଼ଘଡ଼ି ମାରିଛି। କେନ୍ଦ୍ରୀୟ ଅଷ୍ଟ୍ରେଲିଆ, କୁଇନ୍ସଲାଣ୍ଡ ଏବଂ ଦକ୍ଷିଣ ଅଷ୍ଟ୍ରେଲିଆରେ କାଳବୈଶାଖୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri