ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଅଧିକାରୀ
ଇସଲାମାବାଦ,୭।୧୨: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦକ୍ଷ ଯୁବକ ଯୁବତୀ, ବିଶେଷକରି ହିନ୍ଦୁ ସମ୍ପ୍ରଦାୟ, ପ୍ରତିବନ୍ଧକ ଭାଙ୍ଗି ବଡ଼ ସଫଳତା ହାସଲ କରୁଛନ୍ତି। ରାଜେନ୍ଦ୍ର ମେଘୱାର ସେମାନଙ୍କ ମଧ୍ୟରୁ ଅନ୍ୟତମ। ପାକିସ୍ତାନ ପୋଲିସ ସେବା (ପିଏସପି) ରେ ଯୋଗ ଦେଇଥିବା ପ୍ରଥମ ହିନ୍ଦୁ…
ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ଲଗାଇ ଦେଲେ ନିଆଁ, ଜଳିଗଲା ଅନେକ ମୂର୍ତ୍ତି!
ଢାକା,୭।୧୨: ବାଂଲାଦେଶରେ ହିନ୍ଦୁମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ହିନ୍ଦୁମାନଙ୍କ ଘର ଜାଳିବା ବ୍ୟତୀତ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ମଧ୍ୟ ଅନେକ ଥର ସାମ୍ନାକୁ ଆସିଥିଲା। ଏବେ ପୁଣି ଥରେ ଇସ୍କନ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଇସ୍କ ନିଜେ ଏହା…
ସାରା ବିଶ୍ୱରେ ଖେଳିଯିବ ଆତଙ୍କ: ବୈଜ୍ଞାନିକମାନେ ଦେଲେ ଚେତାବନୀ
ନୂଆଦିଲ୍ଲୀ,୬।୧୨: ଜଳବାୟୁ ପରିବର୍ତ୍ତନ ହେତୁ ଖୁବ୍ ଆର୍କଟିକ ଗ୍ଲେସିୟର ସମ୍ପୂର୍ଣ୍ଣ ଲୋପ ପାଇବାକୁ ଯାଉଛି। ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡିଛି। ଏହାର ଅର୍ଥ ହେଉଛି ୨୦୨୭ ସୁଦ୍ଧା ପ୍ରଥମ ଥର ପାଇଁ ଏଠାରେ ଗ୍ରୀଷ୍ମ ଋତୁ ଆସିପାରେ। ଅଧ୍ୟୟନ ଅନୁଯାୟୀ,…
କାଲିଫର୍ନିଆରେ ୭ ତୀବ୍ରତାର ବଡ଼ ଭୁମିକମ୍ପ: ପ୍ରଥମେ ସୁନାମି ଚେତାବନୀ ଜାରି ପୁଣି ନିଷ୍ପତ୍ତି ବଦଳାଇଲେ ସରକାର
ନୂଆଦିଲ୍ଲୀ,୬।୧୨: ଗୁରୁବାର ଆମେରିକାର ଉତ୍ତର କାଲିଫର୍ନିଆରେ ବଡ ଧରଣର ଭୂମିକମ୍ପ ହୋଇଛି। ଏହାପରେ ଅଧିକାରୀମାନେ ପ୍ରଥମେ ସୁନାମି ଚେତାବନୀ ଦେଇଥିଲେ କିନ୍ତୁ କିଛି ସମୟ ପରେ ଏହାକୁ ବାତିଲ କରିଥିଲେ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଓରେଗନ୍ ସୀମା ନିକଟ ହମ୍ବୋଲ୍ଡ…
ଫ୍ରାନ୍ସ ସରକାର ଭାଙ୍ଗିଲା
ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମିଶେଲ ବର୍ନିଅର ପାର୍ଲାମେଣ୍ଟରେ ଅନୁଷ୍ଠିତ ଆସ୍ଥାଭୋଟରେ ପରାଜିତ ହେବା ପରେ ତାଙ୍କ ସରକାର ଭାଙ୍ଗିଯାଇଛି। ସରକାର ପତନ ପାଇଁ ୨୮୮ ଭୋଟ ଆବଶ୍ୟକ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୩୩୧ ଜଣ ଆଇନପ୍ରଣେତା ମତଦାନ କରିଛନ୍ତି। ଫଳରେ ସରକାର ଗଠନର…
ପୁଷ୍ପା-୨ ସ୍କ୍ରିନିଂ ସମୟରେ ଦଳାଚକଟାରେ ମହିଳା ମୃତ, ଅଲୁ ଅର୍ଜୁନଙ୍କ ନାଁରେ ରୁଜୁ ହେଲା ମାମଲା
ହାଇଦ୍ରାବାଦ, ୫ା୧୨: ପୁଷ୍ପା-୨ ର ପ୍ରିମିୟର ସମୟରେ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ନିକଟରେ ହୋଇଥିବା ଦଳାଚକଟାରେ ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ପୁଷ୍ପରାଜ ଅଲୁ ଅର୍ଜୁନଙ୍କ ନାମ…
