ଇଥିଓପିଆରେ ଭୟଙ୍କର ଭୂସ୍ଖଳନ: ୫୦, ମୃତ, ୧୨୫ ନିଖୋଜ
ଆଡିସ୍ ଆବାବା,୧୩।୩: ଇଥିଓପିଆର ଦକ୍ଷିଣ ଭାଗରେ ସପ୍ତାହେ ଧରି ପ୍ରବଳ ବର୍ଷା ଫଳରେ ୩ ଜିଲାରେ ଭୂସ୍ଖଳନ ଯୋଗୁ ଅନୂ୍ୟନ ୫୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧୨୫ ଜଣ ନିଖୋଜ ଅଛନ୍ତି। ଗାମୋ ଜୋନ୍ରେ ହୋଇଥିବା ଭୂସ୍ଖଳନରେ ଗାଚୋ ବାବା,…
ଯୁଦ୍ଧ ଭିତରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ ଏତେ ବଡ଼ କଥା, ଟ୍ରମ୍ପ ଶୁଣିଲେ…
ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି “ମୁଁ ଗମ୍ଭୀର ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଇରାନ…
ଯୁଦ୍ଧ ମଝିରେ ଟ୍ରମ୍ପଙ୍କୁ ବଡ଼ ଝଟ୍କା, ଇରାକ ଆକାଶରେ ଘଟିଲା ଏମିତି…ଭୟରେ ଆମେରିକା
ଓ୍ବାଶିଂଟନ୍,୧୩।୩: ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଗୁରୁବାର ଘୋଷଣା କରିଛି ଯେ ପଶ୍ଚିମ ଇରାକରେ ଏକ ଆମେରିକୀୟ ସାମରିକ KC-135 ଏୟାରଲିଫ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଜଡିତ ଦ୍ୱିତୀୟ ବିମାନ ସୁରକ୍ଷିତ ଭାବରେ ଅବତରଣ କରିବାରେ ସଫଳ ହୋଇଛି।…
ଇରାନ ସହିତ ବିବାଦ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ବୟାନ, ମୋଜ୍ତାବା ଖାମେନେଇଙ୍କ ଜୀବନର କୌଣସି ଗ୍ୟାରେଣ୍ଟି…
ତେହରାନ୍ ,୧୩।୩: ଇସ୍ରାଏଲ ଏବଂ ଆମେରିକା ଦ୍ୱାରା ଇରାନ ବିରୁଦ୍ଧରେ ଏକ ମିଳିତ ସାମରିକ ଅଭିଯାନ ଚାଲିଛି। ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଘାତକ ଆକ୍ରମଣ ଆରମ୍ଭ କରୁଛି । ଏହି ସଂଘର୍ଷ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ…
ଶତ୍ରୁଙ୍କ ବିରୋଧରେ ମୋଜ୍ତାବାଙ୍କ ରଣହୁଙ୍କାର, ଆମ ବଳିଦାନର ପ୍ରତିଶୋଧ ନେବୁ
ତେହରାନ୍ ,୧୩।୩: ଆମେରିକା-ଇରାନ୍ ଯୁଦ୍ଧ ବିରତି ନେଇ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିଲାବେଳେ ଇରାନ୍ର ନବ ନିଯୁକ୍ତ ସୁପ୍ରିମ ଲିଡର୍ ମୋଜ୍ତାବା ଖାମେନେଇ ଆମେରିକା ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଇରାନୀୟ ସ୍କୁଲ ପିଲାଙ୍କଠାରୁ ଆରମ୍ଭକରି ଯେଉଁମାନେ ଏହି ଯୁଦ୍ଧରେ ବଳିଦାନ ଦେଇଛନ୍ତି…
ଇରାନ-ଆମେରିକା ଯୁଦ୍ଧ: ନେତାନ୍ୟାହୁଙ୍କ ଜାଲରେ ଫସିଲେ କି ଟ୍ରମ୍ପ?
ନୂଆଦିଲ୍ଲୀ,୧୨।୩: ଇରାନ ବିରୋଧରେ ଜାରି ରହିଥିବା ସାମରିକ ଅଭିଯାନ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଡୁଆ ସୂତା ପାଲଟିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ରଣନୀତିକୁ ସମର୍ଥନ କରି ଟ୍ରମ୍ପ ଏବେ ପଶ୍ଚାତାପ କରୁଥିବା ପରି ମନେହେଉଛି। ବିଶେଷଜ୍ଞଙ୍କ…
ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ
ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି। ଏହି ସମୟରେ, ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଚେତାବନୀ ଦେଇଛନ୍ତି ଯେ…
ଯୁଦ୍ଧରୁ ଏହି ଦେଶକୁ ମିଳୁଛି ବମ୍ଫର ଫାଇଦା, ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି କରିଛି। ସଂଘର୍ଷରେ ସିଧାସଳଖ ଜଡିତ ଦେଶଗୁଡ଼ିକ ସାମରିକ ଅଭିଯାନ ଏବଂ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରୁଥିବା ବେଳେ,…
ଇରାନରେ ଫସିଛନ୍ତି ୯୦୦୦ ଭାରତୀୟ
ତେହରାନ/ନୂଆଦିଲ୍ଲୀ,୧୨ା୩: ଇରାନରେ ୯୦୦୦ ଭାରତୀୟ ଫସି ରହିଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା ଦେଇ କହିଛନ୍ତି, ଏହି ୯ ହଜାରଙ୍କ ମଧ୍ୟରେ ଛାତ୍ର, ବ୍ୟବସାୟୀ, କର୍ମଜୀବୀ ଏବଂ ତୀର୍ଥଯାତ୍ରୀ ଫସି…
ଯୁଦ୍ଧ ଭିତରେ ଚାଇନା କଲା ବଡ଼ ଘୋଷଣା, ବିଶ୍ୱରେ ଚହଳ!
ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ବିଶ୍ୱ ଶକ୍ତି ବଜାର କ୍ରମଶଃ ଅସ୍ଥିର ହେବାରେ ଲାଗିଛି। ଅନେକ ଦେଶରେ ତୈଳ ଏବଂ ଗ୍ୟାସର ଉପଲବ୍ଧତା ନେଇ ଚିନ୍ତା ବୃଦ୍ଧି ପାଉଛି, ଯେତେବେଳେ ଅନ୍ତର୍ଜାତୀୟ ବଜାରରେ…
ହେବ କି ପରମାଣୁ ଆକ୍ରମଣ? ରିପୋର୍ଟରୁ ଜଣାପଡ଼ିଲା ଏମିତି…
ତେହରାନ,୧୨ା୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ପାରସ୍ୟ ଉପସାଗରର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। ଏହି ସମୟରେ ଅନୁମାନ ଆରମ୍ଭ ହୋଇଛି ଯେ, ଯଦି ପରିସ୍ଥିତି ଖରାପ ହେବାକୁ ଲାଗେ ତେବେ ତୃତୀୟ ବିଶ୍ୱଯୁଦ୍ଧ ଲାଗିପାରେ। ଯାହା ପରମାଣୁ…
ମଧ୍ୟପ୍ରାଚ୍ୟ ଯୁଦ୍ଧ; ସାଉଦି ଆରବକୁ ନେଇ ବଡ଼ ବୟାନ ଜାରି କଲା ପାକିସ୍ତାନ, ସମସ୍ତେ ଛାନିଆ!
ନୂଆଦିଲ୍ଲୀ,୧୨।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ପାକିସ୍ତାନ ସାଉଦି ଆରବ ପ୍ରତି ତାର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସାଉଦି ଆରବକୁ ସହାୟତା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି…
Archives