ସିଧା ଚିଫ ଗେଷ୍ଟଙ୍କ କୋଳରେ ଲ୍ୟାଣ୍ଡ କଲେ ପରାଗ୍ଲାଇଡର, ଭିଡିଓ ଭାଇରାଲ
ଇସଲାମାବାଦ,୫।୧୨: ପାକିସ୍ତାନରେ ଏକ ଇଭେଣ୍ଟ ସମୟରେ ହଠାତ ଜଣେ ପାରାଗ୍ଲାଇଡର୍ ଅବତରଣ କରିବାର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ୟୁଜର୍ସଙ୍କୁ ହସାଇ ହସାଇ ବେଦମ କରୁଛି। ଲୋକପ୍ରିୟ ଆକାଉଣ୍ଟ ‘ଘର କେ କଲେଶ’ ଦ୍ୱାରା…
ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ହିଂସା, ଘର ଛାଡିଲେଣି ୨୦୦ ପରିବାର
ଢାକା,୫।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହିଂସା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୟୁନୁସ ସରକାରଙ୍କ ହସ୍ତକ୍ଷେପ ସତ୍ତ୍ୱେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ମୌଳବାଦୀଙ୍କ ଏକ ଦଳ ସୁମଙ୍ଗଞ୍ଜ ଜିଲାର ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ବୁଧବାର ପୁଣିଥରେ…
ବିଶ୍ୱକୁ ସ୍ତବ୍ଧ କଲା ଭାରତ: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ
ମସ୍କୋ,୫।୧୧:ଭାରତ ପୁଣି ଥରେ ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏଥର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପଦକ୍ଷେପକୁ ବିଶେଷ କରି ମେକ ଇନ ଇଣ୍ଡିଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ କ୍ଷୁଦ୍ର ଓ ମଧ୍ୟମ…
ସମୁଦ୍ରରେ ବୁଡିଯାଇଥିଲା ଜାହାଜ, ୧୨ ଭାରତୀୟଙ୍କୁ ଉଦ୍ଧାର କଲା ପାକିସ୍ତାନ ସେନା
ଇସଲାମବାଦ,୫।୧୨: ଏକ ଭାରତୀୟ ମାଲବାହୀ ଜାହାଜ ବୁଡିବା ପରେ ପାକିସ୍ତାନୀ ସେନା ଜାହାଜର କର୍ମଚାରୀଙ୍କ ଜୀବନ ରକ୍ଷା କରିଛନ୍ତି। ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) ବୁଧବାର ଭାରତୀୟଙ୍କୁ ଏପରି ବିପଦରୁ ଉଦ୍ଧାର କରିଛି। ଭାରତୀୟ କାର୍ଗୋ ଜାହାଜ ଏମଏସଭି ଏଏଲ…
ଏଲନ ମସ୍କଙ୍କ ବିଶ୍ୱସ୍ତ ଇସାକ୍ମ୍ୟାନ୍ଙ୍କୁ ପରବର୍ତ୍ତୀଙ୍କୁ ନାସା ମୁଖ୍ୟ ପାଇଁ ପ୍ରସ୍ତାବ ଦେଲେ ଟ୍ରମ୍ପ
ଓ୍ବାଶିଂଟନ,୫।୧୨: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ବିଲିୟନେୟାର ଉଦ୍ୟୋଗୀ ଜାରେଡ୍ ଇସାକ୍ମ୍ୟାନ୍ଙ୍କୁ ପରବର୍ତ୍ତୀ ନାସା ମୁଖ୍ୟ ଭାବେ ମନୋନୀତ କରିଛନ୍ତି। କିଛି ଦିନ ତଳେ ଇସାକ୍ମ୍ୟାନ ପ୍ରଥମ ପ୍ରାଇଭେଟ୍ ଆଷ୍ଟ୍ରୋନଟ୍ ଭାବେ ସ୍ପେସ୍ଓ୍ବାକ୍ କରି ଇତିହାସ ରଚିଥିଲେ। ୪୧…
ଏଠାରେ ଭଡ଼ାରେ ମିଳୁଛନ୍ତି ବୟଫ୍ରେଣ୍ଡ, ପ୍ରତିବଦଳରେ ଦେବାକୁ ପଡିବ…
ହାନୋଇ,୫।୧୨: ଭିଏଟ୍ନାମର ଯୁବପିଢିଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ଜୀବନସାଥୀ ଖୋଜିବାକୁ ସମୟ ନ ଥାଏ, ସେମାନେ ଭଡ଼ାରେ ନିଜ ପାଇଁ ପାର୍ଟନର ଖୋଜିଥାନ୍ତି ବୋଲି ସାଉଥ୍ ଚାଇନା ମର୍ନିଂ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଯୁବକଙ୍କ ଅପେକ୍ଷା ଯୁବତୀମାନେ…
Archives


